ଏବେବି ରହସ୍ୟ ଘେରରେ ସମ୍ବଲପୁର ସୁନାପାଲି ଅଞ୍ଚଳରେ ବନ୍ଦ ଘରୁ ୩ଟି ମୃତଦେହ ଉଦ୍ଧାର ଘଟଣା। ସାଜିୟା ପରୱିନ୍, ତାଙ୍କର ୮ ବର୍ଷୀୟ ପୁଅ ଅବଦୁଲ ରେହମାନ ଏବଂ ୬ ବର୍ଷୀୟା ଝିଅ ହୁମେରା ତାୟିବାଙ୍କ ମୃତ୍ୟୁ କେମିତି ହେଲେ ସେ ସମ୍ପର୍କରେ ଜଣାପଡ଼ିନି। ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି। ପାରିପାର୍ଶ୍ୱିକ ସ୍ଥିତି ଯାଞ୍ଚ କରିବା ସହ ନମୁନା ସଂଗ୍ରହ କରାଯାଇଛି।
Published: Tanmay Kumar Mahalik
Last updated: 14 May 2023, 10:44 PM IST
ବଡ଼ବଡ଼ ହୋଟେଲ୍ରେ ରହି ମୌଜ ମଜଲିସ୍ କରୁଥିଲେ। ଏଥିସହ ନିଶା କାରବାର ସାଙ୍ଗକୁ ଚଳାଇଥିଲେ ଆତଙ୍କରାଜ। ସବୁବେଳେ ପୋଲିସ୍ ରାଡ଼ାରରେ ରହୁଥିଲେ। ହେଲେ ପୋଲିସ ତାଙ୍କୁ ଗିରଫ କରିପାରୁନଥିଲେ।