କୋର୍ଟଙ୍କ ବଡ଼ ରାୟ । ସ୍ୱାମୀ ତାଙ୍କ ମା’ଙ୍କୁ ଟଙ୍କା ଓ ସମୟ ଦେବା ଘରୋଇ ହିଂସା ନୁହେଁ । ଏକ ମାମଲାରେ ଏଭଳି ରାୟ ଶୁଣାଇଛନ୍ତି କୋର୍ଟ । ଯାହାକୁ ନେଇ ସାରା ଭାରତରେ ଚର୍ଚ୍ଚା ।
ପତ୍ନୀ ଅଦ୍ରିଜାଙ୍କ ଅଭିଯୋଗ ଉପରେ ସ୍ୱାମୀ ଅର୍କେଶ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ମୁଁ ତାଙ୍କ(ଅଦ୍ରିଜା) ବାପାଙ୍କୁ କହିଲି ଦଶ ଦଶଟା ଗୁଣ୍ଡା ଆଣି କାହିଁକି ଘରେ ପସାଉଛନ୍ତି? ସେ କହିଲେ ଦଶଟା କଣ ଶହେ ଗୁଣ୍ଡା ନେଇକି ଆସିବି।’
ଅନଙ୍ଗ ଉଦୟ ସିଂ ଦେଓଙ୍କ ସାନ ପୁଅ ଅର୍କେଶ ସିଂ ଦେଓଙ୍କ ବିରୋଧରେ ତାଙ୍କ ପତ୍ନୀ ଅଦ୍ରିଜା ସିଂ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁସାରେ, ଶ୍ୱଶୁର ଅନଙ୍ଗ ଉଦୟ ସିଂ ଦେଓ, ବିଜୟ ଲକ୍ଷ୍ମୀ ଦେବୀ, ମେଘନା ରାଣା ଗତ ୫ ବର୍ଷ ଧରି ବାରମ୍ବାର ମାନସିକ ନିର୍ଯାତନା ଦେଉଥିଲେ।
ଅଦ୍ରିଜା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂଙ୍କ ନାତୁଣୀ। ଅଦ୍ରିଜା ତାଙ୍କ ପରିବାର ସହ ଏବେ ଉତ୍ତରାଖଣ୍ଡରେ ରହୁଥିବା ବେଳେ ସେଠାରେ ଏକ ଥାନାରେ ଅଭିଯୋଗ କରିଥିଲେ।