Naba das Murder case
ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ପଲିଗ୍ରାଫ ରିପୋର୍ଟକୁ ନେଇ ଏବେ ନାନା ଚର୍ଚ୍ଚା । ରିପୋର୍ଟରେ ଥିବା ମନୋଜ ବରିହା ନାମକ ଜଣେ ବ୍ୟକ୍ତିଙ୍କ ନାଁକୁ ନେଇ ସସପେନ୍ସ । ଯିଏ ନବ ଦାସଙ୍କ ଆଡୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଗୋପାଳକୁ ଭୟଭୀତ କରାଇଥିଲେ। ସେହି ଭୟରେ ଗୋପାଳ, ନବ ଦାସଙ୍କୁ ହତ୍ୟା ପାଇଁ ତିଆରି କରିଥିଲା ବ୍ଲୁ ପ୍ରିଣ୍ଟ। ତେବେ କିଏ ସେହି ମନୋଜ ବରିହା ? ଗୋପାଳକୁ ଭୟଭୀତ କରାଇବା ପଛର ଉଦ୍ଦେଶ୍ୟ କ’ଣ ? ଜୀବନ ପ୍ରତି ବିପଦ ନେଇ ଧମକ ଦେଇଥିବା ବରିହାଙ୍କୁ କାହିଁକି କାର୍ଯ୍ୟାନୁଷ୍ଠାନ ନେଇନି କ୍ରାଇମବ୍ରାଞ୍ଚ ? ସେନେଇ ଏବେ ନାନା ପ୍ରଶ୍ନ ଛିଡ଼ା ହୋଇଛି।...
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)