• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Woman attack
ପାଗଳ କଲା ମୋବାଇଲ୍‌ ନିଶା; ବାପା-ମା’ଙ୍କୁ ହାଣିଦେଲା ଝିଅ

ବାଲେଶ୍ୱର ଜିଲ୍ଲା ସୋର ଥାନା ହାତିଗାଡ଼ିଆରେ ଏହି ଘଟଣା ଘଟିଛି । ଗୁରୁତର ସ୍ୱାମୀ ସ୍ତ୍ରୀ ହେଲେ ରଂଜିତ ସିଂ ଓ ସ୍ତ୍ରୀ ବୁଦୁନି ସିଂ । ଉଭୟଙ୍କୁ ପ୍ରଥମେ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

Madhya Pradesh
ଚାହୁଁଥିଲେ ଝିଅ, ହେଲେ ଜନ୍ମନେଲା ପୁଅ; ଗଳାକାଟି ମାରିଦେଲା ବାପା

ନବଜାତ ପୁଅର ଗଳାକାଟି ହତ୍ୟା କରିଛି ନୃଶଂସ ବାପା । ସୂଚନା ଅନୁସାରେ ତାଙ୍କର ୨ ପୁଅଙ୍କ ମଧ୍ୟରୁ ଜଣେ ପୁଅର ବୟସ ୭ ବର୍ଷ ଓ ଅନ୍ୟ ଜଣେ ପୁଅ ୫ ବର୍ଷର ।

  • Tuesday, 16 January 2024
  • Death
ATM Loot
ଚୋରଙ୍କ ଦୁର୍ଭାଗ୍ୟ ! ଗ୍ୟାସ୍‌ କଟରରେ ATM କାଟୁ କାଟୁ ଜାଳିଦେଲେ ଟଙ୍କା

ଆମେ ଆଜି ଆପଣଙ୍କୁ ଯେଉଁ କାହାଣୀ କହିବୁ ତାହା କୌଣସି ଚୋରିର ନୁହେଁ, ବରଂ ଏଟିଏମ୍‌ ଚୋରମାନଙ୍କର ଏକ ଦୁର୍ଦ୍ଦଶାର କାହାଣୀ । 

Sachin Tendulkar Deep Fake Video
ଡିପ୍‌ ଫେକ୍‌ର ଶିକାର ହେଲେ ସଚିନ୍, କହିଲେ ଖୁବ ଇରିଟେଡ୍‌ ଲାଗିଲାଣି...!

ସୋସିଆଲ ମିଡିଆରେ ଦେଖିବାକୁ ମିଳୁଥିବା ଭିଡିଓ ବା କଣ୍ଟେଣ୍ଟ ସବୁବେଳେ ସତ ହୋଇନଥାଏ । ଆମକୁ ଭାବି ଚିନ୍ତି କାମ କରିବାକୁ ପଡ଼ିବ ।

Viral Video
Viral Video: ବିଳମ୍ବରେ ଉଡ଼ିଲା ବିମାନ, ପାଇଲଟ୍‌ଙ୍କୁ ନିର୍ଧୂମ ମାଡ଼ ମାରିଲେ ଯାତ୍ରୀ

ବିମାନଟି ବିଳମ୍ୱରେ ଉଡାଣ କରିବା ନେଇ ଘୋଷଣା କରିଥିଲେ ପାଇଲଟ୍ । ହେଲେ ଏଥିରେ ଉତ୍ତକ୍ଷିପ୍ତ ହୋଇ ଜଣେ ଯାତ୍ରୀ ସିଧା ପାଇଲଟଙ୍କ ନିକଟକୁ ଯାଇ ତାଙ୍କୁ ଚାପୁଡା ମାରିଥିଲେ ।

Man beats Mother
ଧନ୍ୟ ତୁ କୁଳାଙ୍ଗାର ପୁଅ ! ମାଡ଼ମାରି ଭାଙ୍ଗିଦେଲା ମା’ର ହାତ...

କଳିଯୁଗର ପୁଅ । ଯିଏ, ନିଜର ଜନ୍ମକଲା ମା’ଙ୍କୁ ମାଡ଼ ମାରିଛି, ହାତ ଭାଙ୍ଗି ଅଣ୍ଟା ଦରଜ କରିଦେଇଛି । ପୁଅର ଏଭଳି ନୃଶଂସ ଆକ୍ରମଣର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଛି ସେହି ଅଭାଗିନୀ ମା’ । ଆଉ ଯନ୍ତ୍ରଣାରେ ଛଟପଟ ହୋଇ ଏଭଳି ସନ୍ତାନକୁ ଜନ୍ମଦେଇଥିବା ମା’ ଆଜି ନିଜ କୋଳକୁ ନିନ୍ଦୁଛି । ଗଞ୍ଜାମ ଆସିକା ଅଞ୍ଚଳରୁ ଆସିଛି ଜଣେ ମା’ର ବେଦନାଭରା କାହାଣୀ ।

Man beats Mother
କଳିଯୁଗର କୁଳାଙ୍ଗାର ପୁଅ ! ମା’କୁ ମାରି ଭାଙ୍ଗିଦେଲା ହାତ...

କୌଣସି ପିତା, ମାତା କେବେ ଚାହୁଁନଥିବା ଘଟଣା ଆଜି ବିଧାତା ଖଞ୍ଜିଦେଇଛି ଏହି ବୁଢ଼ୀ ମା’ଭାଗ୍ୟରେ । କେବେ କେହି ଆଶା କରୁନଥିବା ନିର୍ଯାତନାର ପାହାର ବସିଛି ଏହି ଚମ ଧୁଡୁଧୁଡୁ ଶରୀର ଉପରେ ।

Son Bitten His Mother
ଭତ୍ତା ଟଙ୍କା ଦେଲାନି ମାଆ, ନିସ୍ତୁକ ମାଡ଼ ମାରିଲା କୁଳାଙ୍ଗାର ପୁଅ

ଏହି ଘଟଣା ପରେ ଛଳ ଛଳ ଆଖିରେ ନିଜର ଦୁଃଖ ବଖାଣିଛନ୍ତି ୭୦ ବର୍ଷୀୟ ବୃଦ୍ଧା ଜଣଙ୍କ। ସେ କହିଛନ୍ତି, ମୁଁ କିଛି ଭୁଲ କରିନି, ତଥାପି ମୋତେ ସାନ ପୁଅ ପ୍ରମୋଦ ବହୁତ ମାରିଲା

Murder in Banglore
ବେଙ୍ଗାଲୁରୁରେ ଓଡ଼ିଆ ନାବାଳିକାଙ୍କୁ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ

ଜଗତସିଂହପୁର ବଡ଼ବାଗ ଅଞ୍ଚଳର ସସ୍ମିତା ବେହେରାଙ୍କ ଝିଅ ଖୁସିକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Vigilance SP
ଭିଜିଲାନ୍ସ ଏସପି ପରିଚୟ ଦେଇ ଠକୁଥିଲେ, ଅଭିଯୁକ୍ତକୁ ବାନ୍ଧିଲା କମିଶନରେଟ୍ ପୋଲିସ୍

ରାୟଗଡ଼ାର ଠିକାଦାର ମନୋଜ କୁମାର ଚୌଧୁରୀ ଅଭିଯୋଗ କରିଛନ୍ତି, ଭିଜିଲାନ୍ସ ଅଫିସ୍ କାମର ଠିକା ଦେବାର ଲୋଭ ଦେଖାଇ ତାଙ୍କଠୁ ୭ ଲକ୍ଷ ୬୦ ହଜାର ଟଙ୍କା ଠକି ନେଇଛି ମନୋଜ କୁମାର ମାଝୀ।

Murder
ରାଜଧାନୀ ଉପକଣ୍ଠ ବାଲିଅନ୍ତା ସାଗୁଆ ଗାଁରେ ଚାଞ୍ଚଲ୍ୟ, ଯୁବ ବ୍ୟବସାୟୀଙ୍କୁ ତଣ୍ଟି କାଟି ହତ୍ୟା ଅଭିଯୋଗ

ବିଶ୍ୱଜିତ ଜଣେ ହୋଟେଲ ବ୍ୟବସାୟୀ। ସେ ଘରେ ଏକାଥିବା ବେଳେ ତାଙ୍କ ତଣ୍ଟି କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

OYO Hotel
ରାତିରେ ପ୍ରେମିକ ସହ ଯାଇଥିଲେ ଓୟୋ; ସକାଳୁ ମିଳିଲା ମୃତଦେହ

ଡାକ୍ତର ସେଠାରେ ଯୁବତୀଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାରେ ପୋଲିସ ସଙ୍କେତ ସେନାପତିଙ୍କୁ ଅଟକ ରଖିଛି । ସଙ୍କେତଙ୍କ ଘର ରାୟଗଡ଼ା ଜିଲ୍ଲାରେ ।

Kdnapped
ସରକାରୀ ଶିକ୍ଷକଙ୍କୁ ଟେକି ନେଇ ଜବରଦସ୍ତ ବିବାହ, କନ୍ୟା କହିଲେ...

ମୁକେଶ କୁମାର ନାମକ ଜଣେ ଶିକ୍ଷକଙ୍କୁ ସମାନ ଢଙ୍ଗରେ ଅପହରଣ କରାଯାଇ ବାହା କରିଦିଆଯାଇଛି ।

Kidnappers
ସାଧୁ ବେଶରେ କରୁଥିଲେ ଅପହରଣ ! ସ୍ଥାନୀୟ ଲୋକ ନିର୍ଧୂମ ଛେଚିଲେ

ଜଣେ ବ୍ୟକ୍ତି ତାଙ୍କର ଦୁଇ ପୁଅଙ୍କ ସହ ମକର ସଂକ୍ରାନ୍ତି ପର୍ବ ପାଇଁ ଗଙ୍ଗାସାଗରକୁ ଯାଉଥିଲେ । ସଠିକ୍‌ ରାସ୍ତା ନଜାଣିବାରୁ ସାଧୁମାନଙ୍କୁ ପଚାରିଥିଲେ ।

BDO Death
କେମିତି ହେଲା ସିମୁଳିଆ ବିଡ଼ିଓ ବିଶ୍ବରଂଜନ ମହାନ୍ତିଙ୍କ ମୃତ୍ୟୁ ?

ବିତିଲା ୨୪ ଘଣ୍ଟା । ହେଲେ ବାଲେଶ୍ୱର ସିମୁଳିଆ ବିଡ଼ିଓ ବିଶ୍ୱରଂଜନ ମହାନ୍ତିଙ୍କ କେମିତି ହେଲା ମୃତ୍ୟୁ, ଏଯାଏଁ ସାମ୍ନାକୁ ଆସିପାରୁନି ସତ । ଯଦି ବି ସେ ଆତ୍ମହତ୍ୟା କରିଛନ୍ତି, ତା’ପଛର ରହସ୍ୟ ଉପରୁ ପରଦା ହଟୁନି । କିଏ କହୁଛନ୍ତି, କାର୍ଯ୍ୟ ଚାପରୁ ବିଷାଦଗ୍ରସ୍ତ ଥିଲେ ତ ଆଉ କିଏ ଏହି ରହସ୍ୟଜନକ ମୃତ୍ୟୁ ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି ।

BDO Death
ବିଡ଼ିଓ ମୃତ୍ୟୁ: ସାମ୍ନାକୁ ଆସୁନି ସତ, କାର୍ଯ୍ୟ ଚାପ ନା ଠିକାଦାରଙ୍କ ଧମକ !

ବିତିଲା ୨୪ ଘଣ୍ଟା । ହେଲେ ବାଲେଶ୍ୱର ସିମୁଳିଆ ବିଡ଼ିଓ ବିଶ୍ୱରଂଜନ ମହାନ୍ତିଙ୍କ କେମିତି ହେଲା ମୃତ୍ୟୁ, ଏଯାଏଁ ସାମ୍ନାକୁ ଆସିପାରୁନି ସତ । ଯଦି ବି ସେ ଆତ୍ମହତ୍ୟା କରିଛନ୍ତି, ତା’ପଛର ରହସ୍ୟ ଉପରୁ ପରଦା ହଟୁନି ।

  • Friday, 12 January 2024
BDO
ହତ୍ୟା ନା ଆତ୍ମହତ୍ୟା ? ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ବିଜେପି

ସିମୁଳିଆ ବିଡ଼ିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ମୃତ୍ୟୁକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ବିଜେପି । ସିମୁଳିଆରେ ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି ।

Check In Bag
ସାବଧାନ ! ସିଲ୍‌ ଥାଇ ବି ବିମାନବନ୍ଦରରେ ବ୍ୟାଗ୍‌ରୁ ହୋଇପାରେ ଚୋରି...

‘ବିନୋଦ ଆହୁରି କହିଛନ୍ତି ଯେ, ବ୍ୟାଗ୍‌ରେ ଟଙ୍କା ଥିବା ନେଇ ମଧ୍ୟ ମୁଁ ପ୍ରମାଣ କରିଛି । ବ୍ୟାଙ୍କରୁ ମୁଁ ଟଙ୍କା ଉଠାଇ ଆଣିଥିବାର ପ୍ରମାଣ ମଧ୍ୟ ରହିଛି। ମୁଁ ନିୟମିତ ଭାବେ ବିମାନରେ ଯାତାୟାତ କରେ । କିନ୍ତୁ ଏଭଳି ସ୍ଥିତି କେବେ ଉପୁଜିନଥିଲା ।’

Ninth Class Student
ନବମ ଶ୍ରେଣୀ ଛାତ୍ରୀ ଜନ୍ମ ଦେଲେ ଛୁଆ, ହଷ୍ଟେଲ ୱାଡେନ୍‌ ସସ୍‌ପେଣ୍ଡ

ପୋଲିସ ଏହି ଘଟଣାରେ ପୋକ୍ସୋ ଆକ୍ଟ ଜରିଆରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

Naxal
ପୋଲିସ୍‌ ଇନଫର୍ମର ସନ୍ଦେହ, ନିଜର ପୁରୁଣା ସାଥୀକୁ ହତ୍ୟା କଲେ ନକ୍ସଲ

ଆଗରୁ ନେଲସନ ନକ୍ସଲ ସଂଗଠନରେ ସକ୍ରିୟ ଥିଲେ। ପରେ ଏଥିରୁ ବାହାରି ମୁଖ୍ୟ ସ୍ରୋତରେ ସାମିଲ ହୋଇଥିଲେ।

MLA - MP
MP-MLAଙ୍କ ବିରୋଧରେ ଫୌଜଦାରୀ ମାମଲା, ଖୋର୍ଦ୍ଧାରେ ସର୍ବାଧିକ !

‘ଖୋର୍ଦ୍ଧା ଜିଲ୍ଲାରେ ରହିଛି ସର୍ବାଧିକ ୮୬ଟି ମାମଲା’ । ‘୫୩ଟି ମାମଲା ସହ ସୁନ୍ଦରଗଡ଼ ଦ୍ବିତୀୟ ସ୍ଥାନରେ’ ।

ARM Loot
ATM କାଟି ଦୁର୍ବୃତ୍ତ ବୁଲାଇଲେ କଳାକନା, ଲୁଟିନେଲେ ୩୦ ଲକ୍ଷରୁ ଅଧିକ ଟଙ୍କା

ଦୁଇଟି ଯାକ ଲୁଟ୍‌ରେ ବାହାର ରାଜ୍ୟର ଲୁଟେରା ସାମିଲ ଥିବା ସନ୍ଦେହ କରାଯାଉଥିବା ବେଳେ ଏଯାଏଁ କିନ୍ତୁ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

ARM Loot
ମାତ୍ର ୭ ମିନିଟରେ ATM ସଫା, ୧୨ ଲକ୍ଷ ଲୁଟ୍

ଦୁଇଟି ଯାକ ଲୁଟ୍‌ରେ ବାହାର ରାଜ୍ୟର ଲୁଟେରା ସାମିଲ ଥିବା ସନ୍ଦେହ କରାଯାଉଥିବା ବେଳେ ଏଯାଏଁ କିନ୍ତୁ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

Simulia BDO
ସିମୁଳିଆ ବିଡିଓଙ୍କ ଆତ୍ମହତ୍ୟା ! ସରକାରୀ କ୍ୱାର୍ଟର୍ସରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ

ବିଶ୍ୱରଞ୍ଜନ ଅଳ୍ପ କିଛି ମାସ ତଳେ ସିମୁଳିଆରେ ବିଡିଓ ଭାବେ ନିଯୁକ୍ତ ହୋଇଥିଲେ । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କୌଣସି ଘଟଣା ରହିଛି?

Cyber Fraud
ସାଇବର ଲୁଟେରାଙ୍କ ନୂଆ ତରିକା ! ନୂଆ ଆକାଉଣ୍ଟ ଖୋଲନ୍ତୁ, ୫% କମିଶନ ନିଅନ୍ତୁ

ଠକେଇ ଘଟଣାର ତଦନ୍ତ ସମୟରେ ପୋଲିସ ଆଇଟି ଟିମ୍‌ର ସହାୟତା ନେଇଥିଲା ।