• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Uttar Pradesh Gang Rape
ଭାଉଜକୁ ଦୁଷ୍କର୍ମ ପରେ ହତ୍ୟା କଲେ ୪ଦିଅର, ସ୍ୱାମୀ ଦେଇଥିଲା ସୁପାରୀ

ମେଳା ବୁଲାଇନେବା ବାହାନାରେ ସାଙ୍ଗରେ ଆଣି ଦୁଷ୍କର୍ମ କରିଥିଲେ। ପରେ ହତ୍ୟା କରି ପଥରରେ ମୁହଁକୁ ଛେଚି ବିକୃତ କରିଦେଇଥିଲେ।

Noida man stabbed
ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେଲା ପୁଅ, ପ୍ରଥମେ ଛୁରାମାଡ, ପରେ ହାତଗୋଡ ବାନ୍ଧି ବୁଲାଇଲା ବାଇକରେ

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ପୋଲିସର ସୂଚନା ମୁତାବକ ନୋଏଡା ସେକ୍ଟର-୧୯ ବାରୋଲା ଅଂଚଳରେ ବିଳମ୍ୱିତ ରାତିରେ ଏପରି ଘଟଣା ଘଟିଛି।

Doctor couple dies
ଋଣ ନେଲା ଜୀବନ; ବନ୍ଦ ଘରୁ ଡାକ୍ତର ଦମ୍ପତିଙ୍କ ମୃତଦେହ ଉଦ୍ଧାର

ମୃତ ଦମ୍ପତିଙ୍କ ପୁଅ ସହର ବାହାରେ ରହି ପଢୁଥିଲେ। ଆଜି ସକାଳେ ଘରକୁ ଫେରିବା ପରେ ବାପା-ମାଙ୍କର ମୃତଦେହ ପଡିଥିବା ଦେଖିଥିଲେ।

IT Raid
କୋଇଲା ବ୍ୟବସାୟୀ: ଫାଙ୍କୁଥିଲେ ଟିକସ, ଏବେ ଘାଣ୍ଟୁଛି ଆଇଟି

ସୁନ୍ଦରଗଡ଼ର ପ୍ରତିଷ୍ଠିତ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆୟକର ବିଭାଗର ରେଡ୍ । ଘନଶ୍ୟାମ ଡାଲମିଆଙ୍କ ପୁଅଙ୍କୁ ନେଇ IT ବିଭାଗର ପଚରାଉଚରା । ଘନଶ୍ୟାମଙ୍କ ପୁଅ ଅଭିଷେକ ଡାଲମିଆଙ୍କୁ ନେଇ ପଚରାଉଚରା କରାଯାଉଛି ।

Class 12 Uttar Pradesh boy slaps teacher who tries to discipline him, booked
ଅଧ୍ୟାପକଙ୍କୁ ଚାପୁଡ଼ା ମାରିଲା +୨ ଛାତ୍ର; ହତ୍ୟା କରିବାକୁ ଦେଲା ଧମକ

ଛାତ୍ର ଜଣକ ବିଳମ୍ବରେ ପହଞ୍ଚିଥିଲା । ସେ ଶ୍ରେଣୀଗୃହକୁ ଯିବାକୁ ଚାହୁଁଥିଲା । ହେଲେ ଶିକ୍ଷକ ଜଣକ ଛାତ୍ରକୁ ଶ୍ରେଣୀଗୃହକୁ ଯିବାକୁ ବାରଣ କରି ପ୍ରାର୍ଥନାସଭାରେ ଉପସ୍ଥିତ ରହିବାକୁ କହିଥିଲେ ।

Triple Talaq
ଯୌତୁକରେ ସ୍କର୍ପିଓ ଆଣିଲେନି ସ୍ତ୍ରୀ; ସ୍ୱାମୀ ଦେଲା ତିନି ତଲାକ୍‌

ବରପକ୍ଷ ମାଗିଥିବା ୧୫ଲକ୍ଷ ଯୌତୁକ ମଧ୍ୟ ଦିଆଯାଇଥିଲା । ମାତ୍ର ବିବାହ ପରେ ଶାଶୂଘର ଲୋକ ଆହୁରି ଅଧିକ ଯୌତୁକ ଦାବି କରିଥିଲେ ।

News Fuse
ହଇରେ ନାରଣ.. ମୁଁ ଅଲଗା ଗ୍ରହକୁ ପଳେଇବି..

ପୂର ତୋର ଦିନେକୁ ମୋର ଦିନେ.. ଆଗକୁ ଦେଖନ୍ତୁ କଣ ହେଉଛି.. ଓଡ଼ିଶା ଲୋପ ପାଇଯିବ.. ବାଘ ଭାଲୁ ଆସିକି ଘରେ ପଶିକି ଆମକୁ ଖାଇଯିବେ..

Matrimonial Fraud
ମାଟ୍ରିମୋନି ସାଇଟରେ ଖୋଜୁଛନ୍ତି କି ଜୀବନ ସାଥୀ ?

ମାଟ୍ରିମୋନି ସାଇଟରେ ଖୋଜୁଛନ୍ତି କି ଜୀବନ ସାଥୀ ? କୌଣସି ଯୁବତୀ କିମ୍ବା ଯୁବକଙ୍କ ସୁନ୍ଦର ଚେହେରା ଆଉ ଲମ୍ବା ଚଉଡ଼ା ପ୍ରୋଫାଇଲ ଦେଖି ଭଳି ଯାଉନାହାନ୍ତି ତ ? ମାଟ୍ରିମୋନି ସାଇଟରେ ମାତିଛନ୍ତି ସାଇବର ଠକ ।

Junior Teacher Aspirants
ଜୁନିୟର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ମାହାଲ ମାଣ୍ଡା ହଇଚଇ

ଜୁନିୟର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ମାହାଲ ମାଣ୍ଡା ହଇଚଇ । ମେରିଟ ଲିଷ୍ଟ ପ୍ରକାଶ ପରଠାରୁ ବ୍ୟାପକ ଅନିୟମିତତା ଅଭିଯୋଗକୁ ନେଇ ତେଜୁଛି ଅସନ୍ତୋଷ ।

Matrimonial Fraud
ବାହା ହେବା ପାଇଁ ମାଟ୍ରିମୋନି ସାଇଡ୍‌ ଉପରେ ଭରସା କରୁଛନ୍ତି କି ? ବିବାହ ଆଗରୁ ଆକାଉଣ୍ଟ ଖାଲି !

ମାଟ୍ରିମୋନି ସାଇଟରେ ଖୋଜୁଛନ୍ତି କି ଜୀବନ ସାଥୀ ? କୌଣସି ଯୁବତୀ କିମ୍ବା ଯୁବକଙ୍କ ସୁନ୍ଦର ଚେହେରା ଆଉ ଲମ୍ବା ଚଉଡ଼ା ପ୍ରୋଫାଇଲ୍ ଦେଖି ଭଳି ଯାଉନାହାଁନ୍ତି ତ ?

Junior Teacher Aspirants
ଶିକ୍ଷକ ନିଯୁକ୍ତିରେ ଅନିୟମିତତା; ମେରିଟ ଲିଷ୍ଟରେ ମାହାଲମାଣ୍ତା, ବାପା ନାଁ ମାହାଲମାଣ୍ତା ପ୍ରୋ..

ଜୁନିୟର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ 'ମାହାଲମାଣ୍ଡା' ହଇଚଇ ! କମ୍ପ୍ୟୁଟର ବେସ୍ଡ ଟେଷ୍ଟର ମେରିଟ୍ ଲିଷ୍ଟ ପ୍ରକାଶ ପରଠୁ ବ୍ୟାପକ ଅନିୟମିତତା ଅଭିଯୋଗକୁ ନେଇ ତେଜୁଛି ଅସନ୍ତୋଷ ।

ATM Loot
ମିନିଟରେ ସଫା ହୋଇ ଯାଉଛି ATM, ଟେର୍ ପାଉନି ପୋଲିସ

ଆନ୍ତରାଜ୍ୟ ଲୁଟେରାଙ୍କ ଟାର୍ଗେଟରେ ବାଲେଶ୍ୱର । ଗୋଟିଏ ବର୍ଷ ଭିତରେ ୪ଟି ଏଟିଏମ ଲୁଟ କରି ପୋଲିସକୁ ଦେଇଛନ୍ତି ଖୋଲା ଚାଲେଞ୍ଜ ।

Highcourt
ନାବାଳକ ସହ ଅପ୍ରାକୃତିକ ଯୌନ ସଂପର୍କ, କୋର୍ଟ ଦେଲେ ବଡ଼ ରାୟ..!

ଖାନନଗର ହାଇସ୍କୁଲରେ ଘଟିଥିଲା ଘଟଣା । ନାବାଳକକୁ ପ୍ରଲୋଭିତ କରି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲା ଚିନ୍ତାମଣି।

Bike Loot
ଗାଡ଼ି ଜଗିଥିବା ସିକ୍ୟୁରିଟି ଗାର୍ଡଙ୍କ ଗାଡ଼ି ଚୋରି, ସିସିଟିଭିରେ କଏଦ ହେଲା ଚୋରି ବେଳର ଦୃଶ୍ୟ

ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଗାଡ଼ି ଜଗିଥିବା ଜଣେ ସିକ୍ୟୁରିଟି ଗାର୍ଡଙ୍କ ଗାଡ଼ି ଚୋରିକୁ ନେଇ ବଲାଙ୍ଗିରରେ ଚର୍ଚ୍ଚା।

Ganja spreads its tentacles among youths in Bhubaneswar
ରାଜଧାନୀ ଛାତି ଉପରେ ନିଶାର ନୂଆ ଟ୍ରେଣ୍ଡ; ଚାଲୁଛି ହ୍ୟାଣ୍ଡମେଡ୍ ଗଞ୍ଜେଇ ସିଗାରେଟ୍‌ ବେପାର

ଉଡୁଛି ହାତ ତିଆରି ଗଂଜେଇ ସିଗାରେଟର ଧୂଆଁ । ଗଂଜେଇ ଧୂଆଁରେ କଲବଲ ସ୍ମାର୍ଟସିଟିର ଜନତା । ନୀଳ ଜହରର ଏହି କଳା କାହାଣୀ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ ।

UK Couple
ଲଭବାର୍ଡଙ୍କ କାରନାମା: ଚୋରି କରୁଥିଲେ କ୍ରେଡିଟ କାର୍ଡ, ଜିଉଥିଲେ ଲକଜୁରୀ ଲାଇଫ୍

ଜିମକୁ ଆସୁଥିବା ଲୋକଙ୍କ ନିକଟରୁ ଚୋରି । ଆଉ ସେହି ଚୋରି ପଇସାରେ ବଞ୍ଚୁଥିଲେ ଲକଜୁରିୟସ ଲାଇଫ୍ । ପ୍ରେମୀ ଯୁଗଳ, ଜିମ ଲକରରୁ ଚୋରି କରି ଲକଜୁରୀ ଲାଇଫ ବଞ୍ଚୁଥିଲେ ।

Free fire Game
Free fire ଗେମ୍‌କୁ ନେଇ ବଚସା; ପରେ ନାବାଳିକାକୁ ହତ୍ୟା

ପରିବାରର ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣାକୁ ଗୁରୁତର ଭାବେ ନେଇ ଖୋଜାଖୋଜି କରିଥିଲା ପୋଲିସ ।

Miscreants allegedly vandalised teacher house
ନିମାପଡ଼ାରେ ଦୁର୍ବୃତ୍ତଙ୍କ ଦାଦାଗିରି, ରାତିରେ ଜେସିବି ଲଗାଇ ଭାଙ୍ଗିଦେଲେ ଶିକ୍ଷକଙ୍କ ଘର

ଦୁର୍ବୃତ୍ତମାନେ ଏମିତି ଆତଙ୍କରାଜ କରିଥିଲେ ଯେ, ପରିବାର ଲୋକେ ଘରୁ ବାହାରିବାକୁ ଭୟ କରିଥିଲେ।

Loot from Apartment
ରାଜଧାନୀରେ ସିରିଜ୍ ଆପାର୍ଟମେଣ୍ଟ ଚୋରି ମାମଲା, ୨ ଜଣଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ୱାଡ୍‌

ଚନ୍ଦକା, ଇନ୍ଫୋସିଟ, ଭରତପୁର, ମଞ୍ଚେଶ୍ୱର ଥାନା ଅଂଚଳରେ ଥିବା ଆପାର୍ଟମେଣ୍ଟରୁ ଏହି ଗ୍ୟାଙ୍ଗ କଳାକନା ବୁଲାଇଛି।

Bodies of twin babies found inside well
ଅନୁଗୁଳ ବନ୍ତଳା ଅଞ୍ଚଳରେ ଚାଞ୍ଚଲ୍ୟ, କୂଅରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର

ନିଜ ଘର ପଛପଟ କୂଅରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି।

Husband Killed Mother
‍‍‍‍‍‍‍‍‍ଭଉଣୀର ଫ୍ଲାଟ୍‌କୁ ଡାକି ପତ୍ନୀଙ୍କୁ ହତ୍ୟା କଲା ସ୍ୱାମୀ ! ତା’ପରେ ଛୁରି ଧରି ବାହାରକୁ ଆସିଲା...

ଅଭିଯୁକ୍ତ ଜଣକ ନାଁ ବିଜୟ ବୋଲି ପୋଲିସ ସୂଚନା ଦେଇଥିବା ବେଳେ ସେ ଜଣେ ଅଟୋ ଡ୍ରାଇଭର ବୋଲି ଜଣାପଡ଼ିଛି । ସେ ସବୁବେଳେ ନିଜ ପତ୍ନୀକୁ ମାରପିଟ୍ କରେ ବୋଲି ପାଖ ପଡ଼ୋଶୀ ବି ଅଭିଯୋଗ କରିଛନ୍ତି ।

  • Wednesday, 17 January 2024
Crime
ନାବାଳକ ସହ ଶାରୀରିକ ସମ୍ପର୍କର ପରିଣାମ...ଜୀବନ ସାରା ଆଉ କରିପାରିବେନି ଶିକ୍ଷକତା

ନାବାଳକ ଛାତ୍ର ସହ ଶାରୀରିକ ସମ୍ପର୍କ ପଡ଼ିଲା ମହଙ୍ଗା । ଶିକ୍ଷାଦାନରୁ ବିରତ କଲେ ବ୍ରିଟେନ ସରକାର । ବ୍ରିଟେନର ଜଣେ ମହିଳା ଶିକ୍ଷକ .. ନିଜର ୧୫ ବର୍ଷର ଛାତ୍ର ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏହାର ଭୟଙ୍କର ଦଣ୍ତ ଭାବେ ତାଙ୍କୁ ସାରା ଜୀବନ ଶିକ୍ଷାଦାନ ବୃତ୍ତିରୁ ବାରଣ କରାଯାଇଛି ।

Lady Killer
ଚେହେରା ଦେଖିଲେ ଆପଣ କେବେ କଳନା ବି କରିପାରିବେ ନାହିଁ ସେ କେତେ ନୃଶଂସ

ଯିଏ କି ଦୁଇ ଦୁଇ ଥର ମଣିଷ ମାରିଛି । ଦିନେ ନିଜ ଯାଆକୁ ହତ୍ୟା କରିଥିଲା । ଆଉ ଏବେ ଜଣେ ପୁରୁଷ ରକ୍ତରେ ଖେଳିଛି ହୋଲି ।

  • Tuesday, 16 January 2024
Lady Killer
ଲେଡି କିଲର ସୁଙ୍କି... ରାଗିଗଲେ ମାରୁଛି ମଣିଷ !

ବାଲିଅନ୍ତା ହୋଟେଲ ବ୍ୟବସାୟୀଙ୍କୁ ଲେଡି କେୟାରଟେକର କଲା ହତ୍ୟା । ହତ୍ୟାକାଣ୍ଡର ଗୁମର ଖୋଲିଲା କମିଶନରେଟ୍ ପୋଲିସ ।

  • Tuesday, 16 January 2024
Murder case in Balianta
ହୋଟେଲ୍ ବ୍ୟବସାୟୀ ବିଶ୍ୱଜିତ ନାୟକ ମୃତ୍ୟୁ ମାମଲା, ଅଭିଯୁକ୍ତ ମହିଳା କେୟାରଟେକର ଗିରଫ

ସୁଙ୍କିର ଘର ଝାରସୁଗୁଡ଼ାରେ। ୨୦୦୫ରେ ନିଜ ଯା’କୁ ହତ୍ୟା କରି ୧୨ ବର୍ଷ ଜେଲ୍ ଯାଇ ଫେରିଥିଲା ସୁଙ୍କି।