ଲୁହ ଆଉ ଶୋକରେ ବୁଡ଼ିଛି ପରିବାର । ଶୂନ୍ୟ ହୋଇଯାଇଛି ଘରଦ୍ୱାର । ଯେଉଁ ହାତରେ ବାପା ପାଳି ପୋଷି ବଡ଼ କରିବା ସହ ହାତକୁ ଦି’ହାତ କରିଥିଲେ , ସେହି ହାତରେ ଏବେ ଝିଅର ଦାଂପତ୍ୟ ଜୀବନର ଶେଷ ସନ୍ତକ । ଝିଅର ଫଟୋ ଧରି ବାହୁନି ବାହୁନି କାନ୍ଦୁଛନ୍ତି ମା’ । ଭାଇ-ଭଉଣୀଙ୍କର ଆଖିରୁ ଲୁହ ଶୁଖୁନି । ଯେଉଁ ବାପା ଦିନେ ଝିଅ ମୋର ସାମ୍ବାଦିକ ବୋଲି ଗର୍ବ କରୁଥିଲେ, ଆଜି ପାଲଟି ଯାଇଛନ୍ତି ସ୍ତବ୍ଧ । କାରଣ ଝିଅ ଆଉ ନାହିଁ, ରାଜଧାନୀରେ ରେଳଧାରଣା କଡ଼ରୁ ଗତରାତିରେ ମିଳିଛି ମୃତଦେହ ।
Published By: Santosh Kumar Sahoo
Last updated: 25 July 2024, 10:45 PM IST
ଭୁବନେଶ୍ବରରେ ୨ଟି ଆଲିସାନ କୋଠା ଓ ପୁରୀରେ ୨ଟି ଫ୍ଲାଟ୍ । ଏଯାବତ୍ ଠାବ ହେଲାଣି ୩୪ ପ୍ଲଟ୍, ୯ଟି ସ୍ଥାନରେ ହୋଇଥିଲା ରେଡ୍ ।