Advertisment

ପୁଅ ଡ୍ରଗ୍ସ ମାମଲାରେ ଫସିଛି, ତାକୁ ଛାଡିବା ପାଇଁ ୫୦ ହଜାର ଟଙ୍କା ଦିଅନ୍ତୁ

୨୭ତାରିଖ ଦିନ ୧୦ଟା ୪୫ମିନିଟ ସମୟରେ ଏକ ଅଜଣା ନମ୍ବରରୁ ତାଙ୍କ ମୋବାଇକୁ ଫୋନ କଲ ଆସିଥିଲା।

author-image
Satyendu Shekher Mishra

ପୁଅ ଡ୍ରଗ୍ସ ମାମଲାରେ ଫସିଛି। ତାକୁ ଛାଡିବା ପାଇଁ ୫୦ ହଜାର ଟଙ୍କା ଦିଅନ୍ତୁ। ନହେଲେ କୋର୍ଟ ଫରୱାଡ କରିଦେବୁ। ନକଲି ସିବିଆଇ ଅଧିକାରୀ ହୋଇ ଜଣେ ଶିକ୍ଷକଙ୍କୁ ଠକିଦେଲା ଠକ । ଏଭଳି ଠକେଇର ଶିକାର ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କାଟଣା ଗାଁର ଶିକ୍ଷକ ଯଶୋବନ୍ତ ପଲାଇ। ଗତ ୨୭ତାରିଖ ଦିନ ୧୦ଟା ୪୫ମିନିଟ ସମୟରେ ଏକ ଅଜଣା ନମ୍ବରରୁ ତାଙ୍କ ମୋବାଇକୁ ଫୋନ କଲ ଆସିଥିଲା।

Advertisment
Advertisment
Advertisment