• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Other Videos

ଘର ଭିତରେ ଭରି ରହିଛି ଶହ ଶହ ସାପ ହୁଙ୍କା। ଗୋଟିଏ ସ୍ଥାନରେ ଏକାଠି ରହୁଛନ୍ତି ମଣିଷ ଓ ବିଶାକ୍ତ ନାଗସାପ। ସତେ ଯେମିତି ଭକ୍ତି ଆଗରେ ଡର ହାର ମାନିଛି। ୩୦ ବର୍ଷ ହେଲା ଘରେ ପୂଜା ପାଇ ଆସୁଛନ୍ତି ସର୍ପ ଦେବତା। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଲାଲଟିକ୍ରା ସ୍ଥିତ ଗୋପବନ୍ଧୁ ନଗରରେ।

SNAKE