• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

Vaccination For Kids
୧୫ରୁ ୧୮ ବର୍ଷର ପିଲାଙ୍କର ଆଗ ପଞ୍ଜୀକରଣ, ପରେ କୋଭିଡ ଟିକା

ଓଡ଼ିଶାରେ୧୫ରୁ ୧୮ ବର୍ଷ ପିଲାଙ୍କ ସଂଖ୍ୟା ୨୫ ଲକ୍ଷ ୫୩ ହଜାର। ତେବେ ୧୫ରୁ ୧୮ ବର୍ଷର ପିଲା ଯେଉଁମାନେ ଟିକା ନେବେ, ଏଥିପାଇଁ ସେମାନଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବ।

Night curfew imposed in several states amid Omicron threat
ଡରାଇଲାଣି ଓମିକ୍ରନ୍‌; ଦେଶର ବିଭିନ୍ନ ସ୍ଥାନରେ ନାଇଟ୍‌ କର୍ଫ୍ୟୁ ଜାରି

ଆଜିଠୁ ନୂଆଦିଲ୍ଲୀରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ରାତି ୧୧ଟାରୁ ସକାଳ ୫ଟା ଯାଏଁ ଏହି ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ଗତ ୨୪ ଘଣ୍ଟା ମଧ୍ୟରେ ୨୯୦ଟି ନୂଆ ମାମଲା ସାମ୍ନାକୁ ଆସିବା ପରେ ଦିଲ୍ଲୀରେ ଏହି ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀ ସମେତ ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ,ଆସାମ୍, ହରିୟାଣା ଓ ମଧ୍ୟପ୍ରେଦେଶ ଓ ଗୁଜୁରାଟରେ ମଧ୍ୟ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଛି ।

Omicron Guidelines
କିଶୋର ଟିକାକରଣ ନେଇ କେନ୍ଦ୍ର ଗାଇଡଲାଇନ୍ ଅପେକ୍ଷାରେ ରାଜ୍ୟ

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ, ବିଦେଶରେ ପୂର୍ବରୁ ଶିଶୁଙ୍କ ଟିକାକରଣ ଆରମ୍ଭ ହୋଇସାରିଛି। ଆମ ଦେଶରେ ପିଲାଙ୍କ ଟିକାକରଣ ଆରମ୍ଭ ହେଲେ ଅଭିଭାବକଙ୍କ ଆଶଙ୍କା ଦୂର ହେବ।

144 imposed at singhanath and bhattarika temple
ସିଂହନାଥ ପୀଠ ଏବଂ ମା’ ଭଟ୍ଟାରିକା ମନ୍ଦିରରେ ୧୪୪ ଧାରା

ଓମିକ୍ରନ୍‌ର ଦ୍ରୁତ ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ଦୃଷ୍ଟିରେ ରଖି ବଡମ୍ବାର ପ୍ରସିଦ୍ଧ ଶୈବପୀଠ ସିଂହନାଥ ପୀଠ ଏବଂ ମା’ ଭଟ୍ଟାରିକା ମନ୍ଦିରରେ ଜାନୁୟାରୀ ୨ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି।

Omicron Variant
ବଢ଼ିଲା ଚିନ୍ତା, ଓଡ଼ିଶାରେ ଆଉ ୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ILS ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି। ପୂର୍ବରୁ ଚିହ୍ନଟ ୪ ଆକ୍ରାନ୍ତଙ୍କୁ ମିଶାଇ ସଂଖ୍ୟା ୮କୁ ବୃଦ୍ଧି ପାଇଛି। 

Vaccine for Children
ଶିଶୁଙ୍କ କରୋନା ଟିକାକୁ ମିଳିଲା ଅନୁମତି

ମୁମ୍ବାଇରେ ଦିନକରେ ୭୫୭ଟି ନୂଆ ମାମଲା ସାମ୍ନାକୁ ଆସିଛି। ୬ ମାସ ପରେ ମୁମ୍ବାଇରେ ଏହା ସର୍ବାଧିକ ସଂକ୍ରମଣ  ସେହିପରି ମହାରାଷ୍ଟ୍ରରେ ଆଜି ପୁଣି ଆଉ ଦୁଇ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 

Booster Dose
ସମ୍ମୁଖ ଯୋଦ୍ଧା ଓ ବୟସ୍କଙ୍କୁ ଦିଆଯିବ ବୁଷ୍ଟର ଡୋଜ୍

ବିଶ୍ୱର ଅନେକ ଦେଶରେ ଓମିକ୍ରନ୍ ବଢ଼ିଛି। ଭାରତରେ ବି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି। ଏହା ସତର୍କ ରହିବାର ସମୟ, ସାବଧାନ ରହିବା।

omicron Variant
୫ ଦିନରେ ଅଢ଼େଇ ଗୁଣା ହେଲାଣି ଓମିକ୍ରନ୍‌ ଭାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟ ସରକାର ସଂକ୍ରମଣ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ। ସେପଟେ ଅଫଲାଇନ୍ କ୍ଲାସ ଚାଲିଥିବାରୁ ଛାତ୍ରଛାତ୍ରୀଙ୍କ ପ୍ରତି ସଂକ୍ରମଣ ବିପଦ ରହିଛି। ତେବେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ସ୍କୁଲଗୁଡ଼ିକୁ ଆଗୁଆ ଆଲର୍ଟ ଜାରି ହୋଇଛି।

Puri Shree Mandir
ପୁରୀରେ ଓମିକ୍ରନ୍‌ ଆଲର୍ଟ ! ରେଳଷ୍ଟେସନ, ବସଷ୍ଟାଣ୍ଡରେ ତୀକ୍ଷ୍ଣ ନଜର

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିରୋ ନାଇଟ ସେଲିବ୍ରେସନ ବ୍ୟାନ୍ କରାଯାଇଥିବା ବେଳେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଆସନ୍ତା ୩୧ରୁ ୨ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରଖାଯିବା ପାଇଁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସ୍ଓପି ଜାରି କରାଯାଇଛି

  • Saturday, 25 December 2021
Cuttack Cantenment Church
ଚର୍ଚ୍ଚରେ କୋଭିଡ୍ ନିୟମ ଉଲଂଘନ ! ପ୍ରାର୍ଥନା ବନ୍ଦ କଲା ପୋଲିସ

କଟକର କ୍ୟାଣ୍ଟନମେଣ୍ଟ କ୍ୟାଥୋଲିକ୍ ଚର୍ଚ୍ଚରେ କୋଭିଡ୍ କଟକଣା ଉଲ୍ଲଂଘନ କରାଯାଇଥିବା ଅଭିଯୋଗରେ ପ୍ରାର୍ଥନା ବନ୍ଦ କରାଯାଇଛି ।

  • Saturday, 25 December 2021
Ravenshaw
ଯେତେ କହିଲେ ବି ଫରକ ପଡ଼ୁନି ! CMC ନୋଟିସ୍‌କୁ ରେଭେନ୍ସାର ପରାବାଏ ନାହିଁ

ଅମାନିଆ ହେଲେ ରେଭେନ୍ସା ଛାତ୍ରଛାତ୍ରୀ । ମନା କରିବା ସତ୍ତ୍ୱେ କ୍ୟାମ୍ପସରେ ପୁଣି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି କୋଭିଡ୍ ନିୟମର ଉଡାଇଛନ୍ତି ଧଜିଆ । ଶହ ଶହ ଛାତ୍ରଛାତ୍ରୀ ଏକାଠି ହୋଇ ନାଚଗୀତ କରିଛନ୍ତି । କରୋନା ନିୟମକୁ ଫୁ’ କରି ପୁଣି ନାଚଗୀତରେ ମସ୍‌ଗୁଲ ହେଲେ ରେଭେନ୍‌ସିଆନ୍‌ ।

  • Saturday, 25 December 2021
Night Curfew
ପୁଣି ଫେରିଲା କଟକଟଣା, ୪ ରାଜ୍ୟରେ ନାଇଟ୍ କର୍ଫ୍ୟୁ

ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ହରିୟାଣାରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଛି । ମହାରାଷ୍ଟ୍ରରେ ରାତି ୧୧ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ହୋଇଛି ।

Omicron
ବଡ଼ଦିନ ପାଳନ କେବଳ ଚର୍ଚ୍ଚ ଭିତରେ ସୀମିତ ରଖିବାକୁ ନିର୍ଦ୍ଦେଶ

ବଡ଼ଦିନ ପାଳନ କେବଳ ଚର୍ଚ୍ଚ ଭିତରେ ସୀମିତ ରଖିବାକୁ ନିର୍ଦ୍ଦେଶ । କୋଭିଡ କଟକଣାରେ ଚର୍ଚ୍ଚାରେ ସର୍ବାଧିକ ୫୦ ଜଣଙ୍କୁ ନେଇ ବଡ଼ଦିନ ପାଳନ କରିବାକୁ କଡ଼ା ନିର୍ଦେଶ ।

  • Friday, 24 December 2021
3 layer mask
ଓମିକ୍ରନ୍‌ରୁ ବର୍ତ୍ତିବା ପାଇଁ ୩-ଲେୟାର୍ ମାସ୍କ ଜରୁରୀ

ଦେଶରେ ଓମିକ୍ରନ କାୟା ବଢ଼ାଇ ଚାଲିଥିବାବେଳେ ଆଇଆଇଟିି କାନପୁର, କରୋନାର ତୃତୀୟ ଲହର ଫେବ୍ରୁଆରୀରେ ପିକ୍ ହେବ ବୋଲି ଆକଳନ କରିଛି।

Rajesh Bhusan
ଓମିକ୍ରନ୍‌ କହର ! ବିଶ୍ୱରେ ୧୦୮ ଦେଶ, ଦେଶରେ ୧୭ ରାଜ୍ୟକୁ ମାଡ଼ିଲାଣି

ବିଶ୍ୱରେ ୧୦୮ ଦେଶରେ ୧ ଲକ୍ଷ ୫୧ ହଜାର ଓମିକ୍ରନ୍ ଆକ୍ରାନ୍ତ । ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇ ୨୬ ଜଣଙ୍କ ମୃତ୍ୟୁ ଘଟିଛି କହିଲେ ରାଜେଶ ଭୂଷଣ । ବ୍ରିଟେନରେ ସର୍ବାଧିକ ୯୦ ହଜାର ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେଣି । ଡେନମାର୍କରେ ୩୦ ହଜାର ଓ କାନାଡ଼ାରେ ୫ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Coronavirus
ଓମିକ୍ରନ୍‌ ଭୟ ! ମହାରାଷ୍ଟ୍ରରେ ବଢ଼ିଲା ଆକ୍ରାନ୍ତଙ୍କ ସଂଖ୍ୟା, ମଧ୍ୟପ୍ରଦେଶରେ ନାଇଟ୍‌ କର୍ଫ୍ୟୁ

୭୭ ଦିନ ପରେ ଏତେ ସଂଖ୍ୟାରେ ଆକ୍ରାନ୍ତ ଦିନକରେ ଚିହ୍ନଟ ହୋଇଛନ୍ତି । ଯାହା ପରେ ଏବେ ଟେଷ୍ଟିଂ ଓ ଟ୍ରାକିଂକୁ ଜୋରଦାର କରାଯାଇଛି ।

  • Friday, 24 December 2021
Who says blanket use of booster dose will only widen vaccine inequality
ହୁ’ ର ବଡ ବୟାନ୍ : ଟିକା ଅଭାବରୁ ବଢିପାରେ କରୋନା

କରୋନା ଟୀକାକରଣର ବୁଷ୍ଟର ଡୋଜର ବ୍ୟବହାରକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଉଦ୍‌ବେଗ ପ୍ରକାଶ କରି କହିଛି ଯେ ଏହା ବିଶ୍ୱବ୍ୟାପୀ ଟିକା ଅଭାବର କାରଣ ହୋଇପାରେ । ଫଳରେ ଗରିବ ଦେଶ ଗୁଡିକ ବିଶେଷ ଭାବରେ ପ୍ରଭାବିତ ହୋଇପାରନ୍ତି ।

New Guidelines
ବଡ଼ଦିନ ଓ ନୂଆବର୍ଷ ପାଇଁ ଆସିଲା ନୂଆ ଗାଇଡଲାଇନ୍

ଗୋଟିଏ ଲେୟାର ମାସ୍କ ନ ପିନ୍ଧି ୩ ଲେୟାର କିମ୍ବା N-95 ମାକ୍ସ ପିନ୍ଧନ୍ତୁ। ଓମିକ୍ରନ ୫ ଗୁଣା ଅଧିକ ଜୋର୍‌ରେ ବ୍ୟାପୁଛି ବୋଲି DMET କହିଛନ୍ତି।

Coronavirus
ମହାରାଷ୍ଟ୍ରରେ ଚିନ୍ତା ବଢାଉଛି କରୋନା: ଦିନକରେ ୧,୧୭୯ ଆକ୍ରାନ୍ତ

ପୁଣି ଥରେ ଚିନ୍ତା ବଢ଼ାଇଲା ମହାରାଷ୍ଟ୍ରରେ କରୋନା ସ୍ଥିତି । ଗୋଟିଏ ଦିନରେ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି ୧, ୧୭୯ କରୋନା ଆକ୍ରାନ୍ତ । ସେଥିରୁ କେବଳ ମୁମ୍ବାଇରୁ ୬୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରେ ୨୩ ଜଣ ଓମିକ୍ରନ୍ ଆକ୍ରାନ୍ତ ମଧ୍ୟ ରହିଛନ୍ତି ।

Worrying Omicron, Guideline will Strict
ଚିନ୍ତା ବଢାଉଚି ଓମିକ୍ରନ୍, ଆଗକୁ କଡାକଡି କଟକଣା

କାୟା ବିସ୍ତାର କରୁଚି କରୋନା ଭାଇରସ୍ର ନୂଆ ଭାରିଆଣ୍ଟ୍ ଓମିକ୍ରନ୍। ରାଜ୍ୟରେ ଦିନକ ଆଗରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨ ଜଣ ଓମିକ୍ରନ ପଜିଟିଭ୍ ଚିହ୍ନଟ ହେବା ପରେ ବଢ଼ିଛି ଚିନ୍ତା।

China Lock Down
ପୁଣି ଘାରିଲା କରୋନା ଭୟ ! ଚୀନ୍‌ରେ ଲକ୍‌ଡାଉନ୍‌ ଆରମ୍ଭ

ଦିନେ ଛଡ଼ା ଦିନେ ଘରର ଜଣେ ଲୋକ ଅତ୍ୟାବଶ୍ୟକ ଜିନିଷ କିଣିବାକୁ ଯିବେ । ଜଣକ ଛଡ଼ା ଆଉ କେହି ଘରୁ ବାହାରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦିଆଯାଇଛି ।

Christmas Celebration Ban
କଟକଣା ମଧ୍ୟରେ ପାଳନ ହେବ ବଡଦିନ:BMC

ଚିନ୍ତା ବଢାଇଲାଣି ଓମିକ୍ରନ୍ । ପ୍ରଥମେ ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଦୁଇ ଜଣ ଓମିକ୍ରନ୍ ଅକ୍ରାନ୍ତ ଥିବାର ସୂଚନା ମିଳିଛି । ରାଜଧାନୀରେ କୋଭିଡ୍ ସ୍ଥିତି ନେଇ BMC କମିଶନର ସଞୟ ସିଂଙ୍କ ସୂଚନା ଦେଇଛନ୍ତି । କୋଭିଡ୍ ଗାଇଡଲାଇନ ଅନୁସାରେ ଖ୍ରୀଷ୍ଟମାସ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

corona testing
ଓମିକ୍ରନ୍ ଆଲର୍ଟ: ଦୈନିକ ହେବ ୭୦ ହଜାର ନମୁନା ପରୀକ୍ଷା

ରାଜ୍ୟରେ ଆଉ ୧୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। କ୍ୱାରେଣ୍ଟିନ୍‌ରୁ ୯୧, ଲୋକାଲ୍ କେସ୍ ୬୪ ଚିହ୍ନଟ ହୋଇଛନ୍ତି।

omicron Variant
ଓଡ଼ିଶାରେ ଆଉ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ବିଦେଶ ଫେରନ୍ତା ଉପରେ ତୀକ୍ଷ୍ଣ ନଜର ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟିକାକରଣକୁ ଆହୁରି ବ୍ୟାପକ କରାଯିବ। ଆଗକୁ ରାଜ୍ୟରେ ଦୁଇଟି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Modi
ଦେଶକୁ ଘାରିଲାଣି ଓମିକ୍ରନ୍ ଭୟ: ଏନେଇ ଆଜି ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଦେଶକୁ ଘାରିଲାଣି ଓମିକ୍ରନ୍ ଚିନ୍ତା । ଦିଲ୍ଲୀରେ ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ ଉପରେ ରୋକ୍ ଲଗାଯାଇଛି । ଦେଶରେ ଓମିକ୍ରନ୍ ମାମଲା ବଢୁଥିବା ବେଳେ କଠୋର ହୋଇଛି ଦିଲ୍ଲୀ ପ୍ରଶାସନ । ଦିଲ୍ଲୀରେ ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଳନ ଭିଡ ଯେପରି ନହେବ, ସେନେଇ ସଜାଗ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।