କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଚିହ୍ନଟ କ୍ଷେତ୍ରରେ ଆଇସିଏମ୍ଆରର ସଫଳତା । ୨ ଘଣ୍ଟା ମଧ୍ୟରେ ଓମିକ୍ରନ ଚିହ୍ନଟ କରି ପାରୁଥିବା କିଟ୍ ବାହାର କରିଛି ଆଇସିଏମ୍ଆର । ଶୀଘ୍ର ଚିହ୍ନଟ ହେଲେ ଶୀଘ୍ର ଚିକିତ୍ସାର ସୁବିଧା ମିଳିବ ବୋଲି ଆଶା କରାଯାଉଛି ।
କରୋନା ବଢ଼ୁଥିବାରୁ ଚିଠି ଲେଖି ସତର୍କ କରାଇଲେ କେନ୍ଦ୍ର ସରକାର । ୧୦ ରାଜ୍ୟର ୨୭ ଜିଲ୍ଲାରେ ସଂକ୍ରମଣ ବଢ଼ୁଛି ।
ଚିନ୍ତା ବଢ଼ାଉଛି କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଓମିକ୍ରନ୍। ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏସବୁ ଭିତରେ ଦିଲ୍ଲୀରେ ଓମିକ୍ରନ୍ ଭାରିଏଣ୍ଟ୍ର ଦ୍ୱିତୀୟ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀରୁ ଆଉ ଜଣେ ଓମିକ୍ରନ୍ରେ ଆକ୍ରାନ୍ତ ହୋଇଛନ୍ତି।
ଟେନ୍ସନ୍ ଦେଲାଣି ଓମିକ୍ରନ : ଏଣିତି ମୁହଁରୁ ମାସ୍କ ଖୋଲିଲେ ଭୋଗିବାକୁ ପଡ଼ିପାରେ ସାଙ୍ଘାତିକ୍ ସଂକ୍ରମଣ
ଯେଉଁଥିରେ ୯ ଜଣଙ୍କ ନାମ ରହିଛି । ଯେଉଁମାନେ କି କୋଭିଡରେ ଆକ୍ରାନ୍ତ ହୋଇଥିଲେ ଏବଂ ସେମାନଙ୍କର ମୃତ୍ୟୁ ହୋଇଛି ।
ଓମିକ୍ରନ ପାଇଁ ମୁମ୍ବାଇରେ ୧୪୪ ଧାରା ଜାରି । ୨ ଦିନ ରାଲି, ଶୋଭାଯାତ୍ରା ସଂପୂର୍ଣ୍ଣ ବନ୍ଦ ।
ମହାରାଷ୍ଟ୍ରରେ ଆଉ ୭ ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠୁ ଚିନ୍ତାଜନକ ବିଷୟ, ସଂକ୍ରମିତଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁ ଅଛି। ପ୍ରଥମଥର ପାଇଁ ଦେଶରେ ଜଣେ ଶିଶୁ ଓମିକ୍ରନ୍ରେ ସଂକ୍ରମିତ ହୋଇଥିବା ଘଟଣା ସାମ୍ନାକୁ ଆସିଛି।
ବର୍ତ୍ତମାନ ସୁଦ୍ଧା ଯେତିକି ମାମଲା ଚିହ୍ନଟ ହୋଇଛି, ସମସ୍ତଙ୍କ ପାଖରେ କମ୍ ଲକ୍ଷଣ ରହୁଛି । ସେପଟେ ଓମିକ୍ରନ ଭ୍ୟାରିଆଣ୍ଟକୁ ନେଇ ଚିନ୍ତା ବଢୁଥିବା ବେଳେ ନିତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭି.କେ.ପଲ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।
ଗତ ନଭେମ୍ବର ୨୯ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଟେଷ୍ଟିଂ ଲ୍ୟାବ୍ରୁ ୨୪୬ଟି ପଜିଟିଭ ନମୁନା ଜିନମ୍ ସିକ୍ୱେନ୍ସିଂ ଲାଗି ଆସିଥିଲା । କୌଣସି ଗୋଟିଏ ବି ନମୁନାରେ ଓମିକ୍ରନ୍ ଭୂତାଣୁ ଠାବ ହୋଇନି ।
‘ରିସ୍କ’(ଓମିକ୍ରନ୍ ସଂକ୍ରମଣ ବ୍ୟାପିଥିବା ଦେଶ) ଦେଶରୁ ଓଡ଼ିଶା ଆସିଥିବା ୨୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିନୋମ୍ ସିକ୍ୟୁଏନ୍ସିଂ ପାଇଁ ସାମ୍ପଲ ପଠାଯାଇଥିଲା। ଆଶ୍ୱସ୍ତିକର ଖବର, ୨୪୬ ସାମ୍ପଲରେ ଓମିକ୍ରନ୍ ଭାରିଏଣ୍ଟ୍ ଚିହ୍ନଟ ହୋଇନାହିଁ।
ଭାରତରେ ଦିଆଯିବ କରୋନାର ବୁଷ୍ଟର ଡୋଜ । ଆଜି ବସୁଛି ବିଶେଷଜ୍ଞ କମିଟିର ପ୍ରଥମ ବୈଠକ ... ଭାରତର ପ୍ରଥମ ଟିକା ଉତ୍ପାଦନକାରୀ କଂପାନି ଭାବେ କୋଭିସିଲଡ ବୁଷ୍ଟର ଡୋଜକୁ ଅନୁମୋଦନ ପାଇଁ ଆବେଦନ କରିଛି ସିରମ୍ଉ ଇନଷ୍ଟିଚ୍ୟୁଟ ।
ଓକିମ୍ରନ୍କୁ ହରାଇଲେ ସଂକ୍ରମିତ । ଜୟପୁରରେ ହାରିଲା ନୂଆ ଭାରିଏଣ୍ଟ୍ ।
ସୁନ୍ଦରଗଡ଼, ଯାଜପୁର, ଭଦ୍ରକ ପରେ ଏବେ ଭୁବନେଶ୍ୱରର ଦୁଇଟି ସ୍କୁଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି
ସ୍କୁଲର ୩୭୨ ଜଣ ଛାତ୍ରଛାତ୍ରୀଙ୍କ କରୋନା ଟେଷ୍ଟ କରାଯାଇଥିଲା । ସେଥିରୁ ନବମ ଶ୍ରେଣୀର ଦୁଇ ଜଣ ଛାତ୍ରଙ୍କ ରିପୋର୍ଟ ପଜିଟିଭ୍ ଚିହ୍ନଟ ହୋଇଛି । ସେହିଭଳି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ୧୦ରୁ ଅଧିକ ଶିକ୍ଷକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଚିନ୍ତା ବଢାଉଛି କରୋନା। ଏଥିରୁ ରକ୍ଷା ପାଇବା ପାଇଁ ବୁଷ୍ଟର ଡୋଜ୍ ନେବାକୁ ଚାହୁଁଛନ୍ତି ଧନୀ। ଲୁଚିଛପି ଭାରତ ଛାଡି ବିଦେଶ ଯାଇ ନେଉଛନ୍ତି ବୁଷ୍ଟର ଡୋଜ୍...
ଓମିକ୍ରନକୁ ଅଟକାଇ ଦେବ ଚୁଇଁଙ୍ଗମ୍! ୪୭ ଦେଶକୁ ଘାଇଲା କରିବା ପରେ ଏମିତି ବଡ଼ ତଥ୍ୟ ଦେଉଛନ୍ତି ବିଶେଷଜ୍ଞ। କାହିଁକି ଓ କଣ ପାଇଁ କରୋନାକୁ ହରାଇବ ଚୁଇଁଙ୍ଗମ୍ ଜାଣନ୍ତୁ..
‘At Risk’(ଓମିକ୍ରନ୍ ସଂକ୍ରମଣ ବ୍ୟାପିଥିବା ଦେଶ) ଦେଶରୁ ଓଡ଼ିଶା ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ସନ୍ଧ୍ୟା ସୁଦ୍ଧା ‘At Risk’ ଦେଶରୁ ୯୮୨ ଜଣ ଓଡ଼ିଶା ଆସିଛନ୍ତି।
ଆମେରିକାର ଶୀର୍ଷ ବୈଜ୍ଞାନିକ ତଥା ମୁଖ୍ୟ ମହାମାରୀ ପରାମର୍ଶଦାତା ଡକ୍ଟର ଆନ୍ଥୋନୀ ଫୌସି କହିଛନ୍ତି ଓମିକ୍ରନ୍ ଭାରିଆଣ୍ଟ ଡେଲଟା ତୁଳନାରେ ଅଧିକ ଗୁରୁତର ନୁହେଁ ।
ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଥିବା ଓମିକ୍ରନ୍ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ୟୁରୋପ ଚେତାବନୀ । ୫ ରୁ ୧୪ ବର୍ଷ ବୟସର ପିଲାମାନଙ୍କଠାରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା କୁହାଯାଇଛି ।
ଆମେରିକା ପେନ୍ସିଲଭେନିଆର ବୈଜ୍ଞାନିକ ହେନରୀ ଡାନିଏଲଙ୍କ କହିବା ମୁତାବକ, ସାର୍ସ କୋଭ୍-ଟୁ ଭାଇରସ୍ ବା କରୋନା ଭୂତାଣୁ ମଣିଷର ଲାଳଗ୍ରନ୍ଥିରେ ନିଜର ବଂଶବୃଦ୍ଧି କରିଥାଏ ।
ଗୋଟିଏ ପଟେ ଓମିକ୍ରନକୁ ନେଇ ଡର ବଢୁଥିବା ବେଳେ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ଉପର ମୁହାଁ ହେବା ଆଶଙ୍କାକୁ ଦ୍ୱିଗୁଣିତ କରିଛି।
ଶିକ୍ଷାନୁଷ୍ଠାନରେ ପୁଣି ୧୯ ପଜିଟିଭ୍ ପରେ ବଢୁଛି ଟେନସନ୍i ଓଡ଼ିଶାକୁ ଛୁଇଁଛି କି ଓମିକ୍ରନ୍, ଶୁକ୍ରବାର ଜିନମ୍ ସିକ୍ୟୁଏନ୍ସିଂ ରିପୋର୍ଟକୁ ଅପେକ୍ଷା I IMAର ଚେତାବନୀ-ସତର୍କ ନହେଲେ ଥାର୍ଡୱେଭ୍ ଆଣିପାରେ ନୂଆ ଭାରିଆଣ୍ଟ I
କରୋନାର ନୂଆ ଭେରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱ ବେଶ ଚିନ୍ତିତ । ସାରା ବିଶ୍ୱରେ ଭୟାବହ ପରିସ୍ଥିତି ଉପୁଜିବାରେ ଲାଗିଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଯାଏଁ ୪୭ ରୁ ଅଧିକ ଦେଶରେ ଓମିକ୍ରନ୍ ଭେରିଆଣ୍ଟ ବ୍ୟାପି ସାରିଲାଣି । ବୈଜ୍ଞାନିକମାନେ ଏକ ଉଦ୍ଭିଦ-ଉତ୍ପାଦିତ ପ୍ରୋଟିନ୍ ଅର୍ଥାତ ଏକ ଚୁଇଙ୍ଗମ୍ ବିକଶିତ କରୁଛନ୍ତି ଯାହାକି SARS-CoV-2 ଭୂତାଣୁ ପାଇଁ ଔଷଧ ଭାବେ କାମ କରିବ ।
ଅନୁଗୋଳ ବାଲିପଟା ପଞ୍ଚାୟତର ଏକ ଶିକ୍ଷାନୁଷ୍ଠାନରେ ଏକାଥରକେ ୧୦ ଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି