କିପରି ପ୍ରତିଷ୍ଠା ହୋଇଥିଲେ ମା’ ଭଟ୍ଟାରିକା ? କ’ଣ ରହିଛି ଏହା ପଛର ଅଲୌକିକ କାହାଣୀ ? ଦେଖନ୍ତୁ ଏହି ରିପୋର୍ଟ ।
କିପରି ପ୍ରତିଷ୍ଠା ହୋଇଥିଲେ ମା’ ଭଟ୍ଟାରିକା ? କ’ଣ ରହିଛି ଏହା ପଛର ଅଲୌକିକ କାହାଣୀ ?
ଚାଲିଛି ମା'ଭଟ୍ଟାରିକାଙ୍କ ପୀଠର ରୂପାନ୍ତରୀକରଣ । ମନ୍ଦିରର ଉନ୍ନତି ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ବର୍ଷାଦିନ ପାଇଁ କାମରେ ତତ୍ପରତା ଦେଖିବାକୁ ମିଳିଥିବା ବେଳେ କିଭଳି ବିନା ସୁରକ୍ଷା ବ୍ୟବସ୍ଥାରେ ମନ୍ଦିର ପାର୍ଶ୍ଵସ୍ଥ ପାହାଡ଼ ଖୋଳା ଯାଇ କାର୍ଯ୍ୟ ହେଉଛି ଏବଂ ବନ୍ୟା ସମୟରେ ପୂଜା ପାଉଥିବା ମା'ଙ୍କ ଅସ୍ଥାୟୀ ପୂଜାଗୃହକୁ ଭାଙ୍ଗି ଦିଆଯାଇଛି ତାହା ସାଧାରଣ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଉପରମୁଣ୍ଡରେ ଦୁଇ ଦିନ ବର୍ଷା ଲାଗି ରହିଲେ ମନ୍ଦିର ଭିତରକୁ ପାଣି ପ୍ରବେଶ କରେ । ଫଳରେ ମା'ଙ୍କ ବିଜେ ପ୍ରତିମାକୁ ସ୍ଥାନାନ୍ତରିତ କରିଥାନ୍ତି ସେବାୟତ ।
ଓମିକ୍ରନ୍ର ଦ୍ରୁତ ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ଦୃଷ୍ଟିରେ ରଖି ବଡମ୍ବାର ପ୍ରସିଦ୍ଧ ଶୈବପୀଠ ସିଂହନାଥ ପୀଠ ଏବଂ ମା’ ଭଟ୍ଟାରିକା ମନ୍ଦିରରେ ଜାନୁୟାରୀ ୨ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି।