• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Corona Update News

Coronavirus
ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍

ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତକାଲି ତୁଳନାରେ ଆଜି ପଜିଟିଭ ସଂଖ୍ୟା ପ୍ରାୟ ଏକ ହଜାର କମ୍‌ ରହିଛି । ଗତକାଲି ୩ ହଜାର ୬୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ଆଜି ୨ ହଜାର ୬୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

corona update
ଚିନ୍ତା ବଢ଼ାଉଛି କରୋନା; ଦେଶରେ ଦିନକରେ ୪୮୮ ଆକ୍ରାନ୍ତ ମୃତ

ଆଜି ଦେଶରେ ଦିନକରେ ୩ ଲକ୍ଷ ୩୭ ହଜାର ୭୦୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ପଜିଟିଭିଟି ହାର ୧୭.୨୨ ପ୍ରତିଶତରେ ପହଞ୍ଚିଛି । ଦିନକରେ ୪୮୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Rest Of World Coronavirus Omicron Variant Outbreak South Africa Lifts Night Curfew
ଶିଖର ଛୁଇଁବା ପରେ କମିଲା କରୋନା; ହଟିଲା ନାଇଟ୍‌ କର୍ଫ୍ୟୁ

କେବଳ କରୋନା ମହାମାରୀ ନୁହେଁ ବରଂ ଏହାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌ ମଧ୍ୟ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଯାହାକୁ ନେଇ ଏବେ ବିଭିନ୍ନ ସ୍ଥାନରେ କଟକଣା ଜାରି କରାଯାଇଛି । ଏହାରି ମଧ୍ୟରେ କରୋନାକୁ ନେଇ ଏକ ଆଶ୍ୱସ୍ତିକର ଖବର ଶୁଣିବାକୁ ମିଳିଛି । ଏଣିକି ଆଉ ରହିବନି କଟକଣା । ନାଇଟ୍‌ କର୍ଫ୍ୟୁକୁ ମଧ୍ୟ ହଟାଇଦିଆଯାଇଛି ।

Who says blanket use of booster dose will only widen vaccine inequality
ହୁ’ ର ବଡ ବୟାନ୍ : ଟିକା ଅଭାବରୁ ବଢିପାରେ କରୋନା

କରୋନା ଟୀକାକରଣର ବୁଷ୍ଟର ଡୋଜର ବ୍ୟବହାରକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଉଦ୍‌ବେଗ ପ୍ରକାଶ କରି କହିଛି ଯେ ଏହା ବିଶ୍ୱବ୍ୟାପୀ ଟିକା ଅଭାବର କାରଣ ହୋଇପାରେ । ଫଳରେ ଗରିବ ଦେଶ ଗୁଡିକ ବିଶେଷ ଭାବରେ ପ୍ରଭାବିତ ହୋଇପାରନ୍ତି ।

Covid 19
କୋଭିଡ-୧୯ର ଉତ୍ପତ୍ତି ସ୍ପଷ୍ଟ ନହେଲେ କୋଭିଡ-୨୬ ଓ କୋଭିଡ-୩୨ ଭୋଗିବାକୁ ପଡ଼ିବ: ବିଶେଷଜ୍ଞ

ୱାଶିଂଟନ୍: କରୋନା ଭାଇରସର ଉତ୍ପତ୍ତି କେଉଁଠୁ ହୋଇଛି ? ଏହା ଜାଣିବା ପାଇଁ ଚୀନ୍ ଉପରେ କ୍ରମାଗତ ଭାବେ ଚାପ ବଢ଼ିବାରେ ଲାଗିଛି । ଏବେ ଆମେରିକାର କେତେ ଜଣ ରୋଗ ବିଶେଷଜ୍ଞ କହିଛନ୍ତି ଯେ, ଭବିଷ୍ୟତରେ କରୋନା ମହାମାରୀକୁ ଏଡାଇବାକୁ…