• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Christmas Celebration

Christmas Celebration
ଏବର୍ଷ ମଧ୍ୟ ଖାଁ ଖାଁରେ କଟିଲା ବଡଦିନ

ପ୍ରଭୁ ଯୀଶୁଙ୍କ ଧରାବତରଣ ପ୍ରେମ ଓ ମୈତ୍ରୀର ପ୍ରତୀକ । ଯୀଶୁଙ୍କ ଆଗମନକୁ ନେଇ ଉତ୍ସବମୁଖର ହୋଇ ଉଠିଛି ଚର୍ଚ୍ଚ । ସାମୁହିକ ପ୍ରାର୍ଥନା ଓ ସଙ୍ଗୀତ ଗାଇ ଯୀଶୁଙ୍କ ଜନ୍ମଦିନ ପାଳିଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । ହେଲେ ବଡଦିନ ଉତ୍ସବ ପାଳନକୁ ଫିକା କରିଦେଇଛି କୋଭିଡ୍ କଟକଣା ।

Christmas Celebration Ban
କଟକଣା ମଧ୍ୟରେ ପାଳନ ହେବ ବଡଦିନ:BMC

ଚିନ୍ତା ବଢାଇଲାଣି ଓମିକ୍ରନ୍ । ପ୍ରଥମେ ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଦୁଇ ଜଣ ଓମିକ୍ରନ୍ ଅକ୍ରାନ୍ତ ଥିବାର ସୂଚନା ମିଳିଛି । ରାଜଧାନୀରେ କୋଭିଡ୍ ସ୍ଥିତି ନେଇ BMC କମିଶନର ସଞୟ ସିଂଙ୍କ ସୂଚନା ଦେଇଛନ୍ତି । କୋଭିଡ୍ ଗାଇଡଲାଇନ ଅନୁସାରେ ଖ୍ରୀଷ୍ଟମାସ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।