ମେଲିଲାଣି କରୋନା କାୟା । କଲାଣି ଛାନିଆଁ । ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।
ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୫ ହଜାର ୩୩୫ ପଜିଟିଭ ।
ଦୈନିକ କରୋନା ସଂକ୍ରମଣ ୪ ହଜାର ଟପିଲା । ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪,୪୩୫ ଜଣ । ରାଜ୍ୟରେ ୫୦ ଟ୍ରେଣ୍ଡକୁ ଟପିଲା କରୋନା ସଂକ୍ରମଣ ।
ଭାରତ ସମେତ ୨୨ଟି ଦେଶରେ ଓମିକ୍ରନର ଏହି ଭାରିଆଣ୍ଟ୍ର ସଂକ୍ରମଣ ରହିଛି । ତେବେ ଏହା ସଂକ୍ରାମକ କିନ୍ତୁ ମାରାତ୍ମକ ନୁହେଁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।
ଭାରତରେ ଦିନକୁ ଦିନ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ୩ ହଜାର ୮ଶହ ୨୪ ନୂଆ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି ।
ପୁଣି ଦେଶରେ ବଢ଼ିଲା କରୋନା ସଂକ୍ରମଣ । ଆଜିକୁ ଲଗାତାର ଚାରିଦିନ ଧରି ୩ ହଜାର ପାର କରିଛି କୋଭିଡ୍ ସଂକ୍ରମଣ ।
ଗତ ୨୪ ଘଣ୍ଟାରେ ଦେଶରେ ୩ ହଜାର ୯୫ ଜଣ ଚିହ୍ନଟ ହୋଇଛନ୍ତି । ଗତକାଲି ଏହି ସଂଖ୍ୟା ୩୦୧୬ ଥିଲା ।
୨୪ ଘଣ୍ଟାରେ ଏକାଥରେ ୪୦% ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛିା ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାର ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତରେ ଲଗାତାର ବଢୁଛି କରୋନା ସଂକ୍ରମଣ ସଂଖ୍ୟା
ଗତ ୨୪ ଘଣ୍ଟାରେ ଦେଶରେ ୧୮୯୦ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି ।
ଦେଶରେ ପୁଣିଥରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଛି। ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସହ ଆଡ୍ଭାଇଜରି ଜାରି କରିଛନ୍ତି।
ଦେଶରେ କୋଭିଡ ସଂକ୍ରମଣରେ ସାମାନ୍ୟ ବୃଦ୍ଧି ପାଇଛି ।
ଗତକାଲି ରାଜ୍ୟରେ ୫ ହଜାର ୬୪୭ ଜଣଙ୍କର କୋଭିଡ ପରୀକ୍ଷା ହୋଇଥିଲା। ଟେଷ୍ଟିଂ ବଢ଼ିଥିବାରୁ ପଜିଟିଭ ସଂଖ୍ୟା ସାମାନ୍ୟ ବଢ଼ିଛି । ତେବେ ଚିନ୍ତାଜନକ ନଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
୫ ବର୍ଷରୁ କମ୍ ବୟସର ପିଲା ଏହି H3N2 ଇନ୍ଫ୍ଲୁଏନ୍ଜାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଲାଣି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଡାଟା ଅନୁସାରେ, ୧୧୪ ଦିନ ପରେ ଦିନକରେ ଅର୍ଥାତ୍ ରବିବାର ଦିନ ୫ ଶହରୁ ଅଧିକ ନୂଆ କରୋନା କେସ୍ ସାମ୍ନାକୁ ଆସିଛି। ଏହାପୂର୍ବରୁ ଗତ ବର୍ଷ ନଭେମ୍ବର ୧୮ରେ ୫୦୦ ନୂଆ କେସ୍ ସାମ୍ନାକୁ ଆସିଥିଲା।
ବିଭିନ୍ନ ରାଜ୍ୟରେ ପୁଣି କୋଭିଡ କେସ୍ ବଢୁଥିବାରୁ କେନ୍ଦ୍ର ସରକାର ଏନେଇ ତତ୍ପର ରହିଛନ୍ତି । ମୁକାବିଲାର ୫ ସୂତ୍ରୀ ଗାଇଡଲାଇନ୍ ପାଳନ କରିବାକୁ ଓ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି ।
ଜରୁରୀକାଳୀନ ସ୍ଥିତିରେ ଉପଯୋଗ କରାଯିବ ବୋଲି ଅନୁମୋଦନ ଦେଇଥିଲା ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ-CDSCO ।
ବର୍ତ୍ତମାନ ସୁଦ୍ଧା ମାତ୍ର ୪୦ ପ୍ରତିଶତ ଲୋକ ବୁଷ୍ଟର ଡୋଜ୍ ନେଇଛନ୍ତି।
ଚୀନରେ କୋଭିଡ ସ୍ଥତି ଏବେ ପିକ୍ରେ ପହଞ୍ଚିବାକୁ ଯାଉଥିବା ବେଳେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରମାନେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି।
ଟୁଇଟ୍ ଜରିଆରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ।
ଦେଶବାସୀ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିଲେ, ଭାଇରସ୍କୁ ଭୟର କରିବାର କିଛି କାରଣ ନାହିଁ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭିୟ ଏଭଳି କହିଛନ୍ତି।
ଦୁଃସାଧ୍ୟ ରୋଗାକ୍ରାନ୍ତଙ୍କୁ ୨ୟ ଡୋଜ୍ ଦରକାର ହୋଇପାରେ।
ରାଜ୍ୟ ସରକାରଙ୍କ ଆକଳନ ପରେ ବଢ଼ିଲା ଚିନ୍ତା । ଆଗକୁ ହକି ବିଶ୍ୱକପ୍ ଥିବାରୁ ସତର୍କ କରାଇଲେ ବିଶେଷଜ୍ଞ ।
କରୋନା ବଢ଼ିଲେ ଆମେ ପ୍ରସ୍ତୁତ: ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସଚିବ
କରୋନାରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇବା ସମ୍ଭାବନା ! ପରିସ୍ଥିତି ଉଦବେଗଜନକ ବୋଲି ଆକଳନ କଲା ବ୍ରିଟେନର ହେଲ୍ଥ ଫାର୍ମ . .