Advertisment

ଆଜିଠୁ ରାଜ୍ୟରେ ପୁଣି ଆରମ୍ଭ ହେବ ଟିକାକରଣ

ବର୍ତ୍ତମାନ ସୁଦ୍ଧା ମାତ୍ର ୪୦ ପ୍ରତିଶତ ଲୋକ ବୁଷ୍ଟର ଡୋଜ୍ ନେଇଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
COVID Vaccination Starts From Today In Odisha

Vaccination

ଆଜିଠୁ ରାଜ୍ୟରେ ପୁଣି ଥରେ ଆରମ୍ଭ ହେବ ଟିକାକରଣ। ନିର୍ଦ୍ଦିଷ୍ଟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୂର୍ବ ପରି ଦିଆଯିବ କୋଭିଡ ଟିକା। ଏଥିପାଇଁ କୋଭିସିଲ୍ଡ ଟିକା ଆସିସାରିଛି। ଯେଉଁ ସବୁ ଲୋକେ କୋଭିସିଲ୍ଡ ନେଇଥିବେ, ସେମାନେ ପୁଣି ଦ୍ୱିତୀୟ ଓ ପ୍ରିକସନ୍ ଡୋଜରେ ଏହାକୁ ନେଇପାରିବେ।

Advertisment

ଲୋକେ ଜିଲ୍ଲା, ସହରାଞ୍ଚଳ, ଗୋଷ୍ଠୀ, ପ୍ରଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭ୍ୟାକସିନ୍ ନେଇ ପାରିବେ। ବର୍ତ୍ତମାନ ସୁଦ୍ଧା ମାତ୍ର ୪୦ ପ୍ରତିଶତ ଲୋକ ବୁଷ୍ଟର ଡୋଜ୍ ନେଇଛନ୍ତି।  ଏବେ ସଂକ୍ରମଣ ବଢୁଥିବାରୁ ସମସ୍ତେ ବୁଷ୍ଟର ଡୋଜ୍ ନେବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ।

ଅଧିକ ପଢ଼ନ୍ତୁ: ପୁଣି ବଢୁଛି କୋଭିଡ୍ ଡର ! ମାର୍ଚ୍ଚରେ ଚତୁର୍ଥ ଲହର ଆସିବା ସମ୍ଭାବନା

Advertisment
COVID-19 COVID Vaccine COVID-19 Vaccination
Advertisment
Advertisment