• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Ayodhya Ram Mandir Updates

Ayodhya Ram Mandir
ଏମିତି ଦିଶୁଛନ୍ତି ପ୍ରଭୁ ଶ୍ରୀରାମ; ସାମ୍ନାକୁ ଆସିଲା ସ୍ପଷ୍ଟ ଫଟୋ..

ଆସନ୍ତା ୨୨ରେ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ଉତ୍ସବ ମୁଖରିତ ହେଲାଣି ଅଯୋଧ୍ୟା ନଗରୀ । ପୂଜାପାଠ ପରେ ଆସ୍ଥାନ ଭିତରେ ବହୁମୂଲ୍ୟ ରତ୍ନ ରଖାଯିବା ପରେ ରାମଲାଲାଙ୍କ ବିଗ୍ରହ ଗର୍ଭଗୃହରେ ସ୍ଥାପନ କରାଯାଇଛି ।

Shri ram held lakshman ears and scolded in ayodhya
Ayodhya Ram Mandir: ଆଜି ବି ସେଇ ପ୍ରେମ, ସେଇ ସମ୍ମାନ; ‘ଲକ୍ଷ୍ମଣ’ଙ୍କ କାନ ମୋଡି ଚାପୁଡା ଦେଲେ ‘ଶ୍ରୀରାମ’

ବଡ ଭାଇ ପ୍ରତି ସମ୍ମାନ ଏବଂ ତ୍ୟାଗର ଭାବନା ଆମେ ରାମ ଏବଂ ଲକ୍ଷ୍ମଣ ଠାରେ ହିଁ ପାଇଥାଉ। 'ରାମାୟଣ'ରେ ଶ୍ରୀରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଏବଂ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରୀଙ୍କ ମଧ୍ୟରେ ଏଭଳି ପ୍ରେମ ଏବଂ ସମ୍ମାନ ଆଜି ବି ଦେଖିବାକୁ ମିଳେ।

Ayodhya Ram Mandir
ଉତ୍ସବ ମୁଖର ଅଯୋଧ୍ୟା, ଫଟୋରେ ଦେଖିବା କିଛି ଝଲକ...

ସାମ୍ନାକୁ ଆସିଲା ରାମଲାଲାଙ୍କ ପ୍ରଥମ ଝଲକ। ଗର୍ଭଗୃହରେ ଶ୍ରୀବିଗ୍ରହ ସ୍ଥାପନ କରାଯିବା ପରେ ପ୍ରଥମ ଥର ଲାଗି ଫଟୋ ସାମ୍ନାକୁ ଆସିଛି।

German singer's version of 'Ram Aayenge'
ଜର୍ମାନ କଣ୍ଠଶିଳ୍ପୀ ଗାଇଲେ ରାମ ଭଜନ, ଭାଇରାଲ ହେଉଛି ଭିଡିଓ

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ବିଦେଶୀ କଣ୍ଠଶିଳ୍ପୀଙ୍କ କଣ୍ଠରେ ଶୁଣିବାକୁ ମିଳିଛି ରାମ ଭଜନ।

Ram temple inauguration
୨୨ ତାରିଖରେ ଜଳିବ ସାଢେ ୫ ଫୁଟର ଦୀପ

ରାମଲାଲାଙ୍କ ପାଇଁ ତିଆରି ଚାଲିଛି ଏଇ ବିରାଟ ଦୀପ ସାଙ୍ଗକୁ ୧୨ ଫୁଟ ଉଚ୍ଚର ପ୍ରଭୁ ରାମଙ୍କ ପ୍ରତି ମୂର୍ତ୍ତି..

Ayodhya Ram Mandir
ଶ୍ରୀରାମଲାଲାଙ୍କ ପାଇଁ ଆଠଗଡ଼ରୁ ଗଲା ଅହିଂସା ଖଣ୍ଡୁଆ ପାଟ

ଆଠଗଡ଼ ନୂଆପାଟଣାରୁ ଅଯୋଧ୍ୟା ଗଲା ଖଣ୍ଡୁଆ ପାଟ । ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ଖଣ୍ଡୁଆ ପାଟ ପିନ୍ଧିବେ ରାମଲାଲା ।

1st Photo Of Ram Lalla
ସାମ୍ନାକୁ ଆସିଲା ରାମଲାଲାଙ୍କ ପ୍ରଥମ ଝଲକ, ଧଳା ମାର୍ବଲ ଆସ୍ଥାନ ଉପରେ ବିରାଜମାନ ରାମଲାଲା

ଆସନ୍ତା ୨୨ ତାରିଖ ଦିନ ୧୨ଟା ୩୦ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ୬ ହଜାରରୁ ଅଧିକ ବିଶିଷ୍ଟ ବ୍ୟକ୍ତି ବିଶେଷ ସାମିଲ ହେବେ।

Narendra Modi
୧୨ ତାରିଖରୁ ଚଟାଣରେ ଶୋଉଛନ୍ତି, ଖାଲି ପଇଡ଼ ପାଣି ପିଉଛନ୍ତି ମୋଦି !

ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଭଳି ଏକ ଐତିହାସିକ ଓ ପବିତ୍ର କାର୍ଯ୍ୟକ୍ରମର ସେ ସାକ୍ଷୀ ହେବାକୁ ଯାଉଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ।

Ayodhya Ram Mandir
ଓଡ଼ିଶା ଭୂଇଁରେ ଶ୍ରୀରାମଙ୍କ କାହାଣୀ ! ଘଞ୍ଚ ଜଙ୍ଗଲର କିଛି ଦିବ୍ୟସ୍ଥଳରେ ତ୍ରେତୟା ଯୁଗର ଛାପ

ମାତା ଜାନକୀଙ୍କ ସହ ରହିଛି ଗଭୀର ସଂପର୍କ । ମାଲକାନଗିରର ସୀତାକୁଣ୍ଡ ଓ କେନ୍ଦୁଞ୍ଜରର ସୀତାବିଞ୍ଜର କଥା ।

Ayodhya Ram Mandir
ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପୂର୍ବରୁ ରାମମୟ ଅଯୋଧ୍ୟା

ଗର୍ଭଗୃହରେ ବିଗ୍ରହ ସ୍ଥାପନ ପରେ ଅଗ୍ରପୂଜ୍ୟଙ୍କ ପୂଜାର୍ଚ୍ଚନା ।

Odisha govt
ରାଜ୍ୟ ସରକାର କଲେ ଛୁଟି ଘୋଷଣା; ଜାନୁଆରୀ ୨୨ ହାଫ୍ ଡେ’

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ହାଫ୍ ଡେ’ ଛୁଟି ଘୋଷଣା କରାଯାଇଛି । ୨୨ ତାରିଖ ଅପରାହ୍ନ ୨ଟା ୩୦ ଯାଏଁ ଅଫିସ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

Ram Pran Pratistha
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା; କେନ୍ଦ୍ର ସରକାର କଲେ ଛୁଟି ଘୋଷଣା

ଛୁଟି ଘୋଷଣା ଅନୁସାରେ କେନ୍ଦ୍ର ସରକାରଙ୍କ ସବୁ ଅଫିସ୍ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ । ସାରା ଦେଶରେ ଅଧା ଦିନ ପାଇଁ କେନ୍ଦ୍ର ସରକାର ଛୁଟି ଘୋଷଣା କରିଛନ୍ତି ।

Postal Stamp
ରାମ ମନ୍ଦିରକୁ ନେଇ ସ୍ୱତନ୍ତ୍ର ଡାକଟିକଟ ଓ ସ୍ମାରକୀ ଉନ୍ମୋଚନ କଲେ ମୋଦି

୪୮ ପୃଷ୍ଠାର ଏହି ପୁସ୍ତକରେ ଆମେରିକା, ନ୍ୟୁଜିଲାଣ୍ଡ, ସିଙ୍ଗାପୁର, କାନାଡା, କାମ୍ବୋଡିଆ ଏବଂ ଜାତିସଂଘ ଭଳି ସଂଗଠନ ସମେତ ୨୦ରୁ ଅଧିକ ଦେଶ ଜାରି କରିଥିବା ଷ୍ଟାମ୍ପ ରହିଛି।

Ayodhya Ram Mandir
ଗର୍ଭଗୃହକୁ କେମିତି ଗଲେ ରାମଲାଲା ? ଦେଖନ୍ତୁ ସେହି ଦିବ୍ୟ ମୁହୂର୍ତ୍ତର ଭିଡିଓ

ରାମଲାଲାଙ୍କ ମୂର୍ତ୍ତି ଗଢ଼ିଥିବା ଶିଳ୍ପୀ ଅରୁଣ ଯୋଗୀରାଜ ପାଖରେ ଛିଡ଼ା ହୋଇ କାର୍ଯ୍ୟକୁ ତଦାରଖ କରିଥିବା ଦେଖିବାକୁ ମିଳୁଛି । ବିଗ୍ରହ ସ୍ଥାପନର କିଛି ସମୟ ପୂର୍ବର ଯେତେବେଳେ ଗର୍ଭଗୃହରେ ସ୍ୱତନ୍ତ୍ର ପୂଜାପାଠ କରିଥିଲେ ସାଧୁ ସନ୍ଥ ମାନେ ।

Ram Mandir Prasad
ଅନଲାଇନରେ ମିଳିବନି ରାମଲାଲାଙ୍କ ପ୍ରସାଦ, ହୋମ ଡେଲିଭରୀକୁ ମନ୍ଦିର ପକ୍ଷରୁ ନା

ଅନଲାଇନରେ ମିଳୁନି ଶ୍ରୀରାମଙ୍କ ପ୍ରସାଦ । ଗତ କିଛିଦିନ ତଳେ ଅନଲାଇନରେ ରାମଙ୍କ ପ୍ରସାଦ ଉପଲବ୍ଧ ହେବ ବୋଲି ଖବର ପ୍ରକାଶ ପାଇଥିଲା । କିନ୍ତୁ ଏହାକୁ ଖଣ୍ତନ କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ।

Lord Ram Idol
ଗର୍ଭଗୃହରେ ସ୍ଥାପନ ହେଲା ରାମଲାଲାଙ୍କ ବିଗ୍ରହ, ଜୟ ଶ୍ରୀରାମ ନାରାରେ କମ୍ପିଲା ସାରା ଅଯୋଧ୍ୟା

ଏକ ବଡ଼ କ୍ରେନ୍‌ ସହାୟତାରେ ରାମଲାଲାଙ୍କ ବିଗ୍ରହକୁ ଗର୍ଭଗୃହକୁ ନିଆଯାଇଛି ।

Ayodhya Rammandir
ପ୍ରାଣପ୍ରତିଷ୍ଠା ପୂର୍ବରୁ ଗର୍ଭଗୃହକୁ ଆସୁଛନ୍ତି ରାମଲାଲା

ସିଂହାସନ ପୂଜାର୍ଚ୍ଚନା ସହ ସରଜୁ ତଟରେ ହେଲା କଳସ ପୂଜନ । ବିଗ୍ରହ ପ୍ରତିଷ୍ଠା ଦିନକ ପୂର୍ବରୁ ଗର୍ଭଗୃହରେ ଶଙ୍ଖଧ୍ବନି ଓ ବେଦମନ୍ତ୍ର ।

Ram Mandir
ଅଯୋଧ୍ୟା ଶ୍ରୀରାମ ମନ୍ଦିର ଅଭିମୁଖେ ରାମଲାଲାଙ୍କ ନବନିର୍ମିତ ବିଗ୍ରହ

ରାମଲାଲାଙ୍କ ବିଗ୍ରହ ଏକ ଟ୍ରକ ସାହାଯ୍ୟରେ ରାମ ପଥ ଦେଇ ମନ୍ଦିର ପରିସରରେ ପ୍ରବେଶ କରିଛି।

Ayodhya Rammandir
ମନ୍ତ୍ର ଧ୍ୱନିରେ କମ୍ପିଲାଣି ଅଯୋଧ୍ୟା, ପ୍ରାଣପ୍ରତିଷ୍ଠା ପୂର୍ବରୁ ଗର୍ଭଗୃହକୁ ଆସୁଛନ୍ତି ରାମଲାଲା...

ସିଂହାସନ ପୂଜାର୍ଚ୍ଚନା ସହ ସରଜୁ ତଟରେ ହେଲା କଳସ ପୂଜନ । ବିଗ୍ରହ ପ୍ରତିଷ୍ଠା ଦିନକ ପୂର୍ବରୁ ଗର୍ଭଗୃହରେ ଶଙ୍ଖଧ୍ବନି ଓ ବେଦମନ୍ତ୍ର ।

Holiday
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ଛୁଟି ଘୋଷଣା କଲେ ଏହି ସବୁ ରାଜ୍ୟ...

ଦେଶ ରାମମୟ .. ଦେଶବାସୀ ରାମମୟ .. ତନ, ମନ, ପ୍ରାଣ ମଧ୍ୟ ରାମମୟ । ରାମଭକ୍ତିରେ ଭିଜୁଛି ପୁରା ଅଯୋଧ୍ୟା । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଭାବୁକ ହୋଇ ପଡ଼ିଛି ପୁରା ଭାରତ । ଏହି ମହତ୍ ହିନ୍ଦୁ ସମାରୋହକୁ ଆଗେଇ ନେବା ପାଇଁ କିଛି ରାଜ୍ୟ ଆସନ୍ତା ଜାନୁଆରୀ ୨୨ କୁ ଛୁଟି ଘୋଷଣା କରିଛନ୍ତି ।

Arun Yogiraj
ଆଖିରେ ଥିଲା ଯନ୍ତ୍ରଣା, ତଥାପି ଅଟକିଲାନି ପ୍ରଭୁଙ୍କ କାର୍ଯ୍ୟ

ସ୍ଥପତି ଅରୁଣ ଯୋଗୀରାଜ .. ରାତାରାତି ପ୍ରସିଦ୍ଧି ପାଇଥିଲେ .. ଯେବେ ତାଙ୍କ ନିର୍ମିତ ମୂର୍ତ୍ତି ରାମ ମନ୍ଦିରରେ ସ୍ଥାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା । କୁହାଯାଏ, କିଛି ପାଇବାକୁ ହେଲେ ବହୁତ କିଛି ହରାଇବାକୁ ପଡ଼ିଥାଏ । ଆଉ ଇୟେ ତ ପ୍ରଭୁ ଶ୍ରୀରାମଙ୍କର ମୂର୍ତ୍ତି ନିର୍ମାଣର କଥା .. ଭକ୍ତ ହୋଇ ପ୍ରଭୁଙ୍କ ସ୍ଥୂଳ ନିର୍ମାଣ କେତେ ଯେ କଷ୍ଟ, ତାହା କେବଳ ଭକ୍ତ ହିଁ କହିପାରେ ।

Ayodhya Ram Mandir
ଆସୁଛନ୍ତି ପ୍ରଭୁ ଶ୍ରୀରାମ, ପ୍ରାଣ ପ୍ରତିଷ୍ଠା ପାଇଁ ଆରମ୍ଭ ହେଲା ଆଦ୍ୟ ପର୍ବ

ରାମ ମନ୍ଦିରରେ ଶ୍ରୀରାମଙ୍କ ବିଗ୍ରହ ସ୍ଥାପନ ଓ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍କଣ୍ଠା । ଉତ୍ସବ ମୁଖର ହୋଇ ଉଠିଛି ରାମ ଜନ୍ମଭୂମି ଅଯୋଧ୍ୟା ନଗରୀ । ପ୍ରାଣପ୍ରତିଷ୍ଠାର ଆଦ୍ୟପର୍ବ ଆରମ୍ଭ ହୋଇ ଯାଇଛି ।

Holiday on January 22
ରାମମନ୍ଦିର ପ୍ରତିଷ୍ଠା ଦିନ ବି ରାଜ୍ୟରେ ସରକାରୀ ଛୁଟି ଘୋଷଣା ପାଇଁ ଉଠିଲା ଦାବି

ଏବେ ସୁଦ୍ଧା ୭ଟି ରାଜ୍ୟ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ମଦ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି।

  • Tuesday, 16 January 2024
Ram Mandir
ସଂଗୀତରେ ରାମ... ଭଜନ-କୀର୍ତ୍ତନରେ ରାମ... ସରଜୁ ତଟରେ ରାମ... ଦୀପରେ ଦୀପରେ ରାମ

ପ୍ରାୟଶ୍ଚିତ ଓ କର୍ମକୁଟି ପୂଜନ ଅନୁଷ୍ଠିତ ହୋଇଥିବା ବେଳେ, କାଲି ମୂର୍ତ୍ତିର ପରିସର ପ୍ରବେଶ କାର୍ଯ୍ୟକ୍ରମ ରହିଛି।

Ram Mandir
ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଆଦ୍ୟପର୍ବର ଶୁଭାରମ୍ଭ, ଆଜି ସଂପନ୍ନ ହେଲା ପ୍ରାୟଶ୍ଚିତ ଓ କର୍ମକୁଟି ପୂଜନ

ରାମମନ୍ଦିର ଗର୍ଭଗୃହରେ ଲାଗିଛି ୧୨ଟି ମୟୂର ଖୋଦିତ ଏହି ସୁନା ଚଦର ଲାଗିଥିବା ବିରାଟ କବାଟ।