/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705648084.jpg)
Ayodhya Ram Mandir
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705648084.jpg)
1/10
ର୍ଭଗୃହରେ ଶ୍ରୀବିଗ୍ରହ ସ୍ଥାପନ କରାଯିବା ପରର ପ୍ରଥମ ଥର ଲାଗି ଫଟୋ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705648170.jpg)
2/10
ସାମ୍ନାକୁ ଆସିଲା ରାମଲାଲାଙ୍କ ୫୧ ଇଞ୍ଚର ବିଗ୍ରହ। ୨୨ ତାରିଖରେ ହେବ ପ୍ରାଣ ପ୍ରତିଷ୍ଠା।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705648277.jpg)
3/10
ଅଯୋଧ୍ୟା ରାମ ମନ୍ଦିରରେ ବିଗ୍ରହଙ୍କ ସ୍ଥାପନା ପୂର୍ବରୁ ବାହାରେ ଚାଳିଛି ହୋମ ଜଜ୍ଞ ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705648388.jpg)
4/10
ଶ୍ରୀରାମଙ୍କ ବିଗ୍ରହକୁ ଶୋଭାଯାତ୍ରାରେ ଆସ୍ଥାନକୁ ନେବା ସମୟର ଦୃଶ୍ୟ ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705648468.jpg)
5/10
ଶ୍ରୀରାମଙ୍କ ବିଗ୍ରହକୁ ଆସ୍ଥାନରେ ସ୍ଥାପନ ଚାଲିଥିବା ବେଳେ ଏପଟେ ମନ୍ଦିର ପରିସରରେ ଚାଲିଛି ପୂଜାବିଧି ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705648609.jpg)
6/10
ଶ୍ରୀରାମ ମନ୍ଦିର ପରିସରରେ ଚାଲିଛି ପୂଜାର୍ଚ୍ଚନା । ଭଜନ କୀର୍ତ୍ତନ କରୁଛନ୍ତି ଭକ୍ତ ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705648683.jpg)
7/10
ଶ୍ରୀରାମ ମନ୍ଦିରରେ ଲାଗିବାକୁ ଆସିଥିବା ଘଣ୍ଟି ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705648943.jpg)
8/10
ରାତି ସମୟରେ ଶ୍ରୀରାମ ମନ୍ଦିର ବାହାର ଦୃଶ୍ୟ ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705649017.jpg)
9/10
ରାତି ସମୟରେ ଶ୍ରୀରାମ ମନ୍ଦିର ଭିତର ଦୃଶ୍ୟ । କେତେ ନିଖୁଣତାର ସହ କରାଯାଇଛି କାମ । ସବୁ କିଛି ସ୍ପଷ୍ଟ ଅନୁମେୟ ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705649152.jpg)
10/10
ଶ୍ରୀରାମ ମନ୍ଦିରରେ ଲାଗିଛି ସୁନା ଛାଉଣୀ କବାଟ । ଯାହାର ଦୃଶ୍ୟ ଅତ୍ୟନ୍ତ ମନୋରମ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)