ଫେବ୍ରୁଆରୀ ୨୯ ପରଠୁ ପେଟିଏମ୍ରେ ନେଣଦେଣ ହୋଇପାରିବନି ବୋଲି ସ୍ପଷ୍ଟ କହିଛି RBI । ତେବେ ପେଟିଏମ୍ରେ ଥିବା ଟଙ୍କା ସରିବା ଯାଏଁ ବ୍ୟବହାର ହୋଇପାରିବ ବୋଲି ସ୍ପଷ୍ଟ କରିଛି ।
ଭାରତ ବିରୋଧରେ ଚାଲିଛି କି ଷଡ଼ୟନ୍ତ୍ର ? ଏକାଠି ହାତ ମିଳାଇଛନ୍ତି କି ଚୀନ ଆଉ ପାକିସ୍ତାନ । ସୀମା ବିବାଦକୁ ନେଇ ଏହି ଦୁଇ ଦେଶ ଭାରତ ସହ ଅନେକ ଥର ଶତ୍ରୁତା କରିଛନ୍ତି ।
ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ Flightradar24 ଅନୁଯାୟୀ, ଖରାପ ପାଗ ଯୋଗୁଁ ବିମାନ ବାତିଲ୍ କରାଯାଇଥିବା କୁହାଯାଇଛି । ବୁଧବାର ସକାଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୦ରୁ ଅଧିକ ବିମାନ ବାତିଲ କରାଯାଇଥିଲା ।
ମାମଲାର ଶୁଣାଣି ସମୟରେ ଆଗାମୀ ସାତ ଦିନ ମଧ୍ୟରେ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ହିନ୍ଦୁଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ବିଷ୍ଣୁ ଶଙ୍କର ଜେନା ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ।
ନିଯୁକ୍ତି ପ୍ରକ୍ରିୟା ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶ ବଳବତ୍ତର ରହିଛି । ଆଜି ମାମଲାର ଚୂଡାନ୍ତ ଶୁଣାଣି ଚାଲିଥିବା ବେଳେ ରାଜ୍ୟ ସରକାର କେତୋଟି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି ।
ସୋନିଆ ଗାନ୍ଧି ତେଲେଙ୍ଗାନାରୁ ନିର୍ବାଚନ ଲଢ଼ିବାକୁ ଥିବାବେଳେ ପ୍ରିୟଙ୍କା ଗାନ୍ଧି ରାୟବରେଲିରୁ ନିର୍ବାଚନ ଲଢ଼ିବେ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ରେବନ୍ତ ।
ଏଣିକି ସପ୍ତାହକୁ ମିଳିବ ୩ ଦିନ ଛୁଟି । କର୍ମଚାରୀମାନେ ଅଫିସରେ କାମ କରିବେ ମାତ୍ର ୪ ଦିନ । କର୍ମଚାରୀମାନଙ୍କ ଚାପ ଓ ଚିନ୍ତାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।
ନେତାଏ କାନ ଖୋଲି ଶୁଣନ୍ତୁ..ଏମାନେ ହେଲେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୋପାଳପୁର ବେଗୁନିଆପଦା ଗାଁର ଲୋକ.. ଆପଣଙ୍କର ଭୂମିହୀନ ଭୋଟର୍..
ପରିଶ୍ରମରେ ଯଦି ସ୍ତ୍ରୀଙ୍କ ସହଯୋଗ ମିଳିଗଲା ତାହାଲେ ତାକୁ ହିଁ କୁହନ୍ତି ଭାଗ୍ୟ.. ଏମିତି ଜଣେ ପରିଶ୍ରମୀ ଭାଗ୍ୟବାନ ହେଉଛନ୍ତି ସହଦେବ ପରିଡା.. ଉପାୟ ଖୋଜୁ ଖୋଜୁ ସାଧନ ସହ ମିଳିଗଲା ସ୍ତ୍ରୀ କୃଷ୍ଣପ୍ରିୟାଙ୍କ ସହଯୋଗ..ଆଉ ତା ପରେ..
ଗରିବଙ୍କୁ ପ୍ରତିଶ୍ରୁତି ଦିଅ.. ସେମାନେ ଭୋଳିଯିବେ.. ପ୍ରତିଶ୍ରୁତି ପୂରା ନ କଲେ ଲଢିପାରିବେନି..ହୁଏତ ଏୟା ଭାବି ଗରିବ ଲୋକଙ୍କୁ ପ୍ରଶାସନଠାରୁ ନେଇ ସରକାର, ନେତାଙ୍କ ଠାରୁ ନେଇ ପ୍ରାଇଭେଟ୍ କମ୍ପାନୀ ସମସ୍ତେ ମିଛ ପ୍ରତିଶ୍ରୁତି ଦେଇ ନିଜ ଫାଇଦା ହାସଲ କରିଥାନ୍ତି..
ଅପାର କରୁଣା ଥିଲେ ମାଟି ତଳୁ ଦିଅଁ ଦେବତା ବାହାରନ୍ତି.. ଆଉ ଫୁଟା ଶିବଲିଙ୍ଗଙ୍କୁ ପୂଜିଲେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ଆସ୍ଥା ରହିଛି.. ସେଥିପାଇଁ ଶ୍ରାବଣ ହେଉ କି ସୋମବାର
ବେକରେ ଗେଣ୍ଡୁମାଳ ପକାଇ କୁଆଡ଼େ ଆଇଚନ୍ତି ଭାଲୁ ଭାଇନା.. ତାଙ୍କର ଛୁଆ କାଖେଇବା ଅଭ୍ୟାସଟା ଗଲାନି..
୨୦୨୦ ଫେବ୍ରୁଆରୀ ୨୮ରେ ଗୁଗଲ ସର୍ଚ୍ଚ ଇଞ୍ଜିନ୍ ଓଡ଼ିଆ ଭାଷାକୁ ଅନ୍ୟ ଭାଷାରେ ଅନୁବାଦ କରିବାକୁ ଅନୁମତି ଦେଇଥିଲା । ଯେତେବେଳେ ଜଣେ ଉପଭୋକ୍ତା ଗୁଗଲର ଫାଷ୍ଟ୍ ପେଜ୍ ଓପନ୍ କରନ୍ତି, ସେହି ସମୟରେ କିଛି ଭାଷା ସହିତ ଓଡ଼ିଆ ଭାଷାର ଅପ୍ସନ୍ ଦେଖାଇଥାଏ ।
ମୃତ ଛାତ୍ରୀଙ୍କ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ ହୋଇଛି । ଛାତ୍ରୀ ଜଣକ ତାଙ୍କ ସୁଇସାଇଡ୍ ନୋଟ୍ରେ ଲେଖିଛି, ‘ମୁଁ ସବୁଠାରୁ ଖରାପ ଝିଅ... ମା’-ବାପା ମୁଁ ବହୁତ ଦୁଃଖିତ... ଆତ୍ମହତ୍ୟା ଛଡ଼ା ମୋ ପାଖରେ ଆଉ କିଛି ବାଟ ନାହିଁ ।’ ...
ଅଧ୍ୟାପକ ଦିୟାରାମ ତାଙ୍କ ସାନଭାଇ ଅନୁଜଙ୍କୁ ଫୋନ କରି ଏ ସମ୍ପର୍କରେ ଜଣାଇଥିଲେ । ସେ କହିଥିଲେ ସଞ୍ଜୀବ ନାମକ ଜଣେ ବ୍ୟକ୍ତି ଏବଂ ତାଙ୍କ ସହଯୋଗୀମାନେ ତାଙ୍କୁ ପାଟ୍ରାସା ଗାଁର ଏକ ଘରେ ତାଲା ପକାଇ ଦେଇଛନ୍ତି ।
ଈର୍ଷା, ଦ୍ୱେଷ ମନୋଭାବ ଆଣିବା ଆଦୌ ଉଚିତ ନୁହେଁ । ପ୍ରତିଯୋଗିତା ବନ୍ଧୁମାନଙ୍କ ସହ ନୁହେଁ, ନିଜ ସହ କରନ୍ତୁ । ବନ୍ଧୁଙ୍କ ଠାରୁ ପ୍ରେରଣା ନିଅନ୍ତୁ ଆଉ ଆଗକୁ ବଢ଼ନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
କହିବାନୁସାରେ, ସେ ତାଙ୍କ କାରକୁ ବାହାରେ ପାର୍କିଂ କରି ଭିତରକୁ ଯାଇଥିଲେ । ତାଙ୍କ ବନ୍ଧୁଙ୍କ ସହିତ ଏକ ଭିଡିଓ ସୁଟ୍ କରିବାକୁ ଚାହୁଁଥିଲେ । ତେଣୁ ସେ ୨୯ ମହଲାକୁ ଯାଇ କାଉଣ୍ଟଡାଉନ୍ ଆରମ୍ଭ କରିଥିଲେ । ପରେ ପରେ ସେ ଛାତରୁ ଡେଇଁପଡ଼ିଥିଲେ ।
ଅଗ୍ନିଶମ ବିଭାଗ କହିଛି ଯେ, ରାତି ୧୨ଟା ୧୬ ମିନିଟ୍ରେ ଏ ନେଇ ଆମପାଖକୁ ଫୋନ୍ କଲ୍ ଆସିଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ଆଠଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା ।
ଅବଶ୍ୟ ଏହି ଦୁର୍ମୂଲ୍ୟ ପେଣ୍ଟିଂଟି ବୁଲେଟ ପ୍ରୁଫ୍ କାଚ ବାକ୍ସ ଭିତରେ ଥିବାରୁ, ତାର କିଛି କ୍ଷତି ହୋଇନାହିଁ । ତେବେ ସୂଚନା ମିଳିଛି ଯେ, ଫ୍ରାନ୍ସ ସରକାରଙ୍କ କୃଷିନୀତିକୁ ବିରୋଧ କରି ଏବଂ ଚାଷୀଙ୍କ ଅଧିକାର ଦାବିରେ ଏହି ପ୍ରତିବାଦ କରାଯାଇଛି ।