• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Pune Viral Video
Viral Video; ବଢ଼ୁଛି ଇଞ୍ଜିନିୟର ବେକାରୀ… ଗୋଟିଏ ପୋଷ୍ଟ ପାଇଁ ଆବେଦନ କଲେ ୩ ହଜାର ଆଶାୟୀ !

ଯୁବକ-ଯୁବତୀମାନେ ଚାକିରିଟିଏ ପାଇବାକୁ କେତେ ଯେ ସଂଘର୍ଷ କରୁଛନ୍ତି ତାହା ଦେଖିବାକୁ ମିଳୁଛି । ଜଣେ କି ଦୁଇ ଜଣ ନୁହେଁ, ଏକାବେଳେ ପ୍ରାୟ ୩ ହଜାର ଇଞ୍ଜିନିୟରିଂ ଛାତ୍ର ଚାକିରି ପାଇଁ ଏକାଠି ହୋଇଛନ୍ତି ।

Republic Day
ଭାରତ-ଚୀନ ସୀମାରେ ଉଡ଼ିଲା ତ୍ରିରଙ୍ଗା; ପ୍ରବଳ ଥଣ୍ଡା ଓ ତୁଷାରପାତରେ ଯବାନ ପାଳିଲେ ସାଧାରଣତନ୍ତ୍ର ଦିବସ

ଆଇଟିବିପିର ହିମବୀର ଯବାନମାନେ ପ୍ରବଳ ଥଣ୍ଡା ଓ ତୁଷାରପାତ ଭିତରେ ଫରଫର କରି ତ୍ରିରଙ୍ଗା ଉଡ଼ାଇଛନ୍ତି ।

Republic Day
RepublicDay: ଦିଲ୍ଲୀରେ ସାରା ଦେଶ ଦେଖିଲା ଓଡ଼ିଶାର ପ୍ରଜ୍ଞାପନ ମେଢ

ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀକୁ ପୂରିଛି ୭୫ ବର୍ଷ । ଏହି ଦୀର୍ଘ ଗୌରବମୟ ଇତିହାସକୁ ଉଜ୍ଜୀବିତ କରି ରଖିବା ଲାଗି ଦିଲ୍ଲୀରୁ ପଲ୍ଲୀ, ଆଜି ସବୁଠି ଫର ଫର ହୋଇ ଉଡ଼ିଛି ତ୍ରିରଙ୍ଗା ।

Sania Mirza
ସାନିଆ-ସୋଏବଙ୍କ ଛାଡ଼ପତ୍ର; ପୁଣି ଚର୍ଚ୍ଚା ବଢ଼ାଇଲା ସୋସିଆଲ ମିଡିଆର ନୂଆ ପୋଷ୍ଟ

ଆଉ ଏପରି ସମୟରେ ସାନିଆ ମିର୍ଜାଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମର ଏକ ପୋଷ୍ଟ ବେଶ ଭାଇରାଲ ହେବାରେ ଲାଗିଛି ।

Road Accident
ପିକଅପ୍‌ ଭ୍ୟାନ୍‌କୁ ଧକ୍କାଦେଲା ବସ୍‌; ୩ଜଣଙ୍କ ମୃତ୍ୟୁ

ବସ୍‌ ଧକ୍କାରେ ପିକଅପ୍‌ରେ ଥିବା ୩ ଜଣଙ୍କ ମୃତ୍ୟୁ ହୋଇଛନ୍ତି । ଦୁର୍ଘଟଣାରେ ବସ୍‌ରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

RepublicDay
ଗଣତନ୍ତ୍ର ଦିବସ; କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପରେଡ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏଥର ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ମୁଖ୍ୟ ଅତିଥି ଭାବରେ ଯୋଗଦେଇଛନ୍ତି । ସାଧାରଣତନ୍ତ୍ର ଦିବସ ପାଇଁ କଡ଼ା ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ ରହିଛି ।

Mumbai Fire
କାଠ ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ; ଜଣେ ମୃତ

ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ନିଆଁକୁ ଆୟତ୍ତ କରିବାକୁ ୨୦ଟି ଅଗ୍ନିଶମ ଗାଡ଼ି ନିୟୋଜିତ କରାଯାଇଛି । ହେଲେ ବର୍ତ୍ତମାନ ସୁଦ୍ଧା ନିଆଁ ନିୟନ୍ତ୍ରଣାଧୀନ ହୋଇନାହିଁ ।

Republic Day celebration
ଫରଫର ଉଡ଼ିଲା ତ୍ରିରଙ୍ଗା; ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ପାଳିତ ହେଲା ଗଣତନ୍ତ୍ର ଦିବସ

ପରେଡ଼ରେ ମୋଟ ୬୪ କଣ୍ଟିଜେଣ୍ଟ ଭାଗ ନେଇଛନ୍ତି । ITBP, CRPF, BSF, FIRE, ODRAF, ଓଡିଶା ହୋମ୍ ଗାର୍ଡ, RPF, SAINIK SCHOOL ପୋଲିସ ବ୍ୟାଣ୍ଡ ସମତେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ପରେଡ଼ରେ ସାମିଲ ହୋଇଛନ୍ତି ।

Padma Shri
ଚଳିତ ବର୍ଷ ୩୪ ଜଣଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର

ଗଞ୍ଜାମର ଗୋପୀନାଥକୃଷ୍ଣ ଲୀଳା ଲୋକନାଟକର ପ୍ରଚାର ଓ ପ୍ରସାର ପାଇଁ ନିଜ ଜୀବନ ଉତ୍ସର୍ଗ କରିଛନ୍ତି । ଗାଁ ଗାଁରେ ସେ ଅଖାଡା ନିର୍ମାଣ କରି ସେ ଶହ ଶହ କଳାକାରଙ୍କୁ ଏହି ଲୋକକଳାର ପ୍ରଶିକ୍ଷଣ ଦେଇଛନ୍ତି ।

Vegetable Loss
ନା ଉଜାଡିଲା ଅଦିନ ମେଘ; କିଆରିରେ ଥାଇ ସଢି ଯାଉଛି କଞ୍ଚା ପରିବା

ବିଲରେ ଥାଇ ପୋକ ଲାଗିଲାଣି । ପତ୍ର ହଳଦିଆ ପଡିଯାଉଛି ତ କୋବି କଳା ପଡ଼ି ଯାଉଛି । ୨ଟଙ୍କାରେ ବେପାରୀଙ୍କୁ ଯାଚିଲେ ବି ନେଉନାହାନ୍ତି । ସୋରଡ଼ା ବ୍ଲକର କୈଳାସପୁର, ମୂଳିଆପଲ୍ଲୀ, ହାତୀଗଡା ଓ ରାମଚନ୍ଦ୍ରପୁର ଭଳି ଅନେକ ଗାଁରେ ଏଥର ଭଲ ଫୁଲକୋବି ଫଳିଥିଲା, କିନ୍ତୁ...

Odisha Politics
ପ୍ରିନ୍ସପାଲଙ୍କ ଅଫର୍; ପରୀକ୍ଷା ଦିଅନି, ମାର୍କ ଆପେ ବଢ଼ିବ !

ନୂଆ ଓ' କାର୍ଯ୍ୟକ୍ରମ ପାଇଁ ପାଠକୁ ବଳି। କ୍ଲାସ ବନ୍ଦ କରି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଫତୱା। ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ସଫଳ ପାଇଁ ପରୀକ୍ଷା ବାତିଲ । ନୂଆ ଓ' କାର୍ଯ୍ୟକ୍ରମ ପରେ କ୍ୟାମ୍ପସରେ ଦେଖିବାକୁ ମିଳିଛି ଏମିତି ସ୍ଥିତି । ସତ୍ୟବାଦୀ ଉତ୍କଳମଣି ଗୋପବନ୍ଧୁ ସ୍ମୃତି...

BJD-BJP Marriage
କଂଗ୍ରେସ କଲା ପଲିଟିକାଲ୍ ବାହାଘର; ବିଜେପି ବରକୁ ବିଜେଡି କନିଆ !

ଡିଜେ ତାଳରେ ନାଚିଲେ ବରଯାତ୍ରୀ। ବାହାଘର ବିଜେଡି ଓ ବିଜେପି ଭିତରେ ଥିଲା । ନିମନ୍ତ୍ରଣ କାର୍ଡ ବି ଛପା ଯାଇଛି। ବିଜେପି ବର ସାଜିଥିବା ବେଳେ କନିଆଁ ସାଜିଥିଲା ବିଜେଡି।

Dr Narayani Panda
କୋଟିଏ ଟଙ୍କାର ଘର; ସରକାରୀ ମହିଳା ମହାବିଦ୍ୟାଳୟକୁ ଦାନ କରିଦେଲେ ଡାକ୍ତରାଣୀ

ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟର ହଷ୍ଟେଲ ସୁବିଧା ନଥିବାରୁ ଡାକ୍ତର ପଣ୍ଡାଙ୍କର ଏହି ଘରଟିକୁ ୪-୫ ମାସ ହେଲା ବ୍ୟବହାର କରାଯାଉଛି । ଏବେ ଉପର ମହଲାରେ ୨୦ ଜଣ ଛାତ୍ରୀ ରହୁଛନ୍ତି ।

Ayodhya Ram Mandir
ପ୍ରାଣପ୍ରତିଷ୍ଠା ପରେ ବଦଳି ଯାଇଛନ୍ତି ଶ୍ରୀରାମଙ୍କ ମୁଖମଣ୍ଡଳ

ଅରୁଣ ଯୋଗୀରାଜ କହିଛନ୍ତି, ୭ ମାସ ଧରି ବିଗ୍ରହକୁ ନିର୍ମାଣ କଲି, ବିଗ୍ରହ ଗର୍ଭଗୃହରେ ସ୍ଥାନିତ ହେବା ପୂର୍ବରୁ ଏବଂ ସ୍ଥାନିତ ହେବାଯାଏଁ ୧୦ ଦିନ ବିତାଇଲି ।

Dr Narayani Panda
ଡାକ୍ତରାଣୀଙ୍କ ମହାନତା; ସରକାରୀ ମହିଳା ମହାବିଦ୍ୟାଳୟକୁ ଦାନ କରିଦେଲେ ବାସଭବନ

ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟର ହଷ୍ଟେଲ ସୁବିଧା ନଥିବାରୁ ଡାକ୍ତର ପଣ୍ଡାଙ୍କର ଏହି ଘରଟିକୁ ୪-୫ ମାସ ହେଲା ବ୍ୟବହାର କରାଯାଉଛି । ଏବେ ଉପର ମହଲାରେ ୨୦ ଜଣ ଛାତ୍ରୀ ରହୁଛନ୍ତି ।

Ayodhya Ram Mandir
ପ୍ରାଣପ୍ରତିଷ୍ଠା ପରେ ବଦଳି ଯାଇଛନ୍ତି ବାଳ ଶ୍ରୀରାମ ! ଖୋଦ୍ ବିଗ୍ରହ ନିର୍ମାତା ବି ଆଶ୍ଚର୍ଯ୍ୟ

ଅରୁଣ ଯୋଗୀରାଜ କହିଛନ୍ତି, ୭ ମାସ ଧରି ବିଗ୍ରହକୁ ନିର୍ମାଣ କଲି, ବିଗ୍ରହ ଗର୍ଭଗୃହରେ ସ୍ଥାନିତ ହେବା ପୂର୍ବରୁ ଏବଂ ସ୍ଥାନିତ ହେବାଯାଏଁ ୧୦ ଦିନ ବିତାଇଲି ।

Vegetable Loss
ଅଦିନ ମେଘ ଉଜାଡ଼ିଲା ଦାନା; ସଢି ଯାଉଛି କଞ୍ଚା ପରିବା, ଚାଷୀ ମୁଣ୍ଡରେ ଚଡ଼କ

ବିଲରେ ଥାଇ ପୋକ ଲାଗିଲାଣି । ପତ୍ର ହଳଦିଆ ପଡିଯାଉଛି ତ କୋବି କଳା ପଡ଼ି ଯାଉଛି । ୨ଟଙ୍କାରେ ବେପାରୀଙ୍କୁ ଯାଚିଲେ ବି ନେଉନାହାନ୍ତି । ସୋରଡ଼ା ବ୍ଲକର କୈଳାସପୁର, ମୂଳିଆପଲ୍ଲୀ, ହାତୀଗଡା ଓ ରାମଚନ୍ଦ୍ରପୁର ଭଳି ଅନେକ ଗାଁରେ ଏଥର ଭଲ ଫୁଲକୋବି ଫଳିଥିଲା, କିନ୍ତୁ...

Honeymoon
ହନିମୁନ୍‌ ପାଇଁ ଗୋଆ ବଦଳରେ ଅଯୋଧ୍ୟା ନେଲା ସ୍ୱାମୀ; ସ୍ତ୍ରୀ ଆବେଦନ କଲା ଛାଡ଼ପତ୍ର

ମହିଳା ଜଣକ ତାଙ୍କ ଛାଡପତ୍ର ଆବେଦନରେ ଲେଖିଛନ୍ତି, ତାଙ୍କ ସ୍ୱାମୀ ଆଇଟି ସେକ୍ଟରରେ କାମ କରନ୍ତି । ସେ ଭଲ ଦରମା ମଧ୍ୟ ପାଆନ୍ତି । ସେ ବି ଜଣେ କର୍ମଜୀବୀ ମହିଳା । ସେମାନଙ୍କ ଆର୍ଥିକ ସ୍ଥିତି ଭଲ ରହିଛି ।

Ayodhya Ram Mandir
ବିରାଜିବେ ରାମଲାଲା... ଖୁସିରେ ଝୁମୁଛନ୍ତି ଭକ୍ତ

ଆଉ କେଇଘଣ୍ଟା ପରେ ସାକାର ହେବ ଅଯୋଧ୍ୟା ରାମମନ୍ଦିର ସ୍ୱପ୍ନ । ଆସିବ ସେଇ ଶୁଭ ମୁହୂର୍ତ୍ତ... ବିରାଜିବେ ରାମଲାଲା...

Ayodhya Ram Mandir
ଅଯୋଧ୍ୟାର ରାମମନ୍ଦିରରେ ବିରାଜିବେ ଭଗବାନ ରାମଲାଲା

ସରିବ କାଳ କାଳର ପ୍ରତୀକ୍ଷା... ସାକାର ହେବ କୋଟି କୋଟି ଆଖିର ସ୍ୱପ୍ନ । ୫ ଶହ ବର୍ଷର ତ୍ୟାଗ, ସଂଘର୍ଷ ଓ ବଳିଦାନର ପଡ଼ିବ ପୂର୍ଣ୍ଣାହୂତି । ଆଉ କିଛି ଘଣ୍ଟା ପରେ ଉପନୀତ ହେବ ଶତାବ୍ଦୀ ଶତାବ୍ଦୀର ସେଇ ବହୁ ଆକାଂକ୍ଷିତ ତିଥି... ଐତିହାସିକ ମୁହୂର୍ତ୍ତ...

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।