• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Operation Sindoor

 Baijayant Panda’s Team On Abroad Visit
Baijayant Panda’s Team On Abroad Visit: ଖୋଲିବ ପାକିସ୍ତାନର ମୁଖା; ବୈଜୟନ୍ତଙ୍କ ନେତୃତ୍ୱରେ ବିଦେଶ ଗସ୍ତରେ ଆଉ ୪ ସଂସଦୀୟ ପ୍ରତିନିଧି ଦଳ

ଆତଙ୍କବାଦ ବିରୋଧୀ ବାର୍ତ୍ତା ନେଇ ବିଦେଶ ଗସ୍ତ କରୁଛି ସର୍ବଦଳୀୟ ଟିମ୍ । ଆଜି ଆଉ ୪ ସଂସଦୀୟ ପ୍ରତିନିଧି ଦଳ ବିଦେଶ ଗସ୍ତ କରିଛନ୍ତି । ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ପ୍ରତିନିଧି ମଣ୍ଡଳୀ ଆଜିଠୁ ଗସ୍ତ ଆରମ୍ଭ କରିଛନ୍ତି ।

All Party Team Moscow Visit
Delegation Plane Delayed : ଅଳ୍ପକେ ବର୍ତ୍ତିଲେ ସର୍ବଦଳୀୟ ପ୍ରତିନିଧି ଦଳ; ବିମାନ ଅବତରଣ ପୂର୍ବରୁ ହେଲା ଡ୍ରୋନ୍ ଆଟାକ୍

ଦୀର୍ଘ ସମୟ ଧରି ଆକାଶରେ ଚକ୍କର କାଟିଲା ସର୍ବଦଳୀୟ ଟିମ୍‌ର ବିମାନ । ମସ୍କୋ ଗସ୍ତରେ ଥିଲେ ସର୍ବଦଳୀୟ ଟିମ୍ । ଋଷ-ୟୁକ୍ରେନ ଯୁଦ୍ଧ ଏପରି ସ୍ଥିତି ଉପୁଜିଛି । ଆତଙ୍କବାଦ ବିରୋଧୀ ବାର୍ତ୍ତା ନେଇ ଭାରତରୁ ବିଭିନ୍ନ ଦେଶ ଗସ୍ତ କରୁଛନ୍ତି ଏହି ଟିମ୍ ।

aishwarya
Aishwarya Cannes Look: ସିନ୍ଥିରେ ସିନ୍ଥିଏ 'ସିନ୍ଦୂର', ନୀଳନୟନାଙ୍କ କ୍ୟାନ୍ସ ଲୁକ୍‌ ଦେଖି ଫ୍ୟାନ୍ସ ଘାଇଲା

ଆଉ ସିନ୍ଥିରେ ସିନ୍ଥିଏ ସିନ୍ଦୂର, ଦେହରେ ବନାରସୀ ଶାଢ଼ୀ । କାନ୍ସରେ ନୀଳନୟନା ଐଶ୍ୱର୍ଯ୍ୟାଙ୍କ ଏମିତି କିଛି ଲୁକ୍‌ ଦେଇ ଘାଇଲା ଫ୍ୟାନ୍ସ । ଯିଏ ଦେଖିଲା ଘଡିଏ ଚାହିଁଲା । ମଥାରେ ସିନ୍ଦୂର ପିନ୍ଧି ସେ ଅପରେସନ୍‌ ସିନ୍ଦୂରକୁ ସମର୍ଥନ କରିଥିବା ଚର୍ଚ୍ଚା ।

OperationSindoor
ଅପରେସନ ସିନ୍ଦୂରରେ 20 ବର୍ଷୀୟ ଯୋଦ୍ଧା

ମାତ୍ର 20 ବର୍ଷ ବୟସରେ ବିରତ୍ବ ଦେଖାଇଥିଲେ 3 ହଜାର ଅଗ୍ନିବୀରଆକାଶତୀର ପରିଚାଳନାଠୁ ବନ୍ଧୁକ ଚାଳନା କରି ପାକିସ୍ତାନକୁ ଦେଇଥିଲେ ମୁହଁତୋଡ ଜବାବ ପହଲଗାମ ଆତଙ୍କୀ ହମଲାର ବଦଲା ଅପରେସନ ସିନ୍ଦୂରରେ ସେନା ନେଇଥିଲା

ପାକିସ୍ତାନ...ଏଥର ସମ୍ଭାଳ
Operation Sindoor: ବିକାନେରରୁ ପିଏମ୍ ମୋଦିଙ୍କ ସିଂହ ଗର୍ଜନ; କହିଲେ, ୨୨ ମିନିଟରେ ଭାରତ ନେଲା ଏପ୍ରିଲ୍ ୨୨ର ବଦଲା

ସିନ୍ଦୂର, ବାରୁଦ, ବର୍ଡର ଓ ଆତଙ୍କବାଦ । ପହଲଗାମ ଆତଙ୍କୀ କାଣ୍ଡର ମାସ ପୂର୍ତ୍ତିରେ ରାଜସ୍ଥାନ ବିକାନେର ମାଟିରୁ ଆତଙ୍କୀଦେଶ ପାକିସ୍ତାନ ବିରୋଧରେ ମୋଦିଙ୍କ ସିଂହ ଗର୍ଜନ ।

Asim Munir
Asim Munir becomes Field Marshal: ଅସୀମ ମୁନିରଙ୍କୁ ଫିଲ୍ଡ ମାର୍ଶଲ କରିବାର ଉଦ୍ଦେଶ୍ୟ କ’ଣ...ଛଡାଇ ନେବେ କି ସରକାରଙ୍କ କ୍ଷମତା ?

ଅପରେଶନ ସିନ୍ଦୂରରେ ଭାରତ-ପାକିସ୍ତାନ ସେନା ଚାରିଦିନ ମୁହାଁମୁହିଁ ସ୍ଥିତିରେ ଥିଲେ । ଏମିତି ଏକ ଚରମ ସମୟରେ ଆର୍ମି ଚିଫ ଗାଏବ ହୋଇ ଯାଇଥିଲେ । ତଥାପି ତାଙ୍କୁ ଏତେ ସମ୍ମାନ କାହିଁକି ?

Pahalgam
A Month After Pahalgam: ପହଲଗାମ ନରସଂହାରକୁ ମାସେ; ଏବେ ବି ପୂରା ହୋଇନି ପ୍ରତିଶୋଧ...

ପର୍ଯ୍ୟଟକଙ୍କ ରକ୍ତରେ ଲାଲ୍ ହୋଇ ଯାଇଥିଲା ଭାରତର ମିନି ସୁଇଜରଲ୍ୟାଣ୍ଡ । ସବୁଜ ପରିବେଶ ନିମିସକେ ହୋଇଥିଲା ରକ୍ତ ରଞ୍ଜିତ । ପହଲଗାମ ନରସଂହାରକୁ ଇତିମଧ୍ୟରେ ବିତିଯାଇଛି ୧ ମାସ । ଭାରତ ପକ୍ଷରୁ ଅପରେସନ ସିନ୍ଦୂର ଲଞ୍ଚ କରାଯାଇଛି ।

Asim Munir
Asim Munir Promotion: ହାର୍‌ ସତ୍ତ୍ୱେ ମୁନୀରଙ୍କୁ ମିଳିଲା ପଦୋନ୍ନତି, ଏମିତି କହି ତାତ୍ସଲ୍ୟ କଲେ ଲୋକେ

ଭାରତ ବିପକ୍ଷରେ ମହାବିଫଳତା ସତ୍ତ୍ୱେ ଅସୀମ ମୁନିରଙ୍କୁ ଦେଶର ସର୍ବୋଚ୍ଚ ସାମରିକ ପଦବୀକୁ ପଦୋନ୍ନତି କଲେ ପାକିସ୍ତାନ ସରକାର । ସୋସିଆଲ ମିଡିଆରେ ତାତ୍ସଲ୍ୟ କଲେ ୟୁଜର୍ସ ।

operation sindoor
Pakistan's Terror Face Exposed: ବିଶ୍ୱରେ ଖୋଲିବ ପାକିସ୍ତାନ ଅସଲ ମୁଖା; ଆଜି ୟୁଏଇ ଯିବ ସର୍ବଦଳୀୟ ପ୍ରତିନିଧି ଦଳ

ପାକିସ୍ତାନର ଆତଙ୍କୀ ମୁଖା ଖୋଲିବାକୁ ଆଜିଠୁ ବିଭିନ୍ନ ଦେଶକୁ ଗସ୍ତ ଆରମ୍ଭ କରିବେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ। ଆଜି ୟୁଏଇକୁ ପ୍ରଥମ ପ୍ରତିନିଧି ଦଳ ଗସ୍ତ କରିବ। ଏହାର ନେତୃତ୍ବ ନେବେ ଶିବସେନା ସାଂସଦ ଶ୍ରୀକାନ୍ତ ଏକନାଥ ସିନ୍ଦେ।

Yusuf Out Abhishek In
Abhishek Banerjee Replaces Yusuf Pathan: ୟୁସୁଫଙ୍କ ସ୍ଥାନରେ ଅଭିଷେକ ବାନାର୍ଜୀ, ସର୍ବଦଳୀୟ ପ୍ରତିନିଧି ଟିମରେ ସାମିଲ

ସର୍ବଦଳୀୟ ପ୍ରତିନିଧି ଟିମରେ ୟୁସୁଫଙ୍କ ସ୍ଥାନରେ ସାମିଲ ହେଲେ ଅଭିଷେକ ବାନାର୍ଜୀ । ଟିଏମସି ପକ୍ଷରୁ ୟୁସୁଫ ପଠାନଙ୍କ ପରିବର୍ତ୍ତେ ଅଭିଷେକ ବାନାର୍ଜୀ ଯିବେ ବୋଲି ଜଣାପଡ଼ିଛି । ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ନୀତିର ବାର୍ତ୍ତା ନେଇ ପଡୋଶୀ ରାଷ୍ଟ୍ର ଗସ୍ତ କରିବେ ଏହି ଟିମ୍ ।

Operation Sindoor
Operation Sindoor: ଭୀଷ୍ମ ପିତାମହ ଡୋଭାଲ, ମହାଭାରତ ଶୈଳୀରେ ‘ଅପରେସନ ସିନ୍ଦୂର’

ଅପରେସନ୍‌ ସିନ୍ଦୂର’ର ଭୀଷ୍ମ ପିତାମହ ଥିଲେ ଅଜିତ୍‌ ଢୋଭାଲ୍‌ । ମହାଭାରତ ପରି ରଚାଯାଇଥିଲା ‘ଅପରେସନ୍‌ ସିନ୍ଦୂର’ । ଅଜିତଙ୍କ ସଖା ସାଜିଥିଲେ ମୋଦି । ଶାହାଙ୍କ ସହ ଚାଲୁଥିଲା ଆତଙ୍କବାଦୀଙ୍କୁ ନେଇ ମାଇଣ୍ଡଗେମ୍‌ ପ୍ଲାନ୍‌ ।

ajit doval
Operation Sindhur Mastermind: ମହାଭାରତ ପରି ରଚାଯାଇଥିଲା ‘ଅପରେସନ୍‌ ସିନ୍ଦୂର’ ; ଷ୍ଟ୍ରାଟେଜି ବନାଇଥିଲେ ଅଜିତ୍ ଢୋଭାଲ

 ଅପରେସନ ସିନ୍ଦୂରରେ କ'ଣ ରହିବ ଟାର୍ଗେଟ୍ କେବଳ ଜାଣିଥିଲେ ଡୋଭାଲ । ପାକିସ୍ତାନର କେଉଁ ସ୍ଥାନକୁ ଟାର୍ଗେଟ କରାଯିବ? କେତେବେଳେ ଟାର୍ଗେଟ୍ କରାଯିବ ? କଣ ଷ୍ଟ୍ରାଟେଜି ରହିବ ? ସେ ସବୁ କେବଳ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ହିଁ ଜାଣିଥିଲେ ।

operation sindoor
Red Teaming Strategy India:ଅପରେସନ୍ ସିନ୍ଦୂରରେ ଗଠନ ହୋଇଥିଲା ରେଡ୍ ଟିମିଂ; କ’ଣ ଏହି ରେଡ୍ ଟିମିଂ ଏୟାର ଡିଫେନ୍ସ ଡିଜି କଲେ ବଡ଼ ଖୁଲାସା

ସୋଭିଏତ୍ ସହ ଶୀତଳ ଯୁଦ୍ଧ ବେଳେ ୬୦ ଦଶକରେ ପ୍ରଥମେ ଏହି ରଣନୀତିର ଉପଯୋଗ କରିଥିଲା ଆମେରିକା। ଏବେ ଆମେରିକା ଓ ଇସ୍ରାଏଲ୍ ରେଡ୍ ଟିମିଂ କରୁଥିବା ବେଳେ, ଭାରତ ମଧ୍ୟ ଅପରେସନ୍ ସିନ୍ଦୂର ପାଇଁ ରେଡ୍ ଟିମ୍ ଗଠନ କରିଥିଲା।

youtube
Jyoti Malhotra Spy Scandal: ଖୋଲୁଛି ଜ୍ୟୋତି ମାଲହୋତ୍ରାର ପେଡ଼ି, ଅପରେସନ ସିନ୍ଦୂର କରିଥିଲା ଲିକ୍

ଭାରତର ୟୁ ଟ୍ୟୁବର- ପାକିସ୍ତାନୀ ଗୁପ୍ତଚର। ଜ୍ୟୋତି ମାଲହୋତ୍ରାର ଖୋଲି ଚାଲିଛି ଗୋଟିଏ ପରେ ଗୋଟିଏ ତଥ୍ୟ ଲିକ୍ ପେଡ଼ି। ଅପରେସନ ସିନ୍ଦୂର ପୂର୍ବରୁ ବି ସେ ପାକିସ୍ତାନକୁ ଦେଇଥିଲା ବ୍ଲାକ୍ଆଉଟ୍ ସୂଚନା। ଏଣେ ତା ଲିଙ୍କ୍ ରେ ଆଉ ୩ ଜଣଙ୍କୁ ହରିୟାଣା ପୋଲିସ୍ ବାନ୍ଧି ଘାଣ୍ଟୁଥିବାବେଳେ ଓଡ଼ିଆ ଝିଅ ପ୍ରିୟଙ୍କା ସେନାପତି ବି ସ୍କାନରରୁ ବାହାରି ନାହାନ୍ତି।

SC Rejects Minister's Apology
Minister's Controversial Remark: କର୍ଣ୍ଣେଲ ସୋଫିଆଙ୍କ ବିରୋଧରେ ଟିପ୍ପଣୀ: ମନ୍ତ୍ରୀ ବିଜୟ ଶାହଙ୍କୁ କ୍ଷମା ଦେଲେନି ସୁପ୍ରିମକୋର୍ଟ, SIT ତଦନ୍ତ ନିର୍ଦ୍ଦେଶ

ମଧ୍ୟପ୍ରଦେଶର ମନ୍ତ୍ରୀ ବିଜୟ ଶାହଙ୍କ ଅଡୁଆ ବଢିଲା । କର୍ଣ୍ଣେଲ ସୋଫିଆ କୁରେସିଙ୍କ ବିରୋଧରେ ଦେଇଥିବା ଅପମାନଜନକ ମନ୍ତବ୍ୟ ପାଇଁ ହୋଇପାରେ କାର୍ଯ୍ୟାନୁଷ୍ଠାନ । କ୍ଷମା ପ୍ରାର୍ଥନାକୁ ଖାରଜ ସହ କୁମ୍ଭୀର କାନ୍ଦଣା ବୋଲି କହିଛନ୍ତି ସୁପ୍ରିମକୋର୍ଟ । SIT ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ଡୋଭାଲଙ୍କ ସୁପର ପ୍ଲାନ୍‌, ଧ୍ୱଂସ କଲା ପାକିସ୍ତାନ
ଅପରେସନ ସିନ୍ଦୂରରେ କ'ଣ ରହିବ ଟାର୍ଗେଟ୍ କେବଳ ଜାଣିଥିଲେ ଡୋଭାଲ

ଅପରେସନ ସିନ୍ଦୂରର ୨ ଘଣ୍ଟା ପୂର୍ବରୁ ସୁରକ୍ଷା ଏଜେନ୍ସିକୁ ଏନେଇ ସୂଚନା ଦେଇଥିଲେ ଅଜିତ ଡୋଭାଲ । ଅପରେସନ ନେଇ ସମସ୍ତ ତଥ୍ୟକୁ ଟପ୍ ସିକ୍ରେଟ ରଖିଥିଲେ NSA ।

ଡୋଭାଲ ହିଁ ଜାଣିଥିଲେ ସିକ୍ରେଟ୍‌ ପ୍ଲାନ୍‌
Operation Sindoor Secrets: ଅପରେସନ ସିନ୍ଦୂରରେ କ'ଣ ରହିବ ଟାର୍ଗେଟ୍, ସବୁ ସିକ୍ରେଟ୍‌ କେବଳ ଜାଣିଥିଲେ ଡୋଭାଲ

ଅପରେସନ ସିନ୍ଦୂରର ୨ ଘଣ୍ଟା ପୂର୍ବରୁ ସୁରକ୍ଷା ଏଜେନ୍ସିକୁ ଏନେଇ ସୂଚନା ଦେଇଥିଲେ ଅଜିତ ଡୋଭାଲ । ଅପରେସନ ନେଇ ସମସ୍ତ ତଥ୍ୟକୁ ଟପ୍ ସିକ୍ରେଟ ରଖିଥିଲେ NSA ।

ଟାର୍ଗେଟ ଥିଲା ସ୍ୱର୍ଣ୍ଣ ମନ୍ଦିର
ପାକିସ୍ତାନ ଟାର୍ଗେଟରେ ଥିଲା ସ୍ୱର୍ଣ୍ଣ ମନ୍ଦିର

ଅମୃତସର ଗୋଲଡେନ୍ ଟେମ୍ପଲକୁ ଟାର୍ଗେଟ କରିଥିଲା ପାକିସ୍ତାନ। ମେ ୬-୭ ତାରିଖରେ ସ୍ୱର୍ଣ୍ଣ ମନ୍ଦିର ଓ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନକୁ ଟାର୍ଗେଟ କରି ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ କରିଥିଲା। କିନ୍ତୁ ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟକୁ ପଣ୍ଡ କରିଥିଲା ଭାରତୀୟ ସେନା।

ପାନେ ପାଇବ ବାଂଲାଦେଶ
India Restricts Imports from Bangladesh: ଭାରତ ନେଲା ଆକ୍ସନ, ପାନେ ପାଇବ ବାଂଲାଦେଶ

ଭାରତ ସ୍ଥଳପଥରେ ବାଂଲାଦେଶରୁ କେତେକ ଉତ୍ପାଦର ଆମଦାନୀ ଉପରେ ନିଷେଧାଦେଶ ଜାରି କରିଛି । ବିଜ୍ଞପ୍ତି ଜରିଆରେ ବାଂଲାଦେଶରୁ ଆମଦାନୀ ପ୍ରତିବନ୍ଧକ ସମ୍ପର୍କରେ ସୂଚନା ଦିଆଯାଇଛି ।

India-Pakistan Diplomatic Moves
India-Pakistan Diplomatic Moves: କପିକ୍ୟାଟ୍ ପାକିସ୍ତାନର କପିପେଷ୍ଟ ଫନ୍ଦି; ପିଏମ୍ ମୋଦିଙ୍କୁ ନକଲ କରୁଛନ୍ତି ଶେହବାଜ୍ ସରିଫ୍...

ପୁଅ ବାପାର ପଦାଙ୍କ ଅନୁସରଣ କଲା ଭଳି...ଏବେ ଭାରତର ପ୍ରତିଟି ପଦକ୍ଷେପକୁ ନକଲ କରୁଛି ପାକିସ୍ତାନ...ମୋଦି ଆଗେ ଆଗେ ଗଲେ ଶେହବାଜ୍ ଠିକ୍ ପଛେ ପଛେ...

Indian Army Shares Video of ‘Operation Sindoor’ Against Terror Camps in Pakistan
ଅପରେସନ ସିନ୍ଦୂର ଭିଡିଓ ଦେଲା ସେନା

#ଅପରେସନ୍_ସିନ୍ଦୂର_ଭିଡିଓ_ଦେଲା_ସେନା କେମିତି ଥିଲା ସେନାର ଅପରେସନ୍ ସିନ୍ଦୂର। ଅଫିସିଆଲ୍ X ହ୍ୟାଣ୍ଡେଲରେ ଅପରେସନ୍ ଭିଡିଓ ସେୟାର କରିଛି ଭାରତୀୟ ସେନାର ୱେଷ୍ଟର୍ଣ୍ଣ କମାଣ୍ଡ। ଯେଉଁଥିରେ ପାକିସ୍ତାନରେ ଆତଙ୍କବାଦୀ ଶିବିର ବିରୋଧରେ ହୋଇଥିବା ଆକ୍ସନକୁ ଦର୍ଶାଯାଇଛି।

Ceasefire
India-Pakistan Ceasefire Talks Extends Indefinitely: ଆଜି ହେବନି DGMO ସ୍ତରୀୟ ଆଲୋଚନା: ସ୍ପଷ୍ଟ କଲା ସେନା

ଆଜି ହେବନି DGMO ସ୍ତରୀୟ ଆଲୋଚନା । ଅନିର୍ଦ୍ଦିଷ୍ଟ କାଳ ଯାଏଁ ଅସ୍ତ୍ରବିରତି ରହିବ ବୋଲି ଘୋଷଣା କରିଛି ଭାରତୀୟ ସ୍ଥଳସେନା । ଅସ୍ତ୍ରବିରତି ଅବଧି ୧୮ ତାରିଖ ଯାଏଁ ଥିବା ଖଣ୍ଡନ କଲା ସେନା ।

India\'s Dummy Aircraft Strategy Outsmarts Pakistan in Operation Sindoor
ପାକିସ୍ତାନକୁ ଭକୁଆ ବନେଇଥିଲା ଭାରତ

ନକଲି ଲଢୁଆ ବିମାନ ପଠାଇ ପାକିସ୍ତାନକୁ ଭକୁଆ ବନେଇଥିଲା ଭାରତ। ଅପରେସନ୍ ସିନ୍ଦୂରର ସଫଳତାକୁ ସାରା ଦେଶ ଖୁସି ମନାଉଥିବା ବେଳେ, ଏଥିରେ ବ୍ୟବହୃତ ବହୁ ରୋଚକ ରଣନୀତିକୁ ବି ନେଇ ଚାଲିଛି ଜୋରଦାର ଚର୍ଚ୍ଚା। ଖବର ସରବରାହ ସଂସ୍ଥା ANIର ଏକ ରିପୋର୍ଟ ଅନୁସାରେ, ପାକିସ୍ତାନ ଉପରେ ଅସଲି ଏୟାର୍ ଷ୍ଟ୍ରାଇକ୍ କରିବା ଆଗରୁ, ଆକାଶରେ ପ୍ରଥମେ ଏକ ନକଲି ଆକ୍ରମଣର ଭ୍ରମ ସୃଷ୍ଟି କରିଥିଲା ଭାରତ। ଯାହାକି ଭାରତର ଏୟାର୍ ଡିଫେନ୍ସ ସିଷ୍ଟମ୍ ଧ୍ବଂସ କରିବାରେ ସହାୟକ ହୋଇଥିଲା। ଆଉ ତା ପରେ ତାଣ୍ଡବ ରଚିଥିଲା ପ୍ରାୟ ୧୫ ବ୍ରହ୍ମୋସ୍।

Operation Sindoor
Operation Sindoor: '୧୦୦ କିମି ସୀମା ଭିତରକୁ ଯାଇ ମାରିଲୁ, ଏବେ ପାକିସ୍ତାନ ଭୟଭୀତ'

ଗୁଜରାଟ ମାଟିରୁ ଅମିତ ଶାହଙ୍କ ଗର୍ଜନ । ପାକିସ୍ତାନର ସୀମା ୧୦୦ କି.ମି. ଭିତରକୁ ଯାଇ ୧୦୦ ଆତଙ୍କୀଙ୍କୁ ମାରିଲୁ । ଇଟାର ଜବାବ ପଥରରେ ଦେଲେ ଆମ ସେନା । ଏବେ ପାକିସ୍ତାନ ଭୟଭୀତ ଅଛି ବୋଲି କହିଲେ ଶାହା ।

Operation Sindoor
Operation Sindoor: ପାକିସ୍ତାନକୁ ଭକୁଆ ବନାଇବାକୁ 'ଡମି' ଏୟାରକ୍ରାଫ୍ଟ ପଠାଇଥିଲା ଭାରତ

ଅପରେସନ୍ ସିନ୍ଦୂରରେ ପାକିସ୍ତାନ ବନିଥିଲା 'ମହା ଭକୁଆ' । ଡୁପ୍ଲିକେଟ୍ ରାଫେଲକୁ ଖସାଇ ଖୁସି ହୋଇଥିଲା । ଶତ୍ରୁକୁ ଚକମା ଦେଇଥିଲା ଭାରତ ପଠାଇଥିବା 'ଡମି' ଏୟାରକ୍ରାଫ୍ଟ । ମେ ୯-୧୦ ରାତିରେ ଭାରତୀୟ ସେନାର ରଣନୀତି ଆଗରେ ପାକିସ୍ତାନ ଏମିତି ବୋକା ବନିଥିଲା ଯେ, ଏବେ ବି ସହଜରେ ହଜମ କରିପାରୁନି ।