• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Gobi Manchurian
ବ୍ୟାନ୍‌ ହେଲା କୋବି ମଞ୍ଚୁରିଆନ୍‌; ଏଠି ଆଉ ମିଳିବନି ଏହି ଡିସ୍‌ର ମଜା

କୋବି ମଞ୍ଚୁରିଆନ୍‌ର ରଙ୍ଗ ଓ ସ୍ୱଚ୍ଛତାକୁ ନେଇ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ଭୋଜି ହେଉ କି ଅନ୍ୟ କିଛି ସବୁଠି ଏହା ଉପରେ ରୋକ୍‌ ଲଗାଯାଇଛି !

Pm suraksha bima yojana
କେନ୍ଦ୍ର ସରକାରଙ୍କ ଏହି ଯୋଜନା; ମାସକୁ ରଖିବେ ୨ ଟଙ୍କା, ପାଇବେ ୨ ଲକ୍ଷର ସୁବିଧା !

ଜନତାଙ୍କ ହିତ ପାଇଁ କେନ୍ଦ୍ର ସରକାର ଏକ ସୁନ୍ଦର ଯୋଜନା ଆଣିଛନ୍ତି । ଯେଉଁ ଯୋଜନା ଦ୍ୱାରା ସାଧାରଣ ଜନତା ଲାଭ ପାଇପାରିବେ । ମାସକୁ ମାତ୍ର ୨ ଟଙ୍କା ସଞ୍ଚୟ କରି ପାଇପାରିବେ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁବିଧା ।

Odisha Assembly Budget session begins with Governor’s address
ବିଧାନସଭାରେ ଅଭିଭାଷଣ ରଖିଲେ ରାଜ୍ୟପାଳ; ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ କଲେ ପ୍ରଶଂସା

ପୁରୀ ପରିକ୍ରମା ପ୍ରକଳ୍ପର ପ୍ରଶଂସା କରି ରାଜ୍ୟପାଳ କହିଛନ୍ତି, ୮ ଶହ କୋଟିରେ ପରିକ୍ରମା ପ୍ରକଳ୍ପ ହୋଇଛି, ଏହା ଶ୍ରଦ୍ଧାଳୁଙ୍କୁ ସୁବିଧା ଦେବ । ଶ୍ରୀମନ୍ଦିର ସୁରକ୍ଷାରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ଲୋକଙ୍କୁ ସୁବିଧାରେ ଦର୍ଶନ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଆରମ୍ଭ ହୋଇଛି ।

Cat Meat
୫ଦିନ ହେଲା ଭୋକରେ ହେଉଥିଲେ ଆଉଟୁପାଉଟୁ; ଖାଇଦେଲେ ବିଲେଇର କଞ୍ଚା ମାଂସ

ସଂଧ୍ୟା ପ୍ରାୟ ୫ଟା ସମୟରେ ଏହି ଘଟଣା ଘଟିଥିଲା । ଜଣେ ବ୍ୟକ୍ତି ଏକ ପ୍ୟାକେଟ୍‌ରୁ କିଛି ଖାଉଥିବା ସେଠାରେ ଉପସ୍ଥିତଥିବା ଲୋକମାନେ ଦେଖିଥିଲେ ।

Puri Jagannath Temple
ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟରେ ଥିବା ପଦ୍ମ ପାଖୁଡ଼ାରେ ଫାଟ

ଗୁମୁଟର ପଛ ଭାଗରେ ବିରାଟ ଏକ ଗର୍ତ୍ତ ସୃଷ୍ଟି ହୋଇଛି । ବହୁ ବର୍ଷ ହେଲା ଏଏସଆଇ ପକ୍ଷରୁ ସଂରକ୍ଷଣ କାର୍ଯ୍ୟ କରାଯାଉଥିଲେ ମଧ୍ୟ କିଭଳି ସ୍ଥିତିରେ ଏହି ଫାଟ ହେଲା ସେ ନେଇ ପ୍ରଶ୍ନ ଉଠିଛି ।

Indian Bank
ଆକାଉଣ୍ଟରୁ କିଏ ଉଠାଇନେଲା ଲକ୍ଷ ଲକ୍ଷ ଟଙ୍କା ? ଜମାକାରୀଙ୍କ ଏତଲା ପରେ ପିଅନ ଗିରଫ

ଟଙ୍କା ଉଠୁଥିଲା ବ୍ୟାଙ୍କ ଆକାଉଣ୍ଟରୁ, ହେଲେ ନା ଉପଭୋକ୍ତା ଜାଣିପାରିଲେ ନା ବ୍ୟାଙ୍କ କର୍ତ୍ତୃପକ୍ଷ ଆଦିଅନ୍ତ ପାଇଲେ । ୬ ଜଣ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟରୁ ୮୫ ଲକ୍ଷ ଟଙ୍କା ଉଠାଇ ହରଣଚାଳ କରିଥିବା ଅଭିଯୋଗ ହୋଇଛି ।

 forest fires in Chile
ଜଙ୍ଗଲ ପରେ ଜଳିଲାଣି ସହର; ଏଯାଏଁ ଗଲାଣି ୧୧୨ ଜୀବନ

ଗତ ଶୁକ୍ରବାର ଦିନ ଜଙ୍ଗଲରେ ନିଆଁ ଲାଗିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ।

Champai Soren
ଆଜି ଚମ୍ପାଇ ସୋରେନଙ୍କ ଭାଗ୍ୟ ପରୀକ୍ଷା; ଝାଡ଼ଖଣ୍ଡ ବିଧାନସଭାରେ ହେବ ଫ୍ଲୋରଟେଷ୍ଟ

ଦୁର୍ନୀତି ଅଭିଯୋଗରେ ଇଡି ଦ୍ୱାରା ଗିରଫ ହୋଇ ହେମନ୍ତ ସୋରେନ ଏବେ ଜେଲରେ ଥିବା ବେଳେ, ବରିଷ୍ଠ ନେତା ତଥା ମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ବିଧାୟକ ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ଭାବେ ବାଛିଛନ୍ତି JMM ସମେତ ଶାସକ ଦଳ ବିଧାୟକ ।

Dense Fog
ଟ୍ୱିନ୍‌ ସିଟିରେ ଘନ କୁହୁଡ଼ି; ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ଶୁଖିଲା ପାଗ

ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ଗଂଜାମ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ଘନ କୁହୁଡି ଦେଖାଦେବ ।

PM Modi
ରାଷ୍ଟ୍ରପତିଙ୍କ ଅଭିଭାଷଣ; ଆଜି ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି

କେନ୍ଦ୍ର ସରକାରଙ୍କ ସଫଳତା ଓ ଆଗାମୀ ଦିନର ଯୋଜନା ସମ୍ପର୍କରେ ବିସ୍ତୁତ ଭାବେ ସୂଚନା ଦେଇଥିଲେ । ନୂଆ ଭାରତ, ଶ୍ରେଷ୍ଠ ଭାରତ ସଂକଳ୍ପ ପାଇଁ ସାରା ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ ରାଷ୍ଟ୍ରପତି ।

Elaborate security
ବିଧାନସଭାର ବଜେଟ୍ ଅଧିବେଶନ; ସୁରକ୍ଷା ପାଇଁ ମୁତୟନ ହେବେ ୨୮ ପ୍ଲାଟୁନ୍ ଫୋର୍ସ

ବିଧାନସଭାରୁ ଆରମ୍ଭ କରି ଲୋୟର ପିଏମଜି, ରବୀନ୍ଦ୍ର ମଣ୍ଡପ ଛକ ଓ ତାର ନିକଟବର୍ତ୍ତୀ ରାସ୍ତାରେ ସିସିଟିଭି ଲଗାଯାଇଛି । ୫ଟି ସ୍ଥାନରେ ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ୍ କରାଯାଇଛି ।

Odisha Assembly
ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ; କମ୍ପିବ ଗୃହ ! ଉଠିବ ଅର୍ପଣ ରଥ, ନିଯୁକ୍ତିରେ ଦୁର୍ନୀତି ପ୍ରସଙ୍ଗ

ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହୋଇଥିବା ବେଳେ, ରାଜ୍ୟପାଳ ରଘୁବର ଦାସ ପ୍ରଥମ ଥର ପାଇଁ ଗୃହରେ ଅଭିଭାଷଣ ରଖିବେ ।

minor daughter
ଦାଦନ ଦହନର ଦୟନୀୟ କାହାଣୀ; ବାପାଙ୍କ ପରଲୋକ ପରେ ବନ୍ଧାପଡ଼ିଛି ନାବାଳିକା ଝିଅ

ପତ୍ନୀ ପ୍ରତିବାଦ କରିବାରୁ ରୋଗୀଣା ସ୍ୱାମୀ ସହ ସ୍ତ୍ରୀ ଓ ଜଣେ ଦୃଷ୍ଟିବାଧିତ ଝିଅକୁ ଗାଁକୁ ପଠାଇ ଦେଇଥିଲା । ଏଣେ ଗାଁରେ ପହଞ୍ଚିବାର କିଛିଦିନ ପରେ ପ୍ରାଣ ହରାଇଛନ୍ତି ଅସୁସ୍ଥ କାହ୍ନୁ ମଲ୍ଲିକ । ତେଣେ ୧୧ ବର୍ଷର ନାବାଳିକା ଝିଅକୁ ଅଟକ ରଖିଛି ସର୍ଦ୍ଦାର ।...

My Bus Accident
ଦୁର୍ଘଟଣା ପରେ ‘ମୋ ବସ୍‌’ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକ

‘ମୋ ବସ୍‌’ ଦୁର୍ଘଟଣାକୁ ନେଇ ଲୋକେ ତାତିବା ସହ ‘ମୋ ବସ୍‌’କୁ ଭଙ୍ଗା ରୁଜା କରିଛନ୍ତି । ଏ ନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ଇନ୍‌ଫୋସିଟି ପୋଲିସ ପହଞ୍ଚିଛି ।

OTV Mini Marathon
ବିଶ୍ୱ କର୍କଟ ଦିବସ; ଓଟିଭିର ମିନି ମାରାଥନ୍... ଜୀବନ ଆଡକୁ ଦୌଡ଼

ଦୌଡ଼ିଲା ରାଜଧାନୀ। ଦୌଡ଼ିଲେ ସେଲିବ୍ରିଟି, ସିନେ ଷ୍ଟାର, ଯୁବ ଗୋଷ୍ଠୀ ଓ ଛାତ୍ରଛାତ୍ରୀ। ସାମାଜ ପାଇଁ ଥିଲା ମାରାତ୍ମକ କର୍କଟଠୁ ଦୂରେଇବାର ବଡ଼ ସଚେତନତା ବାର୍ତ୍ତା। ତ ଓଟିଭିର ଥିମ୍ ଥିଲା ଜୀବନ ଆଡକୁ ଦୌଡ଼....

My Bus Accident
ରାଜଧାନୀରେ ‘ମୋ ବସ୍‌’ ଦୁର୍ଘଟଣା; ଜଣେ ଗୁରୁତର, ଉତ୍ତ୍ୟକ୍ତ ଲୋକଙ୍କ ଭଙ୍ଗାରୁଜା

‘ମୋ ବସ୍‌’ ଦୁର୍ଘଟଣାକୁ ନେଇ ଲୋକେ ତାତିବା ସହ ‘ମୋ ବସ୍‌’କୁ ଭଙ୍ଗା ରୁଜା କରିଛନ୍ତି । ଏ ନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ଇନ୍‌ଫୋସିଟି ପୋଲିସ ପହଞ୍ଚିଛି ।

Washing machine
ସ୍ୱାଧୀନତା ବେଳର ୱାଶିଂ ମେସିନ୍‌; ସରକାରୀ ହସ୍ପିଟାଲରେ ରୋଗୀଙ୍କ ପାଇଁ ସାହାରା

ୱାଶିଂ ମେସିନ୍‌କୁ ବ୍ୟବହାର କରୁଥିବା କର୍ମଚାରୀମାନେ କହିଛନ୍ତି ଯେ, ପୁରୁଣା ୱାଶିଂ ମେସିନ୍‌ ନୂଆ ୱାଶିଂ ମେସିନ୍‌ ଅପେକ୍ଷା ବହୁତ ଭଲ କାମ କରୁଛି । କପଡ଼ା ଗୁଡ଼ିକ ଭଲଭାବେ ସଫା ହେଉଛି ।

Modi Guarantee
ଓଡ଼ିଶାରେ ବିଜେପିକୁ କ୍ଷମତାକୁ ଆଣିବ କି ମୋଦି ଗ୍ୟାରେଣ୍ଟି ?

ଓଡ଼ିଶାରେ ବିଜେପିକୁ କ୍ଷମତାକୁ ଆଣିବ କି ମୋଦି ଗ୍ୟାରେଣ୍ଟି ? ହିନ୍ଦୀ ହାର୍ଟଲ୍ୟାଣ୍ଡ ଢାଞ୍ଚାରେ ଓଡ଼ିଶାରେ ଦୃଢ଼ତାର ସହ ଗ୍ୟାରେଣ୍ଟି ଦେଲେ ମୋଦି। କୁହାଯାଉଛି ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ମୋଦି ଗ୍ୟାରେଣ୍ଟି କାମ କରିଥିଲା। ଆଉ ଓଡ଼ିଶାରେ ମୋଦିଙ୍କ ଲୋକପ୍ରିୟତା ସର୍ବାଧିକ ଥିବାରୁ ଏହି ଷ୍ଟ୍ରାଟେଜିରେ ରାଜ୍ୟରେ...

Crime News
ଲଢ଼େଇ କରୁଛନ୍ତି ମହିଳା ଅଫିସର; ନ୍ୟାୟ ଦେଇପାରୁନି ପୋଲିସ

ନିଜ ବିଭାଗର ମହିଳା ଅଫିସରଙ୍କୁ ଯଦି ନ୍ୟାୟ ଦେଇପାରୁନି ପୋଲିସ, ତେବେ ସାଧାରଣ ମହିଳାଙ୍କ କଥା ପଚାରେ କିଏ । ଗଞ୍ଜାମ ପାଟପୁରର ତତ୍କାଳୀନ ଥାନାବାବୁ ତଥା ବର୍ତ୍ତମାନର ଫିରିଙ୍ଗିଆ ଆଇଆଇସି ରମେଶ ପ୍ରଧାନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଆଜିକୁ ପାଞ୍ଚ ବର୍ଷ ଧରି ନ୍ୟାୟ...

world cancer day
ନିର୍ଭିକ ଯୋଦ୍ଧାଙ୍କ ନିଆରା କାହାଣୀ; ହରାଇପାରିନି ପାରିନି କ୍ୟାନସର

ଜଗନ୍ନାଥ ସତରେ ଜଣେ ଆଶ୍ଚର୍ଯ୍ୟ । ସତେ ଯେମିତି ତାଙ୍କ ରକ୍ତରେ କର୍କଟ ନୁହେଁ, ଫୁର୍ତ୍ତି ଧାଉଁଛି । ଶିମିଳିପାଳ ଅଭୟାରଣ୍ୟର ଚ୍ୟାଲେଞ୍ଜପୂର୍ଣ୍ଣ ଡ୍ୟୁଟି ଭିତରେ ବି କ୍ୟାନସର ଡରକୁ ହରାଇଛନ୍ତି ପୋଡ଼ାଡିହା ରେଞ୍ଜର ଜଗନ୍ନାଥ ପରିଡ଼ା ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।