• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Sharma Chaat
Video; BMWରେ ଆସି ବିକୁଛନ୍ତି ଦହିବରା, ରୋଜଗାର ହେଉଛି କୋଟି କୋଟି ଟଙ୍କା

ଦହିବରା ବ୍ୟବସାୟୀ ଶର୍ମା ଜୀ ଦୀର୍ଘ ଦିନ ଧରି ନିଜର ବ୍ୟବସାୟ କରିଆସୁଛନ୍ତି । ଶର୍ମା ଜୀଙ୍କ ଏହି ବ୍ୟବସାୟର ଯାତ୍ରା ଟିକେ ଅଲଗା । ପ୍ରଥମେ ଚାଟ୍‌ ଓ ପରେ ଦହିବରା ବିକ୍ରି ସେ କୋଟିପତି ହୋଇପାରିଛନ୍ତି ।

V Sugnana Kumari Deo
ଭୁବନେଶ୍ୱରରେ ରାଣୀ ସୁଜ୍ଞାନଙ୍କ ପାର୍ଥିବଶରୀର; ଆସନ୍ତାକାଲି ଖଲ୍ଲିକୋଟରେ କରାଯିବ ଶେଷକୃତ୍ୟ

ବିଧାନସଭା ପରିସରରେ ଶ୍ରଦ୍ଧାଞ୍ଜଳି ଦିଆଯିବ । ପରେ ଖଲ୍ଲିକୋଟ ସ୍ଥିତ ସୁଜ୍ଞାନ କୁମାରୀଙ୍କ ବାସଭବନରେ ମରଶରୀର ଶେଷ ଦର୍ଶନ ପାଇଁ ରଖାଯିବ ।

LPG cylinder Explodes
ଫାଟିଲା ଗ୍ୟାସ୍‌ ସିଲିଣ୍ଡର; ଗୋଟିଏ ପରିବାରର ୬ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି

ଏପରି ଅଭାନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା କାନୁଟ ଗାଁରେ । ଉପରପଡ଼ା ଅଦାବରିଆ ପରିବାରରେ ଘରର ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ଏହି ଅଘଟଣ ଘଟିଛି ।

Flight door
ଉଡ଼ାଣ ଆରମ୍ଭ କରୁଥିଲା ବିମାନ; ଯାତ୍ରୀ ଖୋଲିଦେଲେ ଜରୁରୀକାଳୀନ ଦ୍ୱାର

ଯାତ୍ରୀ ଜଣକଙ୍କ ଏପରି ହରକତ ଯୋଗୁ ବିମାନଟିର ଚଳାଚଳରେ ବାଧାପ୍ରାପ୍ତ ହୋଇଥିଲା । ବିମାନଟିକୁ ପୁଣିଥରେ ଟର୍ମିନାଲକୁ ଫେରାଇ ଅଣାଯାଇଥିଲା ।

Madhu Babu Pension
ଖୁସି ଖବର; ବଢ଼ିଲା ମଧୁବାବୁ ପେନସନ୍‌ ଟଙ୍କା, ଏହି ମାସରୁ ମିଳିବ ୧୦୦୦

ଚଳିତ ଫେବ୍ରୁୟାରୀରୁ ଏହା ଲାଗୁ ହେବ । ଫେବୃୟାରୀ ୨୦ରୁ ୨୫ ମଧ୍ୟରେ ବର୍ଦ୍ଧିତ ପେନସନ ମିଳିବ । ଏଥିପାଇଁ ଖର୍ଚ୍ଚ ହେବ ୩ ହଜାର ୬୮୩ କୋଟି ଟଙ୍କା ।

Bank account
ସାଲାରୀ ଆକାଉଣ୍ଟରୁ କରୁଛନ୍ତି କି ଡେଲି ଟ୍ରାଞ୍ଜାକ୍ସନ ? ବର୍ତ୍ତମାନ କରନ୍ତୁ ବନ୍ଦ, ପଡ଼ିପାରନ୍ତି ବିପଦରେ...

ଯଦି ଆପଣ ଆପଣଙ୍କ ସାଲାରୀ ଆକାଉଣ୍ଟ ଆଉ ପ୍ରତ୍ୟେକ ଦିନର କାରବାର ପାଇଁ ଗୋଟିଏ ଆକାଉଣ୍ଟ କରିଛନ୍ତି । ତେବେ ଆପଣ ଏହାକୁ ଅଲଗା କରନ୍ତୁ ।

uncle throw teen into river
ନୃଶଂସ ବାପା ! ବାହାହେବାକୁ ରାଜି ହେଲାନି ଝିଅ, ରାଗରେ ତଣ୍ଟିଚିପି ନଦୀକୁ ଫିଙ୍ଗିଦେଲା

ବାହାଘର ପାଇଁ ୯ମ ଶ୍ରେଣୀର ୧୫ ବର୍ଷୀୟ ଝିଅ ରାଜି ନହେବାରୁ ଜଣେ ବନ୍ଧୁଙ୍କ ସହ ମିଶି ଯମୁନା ନଦୀକୁ ବାପା ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଝିଅଟି ନଦୀରେ ପଡ଼ି ଚିତ୍କାର କରୁଥିଲା ।

Extramarital affair
ସ୍ୱାମୀ ରଖୁଥିଲା ପରକୀୟା ସମ୍ପର୍କ ! ୬ ମାସ ଛୁଆର ତଣ୍ଟି କାଟିଦେଲା ମା’

ପୁଇଁତଲା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । କୋର୍ଟଚାଲାଣବେଳେ ହତ୍ୟାକାଣ୍ଡ ସଂପର୍କରେ ଅଭିଯୁକ୍ତ ମା’ ମୀନା ନାଗ ଚଞ୍ଚଲ୍ୟକର ବୟାନ ଦେଇ ନିଜ ଅପରାଧକୁ ସ୍ୱୀକାର କରିଛି ।

EPFO
କର୍ମଚାରୀଙ୍କ ପାଇଁ ଖୁସି ଖବର; ବଢ଼ିଲା EPFO ସୁଧହାର

EPFOର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟି ଏହି ନିଷ୍ପତ୍ତି ନେଇଛନ୍ତି । ୨୦୨୧-୨୨ରେ ସୁଧହାର ୮.୧ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ୮.୧୫ ପ୍ରତିଶତ ଓ ୨୦୨୩-୨୪ରେ ଏହାକୁ ବୃଦ୍ଧି କରି ୮.୨୫ ପ୍ରତିଶତ କରାଯାଇଛି ।

Enforcement Directorate
ଆକ୍ସନ ମୋଡ୍‌ରେ ଇଡି; ଚିଟଫଣ୍ଡ ସଂସ୍ଥାରେ କରୁଛି ବଡ଼ଧରଣର ଚଢ଼ାଉ

୯୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଓଡ଼ିଶା ସମେତ ଦେଶର ୨୦ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।

Veterinary office
ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ;ପ୍ରାଣୀ ଚିକିତ୍ସାଧିକାରୀଙ୍କ ଅଫିସ୍ ଆଗରେ ବନ୍ଧାହେଲେ ଗୃହପାଳିତ ପଶୁ

ପ୍ରଥମେ ଲୋକମାନେ ଅଫିସ୍ ଘେରାଉ କରିବା ପରେ ସାଙ୍ଗରେ ଚିକିତ୍ସା ପାଇଁ ଆଣିଥିବା ଗୃହପାଳିତ ପଶୁଙ୍କୁ ସେଠି ବାନ୍ଧିଛନ୍ତି । ପ୍ରାଣୀ ଚିକିତ୍ସକ ୪ ଦଫା ଦାବିରେ ଆନ୍ଦୋଳନ କରୁଥିବାରୁ ରାଜ୍ୟରେ ପ୍ରାଣୀ ଚିକିତ୍ସା ଏକ ପ୍ରକାର ଠପ୍ ହୋଇପଡ଼ିଛି ।

Woman Tortured
ବାହାଘରକୁ ପୂରିନି ବର୍ଷେ; ଯୌତୁକ ପାଇଁ ବୋହୂକୁ ମାଡ଼ ମାରି ହାତ ଭାଙ୍ଗିଦେଲେ ଶାଶୁ-ନଣନ୍ଦ

ଯୌତୁକ ପାଇଁ ଶାଶୁ ଓ ନଣନ୍ଦଙ୍କ ମାଡ଼ରେ ବୋହୂର ହାତ ଭାଙ୍ଗିଲା । ଏମିତିକି ଜୀବନରୁ ମାରିଦେବାକୁ ମଧ୍ୟ ଉଦ୍ୟମ ହେଲା । ଏପରି ଏକ ଅଭିଯୋଗ ଆସିଛି ସୋର ଥାନା ପୋଡାଡିହା ଗାଁରୁ ।

Bike Tips
Bike Tips: ଆପଣଙ୍କ ବାଇକ୍‌ ବି ଦେବ ଭଲ ମାଇଲେଜ୍‌; ବାସ୍‌ ଆପଣାନ୍ତୁ ଏହି ଛୋଟିଆ ଟିପ୍ସ

ଆପଣ ଜାଣନ୍ତିକି... ଆପଣଙ୍କ ବାଇକ୍‌ କପରି ଭଲ ମାଇଲେଜ୍‌ ଦେବ ? ଆଉ ବାଇକ୍‌ର ଟାୟାର ପ୍ରେସର ସପ୍ତାହକୁ ଥରେ ଯାଞ୍ଚ କରିବା ଦ୍ୱାରା ଆପଣଙ୍କୁ କେଉଁ ସବୁ ଲାଭ ମିଳିବ ।

Hookah
ଏହି ରାଜ୍ୟରେ ବ୍ୟାନ୍‌ ହେଲା ହୁକା; ୨୧ ବର୍ଷ ବୟସ ଯାଏଁ ତମାଖୁ ସେବନ କରିପାରିବେନି ଯୁବକ-ଯୁବତୀ

କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ସୋସିଆଲ ମିଡିଆ ‘X’ରେ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ହୁକା ଧୂମପାନ ସ୍ୱାସ୍ଥ୍ୟ ପ୍ରତି ହାନୀକାରକ । ଏହି ବିପଦକୁ ଦୃଷ୍ଟିରେ ରଖି ଆମେ ସାରା ରାଜ୍ୟରେ ହୁକା ଧୂମପାନ ଉପରେ ନିଷେଧାଦେଶ ଜାରି କରିଛୁ ।

Rajya sabha elections
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଓଡ଼ିଶାର ତିନି ରାଜ୍ୟସଭା ସିଟ ପାଇଁ ନିର୍ବାଚନ ହେବ । ଆସନ୍ତା ଏପ୍ରିଲ ୩ରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟ କାଳ ସରୁଛି ।

Weather Update
ମାଘରେ ଭୀଷଣ ଗରମ; ଉଭାନ୍ ଜାଡ଼, କଲବଲ କରୁଛି ଖରା ଓ ତାତି

ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ୨ ରୁ ୫ ଡିଗ୍ରୀ ବଢ଼ିଥିବା ବେଳେ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୭ ଡିଗ୍ରୀ ଅଧିକ ରେକର୍ଡ ହୋଇଛି ।

Loot
ବନ୍ଧୁକ ଦେଖାଇ ଲୁଟିନେଲେ ୧୦ ଲକ୍ଷ ଟଙ୍କା; CCTVରେ କଏଦ ହେଲା ପୂରା ଘଟଣା

ସୁନ୍ଦରଗଡ଼ ରାଇକେଲାରେ ବଡ ଧରଣର ଲୁଟ୍ ହୋଇଛି । ଲୁଟେରାମାନେ ମାରଣାସ୍ତ୍ର ଦେଖାଇ ଏକ ପରିବହନ ସଂସ୍ଥାରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

Pakistan General Elections
ଆଜି ପାକିସ୍ତାନରେ ନିର୍ବାଚନ; ନୱାଜ୍ ସରିଫ୍ ହେବେ ପ୍ରଧାନମନ୍ତ୍ରୀ ?

ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ବିଲାୱଲ ଭୁଟ୍ଟୋ ଜର୍ଦାରୀ ଏବଂ ତେହରକ୍ ଇ ଇନସାଫର ପ୍ରାର୍ଥୀ ଇମ୍ରାନ ଖାନ୍ କେବଳ ନାମକୁ ମାତ୍ର ନିର୍ବାଚନ ଲଢ଼ୁଛନ୍ତି ।

Rajya Sabha Election
ଆଜି ରାଜ୍ୟସଭା ପାଇଁ ବାହାରିବ ବିଜ୍ଞପ୍ତି; ଫେବ୍ରୁଆରୀ ୧୫ ଯାଏଁ ନାମାଙ୍କନ ପତ୍ର ଦାଖଲ

୨୭ ଫେବ୍ରୁଆରୀ ସକାଳ ୯ଟା ରୁ ୪ଟା ଯାଏ ଭୋଟ ଗ୍ରହଣ ହେବ । ସେହିଦିନ ଅପରାହ୍ଣ ୫ ଟାରୁ ଭୋଟ ଗଣତି କରାଯିବ । ଓଡ଼ିଶାର ତିନି ରାଜ୍ୟସଭା ସିଟ ପାଇଁ ନିର୍ବାଚନ ହେବ ।

Interim Budget
ଆଜି ବିଧାନସଭାରେ ଆଗତ ହେବ ଚଳିତ ବର୍ଷର କାମଚଳା ବଜେଟ୍

ଏଥର ବଜେଟରେ ସରକାର କିଛି ଘୋଷଣା କରିପାରନ୍ତି । ତେବେ ଗତ ଦୁଇ ଦିନ ଧରି ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ବଜେଟ୍ ଆଗତ ହେବାକୁ ଯାଉଛି ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।