• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Locals demand proper maintenance of Saptasajya Temple
ଢେଙ୍କାନାଳ ସପ୍ତଶଯ୍ୟା ପୀଠରେ ଆନୁସଙ୍ଗିକ ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକଙ୍କ କ୍ଷୋଭ

ଚାଲିଛି ପିକନିକ ଋତୁ। ବଣଭୋଜି ସାଙ୍ଗକୁ ନାଚଗୀତ କରି ମଉଜ ମଜଲିସରେ ବ୍ୟସ୍ତ ପର୍ଯ୍ୟଟକ। ଏଥିପାଇଁ ଢେଙ୍କାନାଳ ସପ୍ତଶଯ୍ୟା ପୀଠରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ। ହେଲେ ଆନୁସଙ୍ଗିକ ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି.....

Strawberry farming
ଯିଏ କିଣୁଛି ତା ଦିଲ୍ ଖୁସ୍ ଯିଏ ବିକୁଛି ତାକୁ ବି ମିଳୁଛି ଭଲ ଦି ପଇସା

କନ୍ଧମାଳ ଜିଲ୍ଲାରେ ଷ୍ଟ୍ରବେରୀ ଚାଷ ସଫଳ ହେବା ପରେ ଏହି ଚାଷକୁ ନେଇ ଏବେ ମହିଳାମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । କମ୍ ସମୟ ଏବଂ ଅଳ୍ପ ପରିଶ୍ରମରେ ଅଧିକ ଲାଭ ମିଳୁଥିବାରୁ ଏବେ ଏହି ଲାଲ୍ ଲାଲ୍ ଷ୍ଟ୍ରବେରୀ ଚାଷ ପ୍ରତି ସଭିଙ୍କ ଆଗ୍ରହ ବୃଦ୍ଧି ପାଇବା...

Boy in Mohana seeks financial assistance to pursue higher education
ଟଙ୍କା ନାହିଁ ବୋଲି ପାଠ ପଢ଼ାରେ ଡୋରି ଲାଗିଲା, ଏବେ ଖଟିଲେ ଖାଇବେ

ଅଭାବ ଆଗରେ ହାର୍ ମାନିଛି ଭିକ୍ଟର । ଟଙ୍କା ନାହିଁ ବୋଲି ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଲେ । ହେଲେ ମନ ମରିନାହିଁ । ପେଟ ପାଇଁ ଗାଁରେ ମୂଲିଆ ହୋଇ ଖଟୁଛନ୍ତି ସିନା ପାଠ ପଢ଼ି ଭଲ ମଣିଷଟେ ହେବାକୁ ଲକ୍ଷ୍ୟ ନେଇ ସମୟକୁ ଅପେକ୍ଷା କରିଛନ୍ତି.......

Parikrama Prakalpa
ଆଜି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ; ଭକ୍ତିରେ ଭିଜୁଛି ଶ୍ରୀକ୍ଷେତ୍ର

ହୋମ ଯଜ୍ଞ ସରିବା ପରେ ଅନ୍ତଃ ପ୍ରଦକ୍ଷିଣ ପଥରେ ଅଧଘଣ୍ଟା ଧରି ଚାଲିବ ନାମ ସଂକୀର୍ତ୍ତନ ଶୋଭାଯାତ୍ରା । ଏହା ଆଗରୁ ପଞ୍ଚକର୍ମ, ଶାଳା ପ୍ରବେଶ ଓ ନୂତନ ନିର୍ମାଣ ସ୍ଥଳରେ ସଂସ୍କାରିତ ଜଳ ସିଞ୍ଚନ ହୋଇଛି । ଚାରି ଦ୍ୱାରରେ ବେଦ ପାଠ ବି କରାଯାଇଛି ।...

Parikrama Prakalpa
ଅନ୍ତ ହେଲା ଅପେକ୍ଷା; ଆଜି ଲୋକାର୍ପଣ ହେବ ପରିକ୍ରମା ପ୍ରକଳ୍ପ

ଆଜି ସେଇ ମାହେନ୍ଦ୍ର ବେଳା । ଆଜି ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଅପରାହ୍ନ ଗୋଟାଏ ୧୫ରୁ ସାଢ଼େ ଗୋଟାଏ ମଧ୍ୟରେ ଶୁଭଲଗ୍ନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।

Steamed Amla
Health Tips: ଭାରି ଉପକାରୀ ଅଅଁଳା; ପ୍ରତିଦିନ ଖାଆନ୍ତୁ ଗୋଟିଏ, ଦୂର ହେବ ଏହି ରୋଗ

କଞ୍ଚା ଅଅଁଳା ପରି ସିଝା ଅଅଁଳା ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ହିତକର । ପ୍ରତିଦିନ ଆପଣ ଗୋଟିଏ ସିଝା ଅଅଁଳା ଖାଇବା ଦ୍ୱାରା ସ୍ୱାସ୍ଥ୍ୟରେ ଅନେକ ପରିବର୍ତ୍ତନ ଆଣିପାରିବେ ।

Hotel Booking
Ayodhya Ram Mandir : ଅଯୋଧ୍ୟାରେ ୫ ଗୁଣା ବଢ଼ିଲା ହୋଟେଲ୍‌ ଭଡ଼ା; ଟପିପାରେ ୧ ଲକ୍ଷ

ବିଭିନ୍ନ ଟ୍ରାଭେଲ୍‌ ପୋର୍ଟାଲ ଗୁଡ଼ିକର ତଥ୍ୟ ଆପଣ ଜାଣିଲେ ନିଶ୍ଚୟ ଚକିତ ହେବେ । କାରଣ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ଇଚ୍ଛୁକ ଅଛନ୍ତି ଲକ୍ଷ ଲକ୍ଷ ଲୋକ ।

Mo Bus Accident
କାର୍‌କୁ ଧକ୍କା ଦେଲା ମୋ ବସ୍‌; ଅଟକ ରଖିଲେ ସ୍ଥାନୀୟ ଲୋକେ

ଦୁର୍ଘଟଣାରେ କାର କ୍ଷତିଗ୍ରସ୍ତ ହୋଇଛି । ‘ମୋ ବସ୍‌’ ଚାଳକ ବେପରୁଆ ଭାବେ ଗାଡ଼ି ଚଳାଉଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ବସକୁ ଅଟକ ରଖିଛନ୍ତି ।

Woman attack
ପାଗଳ କଲା ମୋବାଇଲ୍‌ ନିଶା; ବାପା-ମା’ଙ୍କୁ ହାଣିଦେଲା ଝିଅ

ବାଲେଶ୍ୱର ଜିଲ୍ଲା ସୋର ଥାନା ହାତିଗାଡ଼ିଆରେ ଏହି ଘଟଣା ଘଟିଛି । ଗୁରୁତର ସ୍ୱାମୀ ସ୍ତ୍ରୀ ହେଲେ ରଂଜିତ ସିଂ ଓ ସ୍ତ୍ରୀ ବୁଦୁନି ସିଂ । ଉଭୟଙ୍କୁ ପ୍ରଥମେ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

Locals express resentment over irregularities in renovation of VSS stadium in Sambalpur
ଘୋଷଣା କରି ଭୁଲିଗଲେ ମୁଖ୍ୟମନ୍ତ୍ରୀ ! ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମର ବିକାଶ କେବେ ?

୨୦୧୯ ଫେବୃୟାରୀ ୧ ତାରିଖରେ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା ବିଜୁ ଯୁବ ବାହିନୀର କାର୍ଯ୍ୟକ୍ରମ । ଏଥିଲାଗି ଷ୍ଟାଡିୟମର ପାଚେରୀକୁ ଭାଙ୍ଗି ଦିଆଯାଇଥିଲା । ହଜାର ହଜାର ଲୋକଙ୍କ ସମାଗମ ଓ ଟେଣ୍ଟ ପାଇଁ ପଡିଆକୁ ଖୋଳାଖୋଳି ମଧ୍ୟ କରାଯାଇଥିଲା ।

Madhya Pradesh
ଚାହୁଁଥିଲେ ଝିଅ, ହେଲେ ଜନ୍ମନେଲା ପୁଅ; ଗଳାକାଟି ମାରିଦେଲା ବାପା

ନବଜାତ ପୁଅର ଗଳାକାଟି ହତ୍ୟା କରିଛି ନୃଶଂସ ବାପା । ସୂଚନା ଅନୁସାରେ ତାଙ୍କର ୨ ପୁଅଙ୍କ ମଧ୍ୟରୁ ଜଣେ ପୁଅର ବୟସ ୭ ବର୍ଷ ଓ ଅନ୍ୟ ଜଣେ ପୁଅ ୫ ବର୍ଷର ।

Dense Fog
କଲବଲ କରୁଛି କୁହୁଡ଼ି; ମାତ୍ର କିଛି ମିଟର ପରେ ଦେଖାଯାଉନି ରାସ୍ତା

ଶୀତ ସାଙ୍ଗକୁ ଘନ କୁହୁଡ଼ି ଅସ୍ତବ୍ୟସ୍ତ କରିଛି ଜନସାଧାରଣକୁ । ରାଜ୍ୟର ଏକାଧିକ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

Trikuta dham
ଓଡ଼ିଶାରେ ପ୍ରଭୁ ଶ୍ରୀରାମ ରଚିଥିଲେ ଲୀଳା; ବଡ଼ମ୍ବାରେ ସ୍ଥାପନ କରିଥିଲେ ତ୍ରିକୁଟ ଧାମ

ପାହାଡ଼ ପର୍ବତ ଭିତରେ ମହାଦେବଙ୍କ ମନ୍ଦିର । ଚାରିପଟେ ଯୁଆଡ଼େ ଚାହିଁବେ ସିଆଡ଼େ କେବଳ ଜଙ୍ଗଲ ଆଉ ଜଙ୍ଗଲ । ମନ୍ଦିରର ନିର୍ମାଣ ଶୈଳୀ ଦେଖିଲେ ଏହାର ଆୟୁ ଅନୁମାନ କରି ହେଉଥିବ ।

Over 30 flights delayed and 17 cancelled due to bad weather conditions in Delhi
ଦିଲ୍ଲୀରେ ଘନ କୁହୁଡ଼ି; ଉଡ଼ି ପାରୁନି ବିମାନ, ଟ୍ରେନ ଚଳାଚଳ ପ୍ରଭାବିତ

ଘଣ୍ଟାଘଣ୍ଟା ଧରି ବିମାନ ବିଳମ୍ବିତ ହେଉଥିବାରୁ ଗନ୍ତବ୍ୟ ସ୍ଥଳକୁ ଯାଇନ ପାରି ଅଟକି ରହିଛନ୍ତି ଯାତ୍ରୀ । ପାଗ ଖରାପ ଥିବାରୁ ବିମାନ ଚଳାଚଳ ପ୍ରଭାବିତ ହୋଇଛି ।

 China Battery
ଆଉ ଚାର୍ଜ ହେବନି ଫୋନ୍‌; ବିନା ଚାର୍ଜିଂରେ ବ୍ୟବହାର କରିବେ ୫୦ ବର୍ଷ !

ଚାଇନାରେ ଏକ ଷ୍ଟାର୍ଟ ଅପ୍ ଏଭଳି ଗୋଟିଏ ନୂତନ ବ୍ୟାଟେରୀ ତିଆରି କରିଛି । ଯେଉଁଥିରେ ବିଦ୍ୟୁତ୍‌ ଉତ୍ପାଦନର କ୍ଷମତା ରହିଥିବା ଦାବି କରିଛି । ଆଉ ଏହି ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ୫୦ ବର୍ଷ ଯାଏ ରହିବ ବୋଲି କୁହାଯାଉଛି ।

Srimandir
ଉତ୍ସବମୁଖର ଶ୍ରୀକ୍ଷେତ୍ର; ଆଜି ମହାଯଜ୍ଞର ଦ୍ୱିତୀୟ ଦିନ

ଗତକାଲି ସୂର୍ଯ୍ୟୋଦୟରୁ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ହୋଇଥିଲା ପରିକ୍ରମା ପ୍ରକଳ୍ପ ଲୋକର୍ପଣ ଉତ୍ସବ ମହାଯଜ୍ଞର ଶୁଭାରମ୍ଭ । ଶ୍ରୀମନ୍ଦିର ଐଶାନ୍ୟକୋଣରେ ସ୍ଥାପିତ ବିଶାଳ ଯଜ୍ଞ କୁଣ୍ଡରେ ରୋଷଶାଳାରୁ ବୈଷ୍ଣବାଗ୍ନୀ ସଂସ୍କାର ପରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥଲା ।

Ayodhya Ram Mandir
ଉତ୍ସବମୁଖର ଅଯୋଧ୍ୟା; ଆଜିଠୁ ଆରମ୍ଭ ହେବ ଧାର୍ମିକ ରୀତିନୀତି

ଆଜି ପ୍ରାୟଶ୍ଚିତ ଓ କର୍ମକୁଟି ପୂଜନ କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତାକାଲି ଭବ୍ୟ ମୂର୍ତ୍ତି ପରିସର ପ୍ରବେଶ ହେବ ।

CRPF Constable Recruitment
କରିଛନ୍ତି କି ୧୦ମ ପାସ୍‌ ? ଆଜିଠୁ CRPFରେ କରିପାରିବେ ଆବେଦନ

କ୍ରୀଡ଼ା କୋଟା ଅନୁସାରେ କନଷ୍ଟେବଳ ଜେନେରାଲ ଡ୍ୟୁଟି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ CRPF ର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ ।

BJP
ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଏକ ଦଳୀୟ କାର୍ଯ୍ୟକ୍ରମ: ମନମୋହନ

ଆମେ ସାମିଲ ହେବା ଉଚିତ ନା ନାହିଁ ଏହା ଆପଣ ବିଚାର କରନ୍ତୁ । ଭୁବନେଶ୍ୱର ରାମ ମନ୍ଦିର ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏହି ପ୍ରତିକ୍ରିୟା ରଖିଛନ୍ତି ।

 Bijay Patnaik
କଂଗ୍ରେସର କଡ଼ା ଭର୍ତ୍ସନା; ଶ୍ରୀମନ୍ଦିରକୁ ପର୍ଯ୍ୟଟନସ୍ଥଳୀ ଭାବୁଛନ୍ତି ସରକାର

ଯିଏ ସାରା ସଂସାରକୁ ଖାଦ୍ୟ ଯୋଗାଉଛି, ତାଙ୍କର ଏକ ସୋଲ ମୂର୍ତ୍ତି ଟ୍ରକରେ ବସାଇ ଚାଉଳ ମାଗୁଛନ୍ତି । ସେଇ ଚାଉଳକୁ ବିଜେଡି କର୍ମୀ ଭୋଜି କରି ଖାଉଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ବିଜୟ ପଟ୍ଟନାୟକ ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।