ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଓ ରାମ ମନ୍ଦିରର ପ୍ରତିଷ୍ଠାକୁ ନେଇ ବର୍ତ୍ତମାନ ସମସ୍ତ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏହାକୁ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଗଣମାଧ୍ୟମ ଗୁଡ଼ିକୁ କିଛି ପରାମର୍ଶ ଦିଆଯାଇଛି ।
ଗାଁରେ ବୁଲି ବୁଲି କପଡ଼ା ବିକ୍ରି କରୁଥିଲେ ବାପା । ହେଲେ ପୁଅ ଭଲ ପାଠପଢ଼ି ହୋଇଗଲେ IAS । ଗରିବ ହେଲେ ମଧ୍ୟ ନିଜର ଦୃଢ଼ ଇଚ୍ଛାଶକ୍ତି ଆଜି ସେମାନଙ୍କୁ ନୂଆ ପରିଚୟ ଦେଇଛି ।
୫ଶହ ବର୍ଷ ପରେ ବହୁ ଲୋକଙ୍କ ତ୍ୟାଗ ଓ ସଂଘର୍ଷ ପରେ ରାମ ମନ୍ଦିର ନିର୍ମାଣ ହୋଇଛି । ଏହା ଭାରତ ଓ ସମସ୍ତ ଭାରତୀୟଙ୍କ ପାଇଁ ଏକ ଗୌରବର ବିଷୟ ।
ଛାତ୍ର ଜଣକ ବିଳମ୍ବରେ ପହଞ୍ଚିଥିଲା । ସେ ଶ୍ରେଣୀଗୃହକୁ ଯିବାକୁ ଚାହୁଁଥିଲା । ହେଲେ ଶିକ୍ଷକ ଜଣକ ଛାତ୍ରକୁ ଶ୍ରେଣୀଗୃହକୁ ଯିବାକୁ ବାରଣ କରି ପ୍ରାର୍ଥନାସଭାରେ ଉପସ୍ଥିତ ରହିବାକୁ କହିଥିଲେ ।
ବରପକ୍ଷ ମାଗିଥିବା ୧୫ଲକ୍ଷ ଯୌତୁକ ମଧ୍ୟ ଦିଆଯାଇଥିଲା । ମାତ୍ର ବିବାହ ପରେ ଶାଶୂଘର ଲୋକ ଆହୁରି ଅଧିକ ଯୌତୁକ ଦାବି କରିଥିଲେ ।
ଧଳା ଧଳା ଦିଶୁଛି ସମ୍ପୂର୍ଣ୍ଣ ରାମ ମନ୍ଦିର । ମନ୍ଦିରର ପ୍ରତ୍ୟେକଟି କୋଣ ଅନୁକୋଣର କାରୁକାର୍ଯ୍ୟ ଯେମିତି କଥା କହୁଛି ।
ଭକ୍ତଙ୍କୁ ଭଣ୍ଡେଇବା ପରେ ତେଜିଲାଣି ଅସନ୍ତୋଷ । ଏ କ୍ଷୋଭ ଅର୍ପଣ ରଥର ଗୁଆ ଚାଉଳକୁ ନେଇ । କୁଆଡେ ଗଲା ଭକ୍ତଙ୍କ ଗୁଆ-ଚାଉଳ । କାହିଁକି ପୁରୀରେ ପହଞ୍ଚିଲାନି ଭକ୍ତ ଶ୍ରଦ୍ଧାରେ ଦେଇଥିବା ଚାଉଳ ଆଉ ଗୁଆ ?
ଫେଡ଼ାଣ କରି ପାରୁଥିବା ପିଲାଙ୍କ ପରିସଂଖ୍ୟାନ ମଧ୍ୟ ଚିନ୍ତାଜନକ । ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଓ ଶିକ୍ଷାସ୍ତରର ସ୍ଥିତିକୁ ନେଇ ଅସର ପକ୍ଷରୁ ନିୟମିତ ରିପୋର୍ଟ ପ୍ରକାଶ ପାଇ ଆସୁଥିବା ବେଳେ ଇଏ ହେଉଛି ସଂସ୍ଥାର ସର୍ବଶେଷ ରିପୋର୍ଟ ।
ଉଡୁଛି ହାତ ତିଆରି ଗଂଜେଇ ସିଗାରେଟର ଧୂଆଁ । ଗଂଜେଇ ଧୂଆଁରେ କଲବଲ ସ୍ମାର୍ଟସିଟିର ଜନତା । ନୀଳ ଜହରର ଏହି କଳା କାହାଣୀ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ ।
ଦକ୍ଷିଣ ବେଲ୍ଟରେ ଥିବା କଂଗ୍ରେସର ପୁରୁଣା ଭୋଟରଙ୍କୁ ସଂଗଠିତ କରି ଦଳ ୨୪ ନିର୍ବାଚନରେ ସଂଖ୍ୟା ବଢାଇବାକୁ ଯୋଜନା ରଖିଛି ।
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ହାଫ୍ ଡେ’ ଛୁଟି ଘୋଷଣା କରାଯାଇଛି । ୨୨ ତାରିଖ ଅପରାହ୍ନ ୨ଟା ୩୦ ଯାଏଁ ଅଫିସ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ଦିଆଯାଇଥିବା ସୂଚନା ଅନୁସାରେ ନିବେଶ ଅବଧି ମଧ୍ୟରେ NPS ଗ୍ରାହକମାନେ କେବଳ ତିନିଥର ପ୍ରତ୍ୟାହାର କରିପାରିବେ । ଯଦି ଆଂଶିକ ପ୍ରତ୍ୟାହାର କରୁଛନ୍ତି, NPSଧାରୀମାନେ ଏଥିରେ ଅତି କମରେ ତିନି ବର୍ଷ ପାଇଁ ବିନିଯୋଗ ହେବା ଉଚିତ୍ ।
କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଛନ୍ତି ଆଶାୟୀ । ବହୁ ସଂଖ୍ୟାରେ ଅଶାୟୀ ଭୁବନେଶ୍ୱର ଓସେପା କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ବିଦ୍ୟୁତ୍ କାଟ୍ ସମୟରେ ବିଦ୍ୟୁତ୍ ଉପକରଣ ଗୁଡ଼ିକର ନବୀକରଣ, ଆଧୁନିକୀକରଣ, ଲାଇନ ରକ୍ଷଣାବେକ୍ଷଣ, ଓ ପୋଲ ସ୍ଥାନାନ୍ତର ଭଳି ଅନେକ କିଛି କାର୍ଯ୍ୟ କରାଯିବ ।
ସରକାର ପ୍ରତ୍ୟେକ ପଞ୍ଚାୟତକୁ ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ୫୦ ଲକ୍ଷ ଟଙ୍କା ଦେଉଛନ୍ତି l ତେଣୁ ଏହି କାମ କରିବାକୁ ପଞ୍ଚାୟତର ୩ଟି ଜାଗାରେ ଫଳକ ମରାଯାଇଥିଲା l
ଭୁବନେଶ୍ୱର ମହର୍ଷି କଲେଜ କ୍ୟାମ୍ପସରେ କଂଗ୍ରେସର ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ଦାହ କରିଛି ।
ସୀମା ସୁରକ୍ଷା କାର୍ଯ୍ୟ କରୁଥିବା ସମୟରେ ଜଣେ ଯବାନଙ୍କ ପାଦ ଲ୍ୟାଣ୍ଡମାଇନ୍ ଉପରେ ପଡ଼ିଯାଇଥିଲା । ଫଳରେ ସେଠାରେ ଲ୍ୟାଣ୍ଡମାଇନ୍ଟି ବିସ୍ଫୋରଣ ହୋଇଥିଲା ।
ଛୁଟି ଘୋଷଣା ଅନୁସାରେ କେନ୍ଦ୍ର ସରକାରଙ୍କ ସବୁ ଅଫିସ୍ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ । ସାରା ଦେଶରେ ଅଧା ଦିନ ପାଇଁ କେନ୍ଦ୍ର ସରକାର ଛୁଟି ଘୋଷଣା କରିଛନ୍ତି ।
ପରିବାରର ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣାକୁ ଗୁରୁତର ଭାବେ ନେଇ ଖୋଜାଖୋଜି କରିଥିଲା ପୋଲିସ ।
ରାମଲାଲାଙ୍କ ମୂର୍ତ୍ତି ଗଢ଼ିଥିବା ଶିଳ୍ପୀ ଅରୁଣ ଯୋଗୀରାଜ ପାଖରେ ଛିଡ଼ା ହୋଇ କାର୍ଯ୍ୟକୁ ତଦାରଖ କରିଥିବା ଦେଖିବାକୁ ମିଳୁଛି । ବିଗ୍ରହ ସ୍ଥାପନର କିଛି ସମୟ ପୂର୍ବର ଯେତେବେଳେ ଗର୍ଭଗୃହରେ ସ୍ୱତନ୍ତ୍ର ପୂଜାପାଠ କରିଥିଲେ ସାଧୁ ସନ୍ଥ ମାନେ ।