• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Hemant Soren
ହେମନ୍ତଙ୍କୁ ହାଇକୋର୍ଟ ଝଟ୍‌କା; ୫ ଦିନ ରିମାଣ୍ଡରେ ନେବ ED

ହେମନ୍ତ ସୋରେନଙ୍କୁ ଆଜି ସୁପ୍ରିମକୋର୍ଟରୁ ବି ଝଟକା ମିଳିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିଥିବା ଗିରଫ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ହେମନ୍ତ ।

Pm shram yogi mandhan yojana
କେନ୍ଦ୍ର ସରକାରଙ୍କ ଦମଦାର ଯୋଜନା; ମାସକୁ ମିଳିବ ୩ ହଜାର !

ଜୀବନ ଯାକ କଠିନ ପରିଶ୍ରମ କରି ଶ୍ରମିକମାନେ କିଛି ଟଙ୍କା ରୋଜଗାର କରିଥା’ନ୍ତି । ଯେଉଁ ଟଙ୍କାରେ ସେମାନଙ୍କ ଘର ଚଳିଥାଏ । ହେଲେ ଅଭାବ ଅନଟନ କାରଣରୁ ସେମାନଙ୍କ ନିକଟରେ ଟଙ୍କା ସଞ୍ଚୟ ହୋଇପାରିନଥାଏ ।

Sachin Tendulkar
Video; ଫ୍ୟାନ୍ସଙ୍କ ସାମ୍‌ନାରେ ହଠାତ୍‌ ପହଞ୍ଚିଗଲେ ସଚିନ, କାର୍‌ ଅଟକାଇ ଦେଲେ ସର୍‌ପ୍ରାଇଜ୍‌

ଯୁବକ ଜଣକ ସଚିନ୍‌ଙ୍କୁ ଏତେ ପାଖରେ ଦେଖି ଆଶ୍ଚର୍ଯ୍ୟ ହେବା ସହ ନମସ୍କାର କରୁଛନ୍ତି । ପରେ ପରେ ସଚିନ୍‌ ତାଙ୍କୁ କେମିତି ଅଛ ବୋଲି ପଚାରୁଛନ୍ତି ?

Naveen Newas
ଓଡ଼ିଆ କହି ପାରୁନାହାଁନ୍ତି ମୁଖ୍ୟମନ୍ତ୍ରୀ ! ନବୀନଙ୍କୁ ବର୍ଣ୍ଣବୋଧ ଦେବାକୁ ଆସିଛୁ କହିଲେ ଯୁବକ

ବର୍ଣ୍ଣବୋଧ ପଢ଼ି ମୁଖ୍ୟମନ୍ତ୍ରୀ ଓଡ଼ିଆ ଶିଖନ୍ତୁ । ନବୀନ ନିବାସକୁ ଯିବାକୁ ପୋଲିସ ବାରଣ କରିବାରୁ ନବୀନ ନିବାସ ଭିତରକୁ ବର୍ଣ୍ଣବୋଧ ଫୋପାଡ଼ିବାକୁ ଉଦ୍ୟମ କରିଥିଲେ । ପରେ ପୋଲିସ ସେମାନଙ୍କୁ ଅଟକ ରଖିଥିଲା ।

Gyanvapi masjid
୩୦ ବର୍ଷ ପ୍ରତୀକ୍ଷାର ଘଟିଲା ଅନ୍ତ; ଜ୍ଞାନବାପୀରେ ଆଜିଠୁ ଆରମ୍ଭ ହେଲା ପୂଜା

ଗତକାଲି ବାରାଣସୀର ଏକ କୋର୍ଟଙ୍କ ରାୟ ପରେ ଆଜି ଭୋରରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା କରିବା ପରେ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା ।

Budget
ବିକଶିତ ଭାରତ ଲକ୍ଷ୍ୟ ନେଇ ଅନ୍ତରୀଣ ବଜେଟ୍; ଫୋକସ୍‌ରେ ଗରିବ, ମହିଳା

ମହିଳାଙ୍କୁ ପ୍ରାଧାନ୍ୟ ଦେଇ ଲକ୍ଷପତି ଦିଦି ଟାର୍ଗେଟ୍ ୩ କୋଟିକୁ ବଢ଼ା ଯାଇଥିବା ବେଳେ, ମଧ୍ୟବିତ୍ତଙ୍କ ପାଇଁ ନୂଆ ଘର ନିର୍ମାଣ ଯୋଜନା ଆସିବ ବୋଲି ଘୋଷଣା କରିଛନ୍ତି ସୀତାରମଣ । ତେଣେ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବଜେଟ୍ ୨୦୪୭ରେ ବିକଶିତ ଭାରତ ଲକ୍ଷ୍ୟକୁ ମଜଭୁତ୍ କରିବ...

Tax
ଅନ୍ତରୀଣ ବଜେଟରେ ଟିକସରେ ହାତ ମାରିଲେନି ଅର୍ଥମନ୍ତ୍ରୀ, ଅପରିବର୍ତ୍ତିତ ରହିଲା ସବୁ ଟିକସ

ଅନ୍ତରୀଣ ବଜେଟରେ ଅପରିବର୍ତ୍ତିତ ରହିଲା ଟିକସ ହାର । ଆଗାମୀ ଆର୍ଥିକ ବର୍ଷ ପାଇଁ ବ୍ୟକ୍ତିଗତ କରଦାତାଙ୍କୁ କୌଣସି ରିହାତି ଦେଇନି ନିର୍ମଳାଙ୍କ ବଜେଟ୍ ।

Odisha Politics
ନିର୍ବାଚନ ପୂର୍ବରୁ ବିଜେଡିର ଭାବାବେଗ ରାଜନୀତି; ମଠ ମନ୍ଦିର ପରେ ଏବେ ଓଡ଼ିଆ ଭାଷାକୁ ଫୋକସ୍

ନିର୍ବାଚନ ପୂର୍ବରୁ ବିଜେଡିର ଭାବାବେଗ ରାଜନୀତି । ପ୍ରଥମେ ମଠ ମନ୍ଦିର ରୂପାନ୍ତରୀକରଣ, ତାର ପ୍ରଚାର ପ୍ରସାର, ଆଉ ଏବେ ଓଡ଼ିଆ ଭାଷାକୁ ଫୋକସ୍ ।

Bhubaneswar Aparatment Loot
ରାଜଧାନୀ ଆପାର୍ଟମେଣ୍ଟରେ ଲୁଟ୍‌ ପରେ ଲୁଟ୍‌, ପୋଲିସକୁ ଖୋଲା ଚାଲେଞ୍ଜ

ରାଜଧାନୀରେ ଆପାର୍ଟମେଣ୍ଟରେ ରହିବା ସଉକ ଏବେ ଲୋକଙ୍କୁ ମହଙ୍ଗା ପଡ଼ିଛି । କାରଣ ଆପାର୍ଟମେଣ୍ଟର ସମସ୍ତ ସିକ୍ୟୁରିଟି ବ୍ୟବସ୍ଥା ଏବଂ ପୋଲିସକୁ ଚାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ଲୁଟପାଟ୍ କରୁଛନ୍ତି ଲୁଟେରା ।

Governor
ଭାବବିହ୍ୱଳ କଲା ବଡ଼ସାରଙ୍କ ଆଲିଙ୍ଗନ; କୁଣ୍ଢେମୋଟ ହେଲେ ତଳିଆ କର୍ମଚାରୀ

୨ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ ସାହେବଙ୍କ ନିବିଡ଼ ଓ ନିଆରା ସଂପର୍କର ଭିନ୍ନ ଏକ କାହାଣୀ । ଗୋଟିଏ କାହାଣୀ ହେଉଛି, ରାଜ୍ୟ ପୋଲିସ ମୁଖ୍ୟାଳୟର, ଅନ୍ୟଟି ରାଜଭବନର ।

Bhubaneswar Aparatment Loot
ଅସୁରକ୍ଷିତ ରାଜଧାନୀ ଆପାର୍ଟମେଣ୍ଟ; ଲୁଟ୍‌ ପରେ ହେଉଛି ଲୁଟ୍‌, ପୋଲିସକୁ ଚାଲେଞ୍ଜ

ଆପାର୍ଟମେଣ୍ଟରେ ଲୁଟେରାଙ୍କ ଆତଙ୍କରାଜ୍...ଚୋରି କରୁଛନ୍ତି ନନଷ୍ଟପ୍...ବୁଲାଉଛନ୍ତି କଳାକନା, ନା ପୋଲିସକୁ ଖାତିର କରୁଛନ୍ତି ଆଉ ନା ସିସିଟିଭି ପ୍ରତି ପରବାୟ... ଦୁଇ ଦିନ ଭିତରେ ଲଗାତର ତିନି ତିନିଟି ଆପାର୍ଟମେଣ୍ଟରୁ ଚୋରି ।

Odisha Politics
ବିଜେଡି ଖେଳୁଛି ଭାବାବେଗ ରାଜନୀତି ! ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଖର୍ଚ୍ଚ ହେବ ୧୦୦ କୋଟି ଟଙ୍କା

ଭାଷା ସମ୍ମିଳନୀ ପାଇଁ ସରକାର ବିଜ୍ଞାପନ ଛାଇ ଦେଉଛନ୍ତି । ଜୋରଦାର ପ୍ରଚାର ପ୍ରସାର ହେଉଛି । ତେବେ ହଠାତ୍ କାହିଁକି ସରକାରଙ୍କ ଏହି ଭାଷା ପ୍ରୀତି ? ତାକୁ ନେଇ ସରକାରୀ ଦଳକୁ ଶାଣିତ ଆକ୍ରମଣ କରିଛନ୍ତି ବିରୋଧୀ ।

Budget 2024
ଆଶା-ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର; ବଜେଟ୍‌ରେ ବଡ଼ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ଭାରତରେ ପ୍ରାୟ ୨୦ ଲକ୍ଷ ଆଶା ଏବଂ ଅଙ୍ଗନବାଡ଼ି କର୍ମୀ ରହିଛନ୍ତି । ଅଙ୍ଗନବାଡି ଏବଂ ଆଶା କର୍ମୀମାନେ ଦୀର୍ଘ ଦିନ ଧରି ଦରମା ବୃଦ୍ଧି ପାଇଁ ଦାବି କରିଆସୁଛନ୍ତି...

Voluntary retirement
IPS ଅଧିକାରୀ ବି. ରାଧିକାଙ୍କୁ ମିଳିଲା ଅବସର ଅନୁମତି

୮୯ ବ୍ୟାଚ୍‌ର IPS ଅଧିକାରୀ ବି. ରାଧିକାଙ୍କୁ ଅବସର ଅନୁମତି ମିଳିଛି । ସ୍ୱେଚ୍ଛାକୃତ ଅବସର ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।

IIMC
IIMCକୁ ମିଳିଲା ଡିମ୍‌ଡି ୟୁନିଭର୍ସିଟି ମାନ୍ୟତା

IIMCର ୫ ଆଞ୍ଚଳିକ କ୍ୟାମ୍ପସ ମଧ୍ୟରେ ଢେଙ୍କାନାଳ ରହିଛି । IIMCରେ ଏଣିକି ଡିଗ୍ରୀ ଓ ପିଏଚ୍‌ଡି ପାଠ୍ୟକ୍ରମ ଉପଲବ୍ଧ ହେବ ।

Student death
କିଶୋରଙ୍କ ମଧ୍ୟରେ ବଢୁଛି ହିଂସ୍ର ମାନସିକତା ! +୩ ଛାତ୍ରକୁ ଛୁରୀ ଭୁସି ମାରିଦେଲା ନାବାଳକ

ମାଡ଼ ଖାଇଥିବା ନାବାଳକଙ୍କ ଏତଲା ପରେ ୪ ବାଳ ଅପରାଧୀଙ୍କୁ ସୁଧାର ଗୃହକୁ ପଠାଯାଇଥିଲା । ସୁଧାର ଗୃହରୁ ଫେରିବା ପରେ ପୁଣିଥରେ ୫ ଜଣଙ୍କ ମଧ୍ୟରେ ପିଟାପିଟି ହୋଇଥିଲା ।

hemant soren arrested
ସରିଲା ଲୁଚକାଳି ଖେଳ; ଗିରଫ ହେଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌

ଦଶମ ଥର ଲାଗି ଜାନୁଆରୀ ୨୯ କିମ୍ବା ୩୦ରେ ହାଜର ହେବାକୁ ଇଡି ହେମନ୍ତଙ୍କୁ ସୁଯୋଗ ଦେଇଥିଲା । ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ସମନ କରାଯାଇଛି ବୋଲି ସୋରେନ କହିଥିଲେ ।

Gyanvapi mosque
ଜ୍ଞାନବାପୀ ମାମଲା; ହିନ୍ଦୁପକ୍ଷଙ୍କୁ ମିଳିଲା ପୂଜାର୍ଚ୍ଚନା ଅନୁମତି, ହାଇକୋର୍ଟ ଯିବାକୁ ମୁସଲିମ୍ ପକ୍ଷଙ୍କ ସଜବାଜ

କୋର୍ଟଙ୍କ ଏହି ରାୟ ପରେ, ସାରା ବାରାଣସୀରେ ଖୁସିର ଲହରି । ହର ହର ମହାଦେବ ନାରାରେ ପ୍ରକଂପିତ ପରିବେଶ । ଆଉ କୋର୍ଟ ବାହାରର ଦୃଶ୍ୟ ଥିଲା କିଛି ଅଲଗା ।

Bride Raped
ବିବାହର ଗୋଟିଏ ଦିନ ପୂର୍ବରୁ କନ୍ୟାକୁ ଦୁଷ୍କର୍ମ; ବରଘର ଭାଙ୍ଗିଦେଲେ ବାହାଘର

ଯେଉଁ ଝିଅ ମୁଣ୍ଡରେ ନୂଆ ଓଢ଼ଣୀ ଦେଇ ସିନ୍ଦୂରକୁ ଅପେକ୍ଷା କରିଥିଲା... ସେ ହେଲା ଦୁଷ୍କର୍ମର ଶିକାର । ତା’ର ସବୁ କିଛି ଲୁଟ୍‌ ହୋଇଗଲା, ସିନ୍ଦୂର ନାଇବାର ଗୋଟିଏ ଦିନ ପୂର୍ବରୁ...

Odisha vigilance
ପୁଣି ବଢ଼ିଲା ପ୍ରଦୀପଙ୍କ ଅଡ଼ୁଆ; ଚାର୍ଜଫ୍ରେମ୍ ଦାଖଲ କଲା ଭିଜିଲାନ୍ସ

ପୂର୍ବରୁ ୨୦୨୩ ଏପ୍ରିଲ୍‌ ୨୨ ତାରିଖରେ ମଧ୍ୟ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଥିଲା । ସ୍ପେଶାଲ କୋର୍ଟ ଭିଜିଲାନ୍ସରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲାନ୍ସ ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।