ସହରର ମୁଖ୍ୟ ରାସ୍ତା ଦେଇ ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ ଛକ, ବେହେରାମାଲ ଛକ ଦେଇ ଉପଜିଲ୍ଲାପାଳ ଅଫିସରେ ପହଞ୍ଚିଥିଲା ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମୃତ ବ୍ୟକ୍ତିଙ୍କ ଶରୀର ନିକଟସ୍ଥ କ୍ଷେତରେ ପଡ଼ିଥିବା ପୋଲିସ କହିଛି । ମୃତକଙ୍କ ଭାଇଙ୍କ ଅଭିଯୋଗ ଅନୁସାରେ ପଡ଼ୋଶୀରେ ରହୁଥିବା ୮ଜଣ ବ୍ୟକ୍ତି ତାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ।
ଜଣେ ୫୭ ବର୍ଷୀୟ ବ୍ୟକ୍ତି ମୃତ୍ୟୁକୁ ଅତି ନିକଟରୁ ଦେଖିଛନ୍ତି । ସେ କହିଛନ୍ତି କି, ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ସ୍ୱର୍ଗ କିମ୍ୱା କେଉଁ ଅଲଗା ଦୁନିଆକୁ ସେ ଚାଲିଯାଇଥିଲେ ।
ବିଜୁ ବାବୁ ସେବା, ତ୍ୟାଗ ଏବଂ ଉତ୍କଳୀୟ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ।
ଅଳ୍ପ ସମୟରେ ଯାତ୍ରୀମାନେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ପାରୁଛନ୍ତି । ଭାରତୀୟ ରେଳବାଇ ପକ୍ଷରୁ ଅନେକ ହାଇ ସ୍ପିଡ୍ ଟ୍ରେନ୍ ମଧ୍ୟ ଚଳାଚଳ କଲାଣି ।
ଜେଲ ଯାଇ ଜାମିନରେ ଆସି ପରେ ପୁଣି ଆରମ୍ଭ କରିଥିଲା ଗୁଣ୍ଡାଗର୍ଦ୍ଦି । ଏପରିକି ନିଜ ଘରେ ଆସବାବପତ୍ର ଭାଙ୍ଗିବା ସହିତ ମାଡପିଟ ମଧ୍ୟ କରୁଥିଲା । ଶେଷରେ ପୁଅର ଅତ୍ୟାଚାରରେ ଅତିଷ୍ଠ ହୋଇ ଆଲୋକର ବାପା ଲକ୍ଷ୍ମୀକାନ୍ତ ଟାଉନଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ସମ୍ବଲପୁର ହିଂସା ଘଟଣାରେ ଆଉ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ୧୨ ତାରିଖରେ ହୋଇଥିବା ପଥରମାଡ଼ ପାଇଁ ୩ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୧୪ ତାରିଖରେ ଦୋକାନ ଭଙ୍ଗାରୁଜା ପାଇଁ ଆଉ ୩ଜଣଙ୍କୁ ଗିରଫ କରିଛି ପୋଲିସ ।
ସମ୍ବଲପୁର ଜିଲ୍ଲାରେ ଆଉ ୨ ଦିନ ସ୍କୁଲ ବନ୍ଦ ରହିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ଛୁଟି ଅବଧି ବଢାଇଛି ଜିଲ୍ଲା ପ୍ରଶାସନ ।
ରଥଯାତ୍ରା ପୂର୍ବରୁ ଏହାଶେଷ ପଇତାଲାଗି । ଚନ୍ଦନଯାତ୍ରା ପୂର୍ବରୁ ପ୍ରତିବର୍ଷ ପଇତାଲାଗି କରାଯାଇଥାଏ । ଏହି ନୀତି ଅତି ଗୁପ୍ତ ଭାବେ କରାଯାଇଥାଏ ।
ଭାରତରେ ପ୍ରତ୍ୟେକ ଦିନ ରଳରେ ପ୍ରାୟ ୨.୫୦ କୋଟି ଯାତ୍ରୀ ଯାତ୍ରା କରିଥା’ନ୍ତି । ସେହିପରି ରେଳ ଦ୍ୱାରା ୩୩ ଲକ୍ଷ ଟନ୍ ମାଲ୍ ମଧ୍ୟ ପରିବହନ ହୋଇଥାଏ ।
ବିଦେଶରେ ଆଇଟିଆଇ ବ୍ୟବସ୍ଥା ଓ ସେଠାରୁ ଅଧିକ ଜ୍ଞାନକୌଶଳ ହାସଲ ଲାଗି ରାଜ୍ୟର ୫ ଜଣ ଛାତ୍ରଛାତ୍ରୀଙ୍କୁ ଦୁବାଇ ପଠାଉଛି ଇପିକଲ ସଂସ୍ଥା । ରାଜ୍ୟ ବୈଷୟିକ ଓ ଦକ୍ଷତା ବିକାଶ ବିଭାଗ ପିଲାଙ୍କ ନା ମନୋନୀତ କରିଛି । ତେବେ ସେଇ ତାଲିକାରେ ମାଲକାନଗିରିର ବଣ୍ଡା ଛାତ୍ରୀ...
ନୂଆପଡ଼ାରେ ବାଘ ଆତଙ୍କ ଭିତରେ କାବୁ ହେଲା କଲରାପତରିଆ । ବନ ବିଭାଗ ଜାଲରେ ଧରାପଡ଼ିଲା ଶିକାରୀ ବାଘ । ନୂଆପଡ଼ା ଜିଲ୍ଲାର ତିନିଟି ରେଞ୍ଜ୍ ଅଞ୍ଚଳରେ ଲୋକଙ୍କ ନିଦ ହଜାଇ ଦେଇଥିଲା ବାଘ ଭୟ ।
ହାତକଡ଼ି ପଡ଼ିଥିବା ବେଳେ ପଏଣ୍ଟ ବ୍ଲାଙ୍କରୁ ଚାଲିଲା ଗୁଳି, ତଳେ ଲୋଟିଥିଲା ଉଭୟଙ୍କ ନିସ୍ତେଜ ରକ୍ତାକ୍ତ ଶରୀର । ଆଉ ଇଏ ଆଜିର ଦୃଶ୍ୟ। ଚାରିଆଡ଼େ ଟାଇଟ୍ ସିକ୍ୟୁରିଟି ।
ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବା ଆଜି ରାଜଘାଟ ଯାଇ କେଜ୍ରିୱାଲଙ୍କୁ ସଦବୁଦ୍ଧି ଦେବାକୁ ପ୍ରାର୍ଥନା କରିଥିଲେ । ଏହାପରେ ଦଳୀୟ କର୍ମକର୍ତ୍ତାଙ୍କ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ କେଜ୍ରିୱାଲଙ୍କୁ ଭ୍ରଷ୍ଟାଚାରୀ ବୋଲି କହିବା ସହ ମଦ ନୀତି...
ପୁଣି ଉଠିଲା ପିଏମ୍ ଆବାସ ବଣ୍ଟନରେ ଗଡ଼ବଡ଼ ପ୍ରସଙ୍ଗ । ଟଙ୍କା ନେଇ ବିଜେଡି ହିତାଧିକାରୀ ଚିହ୍ନଟ କରୁଥିବା ଅଭିଯୋଗ । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂ ବି ଝାଡ଼ିଲେ ଅସନ୍ତୋଷ ।
କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । ଆସନ୍ତା ୧୮, ୧୯ ଓ ୨୦ ତାରିଖରେ କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ...
କାଲି ଭଳି ଆଜି ବି ସକାଳେ ଓ ଅପରାହ୍ଣରେ ୨ ଘଣ୍ଟା ଲେଖାଏଁ କୋହଳ ହୋଇଥିଲା କଫ୍ୟୁ । ତା’ପରଠୁ କିନ୍ତୁ କଡ଼ା ପହରା । ଲକ୍ଷ୍ମୀ ଟକିଜ ଛକରୁ ଗେଇଟି ଟକିଜ ରୋଡ୍, ଗୋଲବଜାର ଛକରୁ ଭିଏସଏସ୍ ମାର୍ଗ ।
୧୬ ତାରିଖ ଅର୍ଥାତ୍ ଆଜି ଯାଏଁ ରାଜ୍ୟର ସବୁ ସ୍କୁଲଗୁଡ଼ିକ ଛୁଟି ରହିବା ନେଇ କୁହାଯାଇଥିଲା । ସ୍କୁଲ୍ ସମେତ ଅଙ୍ଗନବାଡ଼ି କେନ୍ଦ୍ର ବି ବନ୍ଦ ରହିଥିଲା ।
ଭେଟେରାନ ରୋହିତ ଶର୍ମା ଅର୍ଜୁନଙ୍କୁ କ୍ୟାପ୍ ପିନ୍ଧାଇ ମୁମ୍ବାଇ ଚୂଡାନ୍ତ ଏକାଦଶକୁ ସ୍ୱାଗତ କରିଥିଲେ । ବହୁ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପ ସହିତ ଅର୍ଜୁନ ଯୋଡ଼ି ହୋଇରହିଥିଲେ ମଧ୍ୟ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିନଥିଲା ।
ପ୍ରତ୍ୟେକ ରବିବାର ଦିନ ଟିଭିରେ ‘ରାମାୟଣ’ ପ୍ରସାରିତ ହେଉଥିଲା । ତାହାସହ ଦୂରଦର୍ଶନରେ ଅନେକ ମେଗା ଧାରାବାହିକ ପ୍ରସାରିତ ହେଉଥିଲେ ମଧ୍ୟ ‘ରାମାୟଣ’ ପ୍ରତି ଲୋକଙ୍କ ଅତୁଟ ଭଲପାଇବା ରହିଥିଲା । ଯାହା ଆଜି ଯାଏଁ ବଜାୟ ରହିଛି ।