• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Akshaya Tritiya Politic
ନେତା ପାଳିଲେ ଅକ୍ଷୟ ତୃତୀୟା; ହେଲେ ବିହନ ପାଇଁ ହନ୍ତସନ୍ତ ଚାଷୀ

ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟାରେ ବିଲକୁ ଯାଇ ଚାଷୀଙ୍କ ପାଇଁ ଦରଦ ଦେଖାଉଛନ୍ତି ନେତା । କାଳିଆ ଟଙ୍କା ବାଣ୍ଟି ବାହାବାହା ନେଉଛନ୍ତି ସରକାର । ହେଲେ ଚାଷୀଙ୍କ ସ୍ଥିତି କିନ୍ତୁ ଯାହାକୁ ସେଇଆ ।

new BJD office
ଗରିବ ରାଜ୍ୟରେ ଧନୀ ପାର୍ଟି ଅଫିସ୍ କାହଁକି ?

ଗରିବ ରାଜ୍ୟରେ ହୋଇଛି ଧନୀ ଦଳର ଧନୀ ପାର୍ଟି ଅଫିସ୍ । ବିଜେଡି ଦ୍ୱିତୀୟ ଆଂଚଳିକ ଧନୀ ଦଳ ହୋଇଥିବାବେଳେ ନବୀନ ହେଉଛନ୍ତି ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ । ଆଉ ସେଭଳି ଢାଂଚାରେ ତିଆରି ହୋଇଛି ଦଳର ମୁଖ୍ୟାଳୟ । ପୂରା କର୍ପୋରେଟ୍ ଅଫିସ୍ ଭଳି ହୋଇଛି ନୂଆ...

Unique Tunnel
ଦୁନିଆର ସବୁଠୁ ଲମ୍ୱା ଟନେଲ୍‌, ସୁନ୍ଦରତା କରେ ପଥିକଙ୍କୁ ଆକୃଷ୍ଟ; ଜାଣନ୍ତୁ ରହିଛି କେଉଁଠି ?

ଏହାର ଦୈର୍ଘ୍ୟ ପ୍ରାୟ ୩ କିଲୋମିଟର ରହିଛି । ଯାହାର ନାଁ ‘ଫିଲିଙ୍ଗ୍ସଡଲଷ୍ଟନଲେନ ଟନେଲ’ ବୋଲି ରଖାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଲୋଭାସ୍ତକନ୍ ପାହାଡ଼କୁ କଟାଯାଇ ଏହି ଟନେଲ୍‌କୁ ନିର୍ମାଣ କରାଯାଇଛି ।

Bhadrak News
ବଜ୍ରାଘାତରେ ଭାଙ୍ଗିଗଲା ମନ୍ଦିରର କିଛି ଅଂଶ

ବଜ୍ରାଘାତରେ ମନ୍ଦିରର ଵହୁ କ୍ଷତି ଘଟିଛି । ଏହି ମନ୍ଦିରର କିଛି ଅଂଶ ଭାଙ୍ଗି ଖସି ପଡିଥିବାବେଳେ କିଛି ଅଂଶ ଫାଟି ଯାଇଛି । ଯାହା ଏବେ ଚିନ୍ତାର ଵିଷୟ ପାଲଟିଛି ।

Sura Routroy
‘୧୧୦ କୋଟି ଟଙ୍କାର ଘର, କୌଣସି ଷ୍ଟାର ହୋଟେଲ ମଧ୍ୟ ଏମିତି ନଥିବ’

ଏଥିସହିତ ବିଧାୟକ ସୁରେଶ ରାଉତରାୟ ଏହି ପ୍ରସଙ୍ଗ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ସେ କହିଛନ୍ତି ଯେ, ‘ବର୍ତ୍ତମାନ ଯେଉଁଭଳି ରାଜ୍ୟରେ ସରକାର ଚାଲିଛି, କର୍ପୋରେଟରମାନେ ମନକୁ ପାଇସାଦେଇ ଚାଲିଯାଉଛନ୍ତି ।

fake certificate racket
ଫେକ୍ ସାର୍ଟିଫିକେଟ୍‌ ରାକେଟରେ ୟୁପି ବୋର୍ଡ କର୍ମଚାରୀଙ୍କ ହାତ !

ଉତ୍ତର ପ୍ରଦେଶ ସହ ଦିଲ୍ଲୀ ଏବଂ ପଞ୍ଜାବ ଯାଇଥିଲା କ୍ରାଇମବ୍ରାଞ୍ଚ ଟିମ୍‌ । ଉତ୍ତର ପ୍ରଦେଶ ଉଚ୍ଚମାଧ୍ୟମିକ ବୋର୍ଡକୁ ଯାଇ ଖୋଳତାଡ଼ କରିଥିଲା । ଏଠିକାର ଦଲାଲ ସହ ବୋର୍ଡରେ ଥିବା କିଛି କର୍ମଚାରୀଙ୍କ ଲିଙ୍କ୍ ଥିବା ଜଣାପଡ଼ଇଛି।

Abortion Pill
ଆମେରିକାରେ ଗର୍ଭପାତ ଔଷଧ ଉପରୁ ହଟିଲା ପ୍ରତିବନ୍ଧକ; ବ୍ୟବହାର କରିହେବ ଏହି ମେଡିସିନ୍‌

ପୂର୍ବରୁ ମଧ୍ୟ ଏହି ମେଡିସିନ୍‌ ଉପରେ ଆମେରିକାର ସୁପ୍ରିମ୍‌କୋର୍ଟ ଶୁଣାଣି କରିଥିଲେ । ମିଫେପ୍ରିଷ୍ଟୋନ ଟାବ୍ଳେଟ୍‌କୁ ନିଷେଧ କରିଥିଲେ ଆମେରିକା ସୁପ୍ରିମ୍‌କୋର୍ଟ । ପୂର୍ବରୁ ଏହି ଗର୍ଭପାତ ମେଡିସିନ୍‌କୁ ନେଇ ବିଚାର ଜାରି ରହିଥିଲା ।

Talcher Accident
ଟ୍ରକ୍‌ ଚାପାରେ ବାପ-ପୁଅ ମୃତ, ଭଣଜା ଗୁରୁତର

ମସଜିଦରୁ ନମାଜ ପାଠ କରି ସାରିବା ପରେ ବଜାରରୁ ସଉଦାପତ୍ର କିଣି ସେ ଗୋଡିବନ୍ଧ ସ୍ଥିତ ସୁନାଖଣି ନିଜ ଭଡାଘରକୁ ଫେରୁଥିଲେ କିନ୍ତୁ ଫେରିବା ବାଟରେ ତାଳଚେର ବାଙ୍କଧରା ଛକ ନିକଟରେ ଏକ କୋଇଲା ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା ।

Kisan vikas patra yojana
ଡାକଘରର ଏହି ସ୍କିମ୍‌ ଦେଉଛି ଅଧିକ ସୁଧ, ଏତିକି ମାସରେ ଟଙ୍କା ହୋଇଯିବ ଡବଲ୍

ଏହି ଯୋଜନାର ନାଁ ହେଉଛି ‘କିଷାନ ବିକାଶ ପତ୍ର’ ଯୋଜନା । ଏଥିରେ ଆପଣଙ୍କୁ ୭.୫ ପ୍ରତିଶତ ସୁଧ ମିଳିବ ।

Odia jawan Debashish Biswal
ଜନ୍ମମାଟିରେ ଜନସମୁଦ୍ର; ସହିଦ ଦେବାଶିଷଙ୍କ ପାଇଁ କାନ୍ଦବୋବାଳିରେ ଫାଟିପଡ଼ୁଛି ଖଣ୍ଡାୟତ ସାହି

ପଞ୍ଜାବର ୪ ସହିଦ କୁଲୱନ୍ତ ସିଂ, ହରକିଷନ ସିଂ, ସେବକ ସିଂ ଓ ମନଦୀପ ସିଂଙ୍କୁ ଶେଷ ଦର୍ଶନ କରୁଛନ୍ତି ହଜାର ହଜାର ଲୋକ । ପୂରା ପଞ୍ଜାବ ଏକପ୍ରକାର ଜନସମୁଦ୍ରରେ ପରିଣତ ହୋଇଛି ।

twitter blue tick
ବ୍ଳୁ-ଟିକ୍‌ ହଟିବା ପରେ ସଚିନ୍‌ କହିଲେ ‘ଏଇଟା ମୋର ବ୍ଳୁ-ଟିକ୍‌’

ପ୍ରଶଂସକଙ୍କ ଏହି ସୁନ୍ଦର ପ୍ରଶ୍ନର ଉତ୍ତର ନିଜେ କ୍ରିକେଟର କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ରଖିଛନ୍ତି । ସେ ତାଙ୍କ ଉତ୍ତରରେ ଏକ ସ୍ମାଇଲ୍‌ ପୋଜ୍‌ର ଫଟୋ ପୋଷ୍ଟ କରିବା ସହ ଏହା ‘ମୋ ବ୍ଲୁ-ଟିକ୍‌ର ଭେରିଫିକେସନ୍‌’ ବୋଲି କ୍ୟାପସନ୍‌ରେ ଲେଖିଛନ୍ତି ।

blue subscription
ଆପଣଙ୍କର ଟ୍ୱିଟର ଆକାଉଣ୍ଟ ଅଛି କି ? କେମିତି ପାଇବେ ବ୍ଳୁ-ଟିକ୍‌...ଜାଣନ୍ତୁ

ଟ୍ୱିଟର ଖୋଲିବା ପରେ ପ୍ରୋଫାଇଲ୍‌ ସେକ୍ସନରେ ଥିବା ବ୍ଳୁ-ଟିକ୍‌ ଉପରେ କ୍ଲିକ୍‌ କରନ୍ତୁ । ଏହାପରେ ଆପଣ ସବ୍ସକ୍ରିବସନ୍‌ ପ୍ଲାନ୍‌ରେ ଆପଣଙ୍କ ସୁବିଧା ମୁତାବକ ପ୍ଲାନ୍‌ ବାଛିପାରିବେ ।

Isaac newton
କେତେ ସତ ନିଉଟନ୍‌ଙ୍କ ଭବିଷ୍ୟବାଣୀ; ୨୦୬୦ରେ ଧ୍ୱଂସ ହେବ ପୃଥିବୀ !

ପ୍ରସିଦ୍ଧ ବୈଜ୍ଞାନିକ ଆଇଜାକ୍ ନିଉଟନ୍‌ଙ୍କ ଭବିଷ୍ୟବାଣୀ ଅନୁସାରେ ୨୦୬୦ରେ ବିଶ୍ୱ ଶେଷ ହୋଇଯିବ । ତେବେ ଆଇଜାକ୍ ନିଉଟନ୍‌ଙ୍କ ଏହି ଭବିଷ୍ୟବାଣୀ କେତେ ସତ ହେବ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ATIK
ପୋଲିସ କହୁଛି ଫେରାର; ହେଲେ ବାହାଘର ଆଟେଣ୍ଡ କରୁଛି ଅତିକ ସ୍ତ୍ରୀ

ଉମେଶ ପାଲଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରୁ ଶାଇସ୍ତା ପରଭିନ୍‌ ହେଉଛନ୍ତି ଅନ୍ୟତମ । ଯିଏକି ତାଙ୍କ ପୁଅଙ୍କ ସହ ବିଏସପି ବିଧାୟକ ରାଜୁ ପାଲଙ୍କ ହତ୍ୟାର ପ୍ରତ୍ୟକ୍ଷଦର୍ଶୀ ଥିଲେ ।

BDO
ପେଶାରେ ପ୍ରଶାସନିକ ଅଧିକାରୀ, କିନ୍ତୁ ନିଶାରେ ଚିତ୍ରଶିଳ୍ପୀ

କାନଭାସ ଉପରେ ମୟୂରପୁଚ୍ଛ ପ୍ରଛଦରେ ଚିତ୍ର ଆଙ୍କୁଥିବା ଚିତ୍ରକର ହେଉଛନ୍ତି ମୟୂରଭଞ୍ଜ ଉଦଳାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବଯାନୀ ଭୂୟାଁ । ବ୍ୟସ୍ତ ବହୁଳ ପ୍ରଶାସନିକ ଜୀବନଶୈଳୀରେ ଛନ୍ଦି ହୋଇ ମଧ୍ୟ ନିଜ ଚିତ୍ର ଆଙ୍କିବା ନିଶା ପାଇଁ ସମୟ ବାହାର କରି ସୃଷ୍ଟି କରିଛନ୍ତି ଏତେ ସବୁ...

US Teen Pronounced Dead
ଯୁବକଙ୍କ ମୃତ୍ୟୁ ହେଲା, ଡାକ୍ତର ବି ଘୋଷଣା କଲେ...କିନ୍ତୁ୨ ଘଣ୍ଟା ପରେ ଫେରିଲା ଜୀବନ !

ସୂଚନା ମୁତାବକ ଯୁବକ ଜଣକଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ତାଙ୍କୁ ପରିବାର ଲୋକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ କିଛି ଘଣ୍ଟାର ଚିକିତ୍ସା ପରେ ତାଙ୍କର ହାର୍ଟବିଟ୍‌ ବନ୍ଦ ହୋଇଯାଇଥିଲା ।

 school election
ସାଧାରଣ ନିର୍ବାଚନ ଢାଞ୍ଚାରେ ବିଦ୍ୟାଳୟରେ ହେଲା ନିର୍ବାଚନ; ନିର୍ବାଚିତ ହେଲେ ମୁଖ୍ୟମନ୍ତ୍ରୀ, ଗଠନ ହେଲା କ୍ୟାବିନେଟ୍‌

ସାଧାରଣ ନିର୍ବାଚନ ପରି ପ୍ରାର୍ଥୀ ଚୟନ ପାଇଁ ହେଉଥିବା ଏହି ନିର୍ବାଚନରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏଜେଣ୍ଟ ମାନଙ୍କ ସହ ପ୍ରିଜାଇଡିଙ୍ଗ ଏବଂ ପୁଲିଙ୍ଗ ଅଫିସରଙ୍କ ଦାୟିତ୍ୱ ତୁଲାଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ।

Saket court firing
କୋର୍ଟରେ ଯୁବତୀଙ୍କୁ ୪ ରାଉଣ୍ଡ ଗୁଳିମାଡ଼; ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି

ଏକ ଆର୍ଥିକ ବିବାଦ ନେଇ ଏକ ମାମଲାର ଶୁଣାଣି ପାଇଁ ମହିଳା ଜଣକ କୋର୍ଟକୁ ଆସିଥିଲେ । ଏହି ସମୟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ପୋଲିସ ସୂଚନା ଦେଇଛି ।

Marriage Tradition
ବିବାହ ସମୟରେ ବରକୁ ଓଲଟା ଟଙ୍ଗାଇ ଜୋତାରେ ମାଡ଼ !

ଏହି ମାଡ଼ କନ୍ୟା ଘର ପକ୍ଷରୁ ନୁହେଁ, ବରଂ ବରଘର ପକ୍ଷରୁ ମରାଯାଏ । ବାଡ଼ି ଓ ଜୋତାରେ ମାଡ଼ ମାରିଥାନ୍ତି ବରର ସମ୍ପର୍କୀୟ ଓ ପରିବାର ।

SBI reacts after FM Sitharaman's tweet
ପେନସନ୍‌ ପାଇଁ ବୃଦ୍ଧାଙ୍କ ସଂଘର୍ଷ; SBIକୁ ପ୍ରଶ୍ନକଲେ ସୀତାରମଣ

ନିକଟରେ ପେନସନ ଆଣିବା ପାଇଁ ଚୌକିକୁ ଆଶା ବାଡ଼ି ପରି ସାହାରାକରି କୋଷେ ବାଟ ପାଦରେ ଚାଲି ଚାଲି ଯାଇଥିଲେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡା ଗ୍ରାମର ସୂର୍ଯ୍ୟ ହରିଜନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ତାତିରେ ଖାଲିପାଦରେ ଧୀରେ ଧୀରେ ଆଗକୁ ବଢୁଥିଲେ ୭୦ ବର୍ଷୀୟ...

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।