ରତ୍ନଭଣ୍ଡାର, ଚାବି ଓ ରତ୍ନକୁ ନେଇ ପୁଣି ସରଗରମ ରାଜ୍ୟ ରାଜନୀତି । ଚାବି ହଜିବା ଘଟଣାରେ ସାଢ଼େ ୪ ବର୍ଷ ପରେ ବି କମିଶନଙ୍କ ରିପୋର୍ଟ ସାର୍ବଜନୀନ ନହେବା ଏବଂ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ ପରେ ଆକ୍ରମଣାତ୍ମକ ମୁଦ୍ରାରେ ବିରୋଧୀ ।...
କଂଗ୍ରେସ, କମିଟି ଆଉ କନ୍ଦଳ । ରାଜ୍ୟ କଂଗ୍ରେସର କମିଟି ଘୋଷଣା ହେବା ପରେ ବିଧାୟକ ଗୋଷ୍ଠୀ ଏହାକୁ ନେଇ ବିରୋଧ ଆରମ୍ଭ କଲେଣି । ବଡ ଟିମ୍ ଗଠନ ପରେ ବି ଦଳରେ କାହିଁକି ଅସନ୍ତୋଷ କମୁନି ତାକୁ ନେଇ ଚର୍ଚ୍ଚା ।
ଶେଷ ମୁହୂର୍ତ୍ତରେ ବିଦ୍ରୋହକୁ ପ୍ରଶମିତ କରିବା ପାଇଁ ବିଧାୟକଙ୍କୁ ଆଗୁଆ ଟିକଟ ଥୋପ । ସାଧାରଣ ନିର୍ବାଚନକୁ ଆହୁରି ବର୍ଷେ ଥିବାବେଳେ ଏବେଠୁ ବିଜେଡିରେ ଟିକଟ୍ ପାଇଁ ଗ୍ରୀନ୍ ସିଗନାଲ୍ ମିଳିଥିବା ଚର୍ଚ୍ଚା ହେଉଛି ।
ଆହତ ଦୁଇ ଜଣ ହେଲେ ସେହି ଗାଁର ପତିତ ନାୟକ ଏବଂ କାଳନ୍ଦୀ ନାୟକଙ୍କ ପୁଅ ଚନ୍ଦନ ନାୟକ । ପତିତଙ୍କ ବୟସ ୪୨ ବର୍ଷ ହୋଇଥିବାବେଳେ ଚନ୍ଦନଙ୍କ ବୟସ ୧୨ ବର୍ଷ ବୋଲି ଜଣାପଡ଼ିଛି l
ମୃତ ଛାତ୍ରୀଙ୍କ ନାଁ ଆଦ୍ୟାଶ୍ରୀ । ସେ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିଲେ । ତାଙ୍କ ବୟସ ୮ ବର୍ଷ ।
ମୋବାଇଲ୍ ଯୋଗୁଁ ପେଟ୍ରୋଲ୍ ପମ୍ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ମଧ୍ୟ ନଜିର ରହିଛି । ଆଉ ଏଥିପାଇଁ ପେଟ୍ରୋଲ ପମ୍ପରେ ମୋବାଇଲକୁ ବାରଣ କରାଯାଇଥାଏ ।
ଆପଣ ଜାଣନ୍ତିକି ? ଆଇନ ଅନୁସାରେ ଆପଣ, ଆପଣଙ୍କ ଘରେ କେତେ ସୁନା ରଖିପାରିବେ ? ଆସନ୍ତୁ ଜାଣିବା...
ରାୟଗଡ଼ା SP ବିବେକାନନ୍ଦ ଶର୍ମା ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ସିଆରପିଏଫ୍ କ୍ୟାମ୍ପ ଭିତରକୁ ଏବେ କାହାରିକୁ ଯିବାକୁ ଅନୁମତି ନଥିବାରୁ ସେଠାରୁ କାହାର ପ୍ରତିକ୍ରିୟା ମିଳିପାରି ନାହିଁ ।
ନିକଟରେ ଜଣେ ମହିଳା ଏପରି କରିଛନ୍ତି । ନିଜର ଦୁଇ ବର୍ଷର ପୁଅର ପ୍ରୋଟିନ୍ ଅଭାବକୁ ପୂରଣ କରିବା ପାଇଁ ପୋକ ଖାଇବାକୁ ଦେଉଛନ୍ତି । ଏଥିରେ ବହୁ ପରିମାଣର ପ୍ରୋଟିନ୍ ଥିବା ସେ ଦାବି କରିଛନ୍ତି ।
କଟକ ରିଂ ରୋଡ୍ ୬ ଲେନ୍ ବିଶିଷ୍ଟ କରିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଥିବାବେଳେ ଖାନନଗରଠାରୁ ଏହା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି ।
ଅନ୍ଲାଇନ୍ କ୍ଲାସ୍ ଦ୍ୱାରା ଘରେ ରହି ପିଲାମାନେ ଏବେ ପାଠ ପଢ଼ୁଛନ୍ତି । ଆଉ ଏଥିପାଇଁ ଇଣ୍ଟରନେଟ୍ର ଆବଶ୍ୟକତା ରହିଛି । କିଛି ଜରୁରୀ କାମ ପାଇଁ ଆପଣ ଇଣ୍ଟରନେଟ୍ ବ୍ୟବହାର ମଧ୍ୟ କରୁଥିବେ। ଆପଣଙ୍କ ଡାଟା ମଧ୍ୟ ଶୀଘ୍ର ସରିଯାଉଛି। ତେବେ ଆପଣଙ୍କ ସ୍ମାର୍ଟ ଫୋନ୍ରେ ଆପଣ...
ବର୍ତ୍ତମାନ ଅଣ୍ଡାକୁ ନେଇ ଏକ ବଡ଼ ସନ୍ଦେହ ସୃଷ୍ଟି ହେଲାଣି । ବଜାରରେ ବିକ୍ରି ହେଉଥିବା ଅଣ୍ଡା ନକଲି ନା ଅସଲି ବୋଲି ଭ୍ରମରେ ରହୁଛନ୍ତି ଗ୍ରାହକ । ଏପରି ସମୟରେ ଆପଣ ନକଲି ଅଣ୍ଡାକୁ କିପରି ଚିହ୍ନିପାରିବେ, ଜାଣନ୍ତୁ ।
ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କୁ ପ୍ରଥମେ ମାଡ଼ ମାରିବା ପରେ ଘଟଣା ଉଗ୍ରରୂପ ଧାରଣ କରୁଛି । ଅନ୍ୟ ମହିଳା ଜଣକ ମଧ୍ୟ ମହିଳାଙ୍କୁ ପ୍ରବଳ ମାଡ଼ ମାରୁଛନ୍ତି ।
ମନୋଜ ମୋଦୀଙ୍କୁ ମୁକେଶ ଅମ୍ବାନୀ ଏକ ବଡ଼ କୋଠା ଉପହାର ଦେଇଛନ୍ତି । ଯାହାକି ୨୨ ମହଲା ବିଶିଷ୍ଟ ହୋଇଥିବାବେଳେ ୧.୭ଲକ୍ଷ ବର୍ଗଫୁଟ ଏରିଆରେ ରହିଥିବା କୁହାଯାଉଛି ।
ସମସ୍ତ ପଦବୀ ପାଇଁ ଏପ୍ରିଲ ୧୯ ତାରିଖରୁ ଆବେଦନ ଆରମ୍ଭ ହୋଇସାରିଛି । ତେଣୁ ଏବେଠୁ ଆପଣ ଆବେଦନ କରିପାରିବେ ।
ଦ୍ୱିତୀୟ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିଲା । ଉଦୟର କେମିତି ମୃତ୍ୟୁ ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ । ଚିତା ପ୍ରୋଜେକ୍ଟ ଅଧୀନରେ ୨ଟି ପର୍ଯ୍ୟାୟରେ ନାମିବ୍ୟା ଓ ଦକ୍ଷିଣ ଆଫ୍ରିକାରୁ ୨୦ଟି ଚିତା ଅଣାଯାଇ କୁନୋରେ ଛଡ଼ାଯାଇଥିଲା ।
ୱାରିସ ପଞ୍ଜାବ ଦେ ପ୍ରତିଷ୍ଠାତା ତଥା ଅଭିନେତା ଦୀପ ସିଦ୍ଧୁଙ୍କ ଦେହାନ୍ତ ପରେ, ଦୁବାଇରେ ଟ୍ରକ୍ ଚଳାଉଥିବା ଅମ୍ରିତପାଲ ସିଂ ଭାରତ ଫେରି ନିଜକୁ ସେହି ସଂଗଠନର ମୁଖ୍ୟ ବୋଲି ଘୋଷଣା କରିଥିଲା । ଭିଣ୍ଡ୍ରନୱାଲେ ଭଳି ବେଶପୋଷାକ ପିନ୍ଧି ନିଜକୁ ଭିଣ୍ଡ୍ରନୱାଲେ 2.0 ବୋଲି ପ୍ରଚାର କରୁଥିଲା...
ପରିବହନ ବିଭାଗ ଜାରି କରିଛି ‘ଓଡ଼ିଶା ଅନ୍-ଡିମାଣ୍ଡ ଟ୍ରାନ୍ସପୋର୍ଟେସନ୍ ଟେକ୍ନୋଲୋଜି ଏଗ୍ରିଗେଟର୍ସ ଗାଇଡ୍ଲାଇନ୍ସ- ୨୦୨୩’ । ଦେଶର ଷଷ୍ଠ ରାଜ୍ୟ ଭାବେ ଏଭଳି ଗାଇଡଲାଇନ୍ ଆଣିଛି ଓଡ଼ିଶା । ବିଜ୍ଞପ୍ତି ଅନୁସାରେ, ଏକ ହଜାର ପର୍ଯ୍ୟନ୍ତ କ୍ୟାବ୍ ଓ ଦୁଇ ଚକିଆ ଗାଡ଼ି ଚଳାଚଳ ପାଇଁ ୧ ଲକ୍ଷ...
ମହିଳାମାନେ ଭଳିକି ଭଳି ଡିଜାଇନର ଗହଣା ଦେଖି ଖୁସି ହୋଇଛନ୍ତି । ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍ ସୁନା ୧୦ଗ୍ରାମ ପିଛା ୫୫ ହଜାର ୭୦ ଟଙ୍କା ଦର ଥିବାବେଳେ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ପିଛା ୬୧ ହଜାର ୪୧ଟଙ୍କା ରହିଛି ।
କେବଳ ଗଙ୍ଗା, ରଙ୍ଗା କି ହଳଧରଙ୍କ କାହାଣୀ ନୁହେଁ । ଏକମାଣିଆ ପଞ୍ଚାୟତର ୫୦ରୁ ଅଧିକ ବୃଦ୍ଧ ହିତାଧିକାରୀଙ୍କ ଅବସ୍ଥା ଏଭଳି । ଆକାଉଣ୍ଟକୁ ଆସିଥିବା ଭତ୍ତା ଟଙ୍କା ଉଠାଣ ପାଇଁ ମାସ ପୂରିଲେ ବିପଦଜନକ ଯାତ୍ରା କରିବାକୁ ପଡ଼େ ଏମାଣିଆ, ନଳପହି ଓ ଦକ୍ଷିଣଦିଆ ଲୋକଙ୍କୁ ।...