ସମଗ୍ର ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପହଞ୍ଚାଉଥିବା ବେତାର କାର୍ଯ୍ୟକ୍ରମ ମନ୍ କି ବାତ୍ର ଆଜି ପୂରଣ ହୋଇଛି ଶହେ ତମ ସଂସ୍କରଣ । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ଆଜିକୁ ଦୀର୍ଘ ୯ ବର୍ଷ ତଳେ ଏକ ମହତ ଲକ୍ଷ୍ୟ ନେଇ...
ଦେଶୀ ବିଦେଶୀ କୁକୁର ରଖିଥିବା ରାଜଧାନୀର ଲୋକେ ସାବଧାନ । କୁକୁର କାମୁଡିଲେ ମାଲିକ ଗଣିବେ ତଣ୍ଡ । ରାସ୍ତା, ପାର୍କ, ଜନବସତି ଅଞ୍ଚଳରେ ମଳ ତ୍ୟାଗ କରାଇଲେ ମଧ୍ୟ ତଣ୍ଡ ଗଣିବେ । ବିଏମସି ଆଣିଛି ଏପରି ନୂଆ ନିୟମ ।
ଭୁବନେଶ୍ୱରର ୬୭ଟି ଯାକ ୱାର୍ଡର ମ୍ୟାପ, ସୀମା, କେଉଁ ୱାର୍ଡରେ କେତେ ଲୋକ କାମ କରୁଛନ୍ତି, ତାର ତଥ୍ୟ ଦେବାକୁ ମଧ୍ୟ କୁହାଯାଇଛି । ଭୁବନେଶ୍ୱରର କେଉଁ ରୁଟରେ କେତେ ସିଟି ବସ୍ ଚାଲୁଛି, କେତେ ଲୋକ ପ୍ରତିଦିନ ଯିବା ଆସିବା କରୁଛନ୍ତି, କେଉଁଠି କେତେ ଷ୍ଟପେଜ ଅଛି,...
ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ । ସେହି ସମୟରେ ପୁଅ ଆର୍ତ୍ତତ୍ରାଣଙ୍କ ସ୍ୱାସ୍ଥ୍ୟ ଭଲ ଲାଗୁନି ବୋଲି ମେଡିକାଲର କିଛି କର୍ମଚାରୀଙ୍କୁ କହିଥିଲେ । ପରେ ପରେ ସେହିଠାରେ ହଠାତ୍ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।
ଯୋଜନା ନାଁକୁ ମାତ୍ର । ବ୍ଲକ୍ ଅଫିସ୍ କାର୍ଯ୍ୟାଳୟ ଗାଁରେ ମିଳୁନି ପିଇବା ପାଣି । ବାରମ୍ବାର ଗୁହାରି ପରେ ବି ଶୁଣୁନି ପ୍ରଶାସନ ।
ଏଥର କଂଗ୍ରେସ ପ୍ରତି ଲୋକଙ୍କ ସମର୍ଥନ ରହିଛି । ଭୋଟ୍ ନିଶ୍ଚୟ ମିଳିବ । କାହିଁକି ଦୀପାଳିଙ୍କୁ ଅନୁକମ୍ପା ଭୋଟ୍ ବେଶୀ ମିଳିବନି । ଶୁଣନ୍ତୁ ଏନେଇ କଣ କହୁଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ
ସ୍କୁଲକୁ ପାଠ ପଢିବାକୁ ଯାଇଥିଲେ, ଫେରିଥାଆନ୍ତେ ଧାଇଁ ଧାଇଁ । ହେଲେ ସେଦିନ ଏମିତି ଏକ ଘଟଣା ଘଟିଲା ଯେ ସେହିଦିନଠାରୁ ବିଛଣାରେ ଶୋଇଛି ଯେ ଶୋଇଛି...ଦୁଃଖ ଯେମିତି ୟାଙ୍କ ଭାଗ୍ୟରେ ଲେଖା
ରାସ୍ତା ପ୍ରଶସ୍ତିକରଣ ନାଁରେ ଭୟଙ୍କର ଦୁର୍ନୀତି । ୪୫୦ ବଦଳରେ କାଟିଦେଲେ ହଜାର ହଜାର ଗଛ । ବନ ବିଭାଗ କହୁଛି ପୂର୍ତ୍ତ ବିଭାଗର ଦୋଷ, ପୂର୍ତ୍ତ ବିଭାଗ କହୁଛି ସେ ବିଭାଗର ଦୋଷ
ଓଟିଭିରେ ଖବର ବାଜିଲା, ମଲା ଲୋକ ବଞ୍ଚିଲା । ୫ ମାସର ଭତ୍ତା ବି ପାଇଲା...ଜାଣନ୍ତୁ କଣ ଥିଲା ପୂରା ଘଟଣା
ଚାଉଳ ବଣ୍ଟନରେ ଭୟଙ୍କର ଅନିୟମିତତା । ଦୁର୍ନୀତିଖୋର ଡିଲରଙ୍କ ଲାଗି ହନ୍ତସନ୍ତ ଖାଉଟି...ରାଜ୍ୟପାଳଙ୍କ ପାଖରେ ହେଲା ଅଭିଯୋଗ ।
ସୌର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ପୁଟିନଙ୍କୁ ହତ୍ୟା କରିବା ପାଇଁ ଏହି ଡ୍ରୋନ ଏକ ମିଶନରେ ଥିଲା । ଏହି ଡ୍ରୋନରେ ୧୭ କିଲୋଗ୍ରାମ ବିସ୍ଫୋରକ ଭର୍ତ୍ତି କରାଯାଇଥିଲା ।
ଗତ ଗୁରୁବାର ଦିନ ସୁଧାମୂର୍ତ୍ତି ଏହା କହିଛନ୍ତି । ଅକ୍ଷତା ମୂର୍ତ୍ତି ବ୍ରିଟେନର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ରୁଷି ସୁନକଙ୍କୁ ୨୦୦୯ରେ ବିବାହ କରିଥିଲେ । ପ୍ରସିଦ୍ଧ ଟେକ୍ କମ୍ପାନୀ ଇନଫୋସିସର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଝିଅ ହେଉଛନ୍ତି ଅକ୍ଷତା ମୂର୍ତ୍ତି ।
SCO ୨୦୨୩ ଉପରେ ଭାରତ ଅଧ୍ୟକ୍ଷତା କରୁଛି । ଏହି ବୈଠକରେ ଚୀନ୍, କାଜାଖସ୍ତାନ, ରୁଷ, ତାଜିକିସ୍ତାନ ଏବଂ ଉଜବେକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀମାନେ ଅଂଶଗ୍ରହଣ କରିଛନ୍ତି ।
ଏହି ସମସ୍ତ ପଦବୀ ପାଇଁ ମହିଳା ଓ ଏସ୍ସି/ଏସ୍ଟି ପ୍ରାର୍ଥୀମାନଙ୍କ ପାଇଁ କୌଣସି ଆବେଦନ ଫି’ ରଖାଯାଇନାହିଁ ।
ଭୁବନେଶ୍ୱର ଷ୍ଟେସନରୁ ଯାତ୍ରାକରି ପୁରୀରେ ପହଞ୍ଚିଛି ବନ୍ଦେ ଭାରତ ଏକ୍ସପ୍ରେସ । ଆଜି ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ ହୋଇଛି ।
ପିଏମ୍ କିଷାନ ଯୋଜନା ପରି ପିଏମ୍ କିଷାନ ମାନଧନ ଯୋଜନାରେ ଗରିବ ଓ ମଧ୍ୟବିତ୍ତ କୃଷକଙ୍କୁ ଭାଲ ମିଳିପାରିବ । ହେଲେ ଏହି ଯୋଜନାରେ ସାମିଲ ହେବାକୁ ହେଲେ କିଛି ନିୟମ ରହିଛି ।
ଓଡିଶା ଲିଡରସିପ୍ ଆୱାର୍ଡ ୨୦୨୩ ଭୁବନେଶ୍ୱରରେ ପ୍ରଦାନ କରାଯାଇଛି । ୩୧ ତମ ଓଡ଼ିଶା ଲିଡରସିପ୍ ଆୱାର୍ଡରେ ମନ୍ତ୍ରୀ ପ୍ରଦୀପ ଅମାତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଦଳିତ ନିଷ୍ପେସିତଙ୍କୁ ନ୍ୟାୟ ଦେବାକୁ ହାତରେ ବନ୍ଧୁକ ଉଠାଇବାକୁ ଆହ୍ୱାନ ଦେଉଥିବା ଲାଲବାହିନୀରେ ପ୍ରକୃତରେ ଚାଲିଛି କ’ଣ ? ଯାହାର କିଛି ଆଭାସ ମିଳିଛି ନବରଙ୍ଗପୁର-ଛତିଶଗଡ଼ ସୀମାନ୍ତ ଏକ ମାଓ କ୍ୟାଂପରେ ନବରଙ୍ଗପୁର ପୋଲିସର ଚଢ଼ାଉ ବେଳେ । ଯେଉଁଠି ପୁଳାପୁଳା କଣ୍ଡୋମ୍, ପ୍ରେଗନାନସି ଟେଷ୍ଟ କିଟ୍ ଆଦି...
ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଅବହେଳିତ ଜୀବନ ଜୀଉଁଥିବା କେନ୍ଦ୍ରାପଡ଼ା ଏକମାଣିଆ ପଞ୍ଚାୟତବାସୀଙ୍କ ଦୁଃଖ ଦୂର ହେବ କେବେ, ତାହା ଭଗବାନଙ୍କୁ ହିଁ ଜଣା । ରାସ୍ତା ଖଣ୍ଡେ ନାହିଁ ବୋଲି ନୌଯାତ୍ରା କରି ଜୀବନକୁ ପାଣି ଛଡ଼ାଉଥିବା ଅଞ୍ଚଳବାସୀ ଆଜି ଆଉ ଜଣଙ୍କୁ ହରାଇବା ପରେ ବ୍ୟବସ୍ଥା...