• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Summer cyclone
ଆସୁଛି କି ଆଉ ଏକ ଖରାଦିନିଆ ବାତ୍ୟା ? ୬ରେ ଘୂର୍ଣ୍ଣିବଳୟ, ୪୮ ଘଣ୍ଟା ପରେ ଲଘୁଚାପ

ପାଣିପାଗ ବିଶେଷଜ୍ଞ କହିବା କଥା, ପ୍ରାକ୍ ମୌସୁମୀ ୠତୁରେ ବାତ୍ୟା ପାଇଁ ସାଧାରଣତଃ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥାଏ । ପ୍ରଭାବରେ ପୂର୍ବବର୍ଷ ଗୁଡ଼ିକରେ ଖରାଦିନିଆ ବାତ୍ୟା ଦେଖିଛନ୍ତି ଓଡ଼ିଶାବାସୀ । ୧୯୮୨ ମସିହା ଜୁନ୍ ମାସର ବାତ୍ୟା ପରେ ପରେ ୨୦୧୯ ମେ’ ୩ରେ ଫନି, ୨୦୨୦ରେ...

Utkal University
ନାକ୍ ଗ୍ରେଡେସନରେ କଟିଲା ଉତ୍କଳ ବିଶ୍ୱବିଦ୍ୟାଳୟ ନାକ; A+ରୁ Aକୁ ଖସିଲା ଗ୍ରେଡ୍

ନାକ୍ ଗ୍ରେଡେସନରେ କଟିଲା ଉତ୍କଳ ବିଶ୍ୱବିଦ୍ୟାଳୟର ନାକ । ୨୦୧୬ରେ ଥିଲା A+ , ୨୦୨୩ରେ ମିଳିଲା A ଗ୍ରେଡ୍ । ଉପରକୁ ଉଠିବା ବଦଳରେ ତଳକୁ ଖସିଛି ଉତ୍କଳ ବିଶ୍ୱବିଦ୍ୟାଳୟ ମାନ୍ୟତା । ନାକ୍ ପକ୍ଷରୁ ହୋଇଥିବା ସର୍ଭେରେ ଉତ୍କଳକୁ ମିଳିଛି ୩.୧୬ ସ୍କୋର । ଫଳରେ...

King Charles
ବ୍ରିଟେନ ରାଜ୍ୟାଭିଷେକ : ରାଣୀ କାମିଲାଙ୍କ ଭାରି ପସନ୍ଦ ଭାରତୀୟ ଡିଜାଇନରଙ୍କ ଡ୍ରେସ୍

ଆସନ୍ତା ମେ ୭ ତାରିଖରେ ବକିଙ୍ଗହମ୍ ପ୍ୟାଲେସରେ ଅନୁଷ୍ଠିତ ହେବାକୁ ଯାଉଛି କିଙ୍ଗ ଚାର୍ଲ୍ସଙ୍କ ରାଜ୍ୟାଭିଷେକ ସମାରୋହ । ଯେଉଁଥିରେ ପ୍ରିୟଙ୍କାଙ୍କ ହାତ ତିଆରି ଗୋଲାପ ଡ୍ରେସ ପିନ୍ଧିପାରନ୍ତି ରାଣୀ କାମିଲା । ଏମିତିକି କୁଇନଙ୍କ ପାର୍ଟିରେ ଯୋଗ ଦେବା ପାଇଁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ ବି ହୋଇଛି ।

Chhattisgarh Naxal attack
ଛତିଶଗଡ଼ରେ ମାଓ ହମଲା ପରେ ଓଡ଼ିଶାର ସବୁ ସୀମାନ୍ତ ଜିଲ୍ଲାରେ ହାଇଆଲର୍ଟ

ରାଜ୍ୟକୁ ୯୦ ପ୍ରତିଶତ ମାଓବାଦୀ ଛତିଶଗଡରୁ ହିଁ ଆସିଥା’ନ୍ତି । ତେଣୁ ଘଟଣା ପରେ ଛତିଶଗଡରୁ କିଭଳି ମାଓବାଦୀ ମାନେ ରାଜ୍ୟକୁ ନଆସିବେ ସେନେଇ ସମସ୍ତ ସୀମାନ୍ତ ଜିଲ୍ଲାକୁ ସିଲ କରି ଦିଆଯାଇଛି ।

 fake voice calls
ଜରୁରୀ ଅଛି, କିଛି ଟଙ୍କା ପଠାନ୍ତୁ...ଏମିତି ବି ଆସିପାରେ ଆପଣଙ୍କ ବନ୍ଧୁଙ୍କ ନକଲି ଭଏସ୍ କଲ୍, ତା’ପରେ...

ପ୍ରକୃତ କଲ୍ ଏବଂ AI ଦ୍ୱାରା ନିର୍ମିତ ନକଲି ଭଏସ୍ କଲ୍ ମଧ୍ୟରେ ପାର୍ଥକ୍ୟ ଜାଣିବା ଅସମ୍ଭବ । ସର୍ଭେ କରାଯାଇଥିବା ରିପୋର୍ଟ ଆଧାରରେ ଏହି ନକଲି ଭଏସ୍ କଲ୍ ଯୋଗୁଁ ୮୩ ପ୍ରତିଶତ ଭାରତୀୟ ଟଙ୍କା ହରାଇଛନ୍ତି ।

Ayodhya priest kills self on Facebook live
ଫେସବୁକ୍‌ରେ Live କଲେ ପୁରୋହିତ, ପୋଲିସକୁ ଦାୟୀ କରି ଝୁଲିପଡ଼ିଲେ...

ଜଣେ ମନ୍ଦିର ପୁରୋହିତ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ପୁରୋହିତଙ୍କ ନାଁ ରାମ ଶଙ୍କର ଦାସ । ତାଙ୍କ ବୟସ ୨୮ ବର୍ଷ ହୋଇଥିବାବେଳେ, ସେ ତାଙ୍କ ଆତ୍ମହତ୍ୟାର ଭିଡିଓ ଫେସବୁକରେ ଲାଇଭ୍‌ କରିଥିଲେ ।

Vande Bharat
ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ଼, ଭାଙ୍ଗିଲା ଝରକା କାଚ

ଏହି ଘଟଣାକୁ ନେଇ ରେଳବାଇ ପୋଲିସ ଏକ ମାମଲା ରୁଜୁ କରିଛି । ଟ୍ରେନ୍ ସୁରକ୍ଷାକୁ ଅଧିକ ମଜବୁତ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Point nemo
ରହସ୍ୟମୟ ପୃଥିବୀ; ଏମିତି ଏକ ସ୍ଥାନ କେହିବି ଜାଣିନଥିବେ !

ପୃଥିବୀରେ ଏମିତି ଏକ ଶୂନଶାନ ସ୍ଥାନ ରହିଛି ଯେଉଁ ସ୍ଥାନର ଚତୁଃପାର୍ଶ୍ୱରେ ପ୍ରଶାନ୍ତ ମହାସାଗର ଘେରି ରହିଛି । ଏହି ଜାଗାକୁ ପଏଣ୍ଟ ନିମୋ (Point Nemo) ବୋଲି କୁହାଯାଏ । ସବୁଠାରୁ ବଡ଼ କଥା ହେଉଛି, ଏହି ଜାଗାକୁ ବୈଜ୍ଞାନିକମାନେ ସନ୍ଧାନକରି ଏହାର ଠିକଣା ପାଇଥିଲେ ।...

KOTIA Issue
କୋଟିଆ ପାଇଁ ବଦଳୁଛି କି ଆନ୍ଧ୍ର ରଣନୀତି ? ନବୀନ ଆମ ବାପା ଭଳି କହିଲେ ଉପମୁଖ୍ୟମନ୍ତ୍ରୀ !

୩ ଦିନିଆ ସରକାରୀ ଯୋଜନାର ପ୍ରଚାରରେ ଡେପୁଟି ସିଏମ୍ । ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଖଡ୍ଗହସ୍ତ ଓଡ଼ିଶା ନେତା ।

world labour day
କେବେ ପାହିବ ଶ୍ରମିକଙ୍କ ଦୁଃଖର ରାତି ? ଚାଖଣ୍ଡେ ପେଟ ପାଇଁ ଚାଲିଛି ପ୍ରତି ମୁହୂର୍ତ୍ତରେ ସଂଘର୍ଷ

ଆଉ ଦାଦନର ଯନ୍ତ୍ରଣା କହିଲେ ନସରେ । ବଲାଙ୍ଗୀର ବେଲପଡ଼ା ବ୍ଲକ୍ ଡେବରୀପାଲି ଗାଁର ଲାଲବାହାଦୂର ନାଏକ । ନିଜ ଅଞ୍ଚଳରେ କାମ ନ ପାଇ ଆନ୍ଧ୍ର ବିଜୟନଗର ଇଟାଭାଟିରେ ଦାଦନ ଖଟିବାକୁ ଯାଇଥିଲେ । କାମ କରୁ କରୁ ଦୁର୍ଘଟଣାର ଶିକାର ହେଲେ । ମାଲିକ ମୁହଁ...

Divorce
ସମ୍ପର୍କ ସୁଧୁରିବାର ସମ୍ଭାବନା ନଥିଲେ, ଆଉ ୬ ମାସର ଅପେକ୍ଷା ନାହିଁ; ତୁରନ୍ତ ହେବ ଛାଡ଼ପତ୍ର

ଯଦି ଦମ୍ପତିଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ପୂରା ଭାଙ୍ଗି ଯାଇଛି, କୌଣସି ପ୍ରକାରରେ ତାକୁ ଆଉ ଯୋଡ଼ି ହେବନାହିଁ, ସେଭଳି କ୍ଷେତ୍ରରେ ପୂର୍ବଭଳି ଅତିକମରେ ୬ ମାସ ଅପେକ୍ଷା କରିବା ବାଧ୍ୟତାମୂଳକ ହେବନି । ସମ୍ବିଧାନର ଧାରା ୧୪୨ ଉପଯୋଗ କରି ବିଶେଷ ଅଧିକାର ବଳରେ ସୁପ୍ରିମକୋର୍ଟ ଛାଡ଼ପତ୍ର...

Odisha Politics, OBC Survey
୨୦ରେ ସରିବ ସର୍ଭେ, ୨୭ ଯାଏଁ ସ୍ପେସାଲ ଡ୍ରାଇଭ; ୫ ମାସରେ ଚୂଡ଼ାନ୍ତ ତାଲିକା

ନିର୍ବାଚନ ପୂର୍ବରୁ ପଛୁଆ ଭୋଟ୍ ହାତେଇବାର ଉଦ୍ୟମ । ରାଜ୍ୟରେ ଆରମ୍ଭ ହେଲା ଓବିସି ସର୍ଭେ । ଘର ଘର ବୁଲି ସର୍ଭେ କରିବାକୁ ଦାବି କରିଛି ବିଜେପି ।

Odisha Politics: Baijayanta Panda Rally For Jharsuguda Bypoll
‘ଝାରସୁଗୁଡ଼ାରୁ ଆରମ୍ଭ ହେଉ ପରିବର୍ତ୍ତନ, ବିଜେପି ସରକାର ଆସିଲେ ଦୁର୍ନୀତିଖୋର ଜେଲ୍‌ ଯିବେ’

ଉପ ନିର୍ବାଚନ ପାଇଁ ଜମୁଛି ଝାରସୁଗୁଡ଼ା ପ୍ରଚାର ମୈଦାନ । ଲଇକେରା ଓ କୋଲାବିରାରେ ବିଶାଳ ଜନସମାବେଶ ।

world labour day
କେବେ ପାହିବ ଶ୍ରମିକଙ୍କ ଦୁଃଖର ରାତି ? ଚାଖଣ୍ଡେ ପେଟ ପାଇଁ ଚାଲିଛି ପ୍ରତି ମୁହୂର୍ତ୍ତରେ ସଂଘର୍ଷ

ଆଉ ଦାଦନର ଯନ୍ତ୍ରଣା କହିଲେ ନସରେ । ବଲାଙ୍ଗୀର ବେଲପଡ଼ା ବ୍ଲକ୍ ଡେବରୀପାଲି ଗାଁର ଲାଲବାହାଦୂର ନାଏକ । ନିଜ ଅଞ୍ଚଳରେ କାମ ନ ପାଇ ଆନ୍ଧ୍ର ବିଜୟନଗର ଇଟାଭାଟିରେ ଦାଦନ ଖଟିବାକୁ ଯାଇଥିଲେ । କାମ କରୁ କରୁ ଦୁର୍ଘଟଣାର ଶିକାର ହେଲେ । ମାଲିକ ମୁହଁ...

Divorce
ସମ୍ପର୍କ ସୁଧୁରିବାର ସମ୍ଭାବନା ନଥିଲେ, ଆଉ ୬ ମାସର ଅପେକ୍ଷା ନାହିଁ; ତୁରନ୍ତ ହେବ ଛାଡ଼ପତ୍ର

ଯଦି ଦମ୍ପତିଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ପୂରା ଭାଙ୍ଗି ଯାଇଛି, କୌଣସି ପ୍ରକାରରେ ତାକୁ ଆଉ ଯୋଡ଼ି ହେବନାହିଁ, ସେଭଳି କ୍ଷେତ୍ରରେ ପୂର୍ବଭଳି ଅତିକମରେ ୬ ମାସ ଅପେକ୍ଷା କରିବା ବାଧ୍ୟତାମୂଳକ ହେବନି । ସମ୍ବିଧାନର ଧାରା ୧୪୨ ଉପଯୋଗ କରି ବିଶେଷ ଅଧିକାର ବଳରେ ସୁପ୍ରିମକୋର୍ଟ ଛାଡ଼ପତ୍ର...

Tree Man
ବୟସକୁ ଭୁଲାଇ ଦେଇଛି ବୃକ୍ଷରୋପଣ ନିଶା; ଇସ୍ପାତନଗରୀରେ ଆଣିଛନ୍ତି ସବୁଜିମାର ଜୁଆର

ରାସ୍ତା କଡ଼ ଫାଙ୍କା ସ୍ଥାନରେ ନିଜେ ଶାବଳରେ ଗାତ ଖୋଳି ଗଛ ଲଗାନ୍ତି, ଖତ ପାଣି ଦିଅନ୍ତି ଓ ବାଡ଼ ବି ଘେରାନ୍ତି । ଦିନେ ଗୋବିନ୍ଦ ଓ କୈଳାସ ଲଗାଇଥିବା ଚାରା ଆଜି ଶାଖା ପ୍ରଶାଖା ମେଲି ବିରାଟ ଦ୍ରୁମ ପାଲଟିଲାଣି । ହେଲେ ଟିକିଏବି ଉତୁରିନି...

Hospital Problem
ଅବ୍ୟବସ୍ଥାର ବିକଳ ଚିତ୍ର; ଆଟେଣ୍ଡାଣ୍ଟ ଦେଉଛନ୍ତି ଇଞ୍ଜେକ୍ସନ, ସୁଇପର ମାପୁଛନ୍ତି ବ୍ଲଡ୍ ପ୍ରେସର

ଖୋର୍ଦ୍ଧା ଡାଳତୋଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଛନ୍ତି, ହେଲେ ଫାର୍ମାସିଷ୍ଟ ଆସୁନାହାନ୍ତି । ଫଳରେ ତାଙ୍କ ସ୍ଥାନ ନେଇଛନ୍ତି, ଜଣେ ସୁଇପର । ଏମିତିକି ରୋଗୀଙ୍କ ରକ୍ତଚାପ ମାପିବା କାମକୁ ବି ରୀତିମତ ତୁଲାଇ ଦେଉଛନ୍ତି ଏହି ଚତୁର୍ଥ ଶ୍ରେଣୀ କର୍ମଚାରୀ ।

man ki baat
'ମନ କି ବାତ୍'ର ଶତକ ଅଧ୍ୟାୟ; ୪ଲକ୍ଷ ବୁଥରେ ବିଜେପିର ବ୍ୟାପକ ଆୟୋଜନ

ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ... ନେତାଙ୍କଠୁ ବୁଦ୍ଧିଜୀବୀ, ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି କମନମ୍ୟାନ୍... ଦିଗ-ବର୍ଗ ନିର୍ବିଶେଷରେ ସାରା ଦେଶ ଶୁଣିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍'ର ୧୦୦ତମ ଏପିସୋଡ୍ ।

Sambalpur violence
ତେଜୁଛି ବିବାଦ; ଚେତାଇଥିଲା ଗୁଇନ୍ଦା, କାହିଁକି ଚେତିଲାନି ଗୃହ ବିଭାଗ ?

ହନୁମାନ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ଘଟିପାରେ ଅଘଟଣ । ଆୟୋଜିତ ବାଇକ ଶୋଭାଯାତ୍ରାବେଳେ ଦେଖାଦେଇପାରେ ସାମ୍ପ୍ରଦାୟିକ ପରିସ୍ଥିତି । ୧୨ ତାରିଖ ରାଲି ପୂର୍ବରୁ ଏଭଳି ଠୋସ୍ ସୁରାଗ ପାଇଥିଲା ଗୁଇନ୍ଦା ବିଭାଗ । ଆଉ ୧୧ ତାରିଖରେ ହିଁ ଚିଠି ଲେଖି ସମ୍ବଲପୁର ଏସପିଙ୍କ ସହ ଗୃହ...

Bihar news
ମା’ ସୁଝିପାରିଲାନି ଋଣ; ୧୧ ବର୍ଷର ଝିଅକୁ ବାହାହୋଇଗଲା ୪୦ ବର୍ଷର ବ୍ୟକ୍ତି

ପୂର୍ବରୁ ବ୍ୟକ୍ତି ଜଣକ କହିଥିଲେ, ସେ ମହିଳାଙ୍କ ଝିଅକୁ ପାଠପଢ଼ାଇବେ । ତେଣୁ ସେ ତାଙ୍କୁ ଘରେ ରଖିଛନ୍ତି । ହେଲେ ଝିଅକୁ ପାଠ ପଢ଼ାଇବା ପରିବର୍ତ୍ତେ ତାଙ୍କୁ ବିବାହ କରିଥିଲେ । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।