• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

NIA
ଶହ ଶହ ISI ଏଜେଣ୍ଟଙ୍କ ସହ ଅଭିଜିତର ଲିଙ୍କ୍ !

ଶହେରୁ ଅଧିକ ଏଜେଣ୍ଟଙ୍କ ସହ ଲିଙ୍କରେ ଥିବା ସ୍ୱୀକାର କରିଛି ଅଭିଜିତ। ଏହି ସମସ୍ତ ଏଜେଣ୍ଟ ଗୁଜୁରାଟ, ରାଜସ୍ତାନ, ପଞ୍ଜାବ ଓ ଜାମ୍ମୁ କାଶ୍ମୀରରେ ସକ୍ରିୟ ଥିବା ସୂଚନା ମିଳିଛି । ପୁଣେରେ ଗିରଫ ପରେ କ୍ରାଇମବ୍ରାଞ୍ଚ STF ୪ ଦିନିଆ ରିମାଣ୍ଡରେ ଆଣିଥିଲା ଅଭିଜିତକୁ ।

Congress MLA Sura Routray inaugurates ‘incomplete’ flyover, draws criticism
ସରିନି ଫ୍ଲାଏ ଓଭର ବ୍ରିଜ୍‌ କାମ; ହେଲେ ଉଦ୍‌ଘାଟନ କରିଦେଲେ ସୁର

ଦୀପ-ଧୂପ ଜଳିଲା, ନଡିଆ ବି ବାଡା ହେଲା । ଉଦଘାଟିତ ହୋଇଗଲା ଜଟଣୀର ବହୁ ପ୍ରତୀକ୍ଷିତ ବ୍ରିଜ୍ । ସ୍ଥାନୀୟ ବିଧାୟକ ସୁର ରାଉତରାୟ ଦମ୍ଭରେ ଘୋଷଣା କରିଦେଲେ, ୭ ବର୍ଷର ଅପେକ୍ଷା ସରିଲା । ଏଣିକି ବର୍ଷା ହେଲେ ରେଲୱେର ଅଣ୍ଡରପାସ୍ ନୁହେଁ ବରଂ ଏହି ବ୍ରିଜ...

Magic rice
ବଜାରରେ ମିଳୁଛି ମ୍ୟାଜିକ୍‌ ଚାଉଳ; ମାତ୍ର ୩୦ ମିନିଟ୍‌ରେ ଥଣ୍ଡା ପାଣିରେ ହେବ ଭାତ !

ବଜାରରେ ଉପଲବ୍ଧ ହେଲାଣି ମ୍ୟାଜିକ୍‌ ଚାଉଳ । ଆପଣ ଚାଉଳକୁ ନେଇ ଅନେକ କଥା ଜାଣିଥିବେ । ବିଭିନ୍ନ ପ୍ରକାର ଚାଉଳରୁ ପ୍ରସ୍ତୁତ ହେଉଥିବା ଭାତ ମଧ୍ୟ ଖାଉଥିବେ ।

Odisha Govt
ପୂରଣ ହେବ ଶିକ୍ଷକ ପଦବୀ; ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର

ବିଜ୍ଞପ୍ତିରେ ପ୍ରକାଶ ପାଇଥିବା ଏହି ସବୁ ପଦବୀ ରାଜ୍ୟର ୧୦୬ଟି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ ରହିଛି । ୬୪୨ଟି ପୋଷ୍ଟ୍ ଗ୍ରାଜୁଏଟ୍ ଟିଚର (ପିଜିଟି) ପଦବୀ ପାଇଁ ରହିଥିବା ବେଳେ ୨୪ ଲାବୋରେଟୋରୀ ଆସିଷ୍ଟାଣ୍ଟ୍ ପଦବୀ ପୂରଣ ହେବା ନେଇ କୁହାଯାଇଛି ।

Odisha train tragedy
ଟ୍ରେନ୍ ଟ୍ରାଜେଡି: ପୁଣି ୪ ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ

ସମସ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା ପରେ ୪ ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି ସ୍ପେଶାଲ କୋର୍ଟ । ତେବେ ରିମାଣ୍ଡକୁ ବିରୋଧ କରିଛନ୍ତି ଅଭିଯୁକ୍ତମାନଙ୍କ ଓକିଲ ।

YouTuber
ପୂରା ଗାଁକୁ ୟୁଟ୍ୟୁବର ଦେଲେ ମୋମୋ ପାର୍ଟି

ପ୍ରାୟ ସମସ୍ତେ ଜାଣନ୍ତି ଜଣେ ୟୁଟ୍ୟୁବର ମାସକୁ ଲକ୍ଷ ଲକ୍ଷ ଟଙ୍କା ଇନ୍‌କମ୍‌ କରନ୍ତି । ଖାଲି ସେତିକି ନୁହେଁ, ନିଜର କଳା ଓ ପ୍ରତିଭା ଦ୍ୱାରା ଜଣେ ବ୍ୟକ୍ତି ଦେଶ-ଦୁନିଆରେ ପରିଚିତ ମଧ୍ୟ ହୋଇଥା’ନ୍ତି ।

Jagannath Temple in Uttarkashi
ଉତ୍ତରକାଶୀରେ ରହସ୍ୟମୟ ଜଗନ୍ନାଥ ମନ୍ଦିର; ସପ୍ତାହରେ ୩ ଦିନ ମହାପ୍ରଭୁ ପାଉଛନ୍ତି ପୂଜା

ଶ୍ରୀମନ୍ଦିର ବରିଷ୍ଠ ସେବକ ତଥା ଛତିଶାନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କ ଠାରୁ ଏହି ଜଗନ୍ନାଥ ମନ୍ଦିର ସମ୍ପର୍କରେ ଖବର ପାଇ ସେଠାକୁ ଯାଇଥିଲେ ଅଭିନେତା ସବ୍ୟସାଚୀ ଓ ଅର୍ଚ୍ଚିତା ।

 Puri Rath Jatra
ସରିଲା ଶ୍ରୀଜିଉଙ୍କ ରଥଯାତ୍ରା; ଏବେ ଭାଇରାଲ ହେଉଛି ରଥ ଉପରେ ଅଣ ସେବାୟତଙ୍କ ଭିଡିଓ

ରଥ ଉପରେ ଅଣସେବାୟତ ଶ୍ରୀଜିଉଙ୍କୁ ଅଲିଙ୍ଗନ କରି ବିଭିନ୍ନ ପୋଜରେ ଫଟୋ ଉଠାଉଥିବା ଦେଖିବାକୁ ମିଳୁଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Man kills wife
ପତ୍ନୀହନ୍ତା ସ୍ୱାମୀ; ସ୍ତ୍ରୀକୁ କୋଦାଳରେ ହାଣି ଅତି ନିର୍ମମ ଭାବେ କଲା ହତ୍ୟା !

ଘଟଣାସ୍ଥଳରୁ ହତ୍ୟାକାରୀ ସ୍ୱାମୀ ପୂର୍ଣ୍ଣ ପ୍ରଧାନ ଫେରାର ହୋଇଯାଇଛି । ଜହ୍ନ।ପଙ୍କ ଫାଣ୍ଡି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

Road Accident
ବାଇକ୍-କାର୍-ଅଟୋ ଧକ୍କା; ୧୦ ଆହତ

ବାଲିଆପାଳ ଅଞ୍ଚଳର ୨ ଜଣ ବ୍ୟକ୍ତି ରୋଗୀ ନେଇ କଟକ ଡାକ୍ତରଖାନାରୁ ଏକ କାର୍‌ ଯୋଗେ ଫେରୁଥିଲେ । ସେହି ସମୟରେ ପେଜଗଳା ବ୍ରିଜ ନିକଟରେ ବିପରୀତ ଦିଗର ବସ୍ତା ଷ୍ଟେସନକୁ ଯାତ୍ରୀ ନେଇ ଯାଉଥିବା ଏକ ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

Chandaka Police station
ଚନ୍ଦକା ଥାନାରେ CBIର ୫ ଜଣିଆ ଟିମ୍‌; ୩ ଅଭିଯୁକ୍ତଙ୍କୁ କରିବ ପଚରାଉଚରା

ଆଜି CBI ଟିମ୍‌ ଚନ୍ଦକା ଥାନାରେ ପହଞ୍ଚିଛି । ସୂଚନା ଅନୁସାରେ CBI ପକ୍ଷରୁ ୫ ଜଣିଆ ଟିମ୍‌ ଚନ୍ଦକା ଥାନାରେ ପହଞ୍ଚି ୩ ଅଭିଯୁକ୍ତଙ୍କୁ ପଚରାଉଚରା କରିବ ।

Mother Driving E Rickshaw With Holding Baby
ସେ ମା’... ଗୋଟିଏ ହାତରେ ଚଳାଉଛନ୍ତି ରିକ୍ସା, କୋଳରେ ରହିଛି କଅଁଳ ଶିଶୁ

ଭିଡିଓଟି ଯେତିକି ଦୁଃଖଭରା । ସେତିକି ହୃଦୟସ୍ପର୍ଶୀ । ଭିଡିଓରେ ଜଣେ ମା’ଙ୍କ ସାହସ ଓ ଧୈର୍ଯ୍ୟକୁ ସମସ୍ତେ ଭୁରିଭୁରି ପ୍ରଶଂସା କରିଥିବାବେଳେ ତାଙ୍କୁ ତାଙ୍କର କର୍ତ୍ତବ୍ୟକୁ ସାଲ୍ୟୁଟ୍‌ କରିଛନ୍ତି ।

Karnataka Assembly
ବିଧାନସଭାକୁ ପଶିଲେ, ବିଧାୟକଙ୍କ ଚେୟାରରେ ବସିଲେ; ପୋଲିସକୁ କହିଲେ, ମୁଁ ବିଧାୟକ

ବିଧାୟକଙ୍କ ଆସନରେ ବସିଥିବା ସମୟରେ ତାଙ୍କୁ ଏ ନେଇ ପଚରାଉଚରା କରାଯିବା ସହ ଗିରଫ କରିଛି ପୋଲିସ ।

CMC Meeting
ଘାରିଛି ଡେଙ୍ଗୁ ଭୟ; ସ୍ଥିତି ନେଇ ସିଏମସିର ପ୍ରାକ୍ ପ୍ରସ୍ତୁତି

ଲୋକମାନଙ୍କ ଘର ସହ ଆଖପାଖ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ କଟକ ବାସୀଙ୍କୁ ସଚେତନ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା ।

yellow warning
୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ; ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ

ଆଭ୍ୟନ୍ତରୀଣ ସହ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Delhi excise case:
ମନୀଷ ସିସୋଦିଆଙ୍କ ସମ୍ପତ୍ତି ଆଟାଚ୍‌

ସିସୋଦିଆଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ୫୨ କୋଟିର ସମ୍ପତ୍ତି ଆଟାଚ୍‌ କରିଛି ଇଡି ।

Bahanaga Train Crash
୫ ଦିନିଆ ରିମାଣ୍ଡରେ ଗଲେ ବାହାନଗା ଅଭିଯୁକ୍ତ

ସିବିଆଇ ପକ୍ଷରୁ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପ୍ରଥମେ ମେଡିକାଲ ଚେକ୍ ଅପ୍ କରାଯାଇଥିଲା । କଡ଼ା ସୁରକ୍ଷାରେ ଭୁବନେଶ୍ୱର ସିବିଆଇ ଅଫିସରୁ ୩ ଅଭିଯୁକ୍ତଙ୍କୁ କ୍ୟାପିଟାଲ ହସପିଟାଲ ଅଣାଯାଇଥିଲା ।

Plus 2 Admission
+୨ ନାମଲେଖା ଆରମ୍ଭ; ସାମସ ପୋର୍ଟାଲରେ ସମସ୍ୟାରୁ ଆଡମିଶନରେ ବାଧା

ଉପାନ୍ତ ଅଞ୍ଚଳରେ କଲେଜ ସଂଖ୍ୟା କମ୍ ଥିବାରୁ ଘର ପାଖ କଲେଜରେ ଆଡମିଶନ୍ ମିଳୁନି । ଫଳରେ କାହା ପାଠରେ ଡୋରି ବନ୍ଧା ହେବାକୁ ଯାଉଛି ତ ଆଉ କେଉଁ ଅଭିଭାବକ ଖର୍ଚ୍ଚାନ୍ତ ହୋଇ ଦୂର କଲେଜରେ ପିଲାଙ୍କ ନାମ ଲେଖାଉଛନ୍ତି ।

Odisha train tragedy
କଡ଼ା ସୁରକ୍ଷା ଭିତରେ କୋର୍ଟରେ ହାଜର ହେଲେ ବାହାନଗା ଅଭିଯୁକ୍ତ

ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ସେମାନଙ୍କୁ ହାଜର କରାଯାଇଛି ସିବିଆଇ । କଡ଼ା ସୁରକ୍ଷା ଭିତରେ ସିବିଆଇ ଅଫିସ୍‌ରୁ ୩ ଅଭିଯୁକ୍ତଙ୍କୁ ନିଆଯାଇ ପ୍ରଥମେ ସେମାନଙ୍କ ମେଡିକାଲ ଚେକ୍‌ଅପ କରାଯାଇଥିଲା ।

Orissa High Court
ସହମତିରେ ଶାରୀରିକ ସଂପର୍କ ଦୁଷ୍କର୍ମ ନୁହେଁ: ଓଡ଼ିଶା ହାଇକୋର୍ଟ

ଆବେଦନକାରୀ ମନୋରଞ୍ଜନ ଦାସଙ୍କର ଜଣେ ବିବାହିତା ମହିଳାଙ୍କ ସହ ବନ୍ଧୁତା ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ବିବାହର ପ୍ରତିଶ୍ରୁତି ଏବଂ ଶାରୀରିକ ସମ୍ପର୍କ ମଧ୍ୟ ସୃଷ୍ଟି ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ କୌଣସି କାରଣରୁ ମନୋରଞ୍ଜନ ଆଉ ବିବାହ କରିବାକୁ ରାଜି ନହେବାରୁ ସଂପୃକ୍ତ ମହିଳା...

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।