• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Panchang Today
Today Panchang 23 July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ଓ ଅଶୁଭ ସମୟ...

ସୌର କର୍କଟ ମାସ ଶ୍ରାବଣ (ମଳ) ଶୁକ୍ଲପକ୍ଷ । ଇଂରାଜୀରେ ୨୩ ତାରିଖ ରବିବାର । ଜାଣନ୍ତୁ ଆଜିର ଦିନରେ ଆପଣଙ୍କ ପାଇଁ କେଉଁ ସମୟ ଶୁଭ ରହିଛି ।

Fireman Vacancy in Government Sector 2023 The Fireman Jobs,
ଓଡ଼ିଶା ଅଗ୍ନିଶମରେ ଚାକିରି; ଜାଣନ୍ତୁ କେଉଁ ବିଭାଗରେ ରହିଛି କେତେ ପଦବୀ

ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଓଡିଶା ଅଗ୍ନିଶମ ସେବା ବିଭାଗର ବିଭିନ୍ନ ପାହ୍ୟାରେ ୨୬ଟି ନୂତନ ପଦବୀକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

Pakistani Canadian love story
LOVE ପାଇଁ କୁଛ୍‌ ବି କରେଗା; ପ୍ରେମିକ ଲାଗି ପାକିସ୍ତାନ ଚାଲିଗଲେ କାନାଡ଼ା ଝିଅ

ପାକିସ୍ତାନ ଗଣମାଧ୍ୟମ ସୂଚନା ଅନୁସାରେ ମୁକର୍ମ ପ୍ଲମ୍ବର ଭାବରେ କାମ କରନ୍ତି । ତାଙ୍କୁ ବିବାହ କରିବାକୁ କାନାଡର ଜଣେ ଯୁବତୀ ପାକିସ୍ତାନ ଯାଇଛନ୍ତି ।

Dead Body Bill-2023
ଆଉ ପଡ଼ିରହିବନି ଶବ; ମୃତଦେହ ରଖି ଧାରଣା ଦେଲେ ୨ ବର୍ଷ ଜେଲ୍‌

ରାଜସ୍ଥାନ ସରକାରଙ୍କ ପକ୍ଷରୁ ପାସ୍‌ କରାଯାଇଥିବା ଏହି ବିଲ୍‌ରେ ମୃତଦେହ ରଖି ଧାରଣା ଦେବାକୁ ବାରଣ କରାଯାଇଛି । ଏଥିରେ ଆହୁରି କୁହାଯାଇଛି କି, ଯେଉଁ ବ୍ୟକ୍ତିମାନେ କୌଣସି ଦାବି ପାଇଁ ମୃତଦେହ ରଖି ଧାରଣା ବା ବିକ୍ଷୋଭ ପ୍ରଦର୍ଶନ କରିବେ ସେମାନଙ୍କୁ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିପାରେ...

Jim Arrington, 90-year-old world's oldest bodybuilder
ବୟସ ସିନା ୯୦, ଆଜି ବି ଫିଟ୍‌; ଜାଣନ୍ତୁ କିଏ ବିଶ୍ୱର ବୟସ୍କ ବଡିବିଲ୍ଡର

ଦୈନନ୍ଦିନ ରୁଟିନ୍‌ରେ ରହିଛି ଜିମ୍‌ । ଏଥି ସହ ଡାଏଟ୍‌ ମଧ୍ୟ କରନ୍ତି ସେ । ବର୍ତ୍ତମାନ ଫିଟନେସ୍ ଉତ୍ସାହୀମାନଙ୍କ ପାଇଁ ପ୍ରକୃତ ପ୍ରେରଣା ପାଲଟିଛନ୍ତି ଅରିଙ୍ଗଟନ୍‌ ।

Body of theft accused who gave Cuttack cops a slip fished out from Mahanadi river
କଟକ କ୍ୟାଣ୍ଟନମେଣ୍ଟ ଥାନାରୁ ଚମ୍ପଟ ଯୁବକଙ୍କ ମୃତଦେହ ଉଦ୍ଧାର

ଅଗ୍ନିଶମ ବାହିନୀ ଦ୍ୱାରା ଯୋବ୍ରା ବ୍ୟାରେଜରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

UP Murder
ବୀଭତ୍ସ ହତ୍ୟା ! ବଚସା ପରେ ଭଉଣୀର ମୁଣ୍ଡ କାଟିଦେଲା ଭାଇ, ଥାନାରେ କଟାମୁଣ୍ଡ ଧରି ପହଞ୍ଚିଲା

ଭଉଣୀକୁ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ଥାନାରେ କଟାମୁଣ୍ଡ ଧରି ପହଞ୍ଚିଛି ଭାଇ । ୨୨ ବର୍ଷିୟ ଭାଇ ରିୟାଜ ୧୮ ବର୍ଷିୟ ଭଉଣୀ ଆଶିଫାକୁ ହତ୍ୟା କରିଛି । ଉଭୟଙ୍କ ମଧ୍ୟରେ କଛି କଥାକୁ ନେଇ ବଚସା ହେବା ପରେ ଏହି ହତ୍ୟାକାଣ୍ଡ ଘଟିଛି ।...

 Bullet 350
ବୁଲେଟ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର; ଦମ୍‌ଦାର ଲୁକ୍‌ରେ ଆସୁଛି Bullet 350

କମ୍ପାନୀ ପକ୍ଷରୁ Bullet 350କୁ ସଂପୂର୍ଣ୍ଣ ନୂଆ ଶୈଳୀରେ ବଜାରକୁ ଛଡ଼ାଯିବ ବୋଲି କୁହାଯାଇଛି । କମ୍ପାନୀ ଏହି ବୁଲେଟ୍‌କୁ ନେଇ ଏକ ଟିଜର ମଧ୍ୟ ପ୍ରକାଶ କରିଛି ।

Bhojpuri artiste raped
ବନ୍ଧୁତା ଆଳରେ ଡାକିଲେ...ହୋଟେଲକୁ ନେଇ ଅଭିନେତ୍ରୀଙ୍କୁ ଦୁଷ୍କର୍ମ

ଜଣେ ସାଧାରଣ ଝିଅ ନୁହେଁ, ବରଂ ଜଣେ ଅଭିନେତ୍ରୀଙ୍କ ସହ ଏପରି ଘଟଣା ଘଟିଥିବା ଖବର ସାମ୍‌ନାକୁ ଆସିଛି । ଯେଉଁଠି ତାଙ୍କ ସହ ଜଣେ ଯୁବକ ମିଠା ମିଠା କଥା କହି ବନ୍ଧୁତା ସ୍ଥାପନ କରି ତାଙ୍କୁ ଦୁଷ୍କର୍ମ କରିଛନ୍ତି ।

Scolded by mother, girl leaves home; family urges all to find her | Balasore
ଝିଅକୁ ନପାଇ ପାଗଳ ହେଲାଣି ବାପା...ଯାହାକୁ ଦେଖୁଛି ଖୋଜି ଦେବାକୁ ନେହୁରା ହେଉଛି

ମାଆ ଗାଳିଦେଲା ବୋଲି ଘରୁ କୁଆଡେ ପଳାଇଛି କୁନି ଝିଅ । ଖୋଜି ଖୋଜି ପାଗଳ ହେଲାଣି ବାପା...ଆଧାର, ଫଟୋ ଧରି ବୁଲୁଛି । ଯାହାକୁ ଦେଖୁଛି ତା’କୁ କହୁଛି ମୋ ଝିଅକୁ ଟିକେ ଖୋଜି ଦିଅ ।

Human market, Koraput, SpecialStory
ରାତି ପାହିଲେ ବସୁଛି ମଣିଷ ହାଟ, ବସିବାକୁ ଜାଗା ନାହିଁ କି...

ଏମାନେ ସମସ୍ତେ ମଜୁରୀ ଖଟିଲେ ପରିବାର ଚଳେ । ନଖଟିଲେ ଉପବାସରେ ଦିନ କଟେ । କାମ ଖୋଜିବାକୁ ସକାଳ ହେଲେ ଏଇ ଛକରେ ଆସି ଜାମ୍‌ କରନ୍ତି..କିନ୍ତୁ ବସିବାକୁ ଜାଗା ନାହିଁ କି ବ୍ୟବସ୍ଥା କିଛି ହୋଇନି ।

This Kendrapara school reels under scarcity of teachers and lack of infrastructure
ସ୍କୁଲରେ ଶିକ୍ଷକ ନାହାନ୍ତି...ବୋଲବମ୍‌ ଗଲେ ପିଲା ଧୁମ୍‌ ନାଚୁଛନ୍ତି

ବିଚିତ୍ର ଶିକ୍ଷା ବ୍ୟବସ୍ଥା । ୮ଟି ଶ୍ରେଣୀକୁ ମାତ୍ର ୨ ଜଣ ଶିକ୍ଷକ...ପୁଣି ଦୁଇଟି କ୍ଲାସ୍‌ରେ ବସି ପଢୁଛନ୍ତି ପୂରା ଶ୍ରେଣୀର ପିଲା । ପାଠ ପଢା ହେଉନଥିବାରୁ ବୋଲବମ୍‌ ଗଲେ ବି ପିଲାଏ କରୁଛନ୍ତି ଡ୍ୟାନ୍ସ ।

Son takes abandoned mother home in Odisha’s Chandbali
ଖବର ବାଜିବା ପରେ...ବୁଢୀ ମାଆକୁ ଘରକୁ ନେଲେ..ସେବାର ପ୍ରତିଶ୍ରୁତି ଦେଲେ

ଦିନେ ରାସ୍ତା କଡରେ ଭୋକଉପାସରେ ପଡିଥିଲା ବୁଢୀ ମାଆ । ଖାଇବାକୁ ମାଗୁଥିଲା, ଭୋଭୋ କାନ୍ଦୁଥିଲା । ଓଟିଭିରେ ଖବର ବାଜିବା ପରେ ଚେତିଲେ ପୁଅ-ବୋହୂ । ରାସ୍ତାରୁ ବୁଢୀ ମାଆକୁ ଘରକୁ ନେଲେ, ସେବା ଯତ୍ନ କରିବାର ପ୍ରତିଶ୍ରୁତି ଦେଲେ ।

Flooded Baitarani river raises concern among locals in Bhadrak
ଭଦ୍ରକବାସୀଙ୍କ ଲାଗି କଣ୍ଟିଘାଇ କାଳ...ବୈତରଣୀ ଉଛୁଳିଲେ ଘରେ ପଶୁଛି ପାଣି

କେବଳ ଦୁଇଟି ଏସକେପ୍‌ ପାଇଁ ବୁଡୁଛି ଭଦ୍ରକ । ଟିକିଏ ବଢି ଆସିଲେ ଘରେ ଘରେ ପଶୁଛି ପାଣି...ଖେଳୁଛି ସାପ । ବର୍ଷବର୍ଷ ଧରି ଦାବି କରିବା ପରେ ପ୍ରଶାସନ ସାଜିଛି ନିଦାବିଷ୍ଣୁ...ଲୋକେ କହୁଛନ୍ତି ଯାଜପୁରର ଉନ୍ନତି ହେଉଛି ହେଲେ ଆମର କିଛି ହେଉନି

Sandalwood smuggling goes rampant in Odisha’s Gajapati
ଅଧ ରାତିରେ ପଶୁଛନ୍ତି, ପୂରା ଜଙ୍ଗଲ ଖାଲି କରିଦେଉଛନ୍ତି

ଭୟଙ୍କର ଭାବରେ ମାତିଲେଣି ଚନ୍ଦନ ତସ୍କର । ବନସମିତି ଜଗିବା ପରେ ବି ଖାଲି କରିଦେଉଛନ୍ତି ଜଙ୍ଗଲ । ପ୍ରଶାସନ କହୁଛି କେବଳ ପାଟ୍ରୋଲିଂ ବଢିଯିବ, ଏପଟେ ଖାଲି ହେଉଛି ଜଙ୍ଗଲ

Balasore PDS scam: Dealer ‘embezzles’ 6 months rice quota
୬ ମାସ ହେଲାଣି ଲୋକଙ୍କୁ ଠକୁଥିଲେ...ଏବେ ସସ୍‌ପେଣ୍ଡ ହେଲେ

ଥରେ କି ଦୁଇଥର ନୁହେଁ ୬ ମାସ ହେଲାଣି ଠକୁଥିଲେ । ଲୋକେ ଚାଉଳ ମାଗୁଥିଲେ ଆସିନି ବୋଲି କହୁଥିଲେ..ବାରମ୍ବାର ଅଭିଯୋଗ ପରେ ଏବେ ଧରାପଡିଲେ ଠକ ଡିଲର ମନୋରଂଜନ । କାର୍ଯ୍ୟାନୁଷ୍ଠାନ ନେଲା ପ୍ରଶାସନ

Today Panchang
Today Panchang 21st July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରକୁ ଆଣନ୍ତୁ ଜିନିଷ

ସୌର କର୍କଟ ମାସ ଶ୍ରାବଣ (ମଳ) ଶୁକ୍ଲପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର । ଚନ୍ଦ୍ର- କର୍କଟ ଦିବା ୧୦.୫୫ ଗତେ ସିଂହ । ତିଥି- ୩ୟା ପ୍ରାତଃ ୦୬.୫୮ ଗତେ ୪ର୍ଥୀ ।

Hirakud flood water
ଆସନ୍ତା ୨୩ରେ ଖୋଲିବ ହୀରାକୁଦ

ବନ୍ୟାଜଳ ଛାଡ଼ିବା ନେଇ ଡ୍ୟାମ୍‌ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି । ଏଥିଯୋଗୁଁ ମହାନଦୀ ଓ ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବ ।

YouTube Monetization
କେମିତି ରୋଜଗାର ଦେବ ୟୁଟ୍ୟୁବ୍‌ ? ଜାଣିରଖନ୍ତୁ ଟିପ୍ସ...

୨ ବିଲିୟନରୁ ଅଧିକ ଉପଭୋକ୍ତା ୟୁଟ୍ୟୁବ୍‌ ଯୋଗୁଁ ଭଲ ରୋଜଗାର ପାଇଛନ୍ତି । ୟୁଜର୍ସମାନେ ସେମାନଙ୍କର ପ୍ରତିଭା ଏବଂ ପାରଦର୍ଶିତା ପ୍ରଦର୍ଶନ ପାଇଁ ଲୋକଙ୍କ ନିକଟରେ ପହଞ୍ଚି ପାରିଛନ୍ତି ।

How To Print Documents Directly From Your Android Smartphone Or Tablet
ପାଖରେ ଥିଲେ ସ୍ମାର୍ଟଫୋନ୍‌... ଡକ୍ୟୁମେଣ୍ଟ ପ୍ରିଣ୍ଟ୍‌ ପାଇଁ ନୋ ଟେନ୍‌ସନ୍‌ !

କମ୍ପ୍ୟୁଟର ହେଉ କି ଲାପ୍‌ଟପ୍‌ ସହ ପ୍ରିଣ୍ଟର କେବୁଲ୍ ଲଗାଇ ଡକ୍ୟୁମେଣ୍ଟର ପ୍ରିଣ୍ଟ କରିବାର ସମୟ ଶେଷ ହୋଇଛି । କାରଣ ଆହୁରି ଟେକ୍ନୋଲଜି ଆଗକୁ ବଢ଼ିଛି । ଏବେ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଇନ୍-ବିଲ୍ଟ ପ୍ରିଣ୍ଟିଙ୍ଗ୍ ସେବା ସହିତ ଆସୁଛି ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।