• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

PM Modi lands in Delhi
ଆମେରିକା ଓ ଇଜିପ୍ଟ ଗସ୍ତ ସାରି ଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ ମୋଦି

ପାଲମ ବିମାନ ବନ୍ଦରରେ ପହଞ୍ଚବା ପରେ ପ୍ରଧାନମନ୍ତ୍ରୀଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ମିନାକ୍ଷୀ ଲେଖି ଓ ଦଳର ବହୁ ନେତା ଓ ସାଂସଦ ସ୍ୱାଗତ କରିଥିଲେ ।

Odisha Politics
ଚରମ ସୀମାରେ ଦୁର୍ନୀତି, ମୁଖ୍ୟମନ୍ତ୍ରୀ ଧ୍ରୁତରାଷ୍ଟ୍ର: ଧର୍ମେନ୍ଦ୍ର

ମହାଜନସଂପର୍କ ଅଭିଯାନ ଅଧୀନରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗ ଦେଇ ଜଳସେଚନ, ଦାଦନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପିସି କାରବାର ଭଳି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରକୁ ଟାର୍ଗେଟ୍ କରିଛନ୍ତି ଧର୍ମେନ୍ଦ୍ର ।

jagannath temple
କଡ଼ା ସୁରକ୍ଷା ସତ୍ତ୍ୱେ ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ପରିସର ଭିଡିଓ

ବର୍ତ୍ତମାନ ନବ ଦିନାତ୍ମକ ଘୋଷଯାତ୍ରା ଚାଲିଥିବାବେଳେ ଖାଲି ଥିବା ଶ୍ରୀମନ୍ଦିର ପରିସରକୁଯାଇ ଭିଡିଓ ସୁଟ୍ କରିଥିବା ଅନୁମାନ କରାଯାଉଛି ।

GanjamRoadMishap
ସହାୟତା ରାଶି ଘୋଷଣା; ମୃତକଙ୍କ ପରିବାରକୁ ମିଳିବ ୩ ଲକ୍ଷ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସହାୟତା ରାଶି ଘୋଷଣା କରାଯାଇଥିବାବେଳେ ପ୍ରତି ମୃତକଙ୍କ ସଂପର୍କୀୟଙ୍କୁ ୩ ଲକ୍ଷ ଲେଖାଏଁ ସହାୟତା ଦିଆଯିବ ବୋଲି କୁହାଯାଇଛି ।

Ganjam Road Mishap
ଦିଗପହଣ୍ଡିରେ ଦୁଇ ବସ୍‌ ମୁହାଁମୁହିଁ ଧକ୍କା; ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି

ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଡାରି ଠାରୁ ଭୁବନେଶ୍ୱର ଯାଉଥିବା OSRTC ବସ ଓ ବ୍ରହ୍ମପୁରରୁ ଏକ ଭୋଜି ପାଇଁ ଆସି ଖଣ୍ଡଦେଉଳି ଫେରୁଥିବା ଘରୋଇ ବସ ମଧ୍ୟରେ ଏହି ମୁହାଁମୁହିଁ ଧକ୍କା...

Assam Floods
ଆସାମରେ ଜଟିଳ ହେଉଛି ବନ୍ୟା ସ୍ଥିତି; ଜଳବନ୍ଦୀ ଅବସ୍ଥାରେ ଲକ୍ଷ ଲକ୍ଷ ଲୋକ

ବକ୍ସା, ବାରପେଟା, ଦରଙ୍ଗ, ଧୂବ୍ରୀ, ଗୋଲପରା, କାମରୂପ, ଲକ୍ଷ୍ମୀପୁର, ନାଲବରି, ଉଦଲଗୁରୀ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ବନ୍ୟା ପରିସ୍ଥିତି ନେଇ ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

 Orange alert
ରାଜ୍ୟର ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ; ପ୍ରବଳରୁ ଅତି ପ୍ରବଳ ବର୍ଷିବ

ଆଗାମୀ ଦୁଇଦିନ ଯାଏଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଉତ୍ତର ଓଡିଶା-ଝାଡ଼ଖଣ୍ଡ ମଧ୍ୟ ଦେଇ ଗତିକରିବା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ganjam accident
ଦିଗପହଣ୍ଡିରେ ଭୟଙ୍କର ବସ୍‌ ଦୁର୍ଘଟଣା; ୧୦ ଜଣଙ୍କ ମୃତ୍ୟୁ

ଗୁଡ଼ାରି ଠାରୁ ଭୁବନେଶ୍ୱର ଯାଉଥିବା OSRTC ବସ ଓ ବ୍ରହ୍ମପୁରରୁ ଏକ ଭୋଜି ପାଇଁ ଆସି ଖଣ୍ଡଦେଉଳି ଫେରୁଥିବା ଘରୋଇ ବସ ମଧ୍ୟରେ ଏହି ମୁହାଁମୁହିଁ ଧକ୍କା ହୋଇଛି ।

Odisha to witness heavy to very heavy rainfall for next 4 days: IMD
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୩ ଜିଲ୍ଲାରେ ପ୍ରବଳ ବର୍ଷିବ !

ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସେପଟେ ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ଟ୍ୱିନ୍‌ ସିଟିରେ ବର୍ଷା ଲାଗି ରହିବ।

Cyber Crime
ବିଶ୍ୱାସର ଫାଇଦା ନେବାକୁ ଆର୍ମି ନାଁରେ ଲୁଟ୍‌ !

ଘର ଖୋଜୁଥିଲେ....ସାଇବର ଲୁଟେରାଙ୍କ ହାବୁଡରେ ପଡିଗଲେ । ପୁଣି ଠକେଇ ହେଲା ଆର୍ମି ନାଁରେ । ଦେଖନ୍ତୁ କଣ ଥିଲା ପୂରା ଷ୍ଟୋରୀ ?

Balabhadra’s chariot in Puri
ନେତା ଛୁଇଁଲେ ବୋଲି ରଥ ରହିଗଲା !

ଏଇଟା ବିରଳ ଦୃଶ୍ୟ । ଆଲୋ ଆଲୋ...ଇଏ କଣ ? ନେତା ଧରୁ ଧରୁ ରଥ ରହିଗଲା ଯେ ? ମଲା ଆଉ କଣ ସେ ପାୱାର ଅଛି ଯେ ଧରୁ ଧରୁ ସବୁ ଘିଡିଘିଡି ହୋଇ ଗଡିବ ।

Unused building turns safe haven for anti-socials in Odisha’s Khariar
ମଦୁଆଙ୍କ ଲାଗି କୋଠା ଘର ତିଆରି କଲେ ସରକାର !

ମାତ୍ର ବର୍ଷେ ଭିତରେ କାମ ସରିଲା...୭୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଲା । ହେଲେ ଶେଷରେ ଅଫିସ୍ ନୁହେଁ ବରଂ ମଦୁଆଙ୍କର ହେଲା ଆଡ୍ଡାସ୍ଥଳ । ବିଧାୟକଙ୍କ ହସ୍ତକ୍ଷେପ ପରେ ବି କର୍ଣ୍ଣପାତ କରୁନି ପ୍ରଶାସନ ।

mango farming
ବାଡିରେ ଫଳିଛି ନିଆରା ଆମ୍ବ: କିଲୋ ପିଛା ଦାମ୍‌ ୨ ଲକ୍ଷ

ୟୁଟ୍ୟୁବ୍‌ ଦେଖି ବାଡିରେ ଲଗାଇଲେ ଭିନ୍ନ କିସମର ଆମ୍ବ ଗଛ । ପ୍ରବଳ ମାତ୍ରାରେ ଫଳୁଛି ଫଳ...କିଲୋ ପିଛା ପୁଣି ଦାମ୍‌ ରହିଛି ୨ ଲକ୍ଷରୁ ଅଧିକ ।

Villagers set 'encroached' house on fire in Odisha’s Athagarh
ଜବରଦଖଲରେ ରହିଲେ ବୋଲି ଘରେ ନିଆଁ ଲଗାଇଦେଲେ !

ଭୟଙ୍କର ସ୍ଥିତି । ସରକାରୀ ଜାଗାରେ ଘର କରି ରହୁଥିଲେ ଗରିବ ଖଟିଖିଆ ଲୋକେ...ଘର ଛାଡି ଯିବାକୁ କହୁଥିଲେ ଗାଁ ଲୋକେ । ସେମାନେ ନଯିବାରୁ ଦିନଦ୍ୱିପ୍ରହରେ ଘରେ ଲଗାଇ ଦେଲେ ନିଆଁ । ଏମିତି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କ୍ଷତିଗ୍ରସ୍ତ ।

Unclaimed vehicles
ଥାନାରେ ଖତ ଖାଉଛି ହଜାର ହଜାର ଗାଡ଼ି: ଦାବିଦାର କିନ୍ତୁ କେହି ନାହାନ୍ତି

ଥାନାରେ ରହିଛି ହଜାର ହଜାର ଗାଡି । ଧୂଳି ମାଡିଗଲାଣି...ଅଧା ଗାଡିରେ ପାର୍ଟ୍ସ ବି ନାହିଁ । ମାମଲା ରୁଜୁ କରି ଦେଇ ବସୁଛି ପୋଲିସ୍‌ । ସ୍ଥିତି ଏମିତି ହେଲାଣି ଯେ ଜବତ ଗାଡିକୁ ଥାନାରେ ରଖିବାକୁ ଆଉ ଜାଗା ନାହିଁ

Panchang
Panchang Today 25th June 2023: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ ମୁହୂର୍ତ୍ତ କରନ୍ତୁ ଗୃହଶାନ୍ତି ପୂଜା

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ରବିବାର । ଯଦି ଆପଣ ଆଜିର ଦିନରେ କିଛି ଶୁଭ କାର୍ଯ୍ୟ କରିବାକୁ ଯାଉଛନ୍ତି, ତେବେ ଜାଣିନିଅନ୍ତୁ ଶୁଭ-ଅଶୁଭ ସମୟ ।

weather update
ମୌସୁମୀ ପ୍ରଭାବରେ ରାଜ୍ୟରେ ଲାଗିରହିଛି ବର୍ଷା; କିଛି ଘଣ୍ଟାରେ ଲଘୁଚାପ !

ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ୭ ଦଶମିକ ୬ କିମି ଉଚ୍ଚତା ଯାଏଁ ବାୟୁମଣ୍ଡଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ ହେବ।

 Indian Railway
ରେଳବାଇର ନିର୍ଦ୍ଦେଶ; ସାଧାରଣ ବଗିର ଯାତ୍ରୀଙ୍କୁ ମିଳିବ ଏହି ସବୁ ସୁବିଧା

ଯଦି ଆପଣ ସାଧାରଣ ବଗିରେ କୌଣସି ସ୍ଥାନକୁ ଯାଉଥା’ନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି । କାରଣ ଭାରତୀୟ ରେଳ ପକ୍ଷରୁ ସାଧାରଣ ବଗିରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ କିଛି ଘୋଷଣା କରାଯାଇଛି ।

Ramamurthy Gomanga
ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ

ପତ୍ନୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାମମୂର୍ତ୍ତି । ୧୧ ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜ୍ ଆଧାରରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଭୁବନେଶ୍ୱର ସ୍ପେଶାଲ କୋର୍ଟ ।

Ratha Jatra 2023
ଆଡ଼ପ ମଣ୍ଡପରେ ନବମୀ ସଂଧ୍ୟା ଦର୍ଶନ ୫ଟାରୁ ବନ୍ଦ

ଆସନ୍ତା ୨୭ତାରିଖରେ ହେବାକୁ ଥିବା ନବମୀ ସଂଧ୍ୟା ଦର୍ଶନ ୫ଟାରୁ ବନ୍ଦ ହେବ । ୨୭ ତାରିଖ ସକାଳ ୭ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ନବମୀ ଦର୍ଶନ ପାଇଁ ସ୍ଥିର ହୋଇଛି ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।