• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

ACF
ACF ସୌମ୍ୟରଂଜନ ମୃତ୍ୟୁ ମାମଲା; ଗିରଫ ହେବେ କି ପତ୍ନୀ ବିଦ୍ୟାଭାରତୀ ଓ ପୂର୍ବ DFO ?

ସମସ୍ତଙ୍କ ବିରୋଧରେ NBW ଜାରି କଲେ ପାରଳାଖେମୁଣ୍ଡି କୋର୍ଟ । ସୌମ୍ୟଙ୍କ ପରିବାର କହିଲେ, ଆମକୁ କୋର୍ଟରୁ ହିଁ ନ୍ୟାୟ ମିଳିବ ।

Vegetable Price Hike
ପରିବା ଦର ଶୁଣିଲେ ମୁଣ୍ଡ ଝାଇଁ ମାରିଯାଉଛି ! ଯାହା କିଣିବ ୮୦ ଉପରେ...

ପରିବା ବଜାରରେ ସଙ୍ଗୀନ ପରିସ୍ଥିତି । ଚିନ୍ତା ବଢ଼ାଉଛି ହୁ ହୁ ବଢ଼ିଚାଲିଥିବା ପରିବା ଦର ।

Govt Land Fraud
ସରକାରୀ ଜମି ଜାଲିଆତି କରି ତିଆରି ହେଉଛି ଅଟ୍ଟାଳିକା

କେନାଲକୁ ପୋତି ତାହା ଉପରେ କୋଠା ତିଆରି କରାଯାଉଛି। ରାତାରାତି ବଦଳି ଯାଉଛି ଜମିର କିସମ। ଚାଷୀ ବାରମ୍ବାର ଅଭିଯୋଗ କଲାପରେ ବି ଶୁଣୁନି ପ୍ରଶାସନ।

Lord Jagannath's artist is now fighting for survival
କାଳିଆର ସେବକକୁ ଏବେ ଘାରିଛି ପେଟ ଚିନ୍ତା

ଯେଉଁ ହାତ ପ୍ରଭୁ ଜଗନ୍ନାଥଙ୍କ ବସ୍ତ୍ର ପରିବର୍ତ୍ତନ କରୁଥିଲା ଏବଂ ନବଯୌବନ ବେଳେ ଚିତ୍ର ଅଙ୍କୁଥିଲା ସେହି ଚିତ୍ରକରଙ୍କୁ ଘାରିଛି ଭୋକର ଚିନ୍ତା। ପୁଅର ଅକସ୍ମାତ ବିୟୋଗ ପରେ ପରିଣତି ବୟସରେ ମୁଣ୍ଡ ଉପରେ ଏବେ ପରିବାର ବୋଝ। ହେଲେ ମୃତ୍ୟୁ ପୂର୍ବେ ଦୁଇ ନାତୁଣୀଙ୍କ ଭବିଷ୍ୟତ ଗଢିବାକୁ...

News Fuse
ରଥଯାତ୍ରାରେ ଆଇଟମ୍ ଡ୍ୟାନ୍ସ, ନର୍ତ୍ତକୀ ଉପରେ ନନା ଫିଙ୍ଗିଲେ କଦଳୀ

କାଳିଆ ଠାକୁରଙ୍କ ରଙ୍ଗିଲା ଭକ୍ତ । ରଥଯାତ୍ରାରେ ହେଲା ଆଇଟମ୍ ନାଚ। ଟାର୍ଗେଟ୍ ଦେଖି ନନା ଫିଙ୍କିଲେ କଦଳୀ ଭୋଗ।

Where people trust quacks more than doctors!
ଏଠି ଡାକ୍ତର ଅପେକ୍ଷା ଅଧିକ ବିଶ୍ୱାସୀ ଦିସାରୀ

ଝଡାଫୁଙ୍କାରେ ଚାଲିଛି ହାଡ ଭଙ୍ଗା ଚିକିତ୍ସା । ଡାକ୍ତର ବଦଳରେ ଦିସାରୀକୁ ଲୋକେ କରୁଛନ୍ତି ଅଧିକ ଭରସା ।

Bahanaga Train Tragedy
୨୯ ଦିନ ହେଲା ନା ପତ୍ତା ମିଳୁଛି ନା ଶବ ମିଳୁଛି

ହସ୍ପିଟାଲରେ ପଚୁଛି ଶବ, ନିଜ ଲୋକଙ୍କୁ ପାଉନାହାନ୍ତି ପରିବାର । ୨୯ ଦିନ ପରେ ବାହାନଗା ଟ୍ରେନ ଟ୍ରାଜେଡିର ଆଉ ୨୯ ମୃତକଙ୍କ ପରିଚୟ ମିଳିଛି । କିନ୍ତୁ ଏବେ ବି ଅନେକ ଲୋକ ନିଜ ନିଜ ସମ୍ପର୍କୀୟଙ୍କୁ ହସ୍ପିଟାଲରେ ଖୋଜୁଛନ୍ତି।

World's 1st Flying Car Certified By US
ମିଳିଲା ସରକାରଙ୍କ ଅନୁମତି; ଏହି ଦେଶରେ ଏବେ ଉଡ଼ିବ କାର୍‌ !

ଆଲେଫ୍ ଏରୋନେଟିକ୍ସର ଫ୍ଲାଇଙ୍ଗ୍ କାର୍‌କୁ ଆକାଶରେ ଉଡ଼ିବା ନେଇ ଅନୁମତି ମିଳିଛି । ସରକାରଙ୍କ ପକ୍ଷରୁ ଉଡ଼ାଣ ପାଇଁ ଆଲେଫ୍ ଏରୋନେଟିକ୍ସର ଫ୍ଲାଇଙ୍ଗ୍ କାର୍‌କୁ ଆଇନଗତ ଅନୁମୋଦନ ଦିଆଯାଇଛି ।

Fishermen catch huge fish weighing around 30 kilos from river
ନଦୀରେ ବନ୍ଧା ହୋଇ ରହିଛି ଏତେ ବଡ଼ ମାଛ, ନା ବିକ୍ରି କରି ହେଉଛି ନା ଘରେ ରଖି ହେଉଛି...

ବୈତରଣୀ ନଦୀରେ ମତ୍ସଜୀବୀଙ୍କ ଜାଲରେ ପଡିଛି ବିରାଟ କାୟ ‘କଳା ସାରାଣ୍ଟ’ ମାଛ। ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି।

s
ମାଡ଼ି ଆସିଲା ମହାନଦୀ ପାଣି, ଧୋଇଗଲା ଧବଳେଶ୍ୱର ଅସ୍ଥାୟୀ ରାସ୍ତା

ମହାନଦୀରେ ପାଣି ଆସିବାରୁ ଆଠଗଡ଼ ଧବଳେଶ୍ୱର ପୀଠକୁ ଯିବାକୁ ଥିବା ଅସ୍ଥାୟୀ ରାସ୍ତା ଧୋଇଯାଇଛି। ଫଳରେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ ହୋଇଛନ୍ତି।

େ
ବାହାନଗା ଟ୍ରେନ୍‌ ଦୁର୍ଘଟଣା: DNA ଟେଷ୍ଟ୍‌ ପରେ ଆଉ ୨୯ ମୃତଦେହ ଚିହ୍ନଟ

ବାହାନଗାରେ ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଆଉ ୨୯ ମୃତଦେହ ଚିହ୍ନଟ ହୋଇଛି। ସକାଳୁ ମୃତକଙ୍କ ସମ୍ପର୍କୀୟମାନେ ଭୁବନେଶ୍ୱର ଏମ୍ସରେ ପହଞ୍ଚିଛନ୍ତି।

Andhrapradesh
ଓଡ଼ିଶା ସୀମାକୁ ହାତେଇବାକୁ ଷଡ଼ଯନ୍ତ୍ର.. ଲୋକଙ୍କୁ ଆବାସ ଘର ଦେଲା ଆନ୍ଧ୍ର

ଓଡ଼ିଶା ସୀମାନ୍ତ ଗାଁଗୁଡ଼ିକ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି.. ଆଧାର କାର୍ଡ, ରାସନ୍ କାର୍ଡ, ଭୋଟର କାର୍ଡ, ଭତ୍ତା, ଆବାସ ଟଙ୍କା, ବିଦ୍ୟୁତ ଓ ପାନୀୟ ଜଳ ଭଳି ଅନେକ ସହାୟତା ପ୍ରଦାନ କରି ଲୋକଙ୍କୁ ଆକୃଷ୍ଟ କରୁଛି ଆନ୍ଧ୍ର ସରକାର..

helpless sister
ଜଣ ଜଣ କରି ସବୁ ଚାଲିଗଲେ.. ଏକା ହୋଇଗଲେ ଦୁଇ ଭଉଣୀ

ଆଜି ଯଦି ସାନଭାଇ କଥା ମାନିଥାନ୍ତା.. ଦାଦନ ଖଟିବାକୁ ଯାଇ ନଥାନ୍ତା..ହୁଏତ ବଞ୍ଚିଯାଇଥାନ୍ତା.. ତାରି ମୁହଁକୁ ଚାହିଁ ଦୁଇ ଭଉଣୀ ଆଗକୁ ବଢିଥାନ୍ତେ.. ହେଲେ ବିଧାତା ବଇରି ସାଜିଲା..

Today Panchang
Panchang Today 30th June 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଆପଣଙ୍କ ଶୁଭ ଓ ଅଶୁଭ ସମୟ...

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Truck Accident
ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ୫ ମୃତ

ଦିଗପହଣ୍ଡି ଅଘଟଣର ଦୁଇ ଦିନ ନପୁରୁଣୁ ଦୋହଲାଇ ଦେଲା କେନ୍ଦୁଝରର ମର୍ମନ୍ତୁଦ ଦୁର୍ଘଟଣା । ବାଣ ରୋଷଣୀରେ ଯିବାବେଳେ ଦ୍ରୁତ ଗତିରେ ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌ । ୫ ଜଣଙ୍କ ମୃତ୍ୟୁ, ବନ୍ଦ ହେଲା ବାହାଘର..

Bahuda Jatra
ବାହୁଡ଼ିଲେ ଶ୍ରୀଜିଉ, ବାଟରେ ମହାଲକ୍ଷ୍ମୀଙ୍କ ମାନଭଂଜନ କଲେ ମହାପ୍ରଭୁ

ରୀତିନୀତି ପରେ ଶ୍ରୀନଅରରୁ ଆସି ଶରଧାବାଲିରେ ପହଞ୍ଚିଥିଲେ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆରମ୍ଭ କରିଥିଲେ ଛେରାପହଁରା। ଏହାପରେ ପହଞ୍ଚିଯାଇଥିଲା ସେଇ ମହାର୍ଘ ମୁହୂର୍ତ୍ତ।

5T Secretary
ଏବେ 5T ସଚିବ ପାଣ୍ଡିଆନଙ୍କ କ’ଣ ହେବ ? କାର୍ଯ୍ୟାନୁଷ୍ଠାନ ନେବେ କି ରାଜ୍ୟ ସରକାର ?

ନିୟମ ଅନୁସାରେ ଚିଠି ପାଇବା ପରେ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ଅର୍ଡର ନେଇ ଫାଇଲ୍ ପ୍ରସ୍ତୁତ କରିବେ ଏବଂ ଏହାକୁ ସିଏମ୍ ଙ୍କ ପାଖକୁ ପଠାଇବେ। ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଜେ ପାଣ୍ଡିଆନ୍ ଅଛନ୍ତି, ତେଣୁ ଫାଇଲ୍ ତାଙ୍କ ମାଧ୍ୟମରେ ହିଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବ।...

Ratha Jatra 2023
ଭଗବାନଙ୍କ ପାଇଁ ନାଚୁଛି ଭକ୍ତର ପ୍ରାଣ; ପାଦ ନାଚୁଛି ଯେମିତି, ମନ ନାଚୁଛି ସେମିତି

ରାଧା କାନ୍ଦୁଛି କହ୍ନେଇଁ ପାଇଁ । ବଡ଼ଦାଣ୍ଡରେ କାଳିଆ ପାଦରେ ପାଦ ଛନ୍ଦି ନାଚିଲା ବେଳକୁ ଆଖି ତାର ଓଦା, ମନ ଜଗା ପ୍ରେମରେ ବନ୍ଧା । ଏତେ ଭାବବିହ୍ୱଳ ହୋଇ ପଡୁଛି ଯେ, କହୁଛି ଏଥର ଯଦି କାଳିଆ ଡୋରି ଲାଗି ନ ଥାଆନ୍ତା, ଆଉ କେବେ...

 Lingaraj Temple
ଝଲସିବ ଏକାମ୍ର କ୍ଷେତ୍ର, କାଲିଠୁ ଆରମ୍ଭ ହେବ ସୌନ୍ଦର୍ଯ୍ୟକରଣ କାମ

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଆଡ଼ମ୍ବରପୂର୍ଣ୍ଣ ପରିବେଶ ଭିତରେ ସଂପନ୍ନ ହୋଇଛି ଏକାମ୍ର ପ୍ରକଳ୍ପର ଭୂମିପୂଜନ କାର୍ଯ୍ୟକ୍ରମ । ମନ୍ତ୍ରୀ, ସାଂସଦ, ବିଧାୟକ, ମେୟର, ମୁଖ୍ୟ ଶାସନ ସଚିବ, ଏସ୍ଆରସି ଓ ଅନ୍ୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଗହଣରେ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

panic button
କେବେ ଗାଡ଼ିରେ ଲାଗିବ VLTD, ପାନିକ୍ ବଟନ୍ ? ଆଗ ଘୁଞ୍ଚିଥିଲା ୨ ଥର, ଏବେ ଆଉ ୩ ମାସ ଗଡ଼ିଲା

କ’ଣ ଏ VLTD ଓ ପାନିକ୍ ବଟନ୍ ? ଏହା କିଭଳି କାମ କରିବ ? କ’ଣ ସବୁ ଫାଇଦା ମିଳିବ ? ଟ୍ରାକିଂ ଡିଭାଇସ୍ ବିଶେଷଜ୍ଞଙ୍କ ମତରେ, VLTD ହେଉଛି ଜିପିଆରଏସ୍ ଆଧାରିତ ଏକ ଡିଭାଇସ୍ । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ, ରାଜ୍ୟର ସବୁ ଯାତ୍ରୀବାହୀ...

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।