• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Jharkhand
ୟୁଟ୍ୟୁବ୍‌ ଦେଖି କରୁଥିଲେ ଦାନ୍ତ ଚିକିତ୍ସା; ଚାଲିଗଲା ଜୀବନ

୨୬ ବର୍ଷୀୟ ଯୁବକ ଅଜୟ ମହତୋ ତାଙ୍କ ଦାନ୍ତ ରୋଗରୁ ମୁକ୍ତି ପାଇବା ପାଇଁ ୟୁଟ୍ୟୁବ୍‌ ଦେଖି କନିଅର ମଞ୍ଜି ଖାଇଦେଇଥିଲେ । ଫଳରେ ମାତ୍ର କିଛି ସମୟ ମଧ୍ୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ।

russia ukraine war
ଚିନ୍ତାରେ ରୁଷ ରାଷ୍ଟ୍ରପତି ! ୟୁକ୍ରେନ୍‌ ପ୍ରୟୋଗ କରିପାରେ କ୍ଲଷ୍ଟର ବୋମା; ଭାରତ ପାଖରେ ଅଛି କି ଏହି ବୋମା ?

ଆମେରିକାର ଏହି ଘୋଷଣା ପରେ ପୁଟିନ୍‌ ଚିନ୍ତାରେ ପଡ଼ିଛନ୍ତି । ସେପଟେ ଖାଲି ରୁଷିଆ ନୁହେଁ ଜର୍ମାନୀ, ଇଂଲଣ୍ଡ, ସ୍ପେନ୍ ଏବଂ ଇଟାଲୀ ମଧ୍ୟ ଚିନ୍ତିତ ରହିଛନ୍ତି । ନାଟୋ ସଦସ୍ୟମାନେ କ୍ଲଷ୍ଟର ବୋମା ବ୍ୟବହାରକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

Chiranjib Biswal
ମୁହଁ ଖୋଲିଲେ ଚିରଞ୍ଜୀବ; କହିଲେ, ମୋ ରକ୍ତରେ ବେଇମାନି ନାହିଁ

ମୁଁ ଓ ମୋ ଭାଇ ସର୍ବଦା କଂଗ୍ରେସକୁ ସୁଦୃଢ଼ କରିବା ପାଇଁ କାମ କରିଛୁ । କଂଗ୍ରେସ ବିରୋଧରେ କୌଣସି କାମ କରିନି ।’ କଂଗ୍ରେସକୁ ସୁଦୃଢ଼ କରିବାକୁ ଭୁବନେଶ୍ୱରରେ ଏକ ମିଟିଂ କରାଇଥିଲୁ ବୋଲି କହିଛନ୍ତି ଚିରଞ୍ଜୀବ ।

Man elephant fignt
ହାତୀ-ମଣିଷ ଲଢ଼େଇରେ ପଡ଼ିବ ପୂର୍ଣ୍ଣଚ୍ଛେଦ ! ବନ ବିଭାଗ ଆପଣେଇଲା ବହୁସୂତ୍ରୀ ଫର୍ମୁଲା

ମାଈ ହାତୀ କିମ୍ବା ଦନ୍ତା ହାତୀ ଦେହରେ ରେଡିଓ କଲାର ଲାଗିବ । ଫଳରେ ହାତୀର ଚଳ ପ୍ରଚଳ ନେଇ ରିଅଲ ଟାଇମ ତଥ୍ୟ ହାସଲ ହୋଇପାରିବ । ଯଦି ସେମାନେ ନିଜ କରିଡ଼ରରୁ ବାହାରକୁ ଯାଉଛନ୍ତି, ସେମାନଙ୍କୁ ଟ୍ରାକ କରି ବାଟକୁ ଅଣାଯିବ ଓ ହାତୀଙ୍କ ଗତିବିଧି...

 Uttar Pradesh National Family Benefit Scheme
ଗରିବ ପରିବାରକୁ ମିଳିବ ୩୦ ହଜାର ଟଙ୍କା; ଏହି ସରକାର ଆଣିଲେ ନୂଆ ଯୋଜନା

ଏହି ଯୋଜନା ଅଧୀନରେ ଲୋକଙ୍କୁ ୩୦ ହଜାର ଟଙ୍କା ମିଳୁଛି । ଯୋଜନାର ନିୟମ ଅନୁସାରେ ଏହି ଟଙ୍କା କେବଳ, ଯେଉଁ ପରିବାରର ମୁଖ୍ୟଙ୍କ ମୃତ୍ୟୁ ହୋଇଥାଏ ତାଙ୍କୁ ମିଳିବ ବୋଲି କୁହାଯାଇଛି ।ଏହି ଯୋଜନାର ଲାଭ ଉତ୍ତରପ୍ରଦେଶ ବାସିନ୍ଦାଙ୍କୁ ମିଳିବ ବୋଲି କୁହାଯାଇଛି ।

girlfriend
ଗର୍ଲଫ୍ରେଣ୍ଡ ମାଗିଲା ୧୦ ଲକ୍ଷ, ଦେଲାନି ବୟଫ୍ରେଣ୍ଡ; ଭାଇରାଲ କରିଦେଲା ଅଶ୍ଳୀଳ ଫଟୋ

ଯୁବକଙ୍କ ଫଟୋ ବାବଦକୁ ୧୦ ଲକ୍ଷ ଟଙ୍କା ଦେବାକୁ ଦାବି କରଥିଲେ ଯୁବତୀ । ହେଲେ ଯୁବକ ଟଙ୍କା ଦେଇ ନପାରିବାରୁ ଫେସ୍‌ବୁକ୍‌ରେ ଏକ ଫେକ୍‌ ଆକାଉଣ୍ଟ ଖୋଲି ଫଟୋ ଭାଇରାଲ କରିଦେଇଥିଲେ ଯୁବତୀ ।

Stunt Video
କିଏ ଏ ଯୁବତୀ ? ହାତରେ ଧରିଛନ୍ତି ପିସ୍ତଲ, କରୁଛନ୍ତି ଖତରନାକ୍‌ ବାଇକ୍‌ ଷ୍ଟଣ୍ଟ

ଯୁବତୀ ବାଇକ୍‌ ଷ୍ଟଣ୍ଟ କରିବା ସମୟରେ ନିଜ ଜୀବନ ପ୍ରତି ନା ମନରେ ଭୟ ରହିଛି ନା କୌଣସି ଲୋକଙ୍କ ଜୀବନ ଯିବା ପ୍ରତି ଖାତିର ଅଛି । ଫୁଲ୍‌ ଆକ୍ସନ ଓ ଷ୍ଟାଇଲିସ୍‌ରେ ଯୁବତୀ ଜଣକ ଭିଡିଓରେ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳୁଛି ।

Rajasthan youth falls to death in open drain in Cuttack
ଅତିଷ୍ଟ କଲାଣି ଟୁଇନ ସିଟିର ଡ୍ରେନ୍ ସମସ୍ୟା: ଏ ବର୍ଷ ବି ଜୀବନ ନେଲା ମୁକୁଳା ଡ୍ରେନ୍‌

ବର୍ଷା ଛାଡ଼ିଯିବା ପରେ କାଲିର ପାଣି ଆଜିକୁ ନାହିଁ। ହେଲେ କାଲିର ଜୀବନ ଆଜି କି ନାହିଁ। କାହିଁକିନା, କାଲିର ଅଳ୍ପ ସମୟ ବର୍ଷାରେ ରାସ୍ତାକୁ ଉଚ୍ଛୁଳିଥିବା ଏ ମୁକୁଳା ଡ୍ରେନରେ ପଡ଼ି ଯାଇଛି ଜଣେ 21 ବର୍ଷିୀୟ ଯୁବକର ଜୀବନ।

Mission Western Odisha
ମିଶନ୍ ପଶ୍ଚିମ ପାଇଁ ଶଙ୍ଖ-ପଦ୍ମ କସରତ: ବିଜେପିକୁ ଚେକ୍ ଦେବାକୁ ଶାସକ ଦଳର ପ୍ୟାକେଜ୍ ଷ୍ଟ୍ରାଟେଜି

ବିଜେଡିର ମିଶନ୍ ପଶ୍ଚିମ ପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜି। ହେଲେ ବାଧକ ସାଜିଛି ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ। ପଶ୍ଚିମରେ ଭୋଟ୍ ଟାଣିବାକୁ ପ୍ୟାକେଜ୍ ପରେ ପ୍ୟାକେଜ୍ ଘୋଷଣା। ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେପିକୁ ମିଳିଥିଲା ଆଶାତିତ ସଫଳତା।

Shubhasish Nayak
ଗର୍ବ କରୁଛି ସାରା ରାଜ୍ୟ; ଚନ୍ଦ୍ରୟାନ୍–ଥ୍ରୀ’ ଅଭିଯାନରେ ଓଡ଼ିଆ ପୁଅ ଶୁଭାଶିଷ

କେନ୍ଦ୍ରାପଡ଼ା ଜିଲାର ମୁକୁନ୍ଦପୁର ଗାଁରୁ ଇସ୍ରୋ ପର୍ଯ୍ୟନ୍ତ ପହଞ୍ଚି ସେଠି ଚନ୍ଦ୍ରୟାନ-୩ ମିଶନରେ ସାମିଲ ହେବା ଛୋଟିଆ ସଫଳତା ନୁହେଁ । ଶୁଭାଶିଷଙ୍କ ବାପା ବଡ଼ବାପା ଚାନ୍ଦୋଳ ବଜାରରେ ରାସନ ଦୋକାନ କରି ପରିବାର ଚଳାଉଥିବା ବେଳେ ସେ ସ୍ଥାନୀୟ ବନମାଳୀ ବ୍ରହ୍ମଚାରୀ ମଡେଲ ହାଇସ୍କୁଲରୁ ମାଟ୍ରିକ୍ ପାସ୍...

dal rice masala price hiked
ଡାଲି, ଚାଉଳ ମହଙ୍ଗା; ମସଲା ସାମଗ୍ରୀ ଅମୂଲ ମୂଲ

ତଥ୍ୟ କହୁଛି ଚାଉଳ ଦର ୧୧ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସେମିତି ୧୦୦ରୁ ୧୧୦ ଟଙ୍କାରେ ମିଳୁଥିବା ହରଡ଼ ଡାଲି ଏବେ ଦେଢ଼ ଶହ ପାର୍। ମୁଗ, ବୁଟ ଓ ବିରି ଡାଲି, ଏସବୁ ଯେମିତି ହରଡ଼ ଡାଲି ପିଛା ଧରିଛନ୍ତି।

ADR report
କେତେ ଭଦ୍ର ଓ ଶୃଙ୍ଖଳିତ ଆମ ଜନପ୍ରତିନିଧି: ଗୁମର ଖୋଲିଲା ADR ରିପୋର୍ଟ

ADR ବିଶ୍ଳେଷଣ କରିଥିବା ଶାସକ ବିଜେଡିର ୧୧୩ ଜଣ ବିଧାୟକଙ୍କ ମଧ୍ୟରୁ ୪୫ ଜଣଙ୍କ ନାମରେ ଅପରାଧିକ ମାମଲା ଥିବା ବେଳେ ୩୨ ଜଣଙ୍କ ନାଁରେ ଅଛି ଗୁରୁତର ଅପରାଧ ମାମଲା।

MLA Mohammad Mokim, Chiranjib Biswal
କଂଗ୍ରେସରେ ରାଜନୀତି ଝଡ଼; ମୋକିମ୍-ଚିରଞ୍ଜୀବ ବିଜେଡି ମୁହାଁ !

ନିଲମ୍ବନ ପରେ ମୋକିମ୍ ଓ ଚିରଞ୍ଜୀବଙ୍କ ଗତି କୁଆଡେ ? ଦୁହେଁ ବିଜେଡି ଆଡକୁ ଢଳୁଛନ୍ତି କି ? ଦଳ ଉପରେ ଏହାର କି ପ୍ରଭାବ ପଡିବ ? ଏହାକୁ ନେଇ ରାଜ୍ୟ କଂଗ୍ରେସରେ ଏବେ ଜୋରଦାର ଚର୍ଚ୍ଚା ।

Kokila nayak
ମନ ଜିଣୁଛି ଜେଜେମା’ଙ୍କ ହାତ ରନ୍ଧା; ୟୁଟୁବରେ ହୁ ହୁ ବଢୁଛନ୍ତି ଫ୍ୟାନ୍, ଫଲ୍ଲୋଅର..

କାଠ ଚୁଲା, ଲୁହା କଡେଇ ଆଉ ଜେଜେମାଆ ହାତର ରନ୍ଧା । ଶିଳ ବଟା ମସଲାରେ ପୂରା ଦେଶୀ ଷ୍ଟାଇଲ ଛୁଙ୍କ । ଆଜିକା ପିଜା-ବର୍ଗର ଯୁଗରେ ଏସବୁର କମ୍ବିନେସନର ନିହାତି ବିରଳ । ଯାଜପୁର ଦାନଗଦି ବ୍ଲକ ଦେଉଳକଣ ଗାଁର କୋକିଳା ନାୟକ ।

Devi River
ଦେବୀ ନଦୀରେ ଅଘଟଣ; ବୁଡ଼ିଯାଇ କାଉଡ଼ିଆ ନିଖୋଜ

ପାଣିଭାର ପାଇଁ ଦୁଇ ଜଣ କାଉଡ଼ିଆ ବୁଡ଼ମାରିବା ବେଳେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକ ଏହା ଦେଖିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

Delhi flood
ବନ୍ୟା ଘେରରେ ଦିଲ୍ଲୀବାସୀ; ପିଇବା ପାଣି ଓ ଖାଦ୍ୟ ପାଇଁ ଲୋକେ କଲବଲ

ଯମୁନା ବନ୍ୟା ଯନ୍ତ୍ରଣାରୁ ଏବେବି ମୁକୁଳି ପାରିନି ଦିଲ୍ଲୀ । ନଦୀ ଜଳସ୍ତର ଖସିଥିଲେ ବି ଦୁର୍ଦ୍ଦଶା ହଟିନି । ଦିଲ୍ଲୀର ଯେଉଁଆଡେ ଅନାଇଲେ ଜଳାର୍ଣ୍ଣବ ସ୍ଥିତି । ଗତକାଲି ସନ୍ଧ୍ୟାରେ ପ୍ରାୟ ୩ ଘଣ୍ଟା ଧରି ମୂଷଳଧାରାରେ ବର୍ଷା ହେବାରୁ ସ୍ଥିତି ଆହୁରି ବିଗିଡିଛି ।

Shubhasish Nayak
ଗର୍ବ କରୁଛି ସାରା ରାଜ୍ୟ; ଚନ୍ଦ୍ରୟାନ୍–ଥ୍ରୀ’ ଅଭିଯାନରେ ଓଡ଼ିଆ ପୁଅ ଶୁଭାଶିଷ

କେନ୍ଦ୍ରାପଡ଼ା ଜିଲାର ମୁକୁନ୍ଦପୁର ଗାଁରୁ ଇସ୍ରୋ ପର୍ଯ୍ୟନ୍ତ ପହଞ୍ଚି ସେଠି ଚନ୍ଦ୍ରୟାନ-୩ ମିଶନରେ ସାମିଲ ହେବା ଛୋଟିଆ ସଫଳତା ନୁହେଁ । ଶୁଭାଶିଷଙ୍କ ବାପା ବଡ଼ବାପା ଚାନ୍ଦୋଳ ବଜାରରେ ରାସନ ଦୋକାନ କରି ପରିବାର ଚଳାଉଥିବା ବେଳେ ସେ ସ୍ଥାନୀୟ ବନମାଳୀ ବ୍ରହ୍ମଚାରୀ ମଡେଲ ହାଇସ୍କୁଲରୁ ମାଟ୍ରିକ୍ ପାସ୍...

V.K Pandian
5T ସଚିବଙ୍କ କାର୍ଯ୍ୟକ୍ରମ ପରେ ଚେୟାର ପିଙ୍ଗା ଫୋପଡା ଭିଡିଓ ଭାଇରାଲ୍

ସମ୍ବଲପୁର ଧନକଉଡ଼ାରେ ଗତକାଲି 5T ସଚିବ ଭି.କେ. ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ଶେଷ ହେବା ପରେ ସଭାସ୍ଥଳରେ ସୃଷ୍ଟି ହୋଇଥିଲା ଉତ୍ତେଜନା ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।