• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

loot
ଦିନ ୧୧ଟାରେ ଲୁଟ୍‌; ସ୍କୁଟି ଡିକି ଭାଙ୍ଗି ନେଇଗଲେ ୮୨ ହଜାର

ବାଙ୍କୀ ଥାନା ଅନ୍ତର୍ଗତ ଦୁର୍ଗାପୁର ନୂଆ ସାହି ଗାଁର ରଶ୍ମିତା ମହାନ୍ତି ବାଙ୍କୀରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଟଙ୍କା ଉଠାଇ ବଜାର ଭିତରେ ଥିବା ଚାଉଳ ମାର୍କେଟର ହନୁମାନ ମନ୍ଦିର ନିକଟରେ ସ୍କୁଟି ରଖିଥିଲେ ।

CBI arrests 3 persons in connection with the Balasore train tragedy
ବାହାନଗା ଟ୍ରେନ୍ ଟ୍ରାଜେଡି: ୩ ଗିରଫ

ସିବିଆଇ ପକ୍ଷରୁ ତଦନ୍ତ କରାଯାଇ ଘଟଣାରେ ସମ୍ପୃକ୍ତି ଥିବା ୩ ଜଣଙ୍କୁ ଗିରଫ କରାଯାଇଛି ।

BJP
୨୦୨୪ ପାଇଁ ବିଜେପିର ରଣନୀତି; ୯ ନେତାଙ୍କୁ ମିଳିଲା ୪ ରାଜ୍ୟ ଦାୟିତ୍ୱ

ପ୍ରହଲ୍ଲାଦ ଯୋଶୀଙ୍କୁ ରାଜସ୍ଥାନ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସେହିପରି ନିତିନ ପଟେଲ ଓ କୁଲଦୀପ ବିଷ୍ଣୋଇ ରାଜସ୍ଥାନର ନିର୍ବାଚନ ସହ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି ।

electricity bill
AC ପାଇଁ ଆସୁଛି କି ଅଧିକ ବିଲ୍‌ ? ଆପଣାନ୍ତୁ ଏହି ୫ ଟିପ୍ସ, ଦେବାକୁ ପଡ଼ିବନି ଅଧିକ ଟଙ୍କା !

ସାଧରଣତଃ AC ବ୍ୟବହାର କରିବା ଦ୍ୱାରା ବିଦ୍ୟୁତ୍‌ ବିଲ୍‌ ଅଧିକ ଆସିଥାଏ ବୋଲି ସମସ୍ତେ ଜାଣଥା’ନ୍ତି । ସେଥିପାଇଁ କିଛି ଲୋକ AC ଅଳ୍ପ ବ୍ୟବହାର କରିଥା’ନ୍ତି ।

Conjunctivitis spreads in Odisha
ରାଜ୍ୟରେ ବ୍ୟାପିଲାଣି ଆଖିଧରା ରୋଗ; ମାର୍ଗଦର୍ଶିକା ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଆଖିଧରାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ରୁମାଲ, ତଉଲିଆ, ତକିଆ ଏମିତିକି ଆଇ-ଡ୍ରପ୍କୁ ବି ବ୍ୟବହାର କରନ୍ତୁ ନାହିଁ । ଚଷମା ପିନ୍ଧୁଥିଲେ, ନିୟମିତ ସଫା କରନ୍ତୁ । ସୁଇମିଂ ପୁଲ କିମ୍ବା ପୋଖରୀରେ ମୁହଁ ବୁଡ଼ାନ୍ତୁ ନାହିଁ ।

 Ravenshaw emerges as 1st choice
+2 କଟ୍ ଅଫ୍ ତାଲିକା; ସବୁ ଷ୍ଟ୍ରିମରେ ଆଗରେ ରେଭେନ୍ସା, କାଲିଠୁ ପ୍ରଥମ ପର୍ଯ୍ୟାୟ ନାମଲେଖା

ପ୍ରକାଶ ପାଇଲା ଯୁକ୍ତ ୨ କଟ୍ ଅଫ୍ ତାଲିକା । ବିଜ୍ଞାନରେ ୯୧.୬୭% ସହ କଟକ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ଆଗରେ ରହିଛି । ଦ୍ୱିତୀୟରେ ୯୦% ସହ ବାଲେଶ୍ୱର ଫକୀର ମୋହନ ହାଇଅର ସେକେଣ୍ଡାରୀ ସ୍କୁଲ୍ ଓ ୮୯% ସହ ବିଜେବି ହାଇଅର୍ ସେକେଣ୍ଡାରୀ ସ୍କୁଲ...

BJD party
ବିଜେଡିରେ ବଢୁଛି ଗୋଷ୍ଠୀ କନ୍ଦଳ ! ଶଙ୍ଖଭବନରେ ତାଳିପକା ଉଦ୍ୟମ

ନିର୍ବାଚନ ପୂର୍ବରୁ ଗୋଷ୍ଠୀକନ୍ଦଳ ଦୂର ପାଇଁ ଜୋରଦାର ପ୍ରୟାସ ଶଙ୍ଖ ଦଳର ଏହି ପ୍ରୟାସ ଭିତରେ ପ୍ରଥମେ ପଡିଛି ସମ୍ବଲପୁରର ପାଳି । ନିକଟରେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଦଳର ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମ୍ବଲପୁର ଗସ୍ତବେଳେ ଦେଖିବାକୁ ମିଳିଥିଲା ଗୋଷ୍ଠୀ ବିବାଦ ।...

2024 Lok Sabha polls
୨୦୨୪ ପାଇଁ ଗୌହାଟୀରେ ହେଲା ପ୍ଲାନ୍‌; ଓଡ଼ିଶାରେ ହେବ ଇମ୍ପଲିମେଣ୍ଟ… !

ବିଜେପି ଫୋକସରେ ୨୪ ସାଧାରଣ ନିର୍ବାଚନ । ପୂର୍ବାଂଚଳ ରାଜ୍ୟ ଗୁଡିକରୁ ଅଧିକ ସିଟ୍ ଜିତିବାକୁ ଆରମ୍ଭ ହେଲା ଷ୍ଟ୍ରାଟେଜି । କେନ୍ଦ୍ରରେ ହାଟ୍ରିକ୍ ବିଜୟ ପାଇଁ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ ।

Husband  burnt alive wife
୨ମାସର ଶିଶୁ ସହ ପତ୍ନୀକୁ ଜୀଅନ୍ତା ଜାଳିଦେଲେ ଯବାନ

ମୃତ ମହିଳା ୩୦ ବର୍ଷିୟ ସୋନାଲ ପ୍ରିୟା ଏବଂ ତାଙ୍କର ଦୁଇ ମାସର ପୁଅ ଅଖତାମ ରୂପ ବୋଲି ଜଣାପଡିଛି । ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଖୋଜୁଛି ।

octopus
ବାରମ୍ବାର ବାନ୍ତି କରୁଥିଲେ ଯୁବକ, ଗଳାରୁ ବାହାରିଲା ଅକ୍ଟୋପସ୍‌

ଡାକ୍ତରମାନେ ତାଙ୍କର ସିଟି ସ୍କାନ୍ କରିଥିଲେ । ଯେଉଁଥରେ ଅକ୍ଟୋପସ୍‌ ସ୍ପଷ୍ଟ ଦେଖାଯାଇଥିଲା । ପେଟ ଠାରୁ ଏହା ୮ ସେମି ଦୂରରେ ରହିଥିବା ଜଣାପଡ଼ିଥିଲା । ଯାହାର ଫଟୋ ମଧ୍ୟ ପରେ ପରେ ପ୍ରକାଶ କରାଯାଇଥିଲା ।

Couple jumps before moving train
ଝୁଲିପଡ଼ିଲେ ବାପା, ସହି ନପାରି ପ୍ରେମିକ ସହ ଟ୍ରେନ୍‌ ଆଗକୁ ଡେଇଁପଡ଼ିଲା ଝିଅ

ସୋମବାର ଠାରୁ ଯୁବତୀଙ୍କ ବାପା ଘରୁ ନିଖୋଜ ହୋଇଯାଇଥିଲେ । ହେଲେ ମଙ୍ଗଳବାର ଦିନ ଏକ ଘରର ଛାତର ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

Govt launches scheme for shelter
ଦୁଷ୍କର୍ମ ପୀଡ଼ିତାଙ୍କ ପାଇଁ ଆରମ୍ଭ ହେଲା ଯୋଜନା; ସହାୟତା ଦେବେ ସରକାର

ଦୁଷ୍କର୍ମ ହେଉ କିମ୍ବା ଗଣଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାମାନଙ୍କୁ କେନ୍ଦ୍ର ସରକାର ନ୍ୟାୟ ଦେବେ । ଏଥି ପାଇଁ ସହାୟତା ଓ ସେମାନଙ୍କ ଯତ୍ନ ନେବାକୁ ପ୍ରସ୍ତାବ ଦିଆଯାଇଛି ।

ACF Soumya Death Case
ACF ସୌମ୍ୟ ମୃତ୍ୟୁ ମାମଲା; ପତ୍ନୀ ବିଦ୍ୟାଭାରତୀଙ୍କୁ ସାମୟିକ ଆଶ୍ୱସ୍ତି

ପୂର୍ବରୁ ପୋଲିସ ବିଦ୍ୟାଭାରତୀଙ୍କୁ ଖୋଜିବାକୁ କପ୍ତିପଦା ଗୌଡ଼ ଗାଁକୁ ୨ ଥର ଯାଇ ଖାଲି ହାତରେ ଫେରିଥିଲେ । ବିଦ୍ୟାଭାରତୀ କାର୍ଯ୍ୟରତ ବେତନଟୀ ଅଫିସକୁ ପୋଲିସ ଯାଇଥିଲେ ବି ବିଦ୍ୟାଭାରତୀଙ୍କୁ ପୋଲିସ ପାଇନଥିଲା ।

congress protest
ପିସି ମାଗୁଥିଲେ ସରକାରୀ ବାବୁ; ପ୍ୟାଣ୍ଟସାର୍ଟ ଖୋଲି ପ୍ରତିବାଦ କଲେ କଂଗ୍ରେସ କର୍ମୀ

କଟକ ସଦର ଖଣ୍ଡାଇତା ଅଂଚଳର ରାସ୍ତା କାମ ଅଧାରେ ଅଟକିଥିଲା । ଏନେଇ ଅଭିଯୋଗ କରି କଂଗ୍ରେସ କର୍ମୀ ବାରମ୍ବାର ଭୁବନେଶ୍ୱର ପ୍ରାଚୀ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ିଥିଲେ ।

Class 9 student killed herself
ପାଠରେ ଜମା ମନ ଲାଗୁନି...ସୁଇସାଇଡ୍‌ ନୋଟ୍‌ରେ ଏମିତି ଲେଖି ଛାତରୁ ଡେଇଁପଡ଼ିଲେ ୯ମ ଶ୍ରେଣୀ ଛାତ୍ରୀ

ଜଣେ ୧୪ ବର୍ଷୀୟ ନାବାଳିକା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୂଚନା ମୁତାବକ ଛାତ୍ରୀ ଜଣକ ନବମ ଶ୍ରେଣୀରେ ପଢ଼ୁଥିଲେ ।

Bhagavad Gita
ଆମେରିକାରେ ଗୁରୁପୂର୍ଣ୍ଣିମା: ୧୦ହଜାର ଲୋକ ଏକାଠି ହୋଇ କଲେ ଗୀତାପାଠ

ଗୁରୁପୂର୍ଣ୍ଣିମା ଅବସରରେ ସମୂହ ଗୀତା ପାଠ ହୋଇଛି । ଆଉ ଏଥିରେ ପ୍ରାୟ ୧୦ ହଜାର ଲୋକ ଏକତ୍ରିତ ହୋଇ ଗୀତାପାଠ କରିଛନ୍ତି ।

Digital Marketing
ଚାକିରି ପାଇଁ ନୋ ଟେନ୍‌ସନ୍‌; ସୋସିଆଲ ମିଡିଆ ଦେବ ଭଲ ରୋଜଗାର...ପଢ଼ନ୍ତୁ ଟିପ୍ସ...

ଭଲ ରୋଜଗାର କରିବାକୁ ହେଲେ ଏବେର ସମୟରେ ଡିଜିଟାଲ ମାର୍କେଟିଂ ହେଉଛି ସବୁଠାରୁ ଭଲ ବିକଳ୍ପ । ଡିଜିଟାଲ ମାର୍କେଟିଂ କ୍ଷେତ୍ରରେ କିଛି ନୂତନ ଏବଂ ବୈଷୟିକ କଳା ଶିଖିବାର ନିରନ୍ତର ସୁଯୋଗ ରହିଛି ।

diamond ring
ଧରାପଡ଼ିଯିବା ଭୟରେ କମୋଡ୍‌ରେ ଫ୍ଳସ୍‌ କରିଦେଲେ ୩୦ ଲକ୍ଷର ହୀରାମୁଦି

ଗତ ସପ୍ତାହରେ ଜଣେ ମହିଳା ପୋଶ ଅଞ୍ଚଳ ଜୁବୁଲି ହିଲ୍ସର ଏକ କ୍ଲିନିକକୁ ଯାଇଥିଲେ । ହେଲେ ତାଙ୍କ ଚେକଅପ୍ ସମୟରେ ମହିଳା ଜଣକ ତାଙ୍କ ହୀରା ମୁଦିକୁ ଟେବୁଲ ଉପରେ ରଖିଥିଲେ ।

5t secretary
5T ସଚିବ ଭି.କେ.ପାଣ୍ଡିଆନଙ୍କ କାରକେଡ୍‌କୁ ଅଣ୍ଡାମାଡ଼

ସୁବର୍ଣ୍ଣପୁର ଗସ୍ତ ସମୟରେ 5T ସଚିବ ଭି.କେ.ପାଣ୍ଡିଆନଙ୍କ କାରକେଡ୍‌କୁ ଅଣ୍ଡାମାଡ଼ ହୋଇଥିବା ଜଣାପଡ଼ିଛି ।

Coffee meaning in hindi
କ’ଣ ଆପଣ ଜାଣିଛନ୍ତି ? କଫିକୁ ହିନ୍ଦୀରେ କ’ଣ କୁହନ୍ତି. . .

କଫିକୁ ହିନ୍ଦୀରେ କ’ଣ କୁହାଯାଏ ଆପଣ ଜାଣନ୍ତି କି ? ଅର୍ଥାତ୍‌ କଫିର ହିନ୍ଦୀ ନାମ କ’ଣ ? ହଁ ଆଜ୍ଞା ଜାଣିନାହାନ୍ତି ନା, ଖାଲି ଆପଣ ନୁହଁନ୍ତି ଅନେକ ଲୋକ ଏ ବିଷୟରେ ଜାଣିନଥିବେ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ...

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।