ନିଯୁକ୍ତିକୁ ନେଇ ଉତ୍ତର ପୂର୍ବାଞ୍ଚଳ ରେଳବାଇ ପକ୍ଷରୁ କିଛି ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଉତ୍ତର ପୂର୍ବାଞ୍ଚଳ ରେଳ ଆପ୍ରେଣ୍ଟିସ ନିଯୁକ୍ତିରେ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ଏକ ବର୍ଷ ପାଇଁ ଆପ୍ରେଣ୍ଟିସିପ୍ ଟ୍ରେନିଂ ନେବାକୁ ପଡିବ ।
ଗୋଟିଏ କି ଦୁଇଟି ନୁହେଁ ବସ୍, ଟ୍ରକ, କାର୍ ସବୁ ଏବେ ପାଣି ଘେରରେ । କାଶ୍ମୀର ଗେଟରୁ ଆଇଟିଓକୁ ଯାଉଥିବା ବେଳେ ହଠାତ୍ ଫ୍ଲାଏଓଭର ତଳ ରାସ୍ତାରେ ପାଣି ଜମିବାରୁ ଏଭଳି ସ୍ଥିତି ଉପୁଜିଛି । କୌଣସି ବାଟ ନପାଇ ଶେଷରେ ନିଜ ନିଜ ଗାଡ଼ିକୁ ଏଠି...
ଏଥର ହେବ ତ ଛାତ୍ର ସଂସଦ ନିର୍ବାଚନ ? ନା ପୂର୍ବ ବର୍ଷଗୁଡ଼ିକ ଭଳି ସରକାର ଛାତ୍ର ସଂସଦ ନିର୍ବାଚନକୁ ଟାଳି ଦେବେ ? ଏହାକୁ ନେଇ ଛାତ୍ର ରାଜନୀତି ସରଗରମ ।
ଦୋସାରେ ସମ୍ବର ନଥିବା କାରଣରୁ ଏହି ଜରିମାନା ଦେଇଥିବା କୁହାଯାଉଛି । ଗ୍ରାହକ ଜଣକ ରେଷ୍ଟୁରାଣ୍ଟକୁ ଆସି ସ୍ପେଶାଲ୍ ମସାଲା ଦୋସା ମଗାଇଥିଲେ । ଯାହାର ମୂଲ୍ୟ ୧୪୦ ଟଙ୍କା ରହିଥିଲା ।
କମ୍ପାନୀର ଇଲେକ୍ଟ୍ରିକ୍ କାର ଗୁଡିକର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହୋଇପାରେ । ଏନେଇ TELSA ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ସହିତ ଆଲୋଚନା କରୁଛି ।
ପୂର୍ବରୁ ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲାରେ ଅନେକ ନୂଆମୋଡ଼ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କ ଜୀବନରୁ ଓହରି ଯିବା ଲାଗି ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁରୋଧ କରିଛନ୍ତି ଅନୁଭବ ।
ବରକୁ ଚନ୍ଦା ଅବସ୍ଥାରେ ଦେଖି କନ୍ୟା ଘର ପକ୍ଷ ଲୋକ ରାଗି ଯାଇଥିଲେ । କାହିଁକି ଏ କଥା ଲୁଚାଯାଇଥିଲା ବୋଲି ପ୍ରଶ୍ନ କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।
ପୁଅ ମିଳିନଥିବାରୁ ଥାନା ଆଗରେ ଧାରଣାରେ ବସିଛନ୍ତି ମା ଓ ବାପା । ୧୬ ବର୍ଷର ପୁଅ ଯୋଗେଶ ବାଲାଜୀ ଗତ ୬ ତାରିଖରୁ ମୈତ୍ରୀବିହାର ଅଞ୍ଚଳରୁ ନିଖୋଜ ହୋଇଯାଇଛନ୍ତି ।
ଲାଲ୍ ଓ ଧଳା ରଙ୍ଗର ପଥରରେ ନିର୍ମାଣ ହୋଇଥିବା ଆମର ଐତିହ୍ୟ ତାଜମହଲ ଦୁନିଆର ପ୍ରାୟ ସମସ୍ତ ଲୋକଙ୍କୁ ତା’ର ସୌନ୍ଦର୍ଯ୍ୟରେ ଆକୃଷ୍ଠ କରିଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ତାଜମହଲର ନିର୍ମାଣ କାର୍ଯ୍ୟ ପାଇଁ...
ସହିଦ ନଗର ଥାନା ASI ମମତା ବସ୍ତିଆ ଲାଞ୍ଚ ନେଇ ଧରାପଡ଼ିଛନ୍ତି । ୧୫ ହଜାର ଲାଞ୍ଚ ନେଲା ବେଳେ ASIଙ୍କୁ ଭିଜିଲାନ୍ସ ଧରିଛି ।
ଅଳିଆ ଗଦାର ସ୍ଥାନାନ୍ତର ପାଇଁ ଗ୍ରୀନ ଟ୍ରିବ୍ୟୁନାଲରେ ଆବେଦନ କରିଥିଲେ ସ୍ଥାନୀୟ ଜଣେ ଆଇନଜୀବୀ । ଅନ୍ୟପକ୍ଷରେ ଖୁବଶୀଘ୍ର ଆବର୍ଜନାକୁ ପ୍ରୋସେସିଂ କରାଯାଇ ଏହାକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ପୁରୀ ମ୍ୟୁନିସିପାଲିଟିର ଅଧିକାରୀ ।
ଗୋଟିଏ ପରିବାରର ଚାରି ଚାରି ଜଣଙ୍କ ମୃତ୍ୟୁ ନେଇ ସବୁଠି ଚର୍ଚ୍ଚା ଲାଗିଥିବା ବେଳେ ମୃତ୍ୟୁର କାରଣକୁ ନେଇ ଲାଗି ରହିଛି ସସ୍ପେନ୍ସ । କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ ଦମ୍ପତି ? ମା’ ହୋଇ କିପରି ତାଙ୍କର ଦୁଇ ପୁଅଙ୍କୁ ଦେଇଦେଲେ ବିଷ ?
୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତିଗତ ଋଣ ନେଇପାରିବେ । ଏହା ବାଦ୍ ଘରର ନବୀକରଣ ପାଇଁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଉଛି ।
ଠିକଣା କହିଦେଲା ଆଧାରକାର୍ଡ, ୬ ବର୍ଷପରେ ଘରକୁ ଫେରିଲା ପୁଅ । ବିହାରରୁ ହଜିଥିବା ଭିନ୍ନକ୍ଷମ ପୁଅ କେନ୍ଦୁଝରରୁ ଉଦ୍ଧାର । ଖୁସି ବଖାଣିଲେ ଶିଶୁ ମଙ୍ଗଳ ଅଧିକାରୀ ।
କିଏ କହେ ଏମାନେ ଭିନ୍ନକ୍ଷମ ! କାହା ଉପରେ ନୁହଁନ୍ତି ବୋଝ । ନିଜ ପରିଶ୍ରମରେ ନିଜେ ରୋଜଗାର କରି ବଞ୍ଚୁଛନ୍ତି, ଆତ୍ମନିର୍ଭରଶୀଳ ହୋଇଛନ୍ତି ।
ବଲାଙ୍ଗିରର ଜୀବନରେଖା ଲୋୟର ସୁକତେଲ ଡ୍ୟାମ୍ କାର୍ଯ୍ୟକ୍ଷମ । ହେଲେ ଏଯାଏଁ ସରିନି ବିସ୍ଥାପିତଙ୍କ ଦୁଃଖ । ପ୍ରକଳ୍ପ ପାଇଁ ଭିଟାମାଟି ଛାଡ଼ିବାକୁ ପ୍ରସ୍ତୁତ ଗ୍ରାମବାସୀଙ୍କ ଅଭିଯୋଗ, ଜବରଦସ୍ତ ଜାଗା ଛାଡିବାକୁ କରାଯାଉଛି ବାଧ୍ୟ ।
ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
୪ ଦିନ ପରେ ହିମାଚଳର କିଛି ସ୍ଥାନରେ ବର୍ଷା ସାମାନ୍ୟ କମିଥିଲେ ବି ଭୂସ୍ଖଳନ ଯୋଗୁ ଠପ୍ ହୋଇଯାଇଛି ଜୀବନଯାତ୍ରା । ସିକ୍ସ ମାଇଲ ମାର୍କ ନିକଟରେ ଅବରୋଧ ହୋଇଛି ଚଣ୍ଡୀଗଡ-ମନାଲି ଜାତୀୟ ରାଜପଥ । ରାଜ୍ୟର ମଣ୍ଡି ଅଂଚଳରେ ବି ସମାନ ଦୁର୍ଦ୍ଦଶା ।
ରକ୍ତଜୁଡୁବୁଡ଼ୁ ଅବସ୍ଥାରେ ସଂପୃକ୍ତ ସଂସ୍ଥାର କର୍ମଚାରୀ ମାନେ ଏମଡି ଫନିନ୍ଦ୍ର ସୁବ୍ରମଣ୍ୟମ ଏବଂ ସିଇଓ ବିନୁ କୁମାରଙ୍କୁ ଉଦ୍ଧାର କରି ମେଡିକାଲ ନେଉଥିଲେ । କିନ୍ତୁ ମେଡିକାଲ ଯିବା ବାଟରେ ହିଁ ଉଭୟଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ସୂଚନା ମିଳିଛି ।