• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Ratha jatra
ସୁରକ୍ଷାକର୍ମୀଙ୍କ ରହଣୀ ବ୍ୟବସ୍ଥାର ଭିଡିଓ ଭାଇରାଲ; ଯବାନଙ୍କ ପାଇଁ କିଏ ବାଛିଥିଲେ ଏଭଳି ସ୍ଥାନ ?

ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା କିଛି ଭିଡିଓରେ ସୁରକ୍ଷାକର୍ମୀଙ୍କ କର୍ତ୍ତବ୍ୟର କଥା ସାମନାକୁ ଆସିଛି । ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସୁରକ୍ଷା, ଭିଡ଼ରକ୍ଷା, ଶୃଙ୍ଖଳା ରକ୍ଷା, ଏମିତି ଯାବତୀୟ ଗୁରୁ ଦାୟିତ୍ୱ ତୁଲାଇଥିବା ଯବାନଙ୍କ ପାଇଁ ଇଏ ଆମ ବିଶ୍ୱସ୍ତରୀୟ ରହଣୀ ବ୍ୟବସ୍ଥା ।

Odisha CM Naveen Patnaik
ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ

ବୈଠକରେ ତୃଣମଳ ସ୍ତରରେ ସାଂଗଠନିକ ସ୍ଥିତି ନେଇ ଆଲୋଚନା ହୋଇଛି। ଦଳର ସୁପ୍ରିମୋ କର୍ମୀମାନଙ୍କୁ ଦିଆଯାଇଥିବା ଟାକ୍ସର ସମୀକ୍ଷା କରିଛନ୍ତି ।

Siddhant Mohapatra
ରିଲ୍ ନୁହେଁ ରିୟଲ ହିରୋ ସିଦ୍ଧାନ୍ତ; ମରଣ ମୁହଁରୁ ବଞ୍ଚାଇଲେ, ଗୁରୁତରଙ୍କୁ ମେଡିକାଲ ପଠାଇଲେ

ବୋଲେରୋ ଗାଡି ଦ୍ରୁତ ଗତିରେ ଆସିବା ସହ ଫଛପଟୁ ଧକ୍କା ଦେଇଥିଲା । ଏପରିକି ମଦନଙ୍କ ବାଇକ ସହ ପାଖାପାଖି ୩ ଶହ ମିଟର ଘୋଷାଡି ନେଇଥିଲା । ପରେ ମଦନ ଗାଡି ଠାରୁ ଅଲଗା ହୋଇ ରାସ୍ତାକୁ ଛିଟିକି ପଡିଥିଲେ ।

Chandrayaan-3
ଆସନ୍ତା ସପ୍ତାହରେ ଭାରତର ତୃତୀୟ ଚନ୍ଦ୍ର ଅଭିଯାନ; ଜୁଲାଇ ୧୩ରେ ଚନ୍ଦ୍ରୟାନ-୩

ଏବେ ଚନ୍ଦ୍ରୟାନ-୩ରେ ସେଇ ଅଧୁରା ସ୍ୱପ୍ନକୁ ସାକାର କରିବା ଅର୍ଥାତ୍ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ କରି ତା ଭିତରୁ ରୋଭର ଗଡ଼ାଇବା ପାଇଁ ପୂର୍ଣ୍ଣ ଆଶାବାଦୀ ଅଛି ଇସ୍ରୋ ।

Land for job scam
ଲାଲୁ ଯାଦବଙ୍କ ପରିବାରର ୩ ଜଣଙ୍କ ନାଁରେ CBI ଚାର୍ଜସିଟ୍

ସିବିଆଇ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଆଡଭୋକେଟ ଡି.ପି ସିଂଙ୍କ ମାଧ୍ୟମରେ କୋର୍ଟଙ୍କୁ ସୂଚନା ଦିଆଯାଇଛି ।

dog dies
ମଣିଷପଣିଆ ଭୁଲିଗଲା ମଣିଷ ! ପୋଷା କୁକୁରକୁ କାର୍‌ରେ ବନ୍ଦ କରି ନେଇଗଲା ଜୀବନ

ହରିୟାଣାର ଏକ ପରିବାର ତାଜମହଲ ଦେଖିବାକୁ ଆଗ୍ରାକୁ ଆସିଥିଲେ । ସାଙ୍ଗରେ ତାଙ୍କର ପୋଷା କୁକୁରଟିକୁ କାର୍‌ରେ ଆଣିଥିଲେ ।

Girl proposes to her boyfriend
ପ୍ରେମ ପକ୍ଷୀଙ୍କ ଭିଡିଓ ଭାଇରାଲ; କେଦାରନାଥଙ୍କ ସାମ୍‌ନାରେ ପ୍ରେମ ନିବେଦନ କଲେ ଯୁବତୀ

ଭିଡିଓରେ ଅନେକ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ଜଣେ ଯୁବକ ଓ ଜଣେ ଯୁବତୀ ମଧ୍ୟ ବାବାଙ୍କୁ ପ୍ରଣାମ କରୁଥିବା ଭିଡିଓରେ ନଜର ଆସିଛନ୍ତି ।

PAN-Aadhaar link
ସରିଲା ପାନ୍-ଅଧାର ଲିଙ୍କ୍‌ ଅବଧି; ଯଦି ଭୁଲି ଯାଇଛନ୍ତି, ତେବେ ନିଶ୍ଚୟ ଜାଣିରଖନ୍ତୁ...

ଯଦି ଆପଣଙ୍କ PAN କାର୍ଯ୍ୟକ୍ଷମ ହେଉନାହିଁ, ତେବେ ଆପଣଙ୍କ PAN ପାଇଁ ଏକ ଛୋଟିଆ କାମ କରିବାକୁ ପଡ଼ିବ । ୧୦୦୦ ଟଙ୍କା ଦେୟ ପରେ ଏହା ପୁନର୍ବାର ୩୦ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ ।

How To Increase Followers
ବଢ଼ାଇବାକୁ ଚାହୁଁଛନ୍ତି କି ଫଲୋର୍ସ ? ଜାଣିନିଅନ୍ତୁ ମାତ୍ର ଏହି ୪ଟି ଟିପ୍ସ

ଫଲୋର୍ସ ବଢ଼ାଇବାକୁ ହେଲେ ମାତ୍ର କେତୋଟି ଦିଗ ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ହେବ । ଯାହା ଦ୍ୱାରା ଆପଣଙ୍କ ଫଲୋର୍ସ ବଢ଼ିପାରିବେ ।

apartment
ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ୍ ପାଇଁ ଫିଟିଲା ବାଟ; ଅଧ୍ୟାଦେଶ ଆଣିଲେ ରାଜ୍ୟ ସରକାର

ଆସୋସିଏସନ୍ ଆଲଟିଜ୍ ଗଠନ କରାଯିବ। ଆପାର୍ଟମେଣ୍ଟର ସର୍ବସାଧାରଣ ସ୍ଥାନ ଆସୋସିଏସନ୍ ଆଲଟିଜ୍ ନାଁରେ ରହିବ । ଆପାର୍ଟମେଣ୍ଟର ଅତିକମରେ ୭ ଜଣ ଫ୍ଲାଟ୍ ବୁକିଂ କରିଥିଲେ ଆସୋସିଏସନ୍ ଗଠନ ହୋଇପାରିବ ।

vegetables price hike
ପରିବା ଦରରେ ଲାଗିଛି ନିଆଁ; ବଜାରରୁ ଘର ସବୁଠି ପରିବା ଚର୍ଚ୍ଚା

ପରିବା ବଜାରରେ ନିଆଁ । କଟକଠୁ ନେଇ ଜୟପୁର୍, ବ୍ରହ୍ମପୁରଠୁ ଭୁବନେଶ୍ୱର, ସବୁଠି ବଜାରରେ ହା ହା କାର । ୮୦ ତଳକୁ ବଜାରରେ ପରିବା ନାହିଁ ।

Villagers mourn as elderly couple from Khordha commit suicide after unable to repay loan
ଅସହ୍ୟ ହେଲା ଫାଇନାନ୍ସ କମ୍ପାନୀର ଜୁଲମ; ଋଣ ଭାର ସହି ନପାରି ଝୁଲି ପଡ଼ିଲେ ବୃଦ୍ଧ ଦମ୍ପତି

ବିଳମ୍ବିତ ରାତି ଯାଏଁ ସେମାନେ ଟଙ୍କା ପୈଠ କରିବାକୁ ଜୁଲମ କରିଥିଲେ। ଯେଉଁଥିରେ ଅତିଷ୍ଠ ହୋଇ ଶେଷରେ ଦମ୍ପତି ଆତ୍ମହତ୍ୟାର ପଥ ବାଛିଥିବା କୁହାଯାଉଛି । ଖବର ପାଇ ଭୁବନେଶ୍ୱରରେ ରହୁଥିବା ମୃତ ବାନାମ୍ବରଙ୍କ ଦୁଇ ପୁଅ ଗାଁରେ ପହଞ୍ଚି ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହ...

maharashtra politics
ମହାରାଷ୍ଟ୍ର ରାଜନୀତିରେ ମହାଡ୍ରାମା; ଅଜିତ ପାୱାର ଅଚାନକ ଖେଳିଲେ 'ପାୱାର୍' ପଲିଟିକ୍ସ

୨୦୧୯ ପରଠୁ ତିନି ତିନିଥର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅଜିତ ପାୱାର୍ । ତେବେ ଏନ୍‌ସିପିରେ ଏଭଳି ଅଚାନକ ଭୂକଂପ ପଛରେ କେବଳ କ୍ଷମତା ଲୋଭ ନାଁ ରହିଛି ଅନ୍ୟ କୌଣସି କାରଣ ? ଚର୍ଚ୍ଚା ହେଉଛି ଯେ, ଶରଦ ପାୱାର୍ ତାଙ୍କୁ ଅଣଦେଖା କରି ଝିଅ...

Puri Srimandir Ratna Bhandar key row
ସୁରକ୍ଷିତ ତ ମହାପ୍ରଭୁଙ୍କ ଦୁର୍ମୂଲ୍ୟ ଅଳଙ୍କାର; ରତ୍ନଭଣ୍ଡାର ଖୋଲିବା ନେଇ କାହିଁକି ବିଳମ୍ବ ?

ପୂର୍ବରୁ କେତେ ଥିଲା ଏବେ ସମ୍ପତ୍ତି କେତେ ଅଛି ତାହା ଜାଣିବା ଭକ୍ତଙ୍କ ଅଧିକାର । ରତ୍ନ ଭଣ୍ଡାର ନଖୋଲିବା ସନ୍ଦେହର ମୁଖ୍ୟ କାରଣ । ସେହିପରି କଂଗ୍ରେସ କଡା ସମାଲୋଚନା କରି କହିଛି କାହିଁକି ରତ୍ନ ଭଣ୍ଡାର ଖୋଲାଯାଇ ସୂଚନା ସାର୍ବଜନୀନ କରାଯାଉନି ? ତେବେ ବାଦ...

Kisan Vikas Patra Yojana
ଡାକଘରର ଏହି ସ୍କିମ୍, ଦ୍ୱିଗୁଣିତ କରିଦେବ ଆପଣଙ୍କ ଟଙ୍କା !

ଡାକଘରର ଏହି ଯୋଜନାର ନାଁ ହେଉଛି Kisan Vikas Patra Yojana । ଯଦି ଆପଣ ଆପଣଙ୍କ ଟଙ୍କାକୁ ସୁରକ୍ଷିତ ଭାବେ ବିନିଯୋଗ କରିବାର ଯୋଜନା ରଖିଛନ୍ତି । ତେବେ ଏହି ଯୋଜନା ଆପଣଙ୍କ ପାଇଁ ବେଶ୍‌ ଲାଭଦେବ ।

anugul road accident
ବାଇକ୍‌ରେ ଆସୁଥିଲେ ଦମ୍ପତି, ପଛରୁ ଅସି ଧକ୍କା ଦେଇ ଚାପିଦେଲା ଟ୍ରକ୍‌

ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇଟି ଟ୍ରକ ମଝିରେ ଚାପି ହୋଇଯିବା ଫଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

gang rape in delhi
ପାର୍କରେ ବନ୍ଧୁଙ୍କ ସହ ବସିଥିଲେ ନାବାଳିକା; ତିନି ଦୁର୍ବୃତ୍ତ କଲେ ଗଣଦୁଷ୍କର୍ମ !

ଜୁନ୍ ୨୭ ତାରିଖ ରାତିରେ ପୀଡ଼ିତା ଜଣକ ତାଙ୍କ ସାଙ୍ଗଙ୍କ ସହ ଶାହବାଦରେ ଥିବା ଏକ ପାର୍କକୁ ଯାଇଥିଲେ । ସେଠାରେ ତାଙ୍କ ସାଙ୍ଗଙ୍କ ସହ ସେ ବସି କଥା ହେଉଥିବା ସମୟରେ ତିନିଜଣ ପୁଅ ହଠାତ୍‌ ତାଙ୍କ ନିକଟରେ ପହଞ୍ଚିଥିଲେ ।

Rasagola Dibasa
ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ସହ ସାରା ଓଡ଼ିଶାରେ ପାଳିତ ହେଲା ରସଗୋଲା ଦିବସ

ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ସହ ଆଜି ସାରା ଓଡ଼ିଶାରେ ପାଳିତ ହୋଇଛି ରସଗୋଲା ଦିବସ। ଜିଆଇ ଟ୍ୟାଗ୍ ମିଳିବା ପରେ ରସଗୋଲା ଆମର କହି ଗର୍ବ କରୁଛି ପ୍ରତିଟି ଓଡ଼ିଆ । ହେଲେ ଦୁଃଖର ବିଷୟ ହେଉଛି ଯେ, ପଶ୍ଚିମବଙ୍ଗ ସହ ବର୍ଷ ଧରି ଲଢ଼ି ଜିଆଇ ମାନ୍ୟତା...

Dengue
ଡେଙ୍ଗୁ ଡର ! ୧୬ ଜିଲ୍ଲା ମାଡ଼ିଲାଣି, ୧୭୫ ଆକ୍ରାନ୍ତ ଚିହ୍ନଟ...

କେବଳ ଭୁବନେଶ୍ୱରରେ ୮୦ରୁ ଅଧିକ ଆକ୍ରାନ୍ତ । ହଟସ୍ପଟ ପାଲଟିଛି ରାଜଧାନୀର ସାଲିଆସାହି ।

Train Tragedy
ଆସିଲା ବାହାନଗା ଟ୍ରେନ୍ ଟ୍ରାଜେଡି ରିପୋର୍ଟ ! ରିଲେ ରୁମରେ ତ୍ରୁଟି ଅନିଚ୍ଛାକୃତ ନା ଉଦ୍ଦେଶ୍ୟମୂଳକ ?

ସିଗନାଲିଂ ଓ ଟେଲି କମ୍ୟୁନିକେସନ୍ ବିଭାଗରେ ଷ୍ଟାଫ୍‌ଙ୍କ ତ୍ରୁଟି । ରେଲୱେ ସେଫ୍ଟି କମିଶନଙ୍କ ରିପୋର୍ଟକୁ ନେଇ ଚର୍ଚ୍ଚା ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।