• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Odisha Govt
ବରଗଡ଼ ଓ ବିଜେପୁରବାସୀଙ୍କୁ ଭଣ୍ଡେଇଦେଲେ କି ସରକାର ? ସବୁ ରହିଗଲା ଅଧୁରା...

ବରଗଡ଼ ବିଜେପୁରର ଇଏ ସେହି ବହୁ ପ୍ରତୀକ୍ଷିତ ୧୬ଶହ ୭୭ କୋଟି ୪୨ ଲକ୍ଷ ଟଙ୍କାର ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ । ୨୫ ହଜାର ୬୦୦ ହେକ୍ଟର ଜମିକୁ ଜଳସେଚନର ସ୍ୱପ୍ନ ଦେଖାଇ ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

matric exam
ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା; ହଲକୁ ଦେଢ଼ ଘଣ୍ଟା ଆଗରୁ ଏଣ୍ଟ୍ରି ନେଇ ଅସନ୍ତୁଷ୍ଟ ପିଲା

କେଉଁଠି ଫୁଲ ଚନ୍ଦନ ଦେଇ ସ୍ୱାଗତ.. କେଉଁଠି ମିଠା ଖୁଆଇ ଉତ୍ସାହ ବୃଦ୍ଧି । ଏକାଡେମିକ୍ କ୍ୟାରିୟରର ପ୍ରଥମ ବଡ଼ ପରୀକ୍ଷା । ତେଣୁ ଡର ଯେତିକି, ଉତ୍ସାହ ବି ସେତିକି । ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ବୋର୍ଡ ପରୀକ୍ଷା ।

DGP
ଡିଜିପି ନିଯୁକ୍ତି ନିୟମକୁ ଫୁ; ‘କାହିଁକି ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମଚଳା ନିଯୁକ୍ତି ?’

ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, କେନ୍ଦ୍ରର ବି ତାଗିଦ୍ । ତା’ ସତ୍ତ୍ୱେ ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତି ନିୟମକୁ ଓଡ଼ିଶା ସହ ୭ ରାଜ୍ୟ କରିଛନ୍ତି ଫୁ । କାହିଁକି ହେଉଛି ରାଜ୍ୟ ପୋଲିସ ମୁଖିଆ ଭଳି ଅତି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମଚଳା ନିଯୁକ୍ତି ?

matric exam
ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା; AI ଧରିଲା ତ୍ରୁଟି, ହଲକୁ ଦେଢ଼ ଘଣ୍ଟା ଆଗରୁ ଏଣ୍ଟ୍ରି ନେଇ ଅସନ୍ତୁଷ୍ଟ ପିଲା

କେଉଁଠି ଫୁଲ ଚନ୍ଦନ ଦେଇ ସ୍ୱାଗତ.. କେଉଁଠି ମିଠା ଖୁଆଇ ଉତ୍ସାହ ବୃଦ୍ଧି । ଏକାଡେମିକ୍ କ୍ୟାରିୟରର ପ୍ରଥମ ବଡ଼ ପରୀକ୍ଷା । ତେଣୁ ଡର ଯେତିକି, ଉତ୍ସାହ ବି ସେତିକି । ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ବୋର୍ଡ ପରୀକ୍ଷା ।

Deepfake video
ଭାଇରାଲ ହେଲା କୋହଲିଙ୍କ Deepfake ଭିଡିଓ; ଆଶ୍ଚର୍ଯ୍ୟ କରିବ ଏପରି ନକଲ !

ଭିଡିଓରେ ବିରାଟ ଅନଲାଇନ୍ ବେଟିଂ ଆପ୍‌ ଉପରେ କିଛି କହୁଥିବା ଦେଖିବାକୁ ମିଳୁଛି । କଥା କହିବାର ଶୈଳୀ ଓ ବିରାଟଙ୍କ ଚେହରାକୁ ନକଲ କରାଯାଇଛି ।

E News
ତୁ ମୋ ରେଶମୀ ଡୋରୀ, ତୁ ମୋ ପ୍ରେମ ଡାଏରୀ

ତୁ ମୋ ରେଶମୀ ଡୋରୀ... ତୁ ମୋ ପ୍ରେମ ଡାଏରୀ... ତୁ ମୋ ମନ ରାଇଜର ଶାରୀ...

NarasinghaMishra
ମୋ ରାଜନୈତିକ ଜୀବନରେ ଏହା ଶେଷ ବିଧାନସଭା

ମୋ କ୍ୟାରିୟରରେ ଏହା ଶେଷ ବିଧାନସଭା। ବାର୍ଦ୍ଧକ୍ୟ ଓ ସ୍ୱାସ୍ଥ୍ୟଗତ କାରଣ ଏବଂ ଗୁମାସ୍ତା ଶାସନ ପାଇଁ ମୁଁ ରାଜନୀତିରୁ ବିଶ୍ରାମ ନେବି।

Droupadi Murmu
ମାଆ କୀଚକେଶ୍ୱରୀଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି

ପୁଣିଥରେ ନିଜ ଜନ୍ମମାଟିକୁ ଫେରୁଛନ୍ତି ମହାମହିମ ରାଷ୍ଟ୍ରପତି । ଖିଚିଂ ସ୍ଥିତ ଐତିହାସିକ ମା କିଚକେଶ୍ୱରୀ ମନ୍ଦିରର ଦର୍ଶନ କରିବେ ରାଷ୍ଟ୍ରପତି । ଏହା ସହ ମାଆଙ୍କର ଆଳତୀରେ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣା ପଡ଼ିଛି ।

SpecialStory
ନିଜ ପିଲାଙ୍କୁ ଆଶ୍ରମରେ ଛାଡ଼ି, ପର ପିଲାଙ୍କ ସେବାରେ ଜ୍ୟୋତି

ନିଜ ପିଲାଙ୍କୁ ଆଶ୍ରମରେ ଛାଡ଼ି, ଡାକ୍ତରଖାନାରୁ ଘରକୁ ଆଣିଥିବା ପୁଅ ଝିଅର ଯତ୍ନ ନେବା ସହ ରୋଗୀଣା ମା’ର ଚିକିତ୍ସା କରୁଛନ୍ତି ଜ୍ୟୋତି। ଏଭଳି ମହାନତା ଦେଖି ପରିବାର ଓ ସ୍ଥାନୀୟ ବାସିନ୍ଦାଙ୍କ ବେଶ ପ୍ରସଂଶାର ପାତ୍ର ହୋଇଛନ୍ତି ଜ୍ୟୋତି ବିନ୍ଧାଣୀ।

YouTubeFarmer
ଢେଙ୍କାନାଳରେ ଫଳିଛି ଥାଇଲାଣ୍ଡ ରେଡ୍ ଆପୁଲ ବେରୀ

ୟୁଟ୍ୟୁବ ଶିଖାଇଲା ରୋଜଗାରର ବାଟ। ପ୍ରଥମେ ୟୁଟ୍ୟୁବରୁ ଦେଖିଲେ ପରେ ବ୍ରାହ୍ମଣୀ ନଦୀ ପଠାରେ ଥାଇଲାଣ୍ଡ ରେଡ ଆପଲ ବେରୀ ଓ ବଲ ସୁନ୍ଦରୀ କୋଳି ଚାଷ କରି ଲକ୍ଷପତି ହେଲେ ଯୁବକ।

News Fuse
ନବୀନ ରାଇଜ ଛୁଆଙ୍କର ଚୂଲିମୁଣ୍ଡେ କଟୁଛି ଜୀବନ

ଏମାନଙ୍କ ଭବିଷ୍ୟତ ପୂରା ଅନ୍ଧାର। ସରକାରଙ୍କ ଯୋଜନା ଏମାନଙ୍କ ପାଇଁ ସାତ ସପନ। ନିର୍ବାଚନ ଆସିଲେ ସମସ୍ତେ ଆସି ଦିଅନ୍ତି। ଇଲେକସନ୍ ସରିଲେ ଆଉ କିଏ ପଚାରେ..

smartphone users
ଚକିତ କଲା BCG ରିପୋର୍ଟ ! ୮୪% ଭାରତୀୟ ସ୍ମାର୍ଟଫୋନ୍‌ ଆଡିକ୍‌ଟେଡ୍‌, ଦେଖୁଛନ୍ତି ଏହି ଭିଡିଓ

୩୧ ପ୍ରତିଶତ ଲୋକ ନିଜୟ ସମୟ ସ୍ମାର୍ଟଫୋନ୍‌ରେ ବିତାନ୍ତି । ମାତ୍ର ଗୋଟିଏ ଦିନରେ ହାରାହାରି ୮୦ ଥର ସ୍ମାର୍ଟଫୋନ୍‌ ବ୍ୟବହାର କରନ୍ତି ।

Plus 2 exam
ଆଜିଠୁ +2 କଳା ଓ ବାଣିଜ୍ୟ ପରୀକ୍ଷା; CCTV ନଜରରେ ରହିଛି ପରୀକ୍ଷା କେନ୍ଦ୍ର

ପରୀକ୍ଷା କେନ୍ଦ୍ରରେ ସିସିଟିଭିକୁ ଗୁରୁତ୍ୱ ଦିଆଯାଇଛି ଏବଂ ମାଧ୍ୟମିକ ଶିକ୍ଷା ପରିଷଦରେ ଏହାର ଲାଇଭ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା ହୋଇଛି । ପରୀକ୍ଷା ଲାଗି ଭିନ୍ନକ୍ଷମମାନଙ୍କୁ ଅଧିକ ଘଣ୍ଟାଏ ସମୟ ମିଳିବ ।

Vigilance scanner
ବୌଦ୍ଧ RTO ବସନ୍ତ ମହାପାତ୍ରଙ୍କର ଅମାପ ସଂପତି ଦେଖି ଭିଜିଲାନ୍ସ ତାଜୁବ୍

ରାଜାଧନୀ ଭୁବନେଶ୍ୱର ଠାରୁ ଆଇଟି ସିଟି ବେଙ୍ଗାଳୁରୁ । ଯେଉଁଠି ଦେଖ, ସେଇଠି ରହିଛି ଦାମୀ ଆପାର୍ଟମେଣ୍ଟ ଆଉ ଘର । ଭୁବନେଶ୍ୱରର ଏମିତି କୌଣସି ଦାମୀ ଆପାର୍ଟମେଣ୍ଟ ନାହିଁ ଯେଉଁଠି ବସନ୍ତଙ୍କ ଫ୍ଲାଟ୍ ନଥିବ ।

Electoral Bonds
ନିର୍ବାଚନୀ ପାଣ୍ଠି ଉପରେ 'ସୁପ୍ରିମ୍' ପ୍ରହାର; ଇଲେକ୍ଟୋରାଲ୍ ବଣ୍ଡ ବନ୍ଦ କଲେ ସର୍ବୋଚ୍ଚ କୋର୍ଟ

ରାଜନୈତିକ ଦଳଙ୍କ ନିର୍ବାଚନୀ ପାଣ୍ଠି ଉପରେ 'ସୁପ୍ରିମ୍' ପ୍ରହାର । ଇଲେକ୍ଟୋରାଲ ବଣ୍ଡକୁ ବେଆଇନ ଦର୍ଶାଇ ବନ୍ଦ କଲେ ସୁପ୍ରିମକୋର୍ଟ ଇତିହାସ ପାଲଟିଲା ପଲିଟିକାଲ୍ ପାର୍ଟିଙ୍କ ଆୟର ଏହି ପ୍ରମୁଖ ଉତ୍ସ ।

Raghubar Das visits Sundargarh
ଅନ୍ଧାରରେ ଗାଁ ବୁଲିଲେ, ରାଜ୍ୟ ସରକାରଙ୍କୁ ଆଇନା ଦେଖାଇଲେ

ରାତିର ଅନ୍ଧାରରେ ଗାଁ ବୁଲି ସମସ୍ୟା ବୁଝିଲେ। ପୁଣି ପ୍ରଶାସନକୁ ଆଇନା ଦେଖାଇଲେ ରାଜ୍ୟପାଳ। ଖୋଲିଗଲା ରାଜ୍ୟ ସରକାରଙ୍କ ମିଛ ପ୍ରଚାରର ପୋଲ୍ !

Ashwini Vaishnaw
ବୁଝାପଡୁନି ବିଜେଡିର ‘B’ ପଲିଟିକ୍ସ; ଅଶ୍ୱିନୀଙ୍କୁ ଦେଲା ସମର୍ଥନ, ନାମାଙ୍କନ ବେଳେ ଆସିଲେନି

ରାଜ୍ୟସଭା ନିର୍ବାଚନ ଲାଗି ନାମାଙ୍କନ ଦାଖଲ କଲେ ଅଶ୍ବିନୀ ବୈଷ୍ଣବ। ହେଲେ ଆସିଲାନି ବିଜେଡି। ଏପଟେ ବିଜେଡି ସମର୍ଥନ ପରେ ବି ଧନ୍ୟବାଦ ଦେଲେନି ରେଳ ମନ୍ତ୍ରୀ। 

Prafulla Mallik
ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡିର ଏଣ୍ଟ୍ରି; ଖୋଲିବ ବାରିପଦା ପେଡ଼ି

ଉତ୍ତର ଓଡ଼ିଶାର ପ୍ରାଚୀନ ତଥା ପ୍ରତିଷ୍ଠିତ ଯାନ୍ତ୍ରିକ ଏବଂ ବୈଷୟିକ ଶିକ୍ଷା ଅନୁଷ୍ଠାନ ବରପଦା ଇଞ୍ଜିନିୟରିଂ କଲେଜ ମହାଦୁର୍ନୀତି ମାମଲାରେ ପଶିଲା ଇଡି। ଜମି ଓ ଗାଡ଼ି କିଣା ବାବଦରେ ୨୦ କୋଟିରୁ ଅଧିକ ଟଙ୍କାର ଦୂର୍ନୀତି ମାମଲାରେ ଇଡ଼ି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ...

Buffalo
ମଇଁଷିର ନାଁ ଯୁବରାଜ; ବର୍ଷକୁ ରୋଜଗାର ଦେଉଛି ୩୦ ଲକ୍ଷରୁ ଅଧିକ ଟଙ୍କା

ଯୁବରାଜର ଶରୀରକୁ ମଲ୍ଲ ଯୋଦ୍ଧା ଭଳି ତେଲରେ ମାଲିସ କରାଯାଉଛି । ଆସନ୍ତାକାଲିଠୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେଉଛି ତିନିଦିନିଆ ମତ୍ସ୍ୟ ପ୍ରାଣୀ ସମାବେଶ ।

Nitin Gadkari
୨୬ ପ୍ରକଳ୍ପର ଶିଳାନ୍ୟାସ କଲେ ଗଡ଼କରୀ; ଲୋକାର୍ପିତ ହେଲା ଚଣ୍ଡିଖୋଲରୁ ଭଦ୍ରକ ଯାଏ ୬- ଲେନିଂ ରାସ୍ତା

NH-୧୬ ଚଣ୍ଡିଖୋଲ ଠାରୁ ଭଦ୍ରକ ପର୍ଯ୍ୟନ୍ତ ୬- ଲେନିଂ ରାସ୍ତା ଏବଂ NH-୪୯ର ବାହାରଗୋଡ଼ା-ସିଂଘରା ଖଣ୍ଟର ୪-ଲେନିଂ ରାସ୍ତା ଲୋକାର୍ପିତ ହୋଇଛି । ଏଥିସହ ଅନ୍ୟ ୨୬ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଗଡ଼କରୀ, ଯେଉଁଥିରୁ ଅଧିକାଂଶ ପ୍ରକଳ୍ପ ଓଡ଼ିଶାର ରହିଛି ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।