• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

MV Debi
ଆଇନ ଜାଲରେ ଜାହାଜ MV ଦେବୀ; ବନ୍ଦର ଭଡ଼ା ବାବଦକୁ ଦେଇନାହିଁ ୮ କୋଟି

୨ ଶହ କୋଟିରୁ ଅଧିକ ଟଙ୍କାର କୋକେନ ଜବତ ହୋଇଥିବା ଭିଏତନାମ ଜାହାଜ MV ଦେବୀ ପାଇଁ ନୂଆ ଅଡୁଆ। ପାରାଦୀପ ବନ୍ଦରରେ ଅଟକ ଥିବା ଏହି ଜାହାଜ ଏବେ ସହଜରେ ମୁକୁଳିବାର ସମ୍ଭାବନା କମ୍।

Apartment loot
କମିଶନରେଟ ପୋଲିସକୁ ଆପାର୍ଟମେଣ୍ଟ ସୁରକ୍ଷା ଚିନ୍ତା; ଲୁଟେରାଙ୍କୁ ଧରିବାକୁ ତାଗିଦ କଲେ ପୋଲିସ କମିଶନର୍

ରାଜଧାନୀରେ ଆତଙ୍କ ଖେଳାଇଛନ୍ତି ଆପାର୍ଟମେଣ୍ଟ ଲୁଟେରା । ୫ ମାସରେ ୮ ଆପାର୍ଟମେଣ୍ଟର ୧୭ଟି ଫ୍ଲାଟରୁ ଚୋରି । ଚୋରି କରିନେଲେଣି କୋଟି ଟଙ୍କାର ସଂପତ୍ତି । ଗତ ୨୦୨୩ ଅକ୍ଟୋବରରୁ ଆପାର୍ଟମେଣ୍ଟ ଚୋର ସକ୍ରିୟ ହୋଇଥିବା ବେଳେ, ଲୁଟି ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଫ୍ଲାଟ ।...

Government confirms three newly enacted criminal laws effective from July 1
ଜୁଲାଇ ପହିଲାରୁ ୩ ଫୌଜଦାରୀ ଆଇନ ଲାଗୁ

ଜୁଲାଇ ୧ ତାରିଖରୁ ଲାଗୁ ହେବ ୩ ନୂଆ ଫୌଜଦାରୀ ଆଇନ । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଲାଗୁ । ଭାରତୀୟ ସାକ୍ଷ୍ୟ ଅଧିନିୟମ ମଧ୍ୟ ଲାଗୁ କରାଯିବାକୁ ନିଷ୍ପତ୍ତି ।

Bhubaneswar Municipal Corporation
ନୂଆ BMC କମିଶନର ହେଲେ ରାଜେଶ ପ୍ରଭାକର ପାଟିଲ

ବଦଳିଲେ ଭୁବନେଶ୍ୱର ମହାନଗର ନିଗମ କମିଶନର । ରାଜେଶ ପ୍ରଭାକର ପାଟିଲ ହେଲେ BMC କମିଶନର । ୨୦୦୫ ବ୍ୟାଚର ଆଇଏଏସ୍ ରାଜେଶ ପ୍ରଭାକର ପାଟିଲ

34 new Notified Area Councils
୫ NAC ହେଲା ମ୍ୟୁନିସିପାଲିଟି; ଗଠନ ହେଲା ନୂଆ ୩୪ NAC

ରାଜ୍ୟରେ ଆଉ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରିବାକୁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ୫ ଏନ୍‌ଏସିକୁ ମ୍ୟୁନିସିପାଲିଟି ଭାବେ ମଧ୍ୟ ଉନ୍ନୀତ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

Kantita Mahala
ଫେବ୍ରୁଆରୀ ୧୪ରେ ଗିରଫ ହୋଇଥିଲେ ସଂଯୁକ୍ତା; ଆଜି ବାହାରିଲେ ଜେଲ୍‌ରୁ

୧୦ ଦିନ ଜେଲରେ ରହିବା ପରେ ଆଜି ସେ ସଂଧ୍ୟାରେ ଜେଲରୁ ମୁକୁଳିଛନ୍ତି । ଗତ ଫେବ୍ରୁଆରୀ ୧୪ ତାରିଖ ସନ୍ଧ୍ୟାରେ ତାଙ୍କୁ ଜେଲ୍ ପଠାଇଥିଲା କବିସୂର୍ଯ୍ୟନଗର ପୋଲିସ ।

Is Khordha Jail slowly becoming den of brown sugar business?
ଧଳାଜହର ବେପାରର ନୂଆ ହବ୍‌ ଖୋର୍ଦ୍ଧା ଜେଲ୍‌

ଧଳାଜହର ବେପାରର ନୂଆ ହବ୍‌ ପାଲଟିଛି ଖୋର୍ଦ୍ଧା ଜେଲ୍‌ । କାରାଗାରରୁ ଅପରେଟ୍‌ ହେଉଛି ବ୍ରାଉନ୍‌ସୁଗାର ବ୍ୟବସାୟର ନୀଳ ନକ୍ସା । ୨୪ ଘଣ୍ଟିଆ ସତର୍କ ନଜର ସତ୍ତ୍ୱେ ଜେଲ୍‌ ଭିତରେ ବୁଲୁଛି ପୁଳାପୁଳା ମୋବାଇଲ୍‌ ।

Kalia Scheme
ବଢିଲା କାଳିଆ ଯୋଜନା ଅବଧି; ତେଜିଲା ରାଜନୀତି

ବଢିଲା କାଳିଆ ଯୋଜନା ଅବଧି। ତେଜିଲା ରାଜନୀତି। ଭୋଟ ହାତେଇବା ଆଶାରେ ଏହା ସରକାରଙ୍କ ନିର୍ବାଚନୀ ଥୋପ ବୋଲି କହିଛନ୍ତି ବିରୋଧୀ। ତେଣେ କେନ୍ଦ୍ର ପରିସଂଖ୍ୟାନ ସଂସ୍ଥା- NSO ରିପୋର୍ଟରେ ଓଡ଼ିଶାର ଚାଷୀଙ୍କ ଆର୍ଥିକ ଅବସ୍ଥା ନେଇ ଯେଉଁ ରିପୋର୍ଟ ଆସିଛି ତାହା ଅତି ଚିନ୍ତାଜନକ।

Odisha Politics
ଲଢ଼େଇର ନାଁ ଓପିନିୟନ୍‌ ପୋଲ୍‌; ଦ୍ୱନ୍ଦ୍ୱରେ ଜନତା, ଛାନିଆ ନେତା !

ଭୋଟ୍ ପୂର୍ବରୁ ଓପିନିୟନ୍ ପୋଲ୍ ୱାର୍ । ବିଭିନ୍ନ ସଂସ୍ଥାଙ୍କ ପ୍ରାକ୍ ନିର୍ବାଚନୀ ସର୍ଭେକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ । କାହା ସର୍ଭେରେ ବିଜେପି ଆଗରେ ତ କିଏ ପୂର୍ବାପେକ୍ଷା ବିଜେଡିକୁ ଦେଉଛି ଅଧିକ ସିଟ୍ । ନିକଟରେ ଦ ଫେଡେରାଲ୍ ସଂସ୍ଥା ପକ୍ଷରୁ ପ୍ରକାଶିତ ସର୍ଭେ...

Student Death
ଚିନ୍ତାରେ କିଶୋର ଆତ୍ମହତ୍ୟା; ପରୀକ୍ଷା ଚାପରେ ଝୁଲି ପଡ଼ୁଛନ୍ତି ଛାତ୍ରଛାତ୍ରୀ !

ଅସମୟରେ ଓ ଅକାଳରେ ଝଡ଼ିଯାଉଛି କଅଁଳ ଜୀବନ। ଚପଳମତି ପିଲାଟିଏ କିଶୋର ବୟସରେ ଯେ ଜୀବନ ହାରିଦେବ, ଭାବିଲେ କେବଳ ଅଭିଭାବକ କାହିଁକି, ପ୍ରତ୍ୟେକଙ୍କ ମନ ଓ ପ୍ରାଣ ଚହଲିଯାଉଛି।

Khandagiri Mela
ଖଣ୍ଡଗିରି କୁମ୍ଭମେଳାରେ ବବାଙ୍କ ଚମତ୍କାରୀ; ଫୁଙ୍କି ଦେଲେ ଫୁ ମାରୁଛି ରୋଗ !

ବୋତଲେ ପାଣି ପିଇଦେଲେ ଛୁ ମାରୁଛି ମାରାତ୍ମକ ରୋଗ। ଦେହ ଆଉଁସି ତେଲ ଘଷି ଦେଲେ ଉଭେଇ ଯାଉଛି ପୁରୁଣା ବାତ। ଖଣ୍ଡଗିରି କୁମ୍ଭମେଳାର ଏଭଳି ଚମତ୍କାରୀ ବାବା ମାନଙ୍କ ଶିବିରରେ ଲୋକଙ୍କ ଲାଗୁଛି ଗହଳି। ତେବେ ବାବା ମାନଙ୍କ ଦାବି କେତେ ସତ କେତେ ମିଛ, ତାହା ତ ଜଣାନାହିଁ।

5T Chairman VK Pandian
ଗଞ୍ଜାମରେ ପାଣ୍ଡିଆନଙ୍କୁ ଟମାଟୋ ମାଡ଼; ଯୁବକଙ୍କୁ କାବୁ କରି ନିର୍ଧୂମ ଛେଚିଲେ BJD କର୍ମୀ

ଟମାଟ ମାଡ଼ କରିଥିବା ବ୍ୟକ୍ତି ଜଣକ କଂଗ୍ରେସର ବୋଲି କୁହାଯାଉଛି । ପୋଲିସ ଯୁବକକୁ ଉଠାଇ ନେବାବେଳେ BJD କର୍ମୀମାନେ ବିଧା ଗୋଇଠା ମାରୁଥିବା ଦେଖିବାକୁ ମିଳିଛି ।

Driver
ଚାକିରିରୁ ବାହାର କରିଦେଲେ ମାଲିକ; ଘରେ ପଶି କାର୍‌-ବାଇକ୍‌ ଜାଳିଦେଲା ଡ୍ରାଇଭର

କୁହାଯାଉଛି କି, ପ୍ରତିଶୋଧ ପରାୟଣ ହୋଇ ଘରେ ପଶି କାର ଏବଂ ବାଇକ୍ ଜାଳିଦେଇଛି ଡ୍ରାଇଭର । ଭୁବନେଶ୍ୱର ଖଣ୍ଡଗିରିରୁ ଏଭଳି ଅଭିଯୋଗ ଆସିଥିବାବେଳେ ଡ୍ରାଇଭରର ସମସ୍ତ କାରନାମା ସିସିଟିଭିରେ କଏଦ ହୋଇଛି ।

Vijayawada office
ଗିରଫ ହୋଇଥା’ନ୍ତେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ! ଭୟରେ କଂଗ୍ରେସ ଅଫିସରେ କଟିଲା ସାରାରାତି

ଗୁରୁବାର ଦିନ ଶର୍ମିଲା କହିଛନ୍ତି, ସରକାର ତାଙ୍କୁ ଗିରଫ କରିବାକୁ ଚେଷ୍ଟା କରୁଚନ୍ତି । ତେଣୁ ସେ ଗିରଫରୁ ବର୍ତ୍ତିବାକୁ କଂଗ୍ରେସ କାର୍ଯ୍ୟାଳୟରେ ରହିଥିଲେ ।

Odisha Weather
କଲବଲ କଲାଣି ଖରା; ହିଟୱେଭ୍ ନେଇ ଆଗୁଆ ସତର୍କ କରାଇଲେ SRC

ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଆଉ କିଛି ଅଞ୍ଚଳରେ ତାତି ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଗତକାଲି ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୬.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୧୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା ।

Defence Minister Rajnath Singh
ନବରଙ୍ଗପୁର ସଭାରେ ଗର୍ଜିଲେ ରାଜନାଥ; ‘ଓଡ଼ିଶାରେ ଦରକାର ଡବଲ ଇଞ୍ଜିନ ସରକାର’

ରାଜନାଥ କହିଛନ୍ତି ଯେ, ସେତେବେଳେ ଆତଙ୍କବାଦ, ନକ୍ସଲବାଦ ଓ ଆତଙ୍କ ସବୁବେଳେ ଲାଗି ରହିଥିଲା । ଆଜି ଆତଙ୍କବାଦ କେଉଁଠି ରହିଛି, ଆପଣମାନେ ଜାଣିଛନ୍ତି । ପୁଲୱାମା ଘଟଣା ପରେ ମୁହଁତୋଡ଼ ଜବାବ ଦିଆଯାଇଛି ।

Defence Minister Rajnath Singh
ନବରଙ୍ଗପୁରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଦିନିକିଆ ଓଡ଼ିଶା ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସିବା ସହ ପ୍ରଥମେ ବିଜେପି କୋର କମିଟି ବୈଠକରେ ଯୋଗଦେଇଛନ୍ତି ।

mother jumps from 4th floor of building in Noida
ସଂସାର ଉଜାଡ଼ିଦେଲା ଜନ୍ମକଲା ମା’... ଦୁଇ ଝିଅଙ୍କୁ ଧରି ୪ ମହଲା ଛାତରୁ ଡେଇଁପଡ଼ିଲା

୩୨ ବର୍ଷୀୟ ମହିଳା କାହିଁକି ଏପରି କଲେ ତାହା ଜଣାପଡ଼ିନାହିଁ । ପାରିବାରିକ କଳହ ନା ଅନ୍ୟ କେଉଁ କାରଣରୁ ମହିଳା ଜଣକ ଏତେ ବଡ଼ ନିଷ୍ପତ୍ତି ନେଲେ ତାହା ଜଣାପଡ଼ିନାହିଁ ।

Bring Your Own Film Festival begins at Puri Beach
ପୁରୀରେ ଉଦଘାଟିତ ହେଲା 'ବ୍ରିଙ୍ଗ୍ ୟୋର୍ ଓନ୍ ଫିଲ୍ମ ଫେଷ୍ଟିଭାଲ୍'; ସ୍କ୍ରିନିଂ ହେବ ୬୦ଟି ଫିଲ୍ମ

ସନ୍, ସ୍ୟାଣ୍ଡ୍ ଆଣ୍ଡ୍ ସ୍କ୍ରିନ ଥିମରେ ଆୟୋଜିତ ଏହି ମହୋତ୍ସବକୁ ଉଦଘାଟନ କରିଛନ୍ତି ଇରାନୀ ପର୍ଯ୍ୟଟକ ନାଜାନିନ୍ । ଚଳଚ୍ଚିତ୍ର ନିର୍ମାତା, ପ୍ରଯୋଜକ ଏବଂ ଫିଲ୍ମ ଷ୍ଟୁଡେଣ୍ଟ ମାନଙ୍କୁ ଏକାଠି ହେବାର ଓ ଗୁଣାତ୍ମକ ଫିଲ୍ମ ଦେଖିବା ସହ ଭାବ ବିନିମୟର ସୁଯୋଗ ଦେଉଛି ଏହି ଖୋଲା ମଞ୍ଚ...

Divyang devotees
କାଳିଆ ଦର୍ଶନ ପାଇଁ ଛଟପଟ ଦିବ୍ୟାଙ୍ଗ ଭକ୍ତ; ମହାପ୍ରଭୁଙ୍କୁ ନଦେଖି ମନ ଦୁଃଖରେ ଫେରୁଛନ୍ତି ଶ୍ରଦ୍ଧାଳୁ

ଗତକାଲି ଏମିତି ଜଣେ ଦିବ୍ୟାଙ୍ଗ ଭକ୍ତ ଜଗାର ଦର୍ଶନ ପାଇଁ ଆସିଥିଲେ । କିନ୍ତୁ ଦର୍ଶନ ନପାଇ ମନ ଦୁଃଖରେ ଫେରିଯାଇଥିଲେ । ଆଉ ଜଣେ ଦିବ୍ୟାଙ୍ଗ ଭିତରକୁ ଯାଇନପାରି ସିଂହଦ୍ୱାରରୁ ପତିତପାବନଙ୍କୁ ଦର୍ଶନ କରିବାକୁ ବାଧ୍ୟ ହୋଇଥିଲେ ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।