• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Pm Modi
ଆହୁରି ନିବିଡ଼ ହେବ ଭାରତ-କତାର ସଂପର୍କ; ଆସନ୍ତାକାଲି କତାର ଯିବେ ପ୍ରଧାନମନ୍ତ୍ରୀ

କତାର ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି କତାର ଅମିର ସେଖ୍ ତମିମ ବିନ୍ ହମଦ ଏବଂ ଅନ୍ୟ ଉଚ୍ଚ ପ୍ରତିନିଧିଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ଦ୍ୱିତୀୟ କତାର ଗସ୍ତ ।

Dense fogg
ଶ୍ରୀକ୍ଷେତ୍ରରେ ପ୍ରବଳ କୁହୁଡ଼ି; ଧଳା ଚାଦରରେ ଘୋଡ଼େଇ ହୋଇଛି ଶ୍ରୀମନ୍ଦିର, ଲୁଚିଯାଇଛି ନୀଳଚକ୍ର

ସେହିଭଳି ଘନକୁହୁଡ଼ିରେ ଲୁଚି ରହିଛି ପାରାଦୀପ ସହର । ରାସ୍ତାଘାଟ ଦେଖାଯାଉନି, ଗାଡ଼ି ଚଳାଚଳରେ ବାଧା ଉପୁଜିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଦେଇଥିବାରୁ ଯାତାୟାତରେ ବାଧା ଉପୁଜିଛି ।

Karnataka Convent School Teacher
ମହଙ୍ଗା ପଡ଼ିଲା ଶ୍ରୀରାମ ଓ ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ; ଚାକିରିରୁ ନିଲମ୍ବିତ ହେଲେ ଶିକ୍ଷକ !

ଗୋଟିଏ ବିଦ୍ୟାଳୟର ଜଣେ ଶିକ୍ଷକ ମହାଭାରତ, ରାମାୟଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ କିଛି ମନ୍ତବ୍ୟ ଦେଇଥିଲେ । ଯାହାକୁ ଅପମାନଜନକ ମନ୍ତବ୍ୟ ବୋଲି କୁହାଯିବା ସହ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି ।

Farmer
ଚାଷୀଙ୍କ ଦିଲ୍ଲୀ ଚଲୋ ଡାକରା; ଆଜି ରାଜଧାନୀରେ ଆନ୍ଦୋଳନ କରିବେ କୃଷକ

କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଟକଣା ଜାରି କରିଛନ୍ତି କମିଶନର । ମାର୍ଚ୍ଚ ୧୨ ଯାଏଁ ଦିଲ୍ଲୀରେ ବଡ଼ଧରଣର ସମାବେଶ ଉପରେ ରୋକ୍ ଲଗାଯାଇଛି ।

Rajya Sabha Elections
ରାଜ୍ୟସଭା ନିର୍ବାଚନ; ଆଜି ନାମାଙ୍କନ ଭରିବେ ୨ BJD ପ୍ରାର୍ଥୀ

ଖାଲିପଡୁଥିବା ରାଜ୍ୟସଭା ଆସନ ପାଇଁ ଗତକାଲି ପ୍ରାର୍ଥୀ ଘୋଷଣା କରିଥିଲା BJD । ୩ଟି ଆସନ ମଧ୍ୟରୁ ୨ଟି ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ରାଜ୍ୟ ଯୁବ BJD ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ଘୋଷଣା କରିଥିଲା ଦଳ ।

Shivraj singh chouhan
୨୪ ପାଇଁ BJPର ସମର ସଜ୍ଜା; ଆଜି ଓଡ଼ିଶା ଆସୁଛନ୍ତି ଶିବରାଜ ସିଂ ଚୌହାନ

ଜଗତସିଂହପୁର ଲୋକସଭା ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବା ପରେ ଶିବରାଜ ମାଆ ଶାରଳାଙ୍କୁ ଦର୍ଶନ କରି ଆଶୀର୍ବାଦ ନେବେ । ସନ୍ଧ୍ୟାରେ କଟକସ୍ଥିତ ଶାରଳା ଭବନରେ ଅନୁଷ୍ଠିତ କଟକ ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବେ ।

Rajya Sabha Election
ରାଜ୍ୟସଭା ପାଇଁ ଦେବାଶିଷ- ଶୁଭାଶିଷଙ୍କ ନାଁ ଘୋଷଣା; କିଏ ହେବେ ବିଜେଡିର ତୃତୀୟ ପ୍ରାର୍ଥୀ ?

ପ୍ରଥମେ ତିର୍ତ୍ତୋଲ ଏବଂ ପରେ ବାରବାଟୀ-କଟକରୁ ଦୁଇଥର ବିଧାୟକ ହୋଇଛନ୍ତି ଦେବାଶିଷ । ସେହିପରି ସମସ୍ତଙ୍କୁ ଚକିତ କରି ପୁରୀର ଯୁବ ବିଜେଡି ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ବିଜେଡି ରାଜ୍ୟସଭା ପ୍ରାର୍ଥୀ କରିଛି ।

Research
Research: ଫେସ୍‌ବୁକ୍‌-ଗୁଗଲ ବ୍ୟବହାର କରୁଛନ୍ତି କି ? ଜାଣିନିଅନ୍ତୁ କ’ଣ କହୁଛି ରିସର୍ଚ୍ଚ ରିପୋର୍ଟ...

ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଗୁଗଲ ଓ ଫେସ୍‌ବୁକ୍‌ ପରି ଆପ୍‌ ଡାଟା ଚୋରି କରୁଛି ! ଏନେଇ ଡାଟା ପ୍ରାଇଭେସୀ କମ୍ପାନୀ ସୂଚନା ଦେଇଛି । ସୋସିଆଲ ମିଡିଆରେ ପିଲାମାନଙ୍କର ଗୋପନୀୟତା ବିପଦରେ ଥିବା କୁହାଯାଇଛି ।

News Fuse
ବର୍ଷ ବର୍ଷ ଧରି ଲୋକଙ୍କ ଦୃଦୟ ମାପୁଥିବା ଶଶିଙ୍କ ପାଇଁ ହୃଦୟ ନାହିଁ

ସମ୍ପତ୍ତି ଦେଲେନି ବୋଲି ଶବକୁ ପର କରିଦେଲେ ପରିବାର। ଶେଷରେ ୪ ଦିନ ପରେ ଶତ୍କାର କଲେ କେୟାରଟେକର। ହେଲେ ଏବେ ଶଶି ଦିଦି ଭାବେ ପରିଚିତ ମଦର ଟେରେସା ପୁରସ୍କାର ପ୍ରାପ୍ତ ନର୍ସଙ୍କୁ ଝୁରୁଛି କ୍ୟାପିଟାଲ ହସ୍ପିଟାଲ।

Kin of teacher lost life during COVID yet to receive govt help | Ganjam
ଅକାଳରେ ଚାଲିଗଲେ ଶିକ୍ଷକ... ବେସାହାରା ହୋଇଗଲା ପରିବାର...

ଅକାଳରେ ଚାଲିଗଲେ ଶିକ୍ଷକ... ବେସାହାରା ହୋଇଗଲା ପରିବାର... ସ୍ୱାମୀଙ୍କ ଫଟୋକୁ ଧରି ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ। ପରିବାରରେ କେହି ରୋଜଗାରିଆ ନଥିବାରୁ ଦିନକୁ ଦୁଇ ମୁଠା ଆହାର ଯୋଗାଡ଼ କରିବା ଏବେ ହୋଇ ପଡ଼ିଛି କଷ୍ଟକର...

This family in Odisha’s Chandbali forced to share house with cow
ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ, ଗୁହାଳରେ କଟୁଛି ଦିନ

ଯେଉଁଠି ଗୁହାଳ ,ସେଇଠି ଚାଲିଛି ରୋଷେଇ... ପିଲାଙ୍କ ପାଠ ପଢା ପାଇଁ ଭଲ ଜାଗା ଟିକେ ବି ନାହିଁ। ପଶୁ ଓ ମଣିଷଙ୍କ ମୁଣ୍ଡ ଗୁଞ୍ଜିବାକୁ ସେଇ ଗୋଟିଏ ଘର.... ଏଇ ପରିବାର ପାଇଁ, ସରକାରୀ ଯୋଜନା ହୋଇଯାଇଛି, ସାତ ସପନ।

wife’s treatment
ରୋଗିଣୀ ମାଆର ସେବା କରିବାକୁ ପାଠ ଛାଡିଲା ଝିଅ

ଖଟିଆରେ ଟେକି ନେଲେ ଯାଉଛନ୍ତି, ଉଠାଇ ବସାଇଲେ ବସୁଛନ୍ତି ଆଉ ଖୁଆଇଲେ ଖାଉଛନ୍ତି । ଏ ହେଉଛନ୍ତି ମୟୁରଭଂଜ ଜିଲ୍ଲାର ବହଳଦା ବ୍ଲକ ଅନ୍ତର୍ଗତ ବାଗଡେଗା ଗାଁର ଭାରତୀ ମହାନ୍ତ। ଦୀର୍ଘ ବର୍ଷେ ହେଲା ପାରାଲେସିସରେ ଆକ୍ରାନ୍ତ ହୋଇ ଶଯ୍ୟାସାୟୀ ହୋଇଛନ୍ତି ଭାରତୀ।

Nitish kumar
ବିହାର ବିଧାନସଭାରେ ଆଜି ନୀତୀଶଙ୍କ ଫ୍ଲୋର ଟେଷ୍ଟ; ଗୃହରେ ବହୁମତ କରିବେ ସାବ୍ୟସ୍ତ

ତେଜସ୍ୱୀଙ୍କ ବାସଭବନ ଆଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସମର୍ଥକ ମାନେ ମଧ୍ୟ ରାତି ସାରା ତେଜସ୍ୱୀଙ୍କ ବାସଭବନ ଆଗରେ ଥିବା ଦେଖିବାକୁ ମିଳିଛି ।

Dr Champeswar Panigrahi
ଦ୍ୱିତୀୟ ଈଶ୍ୱର ଡାକ୍ତର. ଚମ୍ପେଶ୍ୱର; ବଣ୍ଡାଘାଟିର ବଦଳାଇ ଦେଲେ ସ୍ୱାସ୍ଥ୍ୟ ସେବା ଚିତ୍ର

ଦୁଇ ବର୍ଷ ତଳେ ନିଯୁକ୍ତି ପାଇ ଏଠାକୁ ଆସିଥିଲେ ଡାକ୍ତର ଚମ୍ପେଶ୍ୱର । ସେତେବେଳେ ବଣ୍ଡା ଜନଜାତି, ସ୍ୱାସ୍ଥ୍ୟକେନ୍ଦ୍ର ନଆସି ଗୁଣିଆ ଓ ଦିଶାରିଙ୍କୁ ଭରସା କରୁଥିଲେ ।

Rajya Sabha election
ରାଜ୍ୟସଭା ନିର୍ବାଚନ; ୭ ରାଜ୍ୟ ପାଇଁ ୧୪ ପ୍ରାର୍ଥୀ ଦେଲା ବିଜେପି

ବିହାର ପାଇଁ ଡା. ଧର୍ମଶୀଳା ଗୁପ୍ତା, ଏବଂ ଡା. ଭୀମ ସିଂଙ୍କ ନାଁ ଘୋଷଣା କରିଛି ବିଜେପି । ଛତିଶଗଡ଼ ପାଇଁ ରାଜା ଦେବେନ୍ଦ୍ର ପ୍ରତାପ ସିଂ, ହରିୟାଣା ପାଇଁ ସୁଭାଷ ବରାଳ ଏବଂ କର୍ଣ୍ଣାଟକ ପାଇଁ ନାରାୟଣ କୃଷ୍ଣାଙ୍କ ନାଁ ଘୋଷଣା କରିଛି ଦଳ ।

Accident
ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌; ୫ ଶ୍ରମିକ ମୃତ, ୨୫ରୁ ଊର୍ଦ୍ଧ୍ୱ ଗୁରୁତର

ଆଜି ଜୁନାଗଡ ଥାନା ଆଟିଗାଁ ଅଞ୍ଚଳକୁ ପ୍ରାୟ ୬୦ଜଣ କୄଷି ଶ୍ରମିକ ବୋରଗୁଡା ଗ୍ରାମରେ ଧାନରୁଆ ପାଇଁ ଆସିଥିଲେ । ସଂଧ୍ୟାରେ ସେମାନେ ଘରକୁ ଫେରୁଥିବା ସମୟରେ ଡୋକରୀପଡା ଛକରେ ପିକଅପ୍ ଭ୍ୟାନଟି ଓଲଟି ପଡିଥିଲା ।

Matric exams 2024
ଆସିଲା ପରୀକ୍ଷା ଋତୁ; ଚାପ କମାଇବାକୁ ଗଣଶିକ୍ଷା ବିଭାଗର ‘ଟେଲି ମାନସ’ ବ୍ୟବସ୍ଥା

ଆସିଲା ପରୀକ୍ଷା ଋତୁ । ଚିନ୍ତାରେ ଅଭିଭାବକ, ଚାପରେ ପରୀକ୍ଷାର୍ଥୀ । CBSE , I CSE ଠାରୁ ଆରମ୍ଭ କରି ରାଜ୍ୟ ବୋର୍ଡ ପରୀକ୍ଷା ଯାଏଁ ସମସ୍ତ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।

Increases Bonus For Kendu Leaf Pluckers
କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କନ୍ୟା ବିବାହ ସହାୟତା ରାଶିକୁ ୨୫ ହଜାର, ସିଜିନାଲ କର୍ମଚାରୀଙ୍କ ବୋନସ ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି ସରକାର । ରେଢ଼ାଖୋଲରେ ଆୟୋଜିତ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବିଶାଳ ସମାବେଶରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

V Sugnana Kumari Deo
ପଞ୍ଚଭୂତରେ ଲୀନ ହେଲେ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ

୧୦ ଥରର ବିଧାୟିକା ତଥା ଖଲ୍ଲିକୋଟ ରାଣୀ ହେଉଛନ୍ତି ଭି. ସୁଜ୍ଞାନ କୁମାରୀ ଦେଓ । ଗଂଜାମ ଖଲ୍ଲିକୋଟରେ ଥିବା ରାଜପରିବାରର ଶ୍ମଶାନ ଘାଟରେ ଆଜି ତାଙ୍କର ଶେଷକୃତ୍ୟ କରାଯାଇଛି ।

High security number plate
ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ପାଇଁ No Tension ! ଘରେ ବସି କରନ୍ତୁ ଆବେଦନ

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ପାଇଁ ଆବେଦନ କରିବାକୁ ହେଲେ ପ୍ରଥମେ ଆପଣଙ୍କୁ ୱେବ୍‌ସାଇଟ୍‌ bookmyhsrp.comକୁ ଯିବାକୁ ହେବ । ପରେ ଆପଣ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ବିକଳ୍ପ ଉପରେ କ୍ଲିକ୍‌ କରିବେ ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।