୪ବର୍ଷ ହେଲା ସରିପାରୁନି ସଂପ୍ରସାରଣ କାମ । ଅସହାୟତା ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ନୀଳ ଆକାଶର ଛାତି ଚିରି ଶକ୍ତି ଓ ସାମର୍ଥ୍ୟ ଦେଖାଇଥିଲେ ରାଫେଲ, ସୁଖୋଇ ଓ ଜାଗୁଆର ଭଳି ଫାଇଟର ଜେଟ୍ ।
କୁକୁର ଖୋଜିବାକୁ ୧୫ ହଜାର ପୁରସ୍କାର ଘୋଷଣା । ସହର ସାରା ପୋଷ୍ଟର, ଖବରକାଗଜରେ ବିଜ୍ଞାପନ ।
ମମତା ଏବେ ପରଦୁଆରେ ମୂଲ ଲାଗିବା ସହିତ ବିଲରେ କାମ ବି କରୁଛନ୍ତି । ଆଉ ସେଥିରୁ ଯେତିକି ଟଙ୍କା ରୋଜଗାର କରୁଛନ୍ତି ସେତିକିରେ ପରିବାର ଚଳାଉଛନ୍ତି ।
ଭାରତୀୟ ବାୟୁସେନା ପାଖରେ ୧,୭୦,୫୭୬ ସକ୍ରିୟ ସୈନିକ ଅଛନ୍ତି । ୧.୪୦ ଲକ୍ଷ ରିଜର୍ଭ ଫୋର୍ସ ଅଛନ୍ତି ।
ଯୋଧପୁରର ମାତା ଥାନା ଅଧିନ ମଙ୍ଗରା ପୁଞ୍ଜଲା ଅଞ୍ଚଳରେ ଘଟିଛି । ବିସ୍ଫୋରଣ ପରେ ପୁରା ଅଞ୍ଚଳରେ ଚଞ୍ଚଲ୍ୟ ଖେଳିଯାଇଛି ।
ଟ୍ରିପ୍ର ମୂଲ୍ୟ ମାତ୍ର ୧୦ ପାଉଣ୍ଡ । କିନ୍ତୁ ସକାଳୁ ଉଠିବା ବେଳକୁ ଆସିଛି ୩୨ ଲକ୍ଷ ୧୯ ହଜାର ୪୫ ଟଙ୍କାର ବିଲ୍ ।
ଜଣେ ମହିଳା ରାତାରାତି କୋଟିପତି ହୋଇଗଲେ । ଯାହାକି ସେ କେବେ ବି ଆଶା କରିନଥିଲେ ।
କୋର୍ଟ କହିଛନ୍ତି, ପତ୍ନୀ ଓ ପିଲାଙ୍କୁ ପୋଷିବା ଏକ ପବିତ୍ର ବ୍ରତ ବୋଲି ଭାବିବା ଉଚିତ୍ ।
କେଉଁ ପ୍ରଭାବଶାଳୀ ନେତା ହେଉଥିଲେ ବ୍ଲାକ୍ ମେଲିଂର ଶିକାର ? ପୋଲିସ ମୁହଁ ଖୋଲୁ ନଥିବାରୁ ବଢୁଛି ସନ୍ଦେହ ।
ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ । କିଏ ହେବେ କେଉଁ ଦଳର ଯୋଦ୍ଧା ?
୨୪ ବର୍ଷିଆ ତେଜସ୍ୱିନୀ ବେହେରା ଓସିଏସ୍ ଟପ୍ପର । ପ୍ରଥମ ତିନିଟି ସ୍ଥାନରେ ତିନି ମହିଳା ।
ଏହି ପରମ୍ପରା ବିଶେଷ କରି ଦକ୍ଷିଣ ଭାରତରେ ପାଳନ ହେଉଥିବା ବେଲେ ବ୍ରହ୍ମପୁରରେ ବି ପାଳନ ହୋଇଥାଏ ଏହି ସ୍ୱତନ୍ତ୍ର ପର୍ବ ।
ପଶୁ କିମ୍ବା ପକ୍ଷୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ହେଲେ ପ୍ରଥମେ ଏକ ଫର୍ମ ଫିଲ୍ଅପ୍ କରିବାକୁ ହେବ ।
ବଙ୍ଗୋପସାଗର ଓ ମହାନଦୀର ସଙ୍ଗମ ସ୍ଥଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଏପରି ଯେ ଇକୋ ଟୁରିଜିମ୍ ବା ଇକୋ ରିଟ୍ରିଟ୍ ପାଇଁ ଅତ୍ୟନ୍ତ ଅନୁକୂଳ ବାତାବରଣ ।
ଲିଷ୍ଟରେ ନାଁ ରହିବ ବୋଲି ସେ ନିଶ୍ଚିତ ଥିଲେ । ଆର୍ଥାତ୍ OAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ବୋଲି ତାଙ୍କର ପ୍ରଗାଢ଼ ବିଶ୍ୱାସ ଥିଲା ।
ସାରା ଦୁନିଆଁ ଆଜି ତାଙ୍କୁ ତାଙ୍କର କଣ୍ଠ ସ୍ୱର ଓ ଉଚ୍ଚତା ପାଇଁ ଜାଣିଛି । ତାଙ୍କର ହାଇଟ୍ ୬ ଫୁଟ୍ ୬ ଇଞ୍ଚ । ଖାଲି ସେତିକି ନୁହେଁ ତାଙ୍କୁ ଅଭିନୟ ଜଗତର ବେତାଜ୍ ବାଦ୍ଶାହ ବୋଲି ମଧ୍ୟ କୁହାଯାଏ । କିନ୍ତୁ ତାଙ୍କ ଆଖିରେ ସତସତିକା...
OAS ଉତ୍ତୀର୍ଣ୍ଣ ହେଲେ ମୋଟ ୩୯୨ ପରୀକ୍ଷାର୍ଥୀ । ୩୯୨ ଜଣଙ୍କ ମଧ୍ୟରୁ ୧୪୮ ଜଣ ଛାତ୍ରୀ ।
ବିଜ୍ଞାପନ ଦ୍ୱାରା ମୁଖ୍ୟମନ୍ତ୍ରୀ ନମ୍ବର ୱାନ୍ ହୋଇଥିବା କହିଲେ ବିରୋଧୀ । ଲୋକଙ୍କ ସମସ୍ୟା ନବୁଝି ପ୍ରଚାର ପାଇଁ କୋଟି କୋଟି ଉଡ଼ାଯାଇଛି ।
ଭୁବନେଶ୍ୱର, କଟକ ସମେତ ଉପକୂଳରେ ଜୀବନଯାତ୍ରା ଅସ୍ତବ୍ୟସ୍ତ । ଆହୁରି ୩ ଦିନ ଯାଏଁ ୧୦ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ ।