ସତ୍ତ୍ୱ ହସ୍ତାନ୍ତରଣ ପାଇଁ ରାଜସ୍ୱ ବିଭାଗର ନୂଆ ଉଦ୍ୟମ । କ୍ୟାମ୍ପ କୋର୍ଟ ଜରିଆରେ ସମାଧାନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ।
ଯୁବକ ଜଣକ ହୋଟେଲରେ ପହଞ୍ଚିବା ବେଳକୁ ତାଙ୍କ ନାଁରେ କୌଣସି ରୁମ୍ ବୁକ୍ ହୋଇନାହିଁ କି ସୁନ୍ଦରୀ ଯୁବତୀଙ୍କ ଦେଖା ବି ନାହିଁ ।
ବିଷାକ୍ତ ସାପକୁ ଦେଖିଲେ ସମସ୍ତେ ଭୟ କରନ୍ତି । କିନ୍ତୁ ମାଲକାନଗିରି ଜିଲ୍ଲାର ନିଲିମାରି ଗ୍ରାମରେ ଏମିତି ଏକ ପରିବାର ଯେଉଁମାନେ ନିଜ ବାସ ଗୃହର ଅଧାରୁ ଅଧିକ ସ୍ଥାନ ସାପଙ୍କ ପାଇଁ ଛାଡି ଦେଇଛନ୍ତି ।
ଦର୍ଶକଙ୍କୁ ଦେଖି ଯାଯାବର ଗୀତ ଗାଉ ଗାଉ ପ୍ରାଣ ହରାଇଥିଲେ ମୁରଲୀ । ହଠାତ୍ କିଏ କିଛି ବୁଝିବା ପୂର୍ବରୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ମୁରଲୀ ।
ଆମେ କହୁଛୁ ଜାତୀୟ ରାଜପଥ ନମ୍ବର ୩୫୩ର କଥା । ନାଁ ବିଜୁ ଏକ୍ସପ୍ରେସ ୱେ । ହେଲେ ଏହି ରାସ୍ତାରେ ଗଲାବେଳେ କେତେବେଳେ କଣ ହେବ ସେନେଇ କାହା ପାଖରେ କିଛି ନିର୍ଦ୍ଧିଷ୍ଟ ସୂଚନା ନାହିଁ ।
ଲକ୍ଷାଧିକ ଟଙ୍କା ଠକେଇର ମାଷ୍ଟରମାଇଣ୍ଡ ସମେତ ୫ ଗିରଫ । ଗିରଫ ୫ ଜଣଙ୍କ ମଧ୍ୟରେ ଜଣେ ଯୁବତୀ ଥିବା ସୂଚନା ।
କଂଗ୍ରେସ କ’ଣ ଶୋଇ ପଡିଛି, ସେ ଆଉ ଉଠିବ ? ବିଜେପି କ’ଣ କଢ଼, ସେ ଆଉ ପୁଟିବ ?
ନୋବେଲ ବିଜେତାଙ୍କୁ ପ୍ରାୟ ୧ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ମିଳିଥାଏ । ନୋବେଲକୁ ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର କୁହାଯାଇଥାଏ ।
ମୁଁ କେବେ ବି କୌଣସି ଆପ୍ ନେତାଙ୍କ ସଂସ୍ପର୍ଶରେ ନଥିଲି । କିମ୍ବା ଏବେ ବି କୌଣସି ଆପ୍ ନେତାଙ୍କ ସଂସ୍ପର୍ଶରେ ନାହିଁ ।’
ଯେତେ ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି । ନିଇତି ଲୋକମାନେ ସେଠାରେ ପଡ଼ି ଖଣ୍ଡିଆ ଖାବରା ହୋଇ ଘରକୁ ଫେରୁଛନ୍ତି ।
ରାୟଗଡ଼ା ଜିଲ୍ଲା ଗୁଣୁପୁର ସବଡିଭିଜନର ଚନ୍ଦ୍ରପୁର ବ୍ଲକର କିଛି ଗାଁରେ ପିଲାଙ୍କ ପାଇଁ ପାଠ ପଢ଼ିବା ଏକ ବୋଝ ପାଲଟିଛି ।
5G ସେବା ଆରମ୍ଭ ହେଲେ ମିଳିବ 3G ଠାରୁ ୩୦ ଗୁଣ ଓ 4G ଠାରୁ ୧୦ ଗୁଣା ସ୍ପିଡ୍ ସେବା । ଆବଶ୍ୟକ ସ୍ଥଳେ ଏହି ସ୍ପିଡ ୧୦୦ ଗୁଣା ଯାଏଁ ଯାଇପାରେ ବୋଲି କୁହାଯାଉଛି ।
ସଇଁତଳା ଥାନାରେ ପୀଡ଼ିତ ଛାତ୍ରଙ୍କ ଅଭିଯୋଗ ପରେ ପୋଲିସର ଛାନ୍ଭିନ୍ । ଘଟଣାର ତଦନ୍ତ ପାଇଁ କମିଟି ଗଠନ କରାଯାଇଛି କହିଲେ କଲେଜ ଅଧ୍ୟକ୍ଷ ।
ମସ୍କୋ ବିରୋଧରେ ସ୍ୱର ଲାଗି ନାଟୋ ସଦସ୍ୟଙ୍କୁ ଜେଲେନସ୍କିଙ୍କ ଆହ୍ୱାନ । ଆମେରିକା ରାଷ୍ଟ୍ରପତି ବାଇଡେନ୍ କହିଲେ ଋଷିଆ କଥା ଆଦୌ ମାନିବୁନି ।
କୋଟି କୋଟି ଟଙ୍କା ଖର୍ଚ୍ଚ କରି ସାଜସଜ୍ଜା କରାଯାଇଛି । ବିରାଟକାୟ ତୋରଣ ବନ୍ଧା ସରିଛି । ମାଆଙ୍କୁ ସାଜସଜ୍ଜା ମଧ୍ୟ ସରିଛି ।
ଇଣ୍ଡିଆନ ମୋବାଇଲ କଂଗ୍ରେସରେ ହେବ ଉଦ୍ଘାଟନ । ଦୁଇ ବର୍ଷ ମଧ୍ୟରେ ସାରା ଦେଶରେ ମିଳିବ 5G ସେବା ।
ଟ୍ରାକ୍ଟର ଏବଂ ମର୍ସିଡିଜ୍ ମଧ୍ୟରେ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଜୋରଦାର ଥିଲା ଯେ ଟ୍ରାକ୍ଟର ଭାଙ୍ଗିଯାଇ ଦୁଇ ଫାଳ ହୋଇଯାଇଥିଲା ।
ତିନିତିନି ଜଣଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଥିଲେ କଳ୍ପିତ । ଏମିତିକି ୪ ମାସ ହେଲା କାହା ସହ ଠିକ୍ରେ କଥା ହେଉନଥିଲେ କି ଔଷଧ ଖାଉନଥିଲେ ।
ଏକ କୁନି ଛୁଆକୁ ଧରିଥିବା ମାଆ ପାଖରେ ପହଞ୍ଚିଥିଲେ । ଆଉ ତାର ଦୁଃଖ ବୁଝିଥିଲେ ମୁଖ୍ୟମନ୍ତ୍ରୀ ।
ଏମିତି କିଛି କଳ୍ପନା ବା ଚର୍ଚ୍ଚା ସେତେବେଳେ ମୁଣ୍ଡ ଟେକିଥିଲା, ଯେତେବେଳେ ଜେଡିୟୁ ସହ ଆର୍ଜେଡି ମେଣ୍ଟ କରିଥିଲା ।