ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ । ଆବେଦନର ଶେଷ ତାରିଖ ୧୦ ନଭେମ୍ବର ୨୦୨୨ ।
ପାନପୋଷ ଛକରେ ଏକ ମିଠା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟି ଏଭଳି ଅଘଟଣ ଘଟିଛି ।
ମହିଳା ୱାର୍ଡର ଏବଂ ପୁରୁଷ ୱାର୍ଡରଙ୍କ ଉପସ୍ଥିତିରେ ଅର୍ଚ୍ଚନା ଏବଂ ଜଗବନ୍ଧୁ ଦେଖା କରିପାରିବେ ବୋଲି ସୂଚନା ମିଳିଛି ।
ମାଙ୍କଡ଼ର ମଣିଷ ପ୍ରତି ଭଲ ପାଇବା । ଯାହାକି ସାଧାରଣତଃ ଜୀବଶ୍ରେଷ୍ଠ ମଣିଷ ପାଖରେ ଅନେକ ସମୟରେ ଦେଖା ଯାଇନଥାଏ ।
ରିଷି ସୁନକଙ୍କୁ ପ୍ରଧାନମନ୍ତ୍ରୀ ରେସ୍ରୁ ବାହାରେ ରହିବାକୁ ବୋରିସ ଜନସନ୍ ଚାପ ପକାଉଥିବା ଶୁଣିବାକୁ ମିଳୁଛି ।
ଜଗବନ୍ଧୁ ଘରୁ ଡାଏରୀ ସହ ମିଳିଛି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ । ୪ଟି ମୋବାଇଲ, ଗୋଟିଏ ଲାପ୍ଟପ୍ ସହ ମିଳିଛି ଡାଏରୀ ।
ଆଜିଠୁ T20 ବିଶ୍ୱକପ୍ର ସୁପର-୧୨ ପର୍ଯ୍ୟାୟ । ଉଦ୍ଘାଟନୀ ମ୍ୟାଚ୍ରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ।
ବାଣ ବଜାର ଉପରେ ବାତ୍ୟା ଓ ବର୍ଷା ଆଶଙ୍କାର ପ୍ରଭାବ । ବାତ୍ୟା ଭୟ ଯୋଗୁଁ ମାନ୍ଦା ପଡ଼ିଛି ବାଣ ବ୍ୟବସାୟ ।
ଓଡ଼ିଶାକୁ ନଛୁଇଁ ଉପକୂଳର କିଛି ଦୂରରୁ ବଙ୍ଗ ଯିବ ବାତ୍ୟା । ପାଣିପାଗ ବିଭାଗର ସୂଚନା, ରାଜ୍ୟରେ ପବନ କମ୍, ଅଧିକ ବର୍ଷା
ବାଣ ଫୁଟିବା ପରେ ଗଛ ଉଠିବ ଆଉ ସବୁଜିମା ହେବ ପରିବେଶ । ସେଥିପାଇଁ ବାଣ ଭିତରେ ଖଞ୍ଜାଯାଇଛି ମଞ୍ଜି ।
ପଶ୍ଚିମବଙ୍ଗ-ବାଂଲାଦେଶ ଉପରେ ଏହାର ସର୍ବାଧିକ ପ୍ରଭାବ ରହିବ । ତେବେ ବାତ୍ୟାର ତୀବ୍ରତା କେତେ ରହିବ ବର୍ତ୍ତମାନ ଯାଏଁ ଆକଳନ କରାଯାଇନାହିଁ ।
ଏକାଦଶୀଙ୍କ ଠାରୁ ବାଉଁଶ ଉପକରଣ ତିଆରି କଳା ଶିକ୍ଷା କରି ଆଖପାଖ ଅଞ୍ଚଳର କିଛି ଉତ୍ସାହୀ ଯୁବକ ବି ହୋଇପାରିଛନ୍ତି ସ୍ୱାବଲମ୍ବୀ ।
ରାଜଗାଙ୍ଗପୁର, କୁତ୍ରା ବ୍ଲକର ୫ ପଞ୍ଚାୟତର ବାସିନ୍ଦା । ରାଜଗାଙ୍ଗପୁର କେଶ୍ରାମାଲରୁ ସୁନ୍ଦରଗଡ ପର୍ଯ୍ୟନ୍ତ ପଦଯାତ୍ରା ।
ନଦୀ ଭିତରେ ସିଧା ସଳଖ ମଳତ୍ୟାଗ କରୁଛନ୍ତି ଲୋକେ । ବାହ୍ୟମଳମୁକ୍ତ ଅଞ୍ଚଳ ଘୋଷଣା ସତ୍ତ୍ୱେ ଖୋଲାରେ ମଳତ୍ୟାଗ ।
ଉଚ୍ଚଶିକ୍ଷାରୁ ବଞ୍ଚିତ ଯାମୁଯୋରୀ କଇଁଙ୍ଗ ଗାଁର ଛାତ୍ରଛାତ୍ରୀ, ଗାଁରୁ କେହି ହେଲେ କଲେଜ ମାଟି ମାଡ଼ି ନାହାନ୍ତି
ବାଣ ବ୍ୟବସାୟୀଙ୍କ ଅନ୍ୟ ଗୋଦାମରେ ବିପୁଳ ପରିମାଣର ବାଣ ଗଛିତ ଥିବା ସନ୍ଦେହ କରୁଛି ପୋଲିସ ।
ଶଶି ଥରୁରଙ୍କ ତୁଳନାରେ ଖଡଗେଙ୍କୁ ଆଠ ପ୍ରତିଶତ ଅଧିକ ଭୋଟ୍ ମିଳିଛି । ଏହାପୂର୍ବରୁ ସୀତାରାମ କେଶରୀ ଅଣଗାନ୍ଧି କଂଗ୍ରେସ ସଭାପତି ଥିଲେ ।
୫ ଟଙ୍କାରେ ହବିଷ୍ୟାଳିଙ୍କୁ ଦିଆଯାଉଛି ହବିଷାନ୍ନ । ପ୍ରତିଦିନ ରାଧାରାଣୀ ମଠରେ ପ୍ରସ୍ତୁତ ହୋଇଥାଏ ଏହି ଖାଦ୍ୟ ।