• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Sameer Das - Dharmendra Sahoo
ଧର୍ମେନ୍ଦ୍ରଙ୍କ ଘରେ ପହଞ୍ଚିଲା ପୋଲିସ, ପତ୍ନୀ ଓ ରୋଷେୟା ପରିବାରକୁ ପଚରାଉଚରା

ଜବତ ସିସିଟିଭି ଫୁଟେଜ ସହ ଧର୍ମେନ୍ଦ୍ରଙ୍କ ୨ଟି ମୋବାଇଲକୁ ଯାଞ୍ଚ୍ ପାଇଁ ଫୋରେନ୍ସିକ୍ ଲାବକୁ ପଠାଇଛି ପୋଲିସ ।

Irfan Pathan
ବାରବାଟୀରେ ଆକ୍ସନ୍‌ ମୋଡ୍‌ରେ ଲିଜେଣ୍ଡସ୍‌, ମଇଦାନ ପ୍ରସ୍ତୁତ

୨୭ରେ ଗୁଜୁରାଟ ଜାଏଣ୍ଟକୁ ଭେଟିବ ଭିଲୱାରା କିଙ୍ଗ୍ସ । ୨୯ରେ ଇଣ୍ତିଆ କ୍ୟାପିଟାଲ୍ସ ଓ ମଣିପାଲ ଟାଇଗର୍ସ ମଧ୍ୟରେ ମୁକାବିଲା  ।

Jacqueline
ଜାକଲିନ୍‌ଙ୍କୁ ମିଳିଲା ଜାମିନ, ମନି ଲଣ୍ଡରିଂ ମାମଲାରେ ଗିରଫ କରିପାରିବନି ପୋଲିସ

ଜାକଲିନଙ୍କ ଓକିଲ ଆବେଦନ କରିଥିବା ବେଲର ଶୁଣାଣି କରି କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

PDS Dealer
ନିଜ ନିୟମ ନିଜେ ମାନୁନାହାନ୍ତି ସରକାର ! ଘରୋଇ ପିଡିଏସ୍ ଡିଲର ପ୍ରୀତି ଛାଡ଼ୁନାହାନ୍ତି

ରାଜ୍ୟ ସରକାରଙ୍କ ଘରୋଇ ପିଡିଏସ୍ ଡିଲର ପ୍ରୀତିକୁ ନେଇ ପ୍ରଶ୍ନ । ୭ବର୍ଷ ତଳୁ ଉଚ୍ଛେଦ ନିୟମ ସତ୍ତ୍ୱେ ରାସନ ବାଣ୍ଟୁଛନ୍ତି ୭ ହଜାର ରିଟେଲର ।

Sameer Mohanty Vs Dharmendra Sahoo
ଋଣ ଚାପ-ପାରିବାରିକ ବିବାଦ ନା ଅନ୍ୟ କିଛି ? ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପଛରେ ରହିଛି ଅନେକ ରହସ୍ୟ..

ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଦାବି କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।

Inspiration
କଳିଯୁଗରେ ବି ଏମିତି ମଣିଷ ଥାନ୍ତି ! ଗାଁ ସାରା ଲୋକଙ୍କ ମଉଡ଼ମଣୀ, ପହଞ୍ଚିଲେ ଓଠରେ ଆପେ ଖେଳିଯାଏ ହସ

ନିଜସ୍ୱ ଉଦ୍ୟମରେ କେଉଁଠି କ୍ୟାନସରରେ ପିଡିତ ରୋଗୀ ତ ଆଉ କେଉଁଠି ଦିବ୍ୟାଙ୍ଗଙ୍କୁ ଯୋଗାଉଛନ୍ତି ଭତ୍ତା ।

Draupadi The Inspiration
ଦ୍ରୌପଦୀ ଏକ ପ୍ରେରଣାର ନାଁ, ୟାଙ୍କ କାହାଣୀ ଜାଣିଲେ ଆପଣଙ୍କ ଆଖିରୁ ବି ଆସିବ ଲୁହ

କଣ କରିବ ବା କୁନି ଝିଅ ଦ୍ରୌପଦୀ ? ବାପା-ମାଆ ରୋଗରେ ଚାଲିଯିବା ପରେ ଭାଇ-ଭଉଣୀଙ୍କ ମୁହଁରେ ଆହର ଦେବା ପାଇଁ ଅଣ୍ଟା ସେ ଭିଡିଛନ୍ତି ।

Millet tea
ମାଣ୍ଡିଆ ଚା’ ! ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଠି ମାଣ୍ଡିଆ ମିକ୍ସଚର ବି ମିଳୁଛି, ଆହୁରି କେତେ କ’ଣ.. ଦେଖନ୍ତୁ ଭିଡିଓ

ଦୋକାନରେ ସବୁଠୁ ଅଧିକ ଚାହିଦା ରହିଛି ମାଣ୍ଡିଆ ଚା’ର । କିଏ କିଏ ସକାଳେ କିମ୍ବା ସଂଧ୍ୟାରେ ଚା’ ପିଅନ୍ତି ହେଲେ ମାଣ୍ଡିଆ ଚା’କୁ ଗ୍ରାହକ ଦିନ ଦ୍ୱିପ୍ରହରରେ ବି ପିଉଥିବା ଦେଖିବାକୁ ମିଳୁଛି ।

Bhojraj Duduk
ଏମିତି ପୁଅ ଜଗତେ ନାହିଁ ! ବାପା ଦିବ୍ୟାଙ୍ଗ ହେବାରୁ ପୁଅ ସାଜିଲେ ଆଶାବାଡ଼ି, ପଢ଼ନ୍ତୁ ପୁରା କାହାଣୀ..

ଖାଲି ଅଫିସ୍‌ ଆସନ୍ତି ତାହା ନୁହେଁ ବରଂ ବାପାଙ୍କୁ ଅଫିସ୍‌ ଭିତରକୁ ନେବା ସହିତ ବାପା ଯୁଆଡେ ଯୁଆଡେ ଚିଠି ଦେବାକୁ ଯାଆନ୍ତି ଭୋଜରାଜ ତାଙ୍କୁ ନେଇକି ଯାଆନ୍ତି ।

Legends Cricket League
ଲିଜେଣ୍ଡ କ୍ରିକେଟ ଲିଗ୍‌ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଲିଜେଣ୍ଡସ୍, ମଇଦାନକୁ ଓହ୍ଲାଇବେ ଇରଫାନ୍‌-ୟୁସୁଫ୍

ଆସନ୍ତା ୨୬, ୨୭ ଓ ୨୯ ତାରିଖ ପାଇଁ ମୋଟ ୮ ହଜାର ୪ ଶହ ୨୧ ଟିକେଟ୍ ଅଫଲାଇନ୍‌ରେ ବିକ୍ରି ହେବ । ଗ୍ୟାଲେରୀ ୨ ଓ ୪, କ୍ଲବ ହାଉସ ଓ କର୍ପୋରେଟ ବକ୍ସ ପାଇଁ ମଧ୍ୟ ବିକ୍ରି ହେବ ଟିକେଟ ।

Modi Maan Ki baat
ମୋଦିଙ୍କ ବଡ଼ ଘୋଷଣା ! ଏହି ଦିନ ସର୍ଜିକାଲ ଷ୍ଟ୍ରାଇକ୍ ଦିବସ, ଭଗତ ସିଂହଙ୍କ ନାଁରେ ହେବ ଏୟାରପୋର୍ଟ

ସେପ୍ଟେମ୍ବର ୨୮କୁ ସର୍ଜିକାଲ ଷ୍ଟ୍ରାଇକ୍ ଡେ ଭାବେ ପାଳନ କରାଯିବ ବୋଲି ମୋଦି କହିଛନ୍ତି ।

BJD Leader Dharmendra Sahoo
ବିଜେଡ଼ି ନେତା ଧର୍ମେନ୍ଦ୍ର ସାହୁ ରହସ୍ୟଜନକ ମୃତ୍ୟୁ ମାମଲା, ମୋବାଇଲ୍‌ରୁ ମିଳିବ କି ମନ୍ତ୍ରୀଙ୍କ ଗୁପ୍ତ ଭିଡିଓ..

ସେହି ଭିଡିଓଟି ଲୋକଲୋଚନକୁ ଆସିବା ଆଗରୁ ଝୁଲନ୍ତା ଅବସ୍ଥାରେ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର କରାଗଲା ।

Crime
ପୋଲିସ ନାକେଦମ୍ ! ନବୀନ ନିବାସ ସାମ୍ନା ଗଛରେ ଚଢ଼ି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ପୋଲିସ ପକ୍ଷରୁ ମିଳିଥିବା ସୁଚନା ଅନୁଯାୟୀ ମହିଳାଙ୍କ ଘର ଭଦ୍ରକ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଉକ୍ତ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ । ତାଙ୍କୁ ଏୟାରପୋର୍ଟ ଥାନାରେ ଅଟକ ରଖି ପଚରାଉଚରା କରାଯାଛି । 

farmer
ପ୍ରଥମେ ନିଜେ ଦାଦନ ଖଟୁଥିଲେ, ଏବେ ଚାଷ କରି ଲକ୍ଷ ଲକ୍ଷ ରୋଜଗାର କରୁଛନ୍ତି

ଦିନ ଥିଲା ଭଉଣୀ ବାହାଘର ପାଇଁ ନିଜ ଜମିକୁ ବନ୍ଧା ପକାଇଥିଲେ ମନୋଜ ।

Inhumanity
କି ଦୁଃଖ ! ବୁଢ଼ା ହେଲା ବୋଲି ପର ହୋଇଗଲା ବାପା, ରାସ୍ତାରେ ଫିଙ୍ଗିଦେଲା ପୁଅ

ପୁଅ ବୋହୁଙ୍କ କାରଣରୁ ଆଜି ମେଡିକାଲ ବେଡ୍‌ରେ ଅନାଥ ଭଳି ଶୋଇଛି ବୁଢା ବାପା ।

Doctor Scarcity
ବାଃରେ ବାଃରେ ବ୍ୟବସ୍ଥା; ଡାକ୍ତର ନଥିବାରୁ ମେଡିକାଲ ବନ୍ଦ..!

ଡାକ୍ତର ଛୁଟିରେ ଥିବାରୁ ୧୩ ସେପ୍ଟେମ୍ବର ଠାରୁ ୬ ନଭେମ୍ବର ପର୍ଯ୍ୟନ୍ତ ଏହି ବିଭାଗ ବନ୍ଦ ରହିବ । 

Jajpur Biraja Ratha Yatra
ଗଡିବ ବିଜୟା ରଥ, ପାପର ବିନାଶ ପୁଣ୍ୟର ପ୍ରତିଷ୍ଠା ଲାଗି ଗର୍ଭ ଗୃହରୁ ରଥଦାଣ୍ଡକୁ ଆସିବେ ମାଆ ବିରଜା

ମାଆଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତ ହେଲାଣି ଯାଜପୁର ସହର । ମାଆଙ୍କ ଆଗମନ ପାଇଁ ଚଳଚଂଚଳ ହେଲାଣି ରଥଦାଣ୍ଡ ।

Sarapancha Trainning
ସରପଞ୍ଚ ପଢ଼ୁଛନ୍ତି ବିକାଶର ପାଠ, ଏଣିକି ପଞ୍ଚାୟତ ପାଲଟିବ ସୁନା

ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଆମେ ତାଲିମ୍‌ ନେବା, ଆଉ ନିଜ ପଂଚାୟତକୁ ଜିଲ୍ଲା ତଥା ରାଜ୍ୟରେ ଶ୍ରେଷ୍ଠ କରିବା ।

Orphan
ବାପା-ମାଆ ଆଉ ନାହାନ୍ତି, ଏବେ ଚିନ୍ତା କିଏ ସାହାରା ଦେବ ଏଇ ଦୁଇ ଝିଅଙ୍କୁ..

ଯିଏ ଏଇ ଦୁଇ ଭଉଣୀଙ୍କୁ ସଂସାରକୁ ଆଣିଥିଲେ ସିଏ ଆଜି ଅଫେରା ରାଇଜରେ.. ବାପା-ମାଆଙ୍କୁ ଯେତେ ମନେ ପକାଇଲେ ବି ସେମାନେ ଆସିବେନି ତଥାପି ମନ ବୁଝୁନି ।

Durga Puja
ମାଆ ପାଖରେ ସବୁ ଛୁଆ ସମାନ, ନା ଧର୍ମ ନା ଜାତି କିଛି ବି ମାନେ ରଖେନି

କଟକ ବାଙ୍କା ବଜାରର  ଅସ୍ଲମ୍‌ ଅଲ୍ଲୀଙ୍କ ପୁରା ପରିବାର ଲାଗିଛନ୍ତି ମାଆଙ୍କ କାମରେ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।