• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Temple In Mahanadi
ପୁଣି ଦେଖାଗଲା ମହାନଦୀରେ ପୋତି ହୋଇଥିବା ୫୦୦ ବର୍ଷର ମନ୍ଦିର ଚୂଡ଼ା

୨ ବର୍ଷ ତଳେ ବୁଡ଼ି ରହିଥିବା ଏହି ମନ୍ଦିରକୁ ପ୍ରଥମେ ଠାବ କରିଥିଲା ଓଟିଭି । ଯାହାକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ହୋଇଥିଲା ।

Heat Wave
ଜୀବଜନ୍ତୁଙ୍କ ପାଇଁ ଖରାଦିନେ ପାଣି ଯୋଗାଇବାର ଅଭିନବ ପ୍ରୟାସ, ଆପଣ ବି ଦେବେ ସାବାସି..

କଥା କହି ପାରୁନଥିବା ଜୀବଙ୍କ କଷ୍ଟକୁ ଅନୁଭବ କରି ସେମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରୁଛନ୍ତି କିଛି ଯୁବଗୋଷ୍ଠୀ ।

Samarth Verma
ଘନଉଛି ବିବାଦ ! ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଜିଲ୍ଲାପାଳଙ୍କ ନାଁରେ ରୁଜୁ ହେବ ମାମଲା

ପୂର୍ବରୁ ଆଇନଜୀବୀ ଏନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ । ହେଲେ ଥାନା ତାହକୁ ଗ୍ରହଣ ନ କରିବାରୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Sambit Patra- Pratap Dev
ସମ୍ବିତଙ୍କୁ ପ୍ରତାପଙ୍କ କାଉଣ୍ଟର ଆଟାକ୍ ! ନିର୍ବାଚନ ପୂର୍ବରୁ କେବେ ପୁରୀ ଆସିଥିଲେ ନା ଦେଖିଥିଲେ ?

ପୁରୀରୁ ସାଂସଦ ପ୍ରାର୍ଥୀ ହେବା ପୂର୍ବରୁ ସେ କେବେ ପୁରୀ ଆସିଥିଲେ ନା ଜଗନ୍ନାଥଙ୍କ ପାଇଁ କିଛି କହିଥିଲେ । ମାମଲା କୋର୍ଟରେ ଥିବାରୁ ବୈଷୟିକ ଦିଗ ଉପରେ କିଛି କହିବା ଠିକ ହେବନି ବୋଲି ପ୍ରତାପ କହିଛନ୍ତି ।

zomato 1.
ଜୋମାଟୋ ଅବସ୍ଥା ଶୋଚନୀୟ ! ଟମାଟୋ ଦାମ୍‌ଠୁ ବି କମ୍‌ରେ ମିଳୁଛି ସେୟାର

ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋର ସେୟାର କ୍ରମାଗତ ଭାବରେ ହ୍ରାସ ପାଉଛି । ଏମିତିକି ମଙ୍ଗଳବାର ଜୋମାଟୋ ଷ୍ଟକ୍ ତଳକୁ ଖସିବାରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।

Astadhatu
ଚୋରଙ୍କ ଟେର ପାଉନି ପୋଲିସ ! ଆଖି ପିଛୁଳାକେ ହେଉଛି ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି

ପୋଲିସ୍ କି ଠାକୁର କାହାରିକୁ ଏମାନଙ୍କ ଡର କି ଖାତିର ନାହିଁ । ସୁଯୋଗ ଉଣ୍ଡି ସାଏଁ କରି ବୁଲାଇ ଦେଉଛନ୍ତି କଳାକନା ।

Srimandir
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମୁହାଁମୁହିଁ ପିନାକୀ-ସମ୍ବିତ ! ପୁଣି ଆଇନ୍‌ ପଢ଼ାଇଲେ ପୁରୀ ସାଂସଦ

ଏଏସ୍ଆଇର ବିନା ଅନୁମତିରେ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ବାରମ୍ବାର ବଦଳିଛି ଡିପିଆର । ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରେ ଖନନ ଯୋଗୁଁ ନଷ୍ଟ ହୋଇଥାଇପାରେ ଐତିହ୍ୟ କୀର୍ତ୍ତିରାଜି ।

Salary Hiked Of Junior Teachers
ଖୁସି ଖବର ! ବଢ଼ିଲା ପାର୍ଟ ଟାଇମ୍‌ କର୍ମଚାରୀଙ୍କ ଦରମା

ସେମାନଙ୍କ ବେତନ ୫୫୫୫ ଟଙ୍କାରୁ ୭୦୦୦ ଟଙ୍କା ବୃଦ୍ଧି କରାଯିବା ନେଇ ସରକାର ନିଷ୍ପତ୍ତି ନେଇଛି ।

Drone
ଏଣିକି ଡ୍ରୋନ୍‌ ଜଗିବ ଜଙ୍ଗଲ ! ବନ କର୍ମଚାରୀଙ୍କୁ ବିପଦରୁ କରିବ ଉଦ୍ଧାର

ଡ୍ରୋନ କିପରି ବ୍ୟବହାର କରାଯିବ, ସେଥିରେ କିପରି ଆବଶ୍ୟକ ସାମଗ୍ରୀ ଅନ୍ୟତ୍ର ପଠାଯିବ । ସେନେଇ ତାଲିମ ଦିଆଯାଇଛି ।

Punjab Politics
ଗୁଇନ୍ଦା ବିଭାଗ ମୁଖ୍ୟ କାର୍ଯ୍ୟାଳୟରେ ବିସ୍ଫୋରଣ ଘଟଣାରେ ମିଳିଲା ନୂଆ ସୁରାକ୍

ଖୁବ ଶୀଘ୍ର ଅପରାଧୀଙ୍କୁ ଧରିବାରେ ପୋଲିସକୁ ସଫଳତା ମିଳିବ ବୋଲି ଡିଜିପି କହିଛନ୍ତି ।

Qutub Minar
‘କୁତବ ମିନାର’ ନୁହେଁ ‘ବିଷ୍ଣୁ ସ୍ତମ୍ଭ’ ! ନାଁ ପରିବର୍ତ୍ତନ ପାଇଁ ଉଠିଲା ଦାବି

ବିକ୍ଷୋଭକାରୀମାନଙ୍କୁ ବିଭିନ୍ନ ପ୍ରକାରରେ ପୋଲିସ୍ ବୁଝାସୁଝା କରିଥିଲେ ମଧ୍ୟ କିଛି ବି ଲାଭ ମିଳିନଥିଲା ।

Delhi Eviction
ପ୍ରବଳ ବିରୋଧ ଭିତରେ ଦିଲ୍ଲୀରେ ଉଚ୍ଛେଦ ଜାରି

ଗତକାଲି ଦିଲ୍ଲୀ ଶାହୀନବାଗ ଅଞ୍ଚଳରେ ଜବର ଦଖଲ ହଟାଇବାକୁ ଆସିଥିବାବେଳେ ପ୍ରବଳ ବିରୋଧର ସମୁଖୀନ ହେବାକୁ ପଡିଥିଲା ।

SRC Pradeep Jena
ବଦଳିଲା ଦିଗ ! ସ୍ଥଳ ଭାଗ ଛୁଇଁପାରେ ବାତ୍ୟା ଅସାନୀ

କାକିନାଡ଼ା-ବିଶାଖାପାଟଣା ମଝାମଝି ସ୍ଥଳଭାଗ ଛୁଇଁ ଛୁଇଁ ଯାଇପାରେ । ପୁଣି ସମୁଦ୍ରକୁ ମୋଡ଼ ନେଇପାରେ ।

Bijay Pattnaik
କଂଗ୍ରେସ୍‌ରେ ସାମିଲ ହେବେ କି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ?

କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀରୁ ଫେରିବା ବେଳେ ତାଙ୍କ ସହ ଥିଲେ ବିଜୟ ପଟ୍ଟନାୟକ । ଉଭୟ ଦୀର୍ଘ ସମୟ ଧରି ବିମାନବନ୍ଦର ଲବିରେ କଥାବାର୍ତ୍ତା ହେଉଥିବା ମଧ୍ୟ ଦେଖାଯାଇଥିଲା ।

Pulitzer Awardee
ତାଲିବାନ ଗୁଳିରେ ପ୍ରାଣ ହରାଇଥିବା ଭାରତୀୟ ସାମ୍ବାଦିକଙ୍କୁ ପୁଲିଜର ପୁରସ୍କାର

ରଏଟର୍ସ ସାମ୍ବାଦିକ ଅଦନାନ୍ ଅବିଦି, ସାନ୍ନା ଇଶ୍ରଦ ମାଟ୍ଟୁ ଏବଂ ଅମିତ ଦେବଙ୍କୁ ମଧ୍ୟ ପୁଲିଜର ପୁରସ୍କାର ପ୍ରଦାନ କରାଯାଇଛି ।

Congress
ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ହଲ୍ଲାବୋଲ, ନାକେଦମ୍‌ ପୋଲିସ

ଦରବୃଦ୍ଧି ନିଷ୍ପତ୍ତିରୁ କେନ୍ଦ୍ର ସରକାର ନ ଓହରିଲେ, ଆଗାମୀ ଦିନରେ ଓଡ଼ିଶାକୁ କେନ୍ଦ୍ର ମନ୍ତ୍ରୀ ଆସିଲେ ବିରୋଧ ସହିତ ଅଣ୍ଡାମାଡ଼ କରାଯିବ ବୋଲି ଚେତାଇ ଦେଇଛି ଛାତ୍ର କଂଗ୍ରେସ ।

Pinaki Mishra
ଏତେ ସରି ହେବା ପରେ ବି ତୋଢ଼ ଯାଉନି ! ପୁଣି ଯୁକ୍ତି କରୁଛନ୍ତି ପିନାକୀ

ରିସେପସନ୍ କାଉଣ୍ଟର ରେଗୁଲେଟେଡ୍‌ ଏରିଆକୁ ସ୍ଥାନାନ୍ତର ହେବ । ଯାହା ବି ହେବ ସଠିକ୍‌ ଅନୁମତିରେ ହେବ ।

LIC IPO
LIC IPO, ଶେଷ ଦିନରେ ବି ଜବରଦସ୍ତ ରେସପନ୍ସ, ୱିକେଣ୍ଡରେ ବି ଧମାଲ କଲା

ପ୍ରଥମ ୨ ଦିନରେ LIC IPOକୁ ୧୦୦% ରୁ ଅଧିକ ସବସ୍କ୍ରାଇବ କରାଯାଇଥିଲା ।

ASI Srimandir
ଧରା ପଡ଼ିଲା ସରକାରଙ୍କ ମିଛ ! ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବେଆଇନ୍‌

ଶ୍ରୀଜଗନ୍ନାଥ ମନ୍ଦିର ହେରିଟେଜ୍ କରିଡର ପ୍ରସଙ୍ଗରେ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ଭାରତୀୟ ପ୍ରତ୍ନତାତ୍ୱିକ ସଂସ୍ଥା ବା ଏଏସ୍‌ଆଇ ସ୍ପଷ୍ଟ ଭାବେ ଦର୍ଶାଇଛି ।

Cyclone
ସ୍ଥଳ ଭାଗ ଛୁଇଁବନି ହେଲେ ଉତ୍ପାତ କରିବ ବାତ୍ୟା, ଉପକୂଳରେ ବର୍ଷିବ !

ବାତ୍ୟା ଅସାନୀର ଆଗମନ ପୂର୍ବରୁ ଓଡ଼ିଶା ଆକାଶରେ ପ୍ରାକ୍ ପ୍ରଭାବ । କେଉଁଠି ଆକାଶରେ ଘନକଳା ବାଦଲ ଖଣ୍ଡ ତ ଆଉ କେଉଁଠି ବର୍ଷା ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।