/odishatv-khabar/media/post_attachments/uploadimage/library/16_9/16_9_0/OAS_Result_1665142555.jpg)
OAS Result
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦ ପରୀକ୍ଷା ଫଳ । ଉତ୍ତୀର୍ଣ୍ଣ ହେଲେ ମୋଟ ୩୯୨ ପରୀକ୍ଷାର୍ଥୀ । ୩୯୨ ଜଣଙ୍କ ମଧ୍ୟରୁ ୧୪୮ ଜଣ ଛାତ୍ରୀ । ପ୍ରଥମ ତିନି ସ୍ଥାନରେ ମହିଳା । ପ୍ରଥମ ୧୦ଟି ରାଙ୍କ ମଧ୍ୟରେ ଝିଅ ୭, ପୁଅ ୩ ଜଣ ।
Advertisment
ଏଥିରେ ତେଜସ୍ୱିନୀ ବେହେରା ୧ ନମ୍ବର ରାଙ୍କ ହାସଲ କରିଥିବା ବେଳେ ତାଲିକାର ଦ୍ୱିତୀୟ ସ୍ଥାନରେ ଶୁଭଙ୍କରୀ ସୁଦେସ୍ନା ଦାସ । ଏହାସହ ତୃତୀୟ ସ୍ଥାନରେ ଅନନ୍ୟା ଶ୍ରିଷ୍ଠି ଶତପଥୀ । ଦେବବ୍ରତ କର ୪ର୍ଥ ସ୍ଥାନ ପାଇଥିବା ବେଳେ ଦେବବ୍ରତ ମହାରଣାଙ୍କୁ ପଞ୍ଚମ ସ୍ଥାନ । ଅଭିସ୍ମିତା ତିୱାରୀ ଷଷ୍ଠ, ଶୁଭଶ୍ରୀ ରଥ ୭ମ, ଶ୍ରୀତପା ମିଶ୍ର ୮ମ ସ୍ଥାନ ଅଧିକାର କରିଛନ୍ତି । ବିବେକାନନ୍ଦ ଷଡ଼ଙ୍ଗୀ ୯ମଓ ତପତି ରାଜଙ୍କୁ ଦଶମ ସ୍ଥାନ ମିଳିଛି ।
#Big_Breaking
ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦ ପରୀକ୍ଷା ଫଳ ପ୍ରକାଶ, ଉତ୍ତୀର୍ଣ୍ଣ ହେଲେ ମୋଟ ୩୯୨ ପରୀକ୍ଷାର୍ଥୀ#Odisha#OTVpic.twitter.com/dKj008v7Ir— ଓଟିଭି (@otvkhabar) October 7, 2022
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)