ଇଂରାଜୀ ପତ୍ରିକାକୁ ସାକ୍ଷାତକାର ଦେଇ କହିଲେ ମୁଖ୍ୟମନ୍ତ୍ରୀ । ତା’ପରେ ରାଜ୍ୟ ରାଜନୀତିରେ ହଲ୍ଚଲ ।
ପ୍ରେମିକ ଦିନେଶ ନଆସିବା ଯାଏଁ ସେ ପାଣି ବି ଛୁଇଁବେନି ।
ନୋବେଲ ବିଜେତାଙ୍କୁ ପ୍ରାୟ ୧ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ମିଳିଥାଏ । ନୋବେଲକୁ ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର କୁହାଯାଇଥାଏ ।
ଏମିତି ସ୍ୱତନ୍ତ୍ର ପୂଜା ହେଉଛି କଟକ ମାହାଙ୍ଗାର ଜଟାଧାରୀ ପୀଠରେ ।
ବିଶ୍ୱାସଘାତକ ସାଜିଲା ଡ୍ରାଇଭର କାହ୍ନୁ କୁମାର ଚୌଧୁରୀ । ଯିଏ କି ମାଲିକର ବିଶ୍ୱାସରେ ବିଷ ଦେଇ ପିକଅପ୍ ଭ୍ୟାନକୁ ଚୋରି କରିବାକୁ କରିଥିଲା ଉଦ୍ୟମ ।
ଗତକାଲି ବିଳମ୍ବିତ ରାତିରେ ଏଭଳି ଭୟାବହ ଘଟଣା ଘଟିଛି ମୁମ୍ବାଇର ବାନ୍ଦ୍ରା-ଓ୍ୱର୍ଲି ସି ଲିଙ୍କରେ । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି ।
ନିର୍ବାଚନର ୬ ମାସ ପରେ ଆପ୍ ସରକାର ଏହି ପ୍ରତିଶ୍ରୁତି ପାଳନ କରୁନଥିବା ଅଭିଯୋଗ କରି କ୍ରୀଡା ଶିକ୍ଷକ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଧମକ ଦେଇଥିଲେ ।
ବାସ୍ ସୁଶାନ୍ତ ଗାଁରେ ପହଞ୍ଚିବା ପରେ ଆରମ୍ଭ ହୋଇଯାଇଥିଲା ସମ୍ବର୍ଦ୍ଧନାର ପର୍ବ । କିଏ ଫଗୁ ଧରି ଦୁଲଦୁଲିର ତାଳେ ତାଳେ ନାଚିବାକୁ ଲାଗିଥିଲା ତ ଆଉ କିଏ ଗାଲରେ ଶ୍ରଦ୍ଧା ଓ ସ୍ନେହର ଫଗୁ ବୋଳିଥିଲା ।
ଦାଶ ପରିବାରର କିଛି ସଦସ୍ୟ ପ୍ରଥମେ ପ୍ରଣବଙ୍କୁ ମାଡ ମାରିଥିଲେ । ଆଉ ମାଡ଼ ଭୟରେ ପ୍ରଣବ ଘରେ ପଶି ଯାଇଥିଲେ ।
ବିବାହ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ପାରିବାରିକ ସଂସାର ଠିକ୍ଠାକ୍ ଚାଲିଥିଲା । ସୁକାନ୍ତ ରାଜ୍ୟ ବାହାରେ କାମ କରୁଥିଲେ । ଆଉ ପରିବାର ବେଶ୍ ଭଲରେ ଚଳୁଥିଲା ।
ସାରା ଦେଶରେ ଧୁମ୍ଧାମରେ ପାଳିତ ହେଉଛି ଦଶହରା ପର୍ବ । କଟକରେ ଚାନ୍ଦି ମେଢ଼ ଆଉ ସୁନା ଅଳଙ୍କାରରେ ଛାଉଣି ହୋଇଛନ୍ତି ମା ଦୁର୍ଗତିନାଶିନୀ ।
କୋଭିଡ କଟକଣା ଯୋଗୁ ଦୁଇ ବର୍ଷ ସୁନାବେଶ ଦର୍ଶନରୁ ବଂଚିତ ଥିଲେ ଶ୍ରଦ୍ଧାଳୁ ।
ମୋଦି-ଜେଲେନସ୍କି ଆଲୋଚନା, ଆଲୋଚନା ଓ କୁଟନୈତିକ ସ୍ତରରେ ବିବାଦର ସମାଧାନ ହେବା ଜରୁରୀ ।
ରାଜଧାନୀର ବରମୁଣ୍ଡାରେ ଏଥର ଜଳିବ ୮୦ ଫୁଟର ରାବଣ । ଏଥିସହ ରଙ୍ଗାରଙ୍ଗ ଆତସବାଜୀର କାର୍ଯ୍ୟକ୍ରମ ବି ରହିଛି ।
ଚାଉଳିଆଗଞ୍ଜ ପୂଜା ମଣ୍ଡପରେ ସର୍ବାଧିକ ୫ କେଜିର ସୁନା ମୁକୁଟ ଓ ୫ କ୍ୱିଣ୍ଟାଲ ରୁପା ମେଢ଼ ଶ୍ରଦ୍ଧାଳୁଙ୍କୁ ମନ୍ତ୍ରମୁଗ୍ଧ କରୁଛି ।
ତୁହାକୁ ତୁହା ବର୍ଷା ଯୋଗୁଁ ରାଜଧାନୀର ପୂଜା ମଣ୍ଡପ ଗୁଡ଼ିକ ଲାଗୁଥିଲା ଖାଁ ଖାଁ ।
ଅଚାନକ୍ ସେ ଭିତରୁ କବାଟ ବନ୍ଦ କଲା, ହେମନ୍ତଙ୍କ ମୁହଁରେ ତକିଆ ଚାପି ଶ୍ୱାସରୁଦ୍ଧ କଲା, ସସ୍ ବୋତଲ ଭାଙ୍ଗି ଧାରୁଆ କାଚରେ ତଣ୍ଟି କାଟିଦେଲା ।
ବିଜେଡିରେ ଗୋଷ୍ଠୀ କନ୍ଦଳ ବି ତୀବ୍ର ହେଉଛି ଟିକଟ୍ ପାଇଁ ଏକାଧିକ ଆଶାୟୀ ଥିବାରୁ ଭିନ୍ନ ଭିନ୍ନ ଗୋଷ୍ଠୀ ଭିନ୍ନ ଭିନ୍ନ ପ୍ରାର୍ଥୀଙ୍କ ପାଇଁ ଲବି ଆରମ୍ଭ କରିଛନ୍ତି ।
ଅଭିଯୋଗ ଅନୁସାରେ ଇଣ୍ଟରଟେନଟରେ ଏସ୍କର୍ଟ ସର୍ଭିସର ବିଜ୍ଞାପନ ଦେଖି ଜଣେ ଯୁବକ ଏହି ସଂସ୍ଥାକୁ ଫୋନରେ ଯୋଗାଯୋଗ କରିଥିଲେ ।
ଭୁବନେଶ୍ୱର, ଆଠଗଡ଼, ବ୍ୟାସନଗରରେ ଭାଙ୍ଗିଲା ତୋରଣ । ଭଦ୍ରକ ମେଡ଼ିକାଲ ଭିତରେ ପଶିଲା ପାଣି ।