ମାଲଖାନା, ହାଜତ ଆଉ ଜବତ ହୋଇଥିବା ଗାଡ଼ି ଚାରିଆଡ଼େ ଗଦା ହୋଇଛି ବସ୍ତା ବସ୍ତା ଗଞ୍ଜେଇ ।
ଆଫ୍ରିକାରେ କଲରାପତରିଆ ବାଘ, ପ୍ରାପ୍ତବୟସ୍କ ଚିତାଙ୍କୁ ଆକ୍ରମଣ କରିବା, ଆହତ କରିବା ଏବଂ ଚିତା ଶାବକଙ୍କୁ ମାରିଦେଇଥିବା ନଜିର ରହିଛି ।
ଆଜି ନାମାଙ୍କନ ଦାଖଲ କରିପାରନ୍ତି ଉଭୟ ନେତା । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନର ଆଜି ନାମାଙ୍କନ ଦାଖଲର ଶେଷ ଦିନ ।
ମୋହାଲିରେ ମଞ୍ଚସ୍ଥ ହେଉଥିଲା ରାମ ଲୀଳା । ମଞ୍ଚରେ କଳାକାରଙ୍କ ନିଖୁଣ ଅଭିନୟ, ମଞ୍ଚ ତଳେ ବସିଥିବା ଦର୍ଶକଙ୍କୁ ବାନ୍ଧି ରଖିଥିଲା ।
ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା ଉଦେଶ୍ୟରେ । ହେଲେ ସ୍ଥିତି ସୁଦୁରୁନି ।
ଜଣେ ମହିଳା ଶାରୀରିକ ସମ୍ପର୍କ ରଖିବାକୁ ଅମଙ୍ଗ ଅଛନ୍ତି । ଆଉ ତାଙ୍କ ପୁରୁଷ ବନ୍ଧୁ ବା ସ୍ୱାମୀ ତାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖନ୍ତି ତେବେ ଏହାକୁ ରେପ୍ ବୋଲି କୁହାଯିବ ।
ଗର୍ଭପାତ ଆଇନ୍ରେ ହଜବ୍ୟାଣ୍ଡ୍ ସ୍ଥାନରେ ରହିବ ପାର୍ଟନର ।
ସମାନ୍ତରାଳ କାର୍ଯ୍ୟକ୍ରମକୁ ନେଇ ବର୍ଷିଲେ ଅପରାଜିତା । ୨୦ ବର୍ଷର ଶାସନ ପରେ ବି ଡର ଲାଗୁଛି କି ପଚାରିଲେ ଅପରାଜିତା ।
ବିଜେଡି କର୍ମୀଙ୍କୁ ଲିଡରସିପ୍ ଜ୍ଞାନ ଦେବାବେଳେ ଏହି ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା ।
ବିଜ୍ନେସ୍ ଇନ୍ସାଇଡର ରିପୋର୍ଟ ଅନୁଯାୟୀ, ବ୍ଳେଡ୍ ଇଣ୍ଡିଆ ନାମକ ଏକ ସଂସ୍ଥା ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଦୁଇଟି ହେଲିକପ୍ଟର ଉଡ଼ାଣ ବ୍ୟବସ୍ଥା କରିବ ସଂସ୍ଥା ।
୨୦୨୩ ଅକ୍ଟୋବର ୧ ଯାଏ ଘୁଞ୍ଚିଲା । M1 ଗାଡ଼ିରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରାଯାଇଥିଲା ।
ସରକାରକୁ ଓପାଡ଼ି ଫୋପାଡ଼ି ଦେବାକୁ ହେବ । ତାପରେ ଯାଇ ରାଜ୍ୟର ଉନ୍ନତି ହେବ ।
ବିଜେପିକୁ ଏତେ ଭୟ କାହିଁକି ପଚାରିଲେ ଅପରାଜିତା । ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀ, ଭୁବନେଶ୍ୱରରେ ଦଳୀୟ କାର୍ଯ୍ୟକ୍ରମ କାହିଁକି ?
ମୋକିମ୍ଙ୍କ ସହ ପୂର୍ବତନ IAS ବିନୋଦ କୁମାରଙ୍କୁ ମଧ୍ୟ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଭିଜଲାନ୍ସ କୋର୍ଟ ।
ସଚିନ୍ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଇ ନଦେବାକୁ ସମର୍ଥକ ବିଧାୟକଙ୍କୁ ଅସ୍ତ୍ର କରିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ମହଙ୍ଗା ପଡ଼ିପାରେ ।
ଗତକାଲି SCBର ହାଇସିକ୍ୟୁରିଟି SNCU ଭିତରୁ ଏକ ନଜଜାତ ଶିଶୁକନ୍ୟା ଗାଏବ ପରେ ସାମ୍ନାକୁ ଆସିଛି ପିଲା ଚୋରି ଘଟଣା ପଛର କଳା କାହାଣୀ ।
କେଉଁଠି ଦୁର୍ବଳ ନେଟ୍ୱର୍କ ଯୋଗୁଁ ଅନ୍ଲାଇନ୍ ଆବେଦନ ହୋଇପାରୁନି ତ ଆଉ କେଉଁଠି ସିଆମ୍ ୱେବ୍ସାଇଟ୍ ସର୍ଭର ଡାଉନ୍ ଯୋଗୁଁ ହଇରାଣ ଆବେଦନକାରୀ ।
ମହାପ୍ରଭୁଙ୍କ ଦୁର୍ଲଭ ରତ୍ନଭଣ୍ଡାରର ମରାମତି ସହ ରତ୍ନଅଳଙ୍କାର ସବୁର ଗଣତି ଓ ମଣତି କଥା ?
୨ ଏବଂ ୩ ତାରିଖରେ ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ବଢିବା ନେଇ ଆକଳନ କରାଯାଇଛି ।
ପୂଜା ଉତ୍ସାହକୁ ଫିକା କରିଦେଇପାରେ ବର୍ଷା ।