• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Ranveer-Alia
ସ୍ୱଳ୍ପ ଲୋକଙ୍କ ଉପସ୍ଥିତିରେ ହେଉଛି ଆଲିଆ-ରଣବୀର ବିବାହ, ରିସେପ୍‌ସନ୍‌ ବି ଦେବେନି ! ହେଲେ କାହିଁକି ?

ପୂର୍ବରୁ ସେମାନଙ୍କର ରିସେପ୍‌ସନ୍‌ ଭୋଜିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କୁହାଯାଉଥିଲା କି ଉଭୟ ଦୁଇଟି ରିସେପ୍‌ସନ୍‌ ପାର୍ଟିର ଆୟୋଜନ କରିବେ ।

Elon Musk
ଟ୍ୱିଟର୍‌କୁ ସମ୍ପୂର୍ଣ୍ଣ କିଣିବାକୁ ଅଫର୍‌ ଦେଲେ ଏଲୋନ୍‌ ମସ୍କ, କହିଲେ ଆହୁରି ବଡ଼ ହୋଇପାରିବ

ରିପୋର୍ଟରେ ଦର୍ଶାଯାଇଛି ଯେ ଏଲୋନ୍ ମସ୍କ ଏଥିପାଇଁ ଟ୍ୱିଟର କମ୍ପାନୀକୁ ଏକ ଅଫର ଦେଇଛନ୍ତି । ଏଲୋନ୍ ମସ୍କ କହିଛନ୍ତି ଯେ, ଟ୍ୱିଟରରେ ଅନେକ ସମ୍ଭାବନା ଅଛି ଏବଂ ସେ ଏହାକୁ ଅନଲକ୍ କରିବାକୁ ଚାହୁଁଛନ୍ତି ।

Tiger
ନନ୍ଦନକାନନରେ ଆଉ ଏକ ବାଘ ଛୁଆର ମୃତ୍ୟୁ

ଏହା ପୂର୍ବରୁ ଗତ ମଙ୍ଗଳବାର ଦିନ ବାଘଛୁଆ ବିବେକର ମୃତ୍ୟୁ ଘଟିଥିଲା । ଗତ କିଛି ଦିନ ଗୋଡ଼ ହାଡ଼ରେ ସମସ୍ୟା ଥିବାରୁ ସେ ଛୋଟାଉଥିଲା ।

Corona Testing
ଆଶ୍ୱସ୍ତି ! ଓଡ଼ିଶାରେ ଏଯାଏଁ ଦେଖା ଦେଇନି ଡେଲ୍ଟାଟ୍ରୋନ୍ ଭାରିଏଣ୍ଟ

ଡେଲ୍ଟାଟ୍ରୋନ୍ ଭାରିଏଣ୍ଟ ହେଉଛି ଡେଲଟା ଓ ଓମିକ୍ରନ୍‌ର ମିଳିତ ସବ୍ ଭାରିଏଣ୍ଟ । ଏହାର ସଂକ୍ରମଣ ହାର, କ୍ଲିନିକାଲ ରିପୋର୍ଟ ଓ ସିଭିୟରିଟି ବେଶି ନାହିଁ ।

Mahanga Kusupur Murder Case
ରିମାଣ୍ଡରେ ଗଲା ଶିବ, ମେଡିକାଲ ଟେଷ୍ଟ ପରେ ପୋଲିସ କରିବ ଜେରା

ପୈତୃକ ସମ୍ପତ୍ତି ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ଏହି ଗଣହତ୍ୟା ପଛରେ ଯେଉଁ ଜାଗାବାଡ଼ି ବିବାଦ କଥା ଉଠୁଛି, ଏବେ ବି ସମସ୍ତଙ୍କ ମୁହଁରୁ ସେହି ସମାନ କଥା ଶୁଣିବାକୁ ମିଳିଛି ।

Cocaine
ନିଶା ଆଡ୍ଡା ଭୁବନେଶ୍ୱର ! ଗଞ୍ଜେଇ- ଡ୍ରଗ୍ସ- ବ୍ରାଉନ୍‌ସୁଗର ପରେ ଏବେ କୋକେନ୍‌ ଜବତ

ପ୍ରଥମଥର ପାଇଁ ଭୁବନେଶ୍ୱରରୁ ଧରାହେଲା କୋକେନ । ଦୁଇ ଜଣ ଆନ୍ତଃରାଜ୍ୟ ନିଶା ମାଫିଆଙ୍କୁ କୋକେନ ବିକ୍ରି ଅଭିଯୋଗରେ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ।

Fifa World Cup
ଭୁବନେଶ୍ୱରରେ ଖେଳାଯିବ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍‌

୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ ଫୁଟବଲ ପାଇଁ ଭେନ୍ୟୁ ଘୋଷଣା ।

Bhubaneswar Foundation Day
ଅପରାଜିତାଙ୍କୁ ରାଜଧାନୀ ଜନ୍ମଦିନ ଉତ୍ସବକୁ ଡକାନଯିବା ପ୍ରସଙ୍ଗରେ ତେଜିଲା ରାଜନୀତି, କଂଗ୍ରେସ ବି କଲା ନିନ୍ଦା

ମଂଚରେ ସୂଚନା ଓ ଲୋକସଂପର୍କ ବିଭାଗର ସଚିବଙ୍କଠୁ ଆରମ୍ଭ କରି ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମସ୍ତେ ଥିଲେ । ହେଲେ ସେହି ବିଭାଗ ଛାପିଥିବା ନିମନ୍ତ୍ରଣ ପତ୍ରରେ କେମିତି ସାମିଲ ହେଲାନି ସାଂସଦ ଅପରାଜିତାଙ୍କ ନାଁ, ସେ ନେଇ କେହି ମୁହଁ ଖୋଲିବାକୁ ନାରାଜ୍ ।

Odisha Politics
୨୦୨୪ ପାଇଁ ଏବେଠୁ ହେଲାଣି କି ଲଢ଼େଇ ? BJPର ବଦଳିଲାଣି ଆଭିମୁଖ୍ୟ, ଆଟାକିଂ ମୋଡ୍‌ରେ BJD

ଆକାଂକ୍ଷୀ ଜିଲ୍ଲା ସମୀକ୍ଷା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଅସିଥିବା ବେଳେ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ଢଙ୍ଗରେ ବର୍ଷିଛନ୍ତି ।

Bear
ଲୋକଙ୍କ ଭୟରେ ଭାଲୁ ନା ଭାଲୁ ଆତଙ୍କରେ ଲୋକେ

ଗୋଟିଏ ଭାଲୁ ଗାଁ ଲୋକଙ୍କ ଭୟରେ ଗଛରେ ଚଢ଼ି ଲୁଚି ରହିଥିବା ବେଳେ ଗାଁ ଲୋକ ମଧ୍ୟ ଭାଲୁକୁ ଦେଖି ଆତଙ୍କରେ ଅଛନ୍ତି । ପୁରା ଗାଁରେ ରହିଛି ଭୟର ବାତାବାରଣ ଭିତରେ ।

Koraput
ଜେଲ୍‌ରେ କଏଦୀଙ୍କ ରହିବା ପାଇଁ ନଥିଲା ସୁବ୍ୟବସ୍ଥା, ଅଚାନକ ପହଞ୍ଚିଲେ ଜଜ୍‌ ! ନିଲମ୍ବିତ ହେଲେ ଜେଲର

କୋରାପୁଟ ସବ ଜେଲ୍‌କୁ ହୋଇକୋର୍ଟ ଜଷ୍ଟିସଙ୍କ ଅତର୍କିତ ଗସ୍ତ ଓ ଯାଞ୍ଚ ପରେ ଏଭଳି ଅବ୍ୟବସ୍ଥା ସାମ୍ନାକୁ ଆସିଥିଲା । ଜେଲରେ କଏଦୀଙ୍କୁ ନିମ୍ନମାନର ଖାଦ୍ୟ ପରିବେଷଣ ଓ ଶୌଚାଳୟ ବ୍ୟବହାର ଉପଯୋଗୀ ନଥିବା, ବିଚାରପତିଙ୍କ ନଜରକୁ ଆସିଥିଲା ।

Ashis Thakrey
କମିଶନଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ହାଜର ହେଲେନି ଜିଲ୍ଲାପାଳ

ବାରମ୍ବାର ନୋଟିସ ସତ୍ତ୍ୱେ ଜିଲ୍ଲାପାଳ ହାଜର ନହେବା ପରେ କମିଶନ ୱାରେଣ୍ଟ ଜାରି କରିଥିଲେ ।

Gold Bukey
ରଣବୀର-ଆଲିଆଙ୍କୁ ବିବାହର ବଡ଼ ଉପହାର, ସୁନାର ବୁକେ ! ଦେଖନ୍ତୁ ଭିଡିଓ

ଏବେ ସୁଦ୍ଧା ରଣବୀର-ଆଲିଆଙ୍କ ବିବାହକୁ ନେଇ ତାଙ୍କ ପରିବାର ମଧ୍ୟ କୌଣସି ପ୍ରକାର ବୟାନ ଦେଇ ନାହାନ୍ତି । କିନ୍ତୁ ସୋସିଆଲ ମିଡିଆରେ ତାଙ୍କ ବିବାହକୁ ନେଇ ଢ଼େର ଚର୍ଚ୍ଚା ।

Degree Student
ଏଣିକି ଏକାସଙ୍ଗେ ଦୁଇଟି ଡିଗ୍ରୀ କୋର୍ସ କରିପାରିବେ ଛାତ୍ରଛାତ୍ରୀ

UGC ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଗାଇଡଲାଇନ୍‌ । ଉଭୟ କୋର୍ସ ଫିଜିକାଲ ମୋଡ୍‌ରେ କରିପାରିବେ ଛାତ୍ରଛାତ୍ରୀ ।

Tapaswini - Sumit
ଶତଚେଷ୍ଟା ସତ୍ତ୍ୱେ ସୁଧୁରୁନି ତପସ୍ୱିନୀ-ସୁମିତଙ୍କ ମଧ୍ୟରେ ସମ୍ପର୍କ, କୋର୍ଟ ଦେଲେ ନୂଆ ନିର୍ଦ୍ଦେଶ

ପୁଣି ଥରେ ସେମାନଙ୍କୁ ବୁଝା ସୁଝା କରିବାକୁ କହିଲେ କୋର୍ଟ । ଆସନ୍ତା ମେ ୯ ତାରିଖରେ ମାମଲାର ହେବ ପରବର୍ତ୍ତୀ ଶୁଣାଣି । 

Puri Sahijata
ସାହିଯାତରେ ଦୁଲୁକୁଛି ଶ୍ରୀକ୍ଷେତ୍ରର ଗଳିକନ୍ଦି, ଉତ୍ସବମୁଖର ପୁରା ସହର

ହରଚଣ୍ଡୀ ସାହି ଆଖେଡ଼ା ପକ୍ଷରୁ ଏସବୁ ଚରିତ୍ର ବେଶ ଠାଟ ପଟୁଆର ବାହାରିଥିଲେ । ଶ୍ରୀଜୀଉଙ୍କ ଦକ୍ଷିଣୀ ଘର ଭୋଗ ପରେ ଶ୍ରୀରାମ-ଲକ୍ଷ୍ମଣ ଦକ୍ଷିଣୀ ଘରକୁ ବିଜେ କରିଥିଲେ ।

BJP Surath Biswal
ପୁଣି ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍, ପ୍ରଶ୍ନ ବାଣରେ ଘାଇଲା କଲେ ସୁରଥ

ଏମିତିକ ଖୋଦ ସରକାରୀ ତାଲିକାରେ ବି ତାଳମେଳ ରହୁନି । ଏଥିପାଇଁ କିଏ ଦାୟୀ ବୋଲି ପ୍ରଶ୍ନ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ନେତା ସୁରଥ ବିଶ୍ୱାଳ ।

Zomato Delivery Boy
ଶିକ୍ଷକରୁ Zomato ଡେଲିଭରି ବୟ ! ତାପରେ ହଠାତ୍‌ ସୋସିଆଲ ମିଡିଆ ସେନ୍‌ସେସନ୍‌, ପାଇଲେ ବଡ଼ ଉପହାର

ଆପଣ ତ ଜାଣନ୍ତି ଦିନକୁ ଦିନ ବଢ଼ିବାରେ ଲାଗିଛି ଅନଲାଇନ୍‌ ଅର୍ଡରର ଡିମାଣ୍ଡ । କାରଣ ଲୋକଙ୍କୁ ଏହା ବେଶ ସୁହାଉଛି । ଯେତେବେଳେ ମନ ହେଲା, ମୋବାଇଲ କାଢ଼ିଲେ ଆଉ ଆପ୍‌କୁ ଯାଇ ଅର୍ଡର ଦେଲେ, ମାତ୍ର କିଛି ସମୟ ମଧ୍ୟରେ ଖାଇବା ଆସି ପହଞ୍ଚିଯାଏ ଆପଣଙ୍କ ପାଖରେ ।

capital hospital
ରାଜଧାନୀରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ! ପ୍ରସୂତି ବିଭାଗ ସମ୍ମୁଖରେ ପ୍ରସବ

ପ୍ରସୂତୀଙ୍କୁ ଲେବର ରୁମ୍‌କୁ ନେବାରେ ବିଳମ୍ବ ହେବାରୁ ଏଭଳି କାଣ୍ଡ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ଓ ତାଙ୍କ ସହ ଆସିଥିବା ଆଶାକର୍ମୀ ।

Omfed
ବହୁଚର୍ଚ୍ଚିତ ଓମ୍‌ଫେଡ୍‌ ଦୁର୍ନୀତିର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ

ଫେବୃଆରୀ ୨୦୧୯ରେ ବିଭାଗ ଦ୍ୱାରା ହୋଇଥିବା ଏକ ସ୍ୱତନ୍ତ୍ର ଅଡିଟ୍‌ରେ ଧରା ପଡିଥିଲା ଏହି ଦୁର୍ନୀତି

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।