• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Politics
ଓଡ଼ିଶା ପାଇଁ BJPର ମାଷ୍ଟର ପ୍ଲାନ୍‌ ! ଆସୁଛନ୍ତି ୧୦ କେନ୍ଦ୍ରମନ୍ତ୍ରୀ

ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ମତ୍ସ୍ୟ ଓ ପଶୁ ସଂପଦ ରାଷ୍ଟ୍ରମନ୍ତ୍ରୀ ସଂଜୀବ ବଲିୟାନ୍ ଆଜି କୋରାପୁଟ ଯାଇ କେନ୍ଦ୍ରୀୟ ଯୋଜନାର ଅନୁଧ୍ୟାନ କରିଛନ୍ତି ।

Mass Murder
ପୁରା ପରିବାର ନିଶ୍ଚିହ୍ନ ! ଭାଇ ସାଜିଲା ବଇରୀ, ପୁରା ପରିବାରକୁ କଲା ହତ୍ୟା

ବନ୍ଦ କୋଠରୀରେ ରକ୍ତରଂଜିତ ଅବସ୍ଥାରେ ବିକ୍ଷିପ୍ତ ହୋଇ ପଡ଼ିରହିଛି ମୃତଦେହ । ଆଉ ଏହି ବର୍ବର କାଣ୍ଡ ଭିଆଇଥିବା ଅଭିଯୁକ୍ତ ହେଉଛି ଅଲେଖଙ୍କ ସାନ ଭାଇ ଶିବ ସାହୁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣହତ୍ୟା କରିଥିବା ସେ ନିଜେ ସ୍ୱୀକାର କରୁଛି ।

Shehbaz Sharif
ପ୍ରଧାନମନ୍ତ୍ରୀଙ୍କ ୫ ସ୍ତ୍ରୀ ! ଚର୍ଚ୍ଚାରେ ପାକ୍‌ ପିଏମ୍‌ ଶାହାବାଜ୍ ଶରିଫ୍, ପିତାଙ୍କ ବିନା ଅନୁମତିରେ ହୋଇଛି ବାହାଘର?

ଶାହାବାଜ୍ ଶରିଫଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ପାକିସ୍ତାନ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଚାଲିଛି । ଜଣେ ପ୍ରଧାନମନ୍ତ୍ରୀଙ୍କଠାରେ ଏହା ଶୋଭନୀୟ ନୁହେଁ ବୋଲି ଅନେକ ଉଲ୍ଲେଖ କରିଛନ୍ତି ।

Made-in-India Dornier plane
ସ୍ୱଦେଶୀ ଡୋର୍ନିୟର୍ ଯାତ୍ରୀବାହୀ ବିମାନ, ସବୁଠୁ ଛୋଟ ରନ୍‌ୱେରେ କରିପାରିବ ଲ୍ୟାଣ୍ଡିଂ-ଟେକ୍‌ଅଫ

ଆଲାଏନ୍ସ ଏୟାର୍ ଦ୍ୱାରା ପରିଚାଳିତ ଏହି ବିମାନକୁ ଓ୍ୱାଟର୍ କ୍ୟାନନ୍ ସାଲ୍ୟୁଟ୍ ସହିତ ସ୍ୱାଗତ କରାଯାଇଛି ।

Srilanka
ଲୋକଙ୍କ ଆନ୍ଦୋଳନ ଯେତିକି ତେଜୁଛି, ଦେଶର ଅର୍ଥନୀତି ସେତିକି ଡୁବୁଛି: ପ୍ରଧାନମନ୍ତ୍ରୀ

ବର୍ତ୍ତମାନ ସମୟରେ ଡିଫଲଟର୍ ହୋଇଛି ଶ୍ରୀଲଙ୍କା । ଏମିତିକି ଆବଶ୍ୟକ ସାମଗ୍ରୀ ଆମଦାନୀ କରିବାକୁ ବି ଶ୍ରୀଲଙ୍କା ପାଖରେ ବୈଦେଶିକ ମୁଦ୍ରା ନିଅଣ୍ଟ ପଡ଼ୁଛି ।

Vistadome Coach
୧୮୦ଂ ପର୍ଯ୍ୟନ୍ତ ବୁଲିଯାଉଛି ଚଉକି ! ଟ୍ରେନ୍‌ ଭିତରେ ଥାଇ ଦେଖିହେବ ଆକାଶ-ଜଙ୍ଗଲ-ଟନେଲର ମନୋରମ ଦୃଶ୍ୟ

ଏପ୍ରିଲ ୧୧ରୁ ପଶ୍ଚିମ ରେଳ ଜୋନର ଟ୍ରେନ ନମ୍ବର 12009/10 ମୁମ୍ବାଇ ସେଣ୍ଟ୍ରାଲ-ଗାନ୍ଧିନଗର ଶତାବ୍ଦୀ ଏକ୍ସପ୍ରେସରେ ଏହି କୋଚ ଯୋଡ଼ାଯାଇଛି ।

Sanjeev Balyan
କି ରାଜନୀତି ! ସମୀକ୍ଷା ପାଇଁ ଓଡ଼ିଶା ଆସିଥିଲେ କେନ୍ଦ୍ରମନ୍ତ୍ରୀ, ଦେଖାଦେଲେନି ଜିଲ୍ଲାପାଳ କି ବିଧାୟକ

ଡିଆରଡିଏ ପ୍ରକଳ୍ପ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ଆଲୋଚନା କରିଥିଲେ ।

Lokaseva Bhawan
ସାମ୍ବାଦିକଙ୍କୁ ମିଳିଲା ଲୋକସେବା ଭବନ ଏଣ୍ଟ୍ରି ଅନୁମତି

କୋଭିଡ ମହାମାରୀ କାରଣରୁ ୨୦୨୦ ମସିହାଠାରୁ ସାମ୍ବାଦିକମାନଙ୍କୁ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା ।

Arrest
ଜିଲ୍ଲାପାଳଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ, ବାନ୍ଧି ଆଣିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ

ଜିଲ୍ଲାପାଳଙ୍କୁ ଆଣି କମିଶନଙ୍କ ଠାରେ ହାଜର କରାଇବାକୁ ନିର୍ଦ୍ଦେଶ । ହାଜର କରାଇବାକୁ ଡିଜିପି ସୁନୀଲ ବଂଶଲଙ୍କୁ କମିଶନଙ୍କ ନିର୍ଦ୍ଦେଶ ।

Mansoon
ଆସୁଛି ମୌସୁମୀ ! ଏଥର ସ୍ୱାଭାବିକ୍ ବର୍ଷା, ଚାଷୀଙ୍କୁ ହେବ ଫାଇଦା

ସ୍କାଏମେଟ୍‌ ପକ୍ଷରୁ ଆକଳନ କରାଯାଇଛି ଯେ, ଏଥର ଭାରତରେ ୬୫ ପ୍ରତିଶତ ବର୍ଷା ହେବ । ନୂଆ ଦିଲ୍ଲୀରେ ସାଧାରଣ ଭାବେ ବର୍ଷା ହେବ । 

Jaga
ଯୋଡ଼ାମୁଣ୍ଡ ଶିଶୁ ଜଗା, ହସ୍ପିଟାଲରେ ପାଳିଲା ଜନ୍ମଦିନ

ବାପା ଭୂୟାଁ କହଁର, ମାଆ ପୁଷ୍ପାଞ୍ଜଳି କହଁର, ସାନ ଭଉଣୀ ସୁଭଦ୍ରା ଏବଂ ମେଡିକାଲ କର୍ମଚାରୀଙ୍କ ଗହଣରେ ଜନ୍ମଦିନ ପାଳନ କରିଛି ଜଗା ।

Modi - Biden
ମୋଦି-ବାଇଡେନ୍‌ଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଋଷ-ୟୁକ୍ରେନ୍‌ ଯୁଦ୍ଧ ନେଇ ବଡ଼ ଆଲୋଚନା

ଉଭୟ ରାଷ୍ଟ୍ର ମୁଖ୍ୟ ସିଧାସଳଖ କଥାବାର୍ତ୍ତା ହେବାକୁ ମୋଦିଙ୍କ ପରାମର୍ଶ । ସିଧାସଳଖ କଥାବାର୍ତ୍ତା ହେଲେ ଶାନ୍ତିର ରାସ୍ତା ଫିଟିବ ବୋଲି ପରାମର୍ଶ ଦେଇଛନ୍ତି ମୋଦି । 

Matric Exam
ପୁଣି ଦ୍ୱାଦଶ ପରୀକ୍ଷା କାର୍ଯ୍ୟସୂଚୀରେ ପରିବର୍ତ୍ତନ

ଗଣିତ, ଗୃହ ବିଜ୍ଞାନ ଓ ଭୋକେସନାଲ ବାୟୋଲୋଜି ସୂଚୀରେ ପରିବର୍ତ୍ତନ ହୋଇଛି । ମେ’ ୧୯ରେ ହେବାକୁ ଥିବା ୩ଟି ବିଷୟର ପରୀକ୍ଷା ଏବେ ମେ’ ୩୧ରେ ହେବ ।

Chhenapoda Dibasa
ଏଥର ପ୍ରତି ଏପ୍ରିଲ ୧୧, ବିଶ୍ୱ ଛେନାପୋଡ଼ ଦିବସ ! ବାକି ରହିଲା ଜିଆଇ ଟ୍ୟାଗ୍‌

କ୍ଷୀରରୁ ଛେନା ପ୍ରସ୍ତୁତି ପରେ ଏଥିରେ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରସ୍ତୁତ ହୋଇଥାଏ ସୁଆଦିଆ ଛେନାପଡ଼ । ଭାଗମାପରେ ବ୍ୟତିକ୍ରମ ହେଲେ ସବୁ କିଛି ନଷ୍ଟ ହୋଇଯିବାର ଆଶଂକା ରହିଛି ।

Sarmistha Niranjan
ଅତୀତର ଥାଟବାଟ କଥାକୁ ଭାଳି ହେଉଛନ୍ତି ଶର୍ମିଷ୍ଠା, ହେଲେ ଏଯାଏଁ ମିଳିନି ମେମୋରି ଚିପ୍‌ ସୁରାକ୍

ନିଜର ଅତୀତ, ଥାଟବାଟ କଥାକୁ ଭାଳି ହେଉଛନ୍ତି ଶର୍ମିଷ୍ଠା । ନା ତାଙ୍କୁ ଦେଖା କରିବାକୁ କେହି ପରିବାର ଲୋକ ଆସୁଛନ୍ତି, ନା କେହି ବନ୍ଧୁ ପରିଜନ । ବରଂ ସାଥୀ ଝୁନା ଭୋଇ ସହ ମିଶି ପ୍ରମାଦ ଗଣୁଛନ୍ତି ଜେଲ୍‌ର ଚାରିକାନ୍ଥ ଭିତରେ ।

Rope Way
ପାହାଡ଼ରୁ ଖସୁଥିଲେ ଅଧାରେ ଅଟକିଗଲେ ! ଏବେ ୫ ଶହ ଫୁଟ ଉପରେ ଝୁଲୁଛି ଜୀବନ

ରୋପ୍‌ ୱେ’ରେ ଝୁଲି ରହିଥିବା ତାର ଯୋଗୁଁ ସମସ୍ୟା ହେଉଥିଲେ ବି ରେସକ୍ୟୁ ଅପରେସନରେ ଲାଗି ପଡ଼ିଛନ୍ତି ବାୟୁସେନାର ଯବାନ । ଆଇଟିବିପି ଏବଂ ଏନଡିଆରଏଫ୍‌ର ଟିମ୍ ମଧ୍ୟ ସାମିଲ ହୋଇଛନ୍ତି ଉଦ୍ଧାର କାର୍ଯ୍ୟରେ ।

OPCC
କିଏ ହେବେ ପିସିସିର ପରବର୍ତ୍ତୀ ସଭାପତି ? କାହା ହାତରେ ରହିବ ରାଜ୍ୟ କଂଗ୍ରେସ୍‌ର ମଙ୍ଗ ?

ନିକଟରେ ବିଧାନସଭା ନିର୍ବାଚନ ସରିଥିବା ୫ ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ ହେବା ପରେ ଓଡ଼ିଶାରେ ବି ମଙ୍ଗୁଆଳ ବଦଳିବା ଏକ ପ୍ରକାର ନିଶ୍ଚିତ ।

Ram Navami Violence
JNUରେ ଥମିନି ଉତ୍ତେଜନା ! ରାମ ନବମୀ ଶୋଭାଯାତ୍ରାରେ ପଥର ମାଡ଼, ଗଲା ନୀରିହ ଜୀବନ

ସୋମବାର ସକାଳୁ ଉଗ୍ରତା ଥମିଥିଲେ ବି ଉତ୍ତେଜନା ଜାରି ରହିଛି । ଉଭୟ ପକ୍ଷରୁ ବସନ୍ତକୁଞ୍ଜ ଥାନାରେ ଏତଲା ହୋଇଛି । ତେଣେ ଛାତ୍ରଛାତ୍ରୀଙ୍କୁ ଏଭଳି ହିଂସାରୁ ଦୂରେଇ ରହିବାକୁ ଚେତାବନୀ ଦେଇଛନ୍ତି ଜେଏନ୍‌ୟୁ କର୍ତ୍ତୃପକ୍ଷ ।

Barbil Clash
ରାମ ନବମୀକୁ ନେଇ ସଂଘର୍ଷ ! ଦୁଇ ଗୋଷ୍ଠି ମଧ୍ୟରେ ପଥର ମାଡ଼, ସହରରେ ୧୪୪ ଧାରା ଲାଗୁ

ଉଭୟ ଗୋଷ୍ଠୀର ଲୋକେ ପରସ୍ପରକୁ ପଥର ମାଡ଼ କରିଥିଲେ । ଘଟଣାସ୍ଥଳରେ ୧୪୪ ଧାରା ଜାରି କରିବା ସହ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛି ।

Puri Medical College
ପୁରୀରେ ନୂଆ ମେଡିକାଲ କଲେଜ, ୨୧ଟି ବିଭାଗର ରହିବ ପାଠ୍ୟକ୍ରମ

ହେଲିକପ୍ଟର ମାଧ୍ୟମରେ ପୁରୀରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ସୁରକ୍ଷା ବଳୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ସଭା ସ୍ଥଳକୁ ଯାଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାବାସୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇବାର ଶୁଭାରମ୍ଭ କରିଥିଲେ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।