• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Ratnabhandar
ରତ୍ନଭଣ୍ଡାର ପ୍ରସଙ୍ଗକୁ ସାଂଘାତିକ ଅଣଦେଖା ! ପରିଚାଳନା କମିଟି ସଦସ୍ୟଙ୍କ ପ୍ରଶ୍ନ ସତ୍ତ୍ୱେ ଦିଆଗଲାନି ଗୁରୁତ୍ୱ

ଏଜେଣ୍ଡାରେ ନଥିବା କହି ଏଡ଼ାଇଗଲେ ମୁଖ୍ୟ ପ୍ରଶାସକ । ମହାପ୍ରଭୁଙ୍କ ଜମିଜମା ରେକ଼ର୍ଡର ଡିଜିଟାଇଜେସନ୍ ନିଷ୍ପତ୍ତି ।

Child Trafficking
ସାମ୍ନାକୁ ଆସିଲା SCB ପିଲା ଚୋରି ସତ, SNCUରୁ ନବଜାତ କନ୍ୟାକୁ ଚୋରାଇଥିଲେ ମହିଳା

କେମିତି ହାତେଇଲା ଜାଲ ପ୍ରସୂତି ଡିସଚାର୍ଜ ସାର୍ଟିଫିକେଟ୍ ? କଟକ ବଡ଼ ମେଡିକାଲ ସୁରକ୍ଷା ଉପରେ ପ୍ରଶ୍ନ ।

Dharmendra Sahoo
ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲା: ସାମ୍ନାକୁ ଆସିଲା ଅଡିଓ କ୍ଲିପ୍‌, ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ପ୍ରମାଣ !

ଧମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଏକ ମୋବାଇଲ ଅଡିଓ । ଆଉ ଏହି ଅଡିଓ ସଂପର୍କରେ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି ପ୍ରଭାତି ।

Bus Accident
ପୋଖରୀକୁ ଖସିପଡ଼ିଲା ବସ୍‌, ବସିଥିଲେ ୪୦ ଯାତ୍ରୀ

ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ବସ୍ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି ।

Paradeep Town
ଲୋକେ ହନ୍ତସନ୍ତ ! ନାଁକୁ ମାତ୍ର ପାରାଦୀପ ସହର, ହେଲେ ୱାର୍ଡରେ ନାହିଁ ରାସ୍ତା କି ଡ୍ରେନ୍..

ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ସାଧାରଣ ଲୋକେ । ଶୋଚନୀୟ ରାସ୍ତାଘାଟ, ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ।

Ratna Bhandar
ନିରାଶ ଜଗନ୍ନାଥ ପ୍ରେମୀ ! ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ଏଡ଼ାଇଲେ ଗଜପତି ମହାରାଜ

ପରିଚାଳନା କମିଟି ଏଜେଣ୍ଡାରେ ନଥିବାରୁ ଆଲୋଚନା ହେଲାନି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ।

Inspiration
ରକ୍ତଦାନ କରି ଜୀବନ ବଞ୍ଚାଇବା ହେଉଛି ମୂଳ ଲକ୍ଷ୍ୟ, ଛାଡ଼ିଦେଲେ କର୍ପୋରେଟ୍‌ ଚାକିରି

ଏମିତି କିଛି କାହାଣୀ ଆଜି ଆପଣଙ୍କୁ ଆମେ କହିବୁ ଯାହା ଜାଣିବା ପରେ ଆପଣ ବି ସେହି ଯୁବକଙ୍କୁ ସାବାସି ଦେବାକୁ ବାଧ୍ୟ ହେବେ ।

Dharmendra Sahoo
ଧର୍ମେନ୍ଦ୍ର ସାହୁଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ନାନା ପ୍ରଶ୍ନ ନାନା ଆଶଙ୍କା

କ୍ୟାପିଟାଲ୍ ହସ୍ପିଟାଲ୍‌ରେ ପୋଷ୍ଟମର୍ଟମ ରିପୋର୍ଟ ସ୍ପଷ୍ଟ କରିଛି ଧର୍ମେନ୍ଦ୍ର କରିଛନ୍ତି ସୁଇସାଇଡ୍ । କୁହାଯାଇଛି, ଝୁଲନ୍ତା ଅବସ୍ଥାରେ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଛି ।

Odisha Politics
ଦୁଇଦିନ ପରେ ରାଜଧାନୀରେ ହେବ ପଦ୍ମ ଓ ଶଙ୍ଖ ଦଳର ପାଓ୍ୱାର ସୋ

୨୦୨୪ ନିର୍ବାଚନ ପ୍ରସ୍ତୁତି ଭିତରେ ବିଜେପି ଓ ବିଜେଡିର ଏଭଳି ପ୍ରତିଯୋଗିତାମୂଳକ ରାଜନୈତିକ କାର୍ଯ୍ୟକ୍ରମକୁ ନେଇ ଏବେ ସବୁଠି ଚର୍ଚ୍ଚା ।

High Security Number Plate
ନୂଆ ନମ୍ବର ପ୍ଳେଟ୍‌କୁ ନେଇ ଆସିଲା ନୂଆ ନିୟମ

ଏଯାଏଁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ ଲଗାଇନଥିବା ଗାଡ଼ି ଚାଳକଙ୍କ ପାଇଁ ଏଭଳି ଆଶସ୍ତିକର ଖବର ଦେଇଛି ରାଜ୍ୟ ସଡ଼କ ପରିବହନ ପ୍ରାଧିକରଣ ।

Samaleswari
ପ୍ରେମକୁ ସାକାର କରିବାକୁ ମାଆଙ୍କୁ ଚିଠି ଲେଖି ଭକ୍ତ ଜଣାଇଛନ୍ତି ମନର କଥା

ମାଆଙ୍କୁ ଅନ୍ତରର କଥା ଜଣାଇ ମାନସିକ ପୂରଣ ପାଇଁ ଲେଖିଛନ୍ତି ଭକ୍ତ ଜଣକ ।

Mahankalpa Bata
ବର୍ଷା ଋତୁରେ କଅଁଳ ଛନ ଛନିଆ ପତ୍ର ଗହଳରେ ସୁନ୍ଦର ଦିଶିବା ବଦଳରେ ଥୁଣ୍ଟା ଓ ଲଣ୍ଡା ଚେହେରା

ମହାକଳ୍ପବଟର ଏଭଳି ଆକସ୍ମିକ ରୂପ ଦେଖି, ଏହାକୁ ନେଇ ଲୋକଙ୍କ ମନରେ ସୃଷ୍ଟି ହୋଇଛି ନାନା ଶଙ୍କା ।

Mahankalpa Bata
ନେମାଳ ପୀଠରେ ଅଜବ ଘଟଣା ! ଅଚାନକ ପତ୍ରଶୂନ୍ୟ ହୋଇଗଲା ଅଚ୍ୟୁତାନନ୍ଦଙ୍କ ଗାଦି ସମ୍ମୁଖ ମହାକଳ୍ପବଟ

ବର୍ଷା ଦିନରେ ବିବର୍ଣ୍ଣ ରୂପ ଦେଖି ଶ୍ରଦ୍ଧାଳଙ୍କୁ ମନରେ ଶଙ୍କା । ଉଦ୍ୟାନ ବିଭାଗ କହିଲା ସଁବାଳୁଆ ପ୍ରଭାବରୁ ପତ୍ରଝଡ଼ା ।

Odisha Politics
ନଡ୍ଡା ବନାମ ନବୀନ ! ୨୯ରେ ମୁହାଁମୁହିଁ ହେବେ ବିଜେପି-ବିଜେଡି

ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀ ସ୍ଥିର ପରେ ବିଜେଡିର କାଉଣ୍ଟର ଷ୍ଟ୍ରାଟେଜି । ଛାମୁଆ ସଂଗଠନକୁ ନେଇ ବୈଠକ କରିବ ଶଙ୍ଖ ଦଳ ।

Samaleswari
ମାଆ ସମଲେଇଙ୍କ ହୁଣ୍ଡିରେ ଲଭ୍‌ ଲେଟର ! ଭକ୍ତ କହୁଛି ପ୍ରେମିକ ସହ ବିହା କରିଦେ

ମାନସିକ ପୂରଣ ପାଇଁ ମାଆଙ୍କ ନିକଟକୁ ଚିଠି । ସମଲେଇଙ୍କ ହୁଣ୍ଡିରୁ ବାହାରିଲା ଏକାଧିକ ହାତଲେଖା ଚିଠି ।

High Security Number Plate
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଟେନ୍‌ସନ୍ ! ନୂଆ ନିୟମ ଦେଲା ଆଶ୍ୱସ୍ତି

ଡେଡ୍ ଲାଇନ୍ ପୂର୍ବରୁ ଆବେଦନ କରିଥିଲେ ଫାଇନ୍ ନାହିଁ । ବୁକିଂ ସ୍ଲଟ ମିଳୁନଥିବାରୁ ଟେନ୍ସନ୍‌ରେ ଲୋକେ ।

Dharmendra Sahoo
ପୋଷ୍ଟମର୍ଟମ ରିପୋର୍ଟ ପରେ ନାନା ପ୍ରଶ୍ନ, କାହିଁକି ଆତ୍ମହତ୍ୟାର ଚରମ ପଦକ୍ଷେପ ନେଲେ ଧର୍ମେନ୍ଦ୍ର ?

ଦୁଇ ମୋବାଇଲରେ ଲୁଚି ରହିଛି କି ସବୁ ଗୁମର ? ମନ୍ତ୍ରୀଙ୍କ ସଂପୃକ୍ତି ନେଇ ସମୀର ଦାସଙ୍କୁ ବିରୋଧୀଙ୍କ ଟାର୍ଗେଟ ।

scb medical
VIMSAR ପରେ SCB SNCUରୁ ନବଜାତ ଶିଶୁକନ୍ୟା ଚୋରି !

ଚୋରି ଯାଇଥିବା ନବଜାତର ମା ଯାଁଳା କନ୍ୟା ପ୍ରସବ କରିଥିଲେ । ଗୋଟିଏ ଝିଅକୁ ଧରି ମା ପ୍ରସୂତି ବିଭାଗ ୱାର୍ଡରେ ଅଛନ୍ତି ।

School Teacher Killed Student
ଏତେ ନିର୍ଦ୍ଦୟ ଶିକ୍ଷକ ! ପରୀକ୍ଷାରେ ଭୁଲ କଲା ବୋଲି ଛାତ୍ରକୁ ପିଟିପିଟି ମାରିଦେଲେ..

ଶିକ୍ଷକ ତାଙ୍କୁ ପିଟି ପିଟି ଗୁରୁତର କରିଥିଲେ, ଆଉ ତାପରେ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଲା । ଛାତ୍ରଙ୍କ ନାଁ ନିଖିଲ ଧୋରେ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।